ଏହି ୨ ଟି ନାମର ସ୍ତ୍ରୀମାନେ ସାରା ଜୀବନ ନିଜ ସ୍ଵାମୀଙ୍କ ଠାରୁ ରହିଥାନ୍ତି ଦୁଃଖୀ, କଣ ଆପଣଙ୍କ ସ୍ତ୍ରୀ ତ ଏମାନଙ୍କ ମଧ୍ୟରେ ନାହାଁନ୍ତି

ବିବାହର ବନ୍ଧନ ଏହି ଦୁନିଆରେ ବହୁତ ଖାସ ହୋଇଥାଏ କାହିଁକି ନା ଗୋଟେ ଅଜଣା ପୁଅ ଓ ଗୋଟେ ଅଜଣା ଝିଅ ବିବାହ ବନ୍ଧନରେ ବାନ୍ଧିହେବା ପରେ ସାତ ଜନ୍ମ ସାଙ୍ଗରେ ରହିବା ପାଇଁ ପ୍ରତିଜ୍ଞା ନିଅନ୍ତି । ଜଣେ ସ୍ଵାମୀ ସ୍ତ୍ରୀର ସମ୍ପର୍କ ମଧ୍ୟରେ ସବୁଠୁ ବଡ଼ ଯେଉଁ ବନ୍ଧନ ହେଇଥାଏ ସେ ହେଉଛି ଭଲ ପାଇବା ଓ ବିଶ୍ୱାସ । ଏହା ବଦଳରେ ସମ୍ପର୍କ ଲମ୍ବା ଚାଲିଥାଏ ଓ ପରସ୍ପର ବାନ୍ଧି ହୋଇ ରହିଥାନ୍ତି । ଜଣେ ଝିଅ ଯିଏ କି ନିଜ ପରିବାରକୁ ଛାଡି ନିଜ ସ୍ଵାମୀଙ୍କ ସହ ବିବାହ କରିବା ପରେ ତାଙ୍କ ସହିତ ରହିବାକୁ ଲାଗିଥାଏ ଓ ସେହି ଝିଅର ବହୁତ ଏକ୍ସପେଟ ସ୍ବାମୀ ସହ ଯୋଡିହୋଇ ରହିଥାଏ ।

ସ୍ବାମୀଙ୍କ ଠାରୁ ମିଳିବା ଭଲପାଇବା ସମ୍ମାନ ଓ ତା ସହିତ ସାରା ଜିବନ ତାଙ୍କର ମନର କଥା ଓ ତାଙ୍କ ଇଚ୍ଛାର ସମ୍ମାନ କରିବା ଏମିତି ବହୁତ କିଛି ହୋଇଥାଏ ଯାହା ଜଣେ ଝିଅ ନିଜ ସ୍ବାମୀଙ୍କ ଉପରେ ଏକ୍ସପେଟ କରିଥାଏ ଓ ସାରାଜୀବନ ମନପ୍ରାଣ ଦେଇ ନିଜ ସ୍ବାମୀ ସହ ରହିଥାଏ ଓ ଜୀବନରେ ତାଙ୍କର ବରାବରରେ ସବୁ ସମୟରେ ସାଙ୍ଗରେ ଚାଲିଥାଏ । ସମୟର ସହିତ ସ୍ବାମୀ ସ୍ତ୍ରୀର ସମ୍ପର୍କ ଗଭିର ହୋଇଥାଏ ଓ ତାଙ୍କ ମଧ୍ୟରେ ପ୍ରେମ ଓ ସମ୍ମାନ ଭାବନା ବଢ଼ିବାରେ ଲାଗିଥାଏ ।

କିନ୍ତୁ କିଛି ସ୍ଵାମୀ ସ୍ତ୍ରୀଙ୍କ ଜୀବନରେ ବାଲାନ୍ସ ରହି ନଥାଏ । କାହିଁକି ନା ସ୍ବାମୀ ନିଜ ସ୍ତ୍ରୀଙ୍କ ସାଥିରେ ନଥାନ୍ତି, ତାଙ୍କର କଥା ଶୁଣନ୍ତି ନାହିଁ ଓ ତାଙ୍କର ଇଛାଗୁଡିକ ଓ ଭାବନାର ସମ୍ମାନ କରିନଥାନ୍ତି ତେବେ ଆଜି ଆମେ ଆପଣଙ୍କୁ କହିବୁ କି କେଉଁ ୨ ଟି ନାମର ଝିଅ ଯିଏ ନିଜ ସ୍ବାମୀଙ୍କ ସହିତ ଜିବନସାରା ଠିକ ସେ ରହିପାରି ନାହାନ୍ତି । ସେମାନଙ୍କୁ ଜୀବନସାରା ତାଙ୍କର ସ୍ବାମୀଠୁ କେବଳ ଦୁଃଖ ମିଳିଥାଏ । ତେବେ ଚାଲନ୍ତୁ ଆଜି ଆମେ ଆପଣଙ୍କୁ କହିବୁ କିଏ ସେହି ଦୁଇଟି ନାମର ସ୍ତ୍ରୀ ଯାହାକୁ କେବେ ବି ସ୍ୱାମୀର ସୁଖ ମିଳେ ନାହିଁ, ବିବାହିତ ଜୀବନର ସୁଖ ମିଳେନାହିଁ ।

K ନାମର ସ୍ତ୍ରୀ ମାନେ

ଏହି ନାମ ଥିବା ମହିଳାମାନେ ନିଜ ସ୍ବାମୀ ପାଇଁ ସଂପୂର୍ଣ୍ଣ ଭାବେ ପ୍ରେମଭାବ ରଖି ଥାଆନ୍ତି ଓ ତାଙ୍କର ଭଲସେ ଧ୍ୟାନ ରଖିଥାନ୍ତି ଓ ତାଙ୍କର ସ୍ବାମୀଙ୍କ ପାଇଁ ବହୁତ ହିଁ ସମ୍ବେନ୍ଦନଶୀଳ ହୋଇଥାନ୍ତି ଓ ତାଙ୍କ ପ୍ରତି ପ୍ରେମ୍ ଭାବନା ରଖିଥାନ୍ତି ତାଙ୍କୁ ଭରପୁର ପ୍ରେମ ଦେଇ ତାଙ୍କୁ ନିଜର କରିବାକୁ ଚେଷ୍ଟା କରିଥାନ୍ତି । ଏହି ମହିଳାମାନେ ଚାହାନ୍ତି କି ତାଙ୍କର ଜିବନ ଖୁସିରେ କଟୁ ସେ ସବୁବେଳେ ଚାହାନ୍ତି କି ତାଙ୍କର ସ୍ବାମୀ ତାଙ୍କୁ ସବୁବେଳେ ତାଙ୍କୁ ଭରପୁର ପ୍ରେମ କରନ୍ତୁ କିନ୍ତୁ ଏମିତି ମହିଳାମାନଙ୍କର ଗୋଟେ ଖରାପ ଅଭ୍ୟାସ ତାଙ୍କ ସମ୍ପର୍କରେ ଅସୁବିଧା ସୃଷ୍ଟି କରିବାର କାମ କରିଥାଏ ।

ସେ ସବୁବେଳେ ଚାହାନ୍ତି କି ତାଙ୍କ ସ୍ବାମୀ ତାଙ୍କର ସବୁ ସମୟର ଖବର ଦିଅନ୍ତୁ ଯେମିତି କି ସିଏ କୁଆଡେ ଯାଉଛନ୍ତି କଣ କରୁଛନ୍ତି କାହା ସହିତ ଦେଖା କରୁଛନ୍ତି ସବୁ କଥା ଆମକୁ କୁହନ୍ତୁ ଓ ଆମକୁ ନ ପଚାରି କିଛିବି କରିବେ ନାହିଁ । ଜଣେ ମଣିଷ ଏତେ ବି କାହାକୁ ଭରସା କରି ପାରିବ ନାହିଁ କି ସବୁ କଥା ତାଙ୍କ ସ୍ତ୍ରୀ ଙ୍କୁ କହି କି ହିଁ କରିବେ ।

ଏହି କାରଣରୁ ଏହି ନାମର ମହିଳାଙ୍କ ଜୀବନରେ ଗୋଟେ ଚିଡ ଚିଡା ପଣ ରହିଥାଏ କାହିଁକି ନା ଯେବେ ବି ତାଙ୍କ ସ୍ବାମୀ ନକହି କିଛି କାମ କରନ୍ତି ତେବେ ସେ ରାଗି ଯାଆନ୍ତି ଓ ଚିଡ ଚିଡାପଣ ରହିଥାଏ । ନିଜ ସ୍ଵଭାବ ପାଇଁ ସେ ସବୁବେଳେ ନିଜ ସ୍ବାମୀଙ୍କ ଠାରୁ ଦୁଃଖୀ ଓ ଚିନ୍ତାରେ ରହିଥାନ୍ତି ।

P ନାମର ସ୍ତ୍ରୀ ମାନେ

P ନାମର ମହିଳା ମାନେ ମଧ୍ୟ ନିଜର ସ୍ବାମୀଙ୍କୁ ବହୁତ ପ୍ରେମ କରିଥାନ୍ତି ଓ ତାଙ୍କୁ ଖୁସି ରଖିବା ପାଇଁ ଭରପୁର ଚେଷ୍ଟା କରିଥାନ୍ତି । ସେ ସବୁବେଳେ ନିଜ ସ୍ବାମୀ ପାଇଁ ସଜାଗ ଓ ସମ୍ବେନ୍ଧଶୀଳ ରହିଥାନ୍ତି । ନିଜ ସ୍ବାମୀଙ୍କୁ ଏତେ ଭଲ ପାଆନ୍ତି କି ସେ କେବେ ଚାହାନ୍ତି ନାହିଁ କି ତାଙ୍କ ସ୍ବାମୀ ତାଙ୍କୁ ଛାଡି କି ଅନ୍ୟ କୁଆଡେ ଯାଆନ୍ତୁ ତାଙ୍କୁ ଏହା ଲାଗେ କି 24 ଘଣ୍ଟା ସ୍ବାମୀ ସବୁ କାମ ଛାଡ଼ି ତାଙ୍କୁ ଭଲ ପାଆନ୍ତୁ ।

ଏବେ ଜୀବନ ବଞ୍ଚିବା ପାଇଁ କାମ କରିବା ସେତିକି ହିଁ ଜରୁରୀ ଅଟେ ଯେତିକି ହିଁ ଜରୁରୀ ନିଃଶ୍ୱାସ ନେବା ଓ ପ୍ରେମ କରିବା କିନ୍ତୁ ଏହି କଥା ସେହି ମହିଳାମାନେ ବୁଝିପାରନ୍ତି ନାହିଁ ଓ ଘରେ ରାଗି କି ବସିପଡ଼ନ୍ତି । ଯେଉଁଥି ପାଇଁ ତାଙ୍କ ଘରେ ଆସନ୍ତି ଲାଗି ରହିଥାଏ ଓ ନିଜ ସ୍ଵାମୀଙ୍କ ସହ ସବୁବେଳେ ଝଗଡ଼ା ଲାଗି ରହିଥାଏ ।

ବନ୍ଧୁମାନେ, ଆଶା କରୁଛୁ କି ଆପଣଙ୍କୁ ଆମର ଏହି ତଥ୍ୟ ନିଶ୍ଚୟ ପସନ୍ଦ ଆସିଥିବ । ତଥ୍ୟ ଟି ଭଲ ଲାଗିଥିଲେ ଗୋଟିଏ ସେୟାର କରି ଆମ ପେଜ ଲାଇକ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *