ଦେଖନ୍ତୁ Shocking ଭାଇରାଲ Video: ଡ୍ଯୁଟି ସମୟରେ ଆରାମ କରୁଥିଲେ ଡାକ୍ତର ତ ଝିଅଟି ଆସି ମାରିଲା ଶକ୍ତ ଚାପୁଡା, ଯାହା ଏବେ ସୋସିଆଲ ମିଡିଆରେ ନିଆଁ ପରି ହେଉଛି ଭାଇରାଲ

ବନ୍ଧୁଗଣ ବର୍ତ୍ତମାନ ଦେଶର ସ୍ଥିତି ବହୁତ ଜଟିଳ ରହିଛି । ଏହି କରୋନା କାଳ ସମୟରେ ଦେଶରେ ଏପରି ସବୁ ଘଟଣା ଘଟୁଛି ଯାହା ସମସ୍ତ ସ୍ଥାନରେ ଚର୍ଚାର ବିଷୟ ପାଲଟୁଛି । ସାଧାରଣତଃ ଏହି ସବୁ ଘଟଣା ଗୁଡିକ ସୋସିଆଲ ମିଡିଆରେ ବହୁତ ଅଧିକ ଭାଇରାଲ ହେଉଛି ।

ବନ୍ଧୁଗଣ ଗତ କିଛି ଦିନ ହେବ ସୋସିଆଲ ମିଡିଆରେ ଏକ ଭିଡିଓ ବହୁତ ଚର୍ଚାରେ ରହିଛି । ଏହି ଭିଡିଓରେ ଏକ ମହିଳା ଅନ୍ୟ ଏକ ଯୁବତୀଙ୍କ ସହ ଯୁକ୍ତି ତରକ କରୁଥିବାର ନଜର ଆସୁଛି । କିଛି ସମୟ ଯୁକ୍ତି ତରକ ହେବା ପରେ ଯୁବକ ଜଣକ ମହିଳାଙ୍କ ଫୋନ ଛଡେଇବାକୁ ଚେଷ୍ଟା କରୁଛନ୍ତି ସେହି ସମୟରେ ମହିଳା ଜଣକ ଯୁବକଙ୍କୁ ଏକ ନିର୍ଘାତ ଚାପୁଡା ଦେଉଛନ୍ତି ।

ଆପଣ ମାନେ ସମସ୍ତେ ଏହି ଘଟଣା ବିଷୟରେ ଜାଣିଲେ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ । ଆଜି ଆମେ ଆପଣ ମାନଙ୍କୁ ଏହି ଘଟଣା ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଘଟଣା ବିଷୟରେ । ମିଡିଆ ରିପୋର୍ଟସ ଅନୁସାରେ ଏହି ଘଟଣାଟି ହେଉଛି ହାୟରଣା ରାଜ୍ୟରେ ଥିବା ନାଗରିକ ହସ୍ପିଟାଲର । ଏହି ହସ୍ପିଟାଲକୁ ଅତ୍ୟଧିକ ରାତିରେ ଏକ ମହିଳା ନିଜ ପରିଜନଙ୍କ ଚିକିତ୍ସା ପାଇଁ ଆସିଥିଲେ । ଯୁବତୀ ଜଣକ ବହୁତ ସମୟ ପର୍ଯ୍ୟନ୍ତ ଡାକ୍ତରଙ୍କ ଅପେକ୍ଷା କରିଥିଲେ ହେଲେ ତାଙ୍କୁ କୌଣସି ଡାକ୍ତର ଦେଖା ଯାଇ ନଥିଲେ ।

ଏହାପରେ ମହିଳା ଜଣକ ଅପାତତ୍କାଳୀନ ବିଭାଗ ପାଖରେ ଥିବା ଏକ ରୁମକୁ ଯାଇଥିଲେ ଓ ଏକ ଡାକ୍ତରକୁ ସେହି ସ୍ଥାନରେ ଶୋଇବାର ଦେଖିଲା । ଡାକ୍ତର ମାନଙ୍କ ଏହି ଅବହେଳାକୁ ଦେଖି ମହିଳା ଜଣକ ନିଜ ମୋବାଇଲ ଫୋନରେ ସେହି ପରିସ୍ଥିତିକୁ ରେକର୍ଡ କରିବାକୁ ଲାଗିଲେ । ସେହି ସମୟରେ ଡାକ୍ତର ଓ ମହିଳାଙ୍କ ମଧ୍ୟରେ ବହୁତ ଯୁକ୍ତି ତରକ ହୋଇଥିଲା । କିଛି ସମୟ ପରେ ଡାକ୍ତର ସେହି ସ୍ଥାନରୁ ଓପିଡି ରୁମକୁ ଯିବାକୁ ଲାଗିଲା ।

ଡାକ୍ତରର ସମସ୍ତ ହରକତକୁ ମହିଳା ଜଣକ ନିଜ ଭିଡିଓରେ ରେକର୍ଡ କରିଦେଇଥିଲେ । ଯୁବତୀ ଜଣକ ସେହି ଭିଡିଓକୁ ଅନିଲ ବିଜ୍ ଙ୍କୁ ପଠେଇବେ ବୋଲି ଡାକ୍ତରକୁ କହିଲେ । ସେହି ସମୟରେ ଡାକ୍ତର ଜଣକ, ଯାହା କରିବାର ଅଛି କର’ ବୋଲି କହି ମହିଳାଙ୍କୁ ଇଗନୋର କରିଲେ ।

ମୋବାଇଲରେ ଡାକ୍ତରର ଭିଡିଓ ରେକର୍ଡ ହୋଇ ସାରିଥିଲା । ଡାକ୍ତର ନିଜ କଳା କାର୍ଣ୍ଣମାକୁ ଲୁଚାଇବା ପାଇଁ ସେହି ସମୟରେ ମହିଳାଙ୍କ ହାତରୁ ଫୋନ ଛଡେଇବାର ଚେଷ୍ଟା କରିଥିଲା । ଯୁବତୀ ଜଣକ ବାରମ୍ବାର ଡାକ୍ତରକୁ ଫୋନ ଫେରାଇବା ପାଇଁ କହିଥିଲେ ହେଲେ ଡାକ୍ତର ନମାନିବାରୁ ଯୁବତୀ ଡାକ୍ତରକୁ ଏକ ନିର୍ଘାତ ଚାପୁଡା ମାରିଦେଲେ ।

ଏହା ପରେ ଡାକ୍ତର ନିଜ ସାଥି କର୍ମଚାରୀ ମାନଙ୍କ ସହ ମିଶି ମହିଳାଙ୍କ ବିରୋଧରେ ଅଭିଯୋଗ କରିବାକୁ କହିଲା । ଏହାପରେ ପୋଲିସ ଯୁବତୀ ଓ ତା ସହ ଆସିଥିବା ଯୁବକଙ୍କ ବିରୋଧରେ ମାମଲା ରୁଜୁ କରିଦେଲା । ତା ହେଲେ ବନ୍ଧୁଗଣ ଏହି ଘ-ଟ-ଣା ପ୍ରତି ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *