ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ଭାରତୀୟ ଖେଳାଳି ମାନଙ୍କୁ ନିଶ୍ଚୟ ଦେଖିଥିବେ । ଏହି ସବୁ ଖେଳାଳି ମାନେ ନିଜ ଜୀବନରେ ବହୁତ କଷ୍ଟ ଓ ସଂଘର୍ଷ କରି ସଫଳତା ହାସଲ କରିଛନ୍ତି ।
ସାଧାରଣତଃ ଭାରତର ସମସ୍ତ ଖେଳାଳି ମାନେ ନିଜ ଦେଶ ପାଇଁ ମାନ ଓ ଗୌରବ ଆଣିବା ପାଇଁ ବହୁତ ଚେଷ୍ଟା କରିଥାନ୍ତି । ବନ୍ଧୁଗଣ ଆମ ଭାରତୀୟ ଖେଳାଳି ମାନେ ନିଜ ପର୍ଶନାଲ ଲାଇଫ ଓ ନିଜ ଖେଳ ପାଇଁ ସୋ-ସି-ଆ-ଲ ମିଡିଆରେ ବହୁତ ଚର୍ଚାରେ ରୁହନ୍ତି । ଆଜି ଆମେ ଆପଣ ମାନଙ୍କୁ ଯେଉଁ ଅଲମ୍ପିକ ଖେଳାଳି ବିଷୟରେ କହିବାକୁ ଯାଉଛୁ ସେ ଗତ କିଛି ଦିନ ହେବ ଏକ ଭିନ୍ନ କାରଣ ପାଇଁ ଚର୍ଚାରେ ଅଛନ୍ତି ।
ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଯେଉଁ ଭାରତୀୟ ଅଲମ୍ପିକ ଖେଳାଳିଙ୍କ ବିଷୟରେ କହିବାକୁ ଯାଉଛୁ ସେ ଆଉ କେହି ନୁହେଁ ସେ ହେଉଛନ୍ତି ଭାରତର ଦିଗଜ ସ୍ପ୍ରିଣ୍ଟର ଦୂତି ଚାନ୍ଦ । ଆପଣ ମାନେ ସମସ୍ତେ ଭାରତର ଦିଗଜ ସ୍ପ୍ରିଣ୍ଟର ଦୂତି ଚାନ୍ଦଙ୍କୁ ବେସ ଭଲ ଭାବରେ ଜାଣିଥିବେ ।
ଦୂତି ଚାନ୍ଦ ଦୁଇ ଥର ଅଲମ୍ପିକରେ ଭାଗ ନେଇ ଦେଶ ପାଇଁ ଗୌରବ ଆଣିଛନ୍ତି । ଆମ ଓଡିଆ ସ୍ପ୍ରିଣ୍ଟର ଦୂତି ଚାନ୍ଦ ସୋ-ସି-ଆ-ଲ ମିଡିଆରେ ବହୁତ ଚର୍ଚାରେ ରୁହନ୍ତି । ଗତ କିଛି ଦିନ ହେବ ସେ ଏକ ଭିନ୍ନ କାରଣ ପାଇଁ ଚର୍ଚାରେ ରହୁଛନ୍ତି ଯାହା ବିଷୟରେ ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।
ମି-ଡି-ଆ ରିପୋର୍ଟସ ଅନୁସାରେ ଦୂତିଙ୍କୁ ସୋ-ସି-ଆ-ଲ ମିଡିଆର କିଛି ନିର୍ଦ୍ଧିଷ୍ଟ ଗଣମାଧ୍ୟମର ସମବାଦଧିକ ଟଙ୍କା ମାଗି ଧମାକାଉ ଥିବାର ଅଭିଯୋଗ ଆଣିଛନ୍ତି ଧୁଟୀ । ଦୂତିଙ୍କ ମତରେ-‘‘କିଛି ନିର୍ଦ୍ଦିଷ୍ଟ ଗଣମାଧ୍ୟମର ସାମ୍ବାଦିକ ମୋ ବାପା, ମା’ଙ୍କ ଉପରେ ଚାପ ପକାଉଛନ୍ତି। ସେମାନଙ୍କୁ ବାଧ୍ୟକରି ମୋ ବିରୋଧରେ ସାମ୍ବାଦିକମାନେ ଖବର ସଂଗ୍ରହ କରୁଛନ୍ତି’ । ଦୂତିଙ୍କ ବାପା ଓ ମା’ଙ୍କ ଉପରେ ଚାପ ପକାଇ ଖବର ସଂଗ୍ରହ କରି ସାରିବା ପରେ ଉକ୍ତ ଖବରକୁ ପ୍ରସାରିତ କରିବାର ଭୟ ଦେଖାଉଛନ୍ତି। ଯଦି ଏକ ଲକ୍ଷ ଟଙ୍କା ନଦିଏ ତେବେ ସେମାନେ ସେହି ଖବରକୁ ଗଣମାଧ୍ୟମରେ ପ୍ରସାରଣ କରିଦେବେ ବୋଲି ଧମକ ଦେଉଛନ୍ତି ।
ବନ୍ଧୁଗଣ ଏହି କରୋନା କାଳ ସମୟରେ ସରକାର ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରିଛନ୍ତି । ହେଲେ ଦୂତିଙ୍କ ବାପା ମାଙ୍କ ପାଖରେ ବିନା ମାସ୍କରେ ବସି ଖବର ସଂଗ୍ରହ କରିଛନ୍ତି କିଛି ସାମବାଦଧିକ । ସେହି ସାମ୍ବାଧିକ ମାନଙ୍କୁ ନିଦନା କରିଛନ୍ତି ଦୂତି ଚାନ୍ଦ । ଏଥିସହିତ ଏଭଳି ଗଣମାଧ୍ୟମ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦୂତି ସରକାରଙ୍କୁ ଅନୁରୋଧ କରିଛନ୍ତି । ତା ହେଲେ ବନ୍ଧୁଗଣ ଏହି ଘଟଣା ପ୍ରତି ଆପଣ ମାନଙ୍କ ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ ।