ହାଇକୋର୍ଟ ଦେଲେ ଆଦେଶ, ଆଥ୍‌ଲେଟ ଦୂତି ଚାନ୍ଦଙ୍କ ବିରୁଦ୍ଧରେ ତୁରନ୍ତ ନିଆଯାଉ କାର୍ଯ୍ୟାନୁଷ୍ଠାନ

ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ଓଡିଆ ଅଲମ୍ପିକ ଖେଳାଳି ଦୁତୀ ଚାନ୍ଦଙ୍କୁ ବେସ ଭଲ ଭାବରେ ଜାଣିଥିବେ । ଦୁତୀ ଆମ ଭାରତ ଓ ଆମ ରାଜ୍ୟ ପାଇଁ ଗୌରବ ଆଣିଛନ୍ତି । ସେ ନିଜ ପର୍ଶନାଲ ଲାଇଫ ଓ ନିଜ ଖେଳ ପାଇଁ ସବୁବେଳେ ଚର୍ଚାରେ ରୁହନ୍ତି ।

ହେଲେ ଗତ କିଛି ଦିନ ଦୁତୀ ଚାନ୍ଦ କିଛି ସାମ୍ବାଧିକ ମାନଙ୍କ ବିରୋଧରେ ଏକ ସାଂଘାତିକ ଅଭିଯୋଗ ଆଣିଥିଲେ । ସେନେଇ ଦୁତୀ ସୋ-ସି-ଆ-ଲ ମି-ଡି-ଆ-ରେ ବହୁତ ଚର୍ଚାରେ ରହୁଛନ୍ତି । ମି-ଡି-ଆ ରିପୋର୍ଟସ ଅନୁସାରେ ଦୁତୀ ଚାନ୍ଦ କିଛି ସାମ୍ବାଧିକ ମାନଙ୍କ ଉପରେ ସାଂଘାତିକ ଅଭିଯୋଗ କରିଥିଲେ ।

କିଛି ଦିନ ପୂର୍ବରୁ ଦୁତୀଙ୍କ ବାପା ମାଙ୍କ ପାଖକୁ ଯାଇ ଏକ ୱେ-ବ ମି-ଡି-ଆ କିଛି ପ୍ରତିକ୍ରିୟା ଆଣିଥିଲେ । ଟୋକିଓ ଅଲମ୍ପିକରେ ଦୁତୀଙ୍କ ବିଫଳତା ଏବଂ ତାଙ୍କ ବଡ ଭଉଣୀ ସହ ଲାଗି ରହିଥିବା କନ୍ଦଳକୁ ନେଇ ସୋ-ସି-ଆ-ଲ ମି-ଡି-ଆ-ରେ ସେ ଚର୍ଚାରେ ରୁହନ୍ତି ।


ତେବେ ସଂପୂର୍ଣ୍ଣ ୱେ-ବ ମି-ଡି-ଆ ତାଙ୍କ ବାପା ମାଙ୍କ ଠାରୁ ପ୍ରତିକ୍ରିୟା ନେବା ପରେ ଖବର ପ୍ରସାରଣ ନକରିବା ପାଇଁ ସମ୍ପୃକ୍ତ ଗଣମାଧ୍ୟମ ଦୁତୀଙ୍କୁ ଟଙ୍କା ମାଗିଥିଲେ ବୋଲି ଦୁତୀ ଅ-ଭି-ଯୋ-ଗ କରିଛନ୍ତି । ଏହା ପରେ ଦୁତୀ ସମ୍ପୃକ୍ତ ଗଣମାଧ୍ୟମଙ୍କୁ ଅ-ଶା-ଳୀ-ନ ଭା-ଷା-ରେ ଗା-ଳି ଗୁ-ଲ-ଜ କରିଥିଲେ ଓ ଏହାର ଏକ ଅ-ଡି-ଓ ସୋ-ସି-ଆ-ଲ ମି-ଡି-ଆ-ରେ ଭା-ଇ-ରା-ଲ ହୋଇଛି । ଦୁତୀଙ୍କର ଏହି କାମ ପାଇଁ ବର୍ତ୍ତମାନ ହାଇ କୋର୍ଟ ଏକ ମା-ମ-ଲା ରୁ-ଜୁ କରିଛି ।

ତେବେ ହାଇ କୋର୍ଟ ଏହି ମାମଲାରେ ଦୁତୀ ଚାନ୍ଦଙ୍କ ବି-ରୋ-ଧ-ରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଭୁବନେଶ୍ଵର ଡିସିପିଙ୍କୁ ନିର୍ଦେଶ ଦେଇଛି । ବନ୍ଧୁଗଣ ଦୁତୀଙ୍କ ବିରୋଧରେ ବର୍ତ୍ତମାନ ଆକ୍ସନ ନିଆଯିବ ବୋଲି ଜଣା ପଡିଛି ଓ ସୋ-ସି-ଆ-ଲ -ମି-ଡି-ଆ-ରେ ଏହି ଖବରଟି ବହୁତ ମାତ୍ରାରେ ଭା-ଇ-ରା-ଲ ହେଉଛି । ତା ହେଲେ ବନ୍ଧୁଗଣ ଏହି ଖବର ପ୍ରତି ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *