ଦେଖନ୍ତୁ Dubai ର ଜେଲ୍ ରେ ମହିଳାଙ୍କ ସହିତ ପ୍ରତିଦିନ କଣ ହୁଏ ? ଜାଣିଲେ ଆଶ୍ଚର୍ଯ୍ୟ ହେବେ ଆପଣ…

ବନ୍ଧୁଗଣ ଦୁବାଇ ହେଉଛି ଏକ ଏମିତି ଦେଶ ଯାହାର ସୁନ୍ଦରତାକୁ ଦେଖିବା ପାଇଁ ସାରା ଦୁନିଆର ଲୋକ ସେଠାକୁ ବୁଲିବାକୁ ଯାଇଥାନ୍ତି । ହେଲେ ଦୁବାଇର ଏହି ସଜବାଜ ଦୁନିଆ ବ୍ଯତୀତ ସେଠି ଆଉ ଏକ ଅନ୍ଧକାର ଦୁନିଆ ମଧ୍ୟ ଅଛି ଯାହା କାହାକୁ ବି ଦେଖା ଯାଏ ନାହିଁ ତାହା ହେଉଛି ଦୁବାଇର କଡା ନିୟମ । ଆପଣ ମାନେ ଅପରଆଧୀ, ଜେଲ ଓ ପୋଲିସକୁ ଅନେକ ଥର ଟିଭି ବା ସିନେମାରେ ଦେଖିଥିବେ ଯେଉଁଠି ଅପରଆଧୀକୁ ଦନଡ କେମିତି ଦିଆଯାଏ ।

ହେଲେ ଦୁବାଇର ଜେଲ୍ ଏକ ଏମିତି ସ୍ଥାନ ଅଟେ ଯେଉଁଠି ଛୋଟ ଛୋଟ ଭୁଲ ପାଇଁ ମଧ୍ୟ ବହୁତ ଭୟଙ୍କର ଦନଡ ଦିଆଯାଏ । ଥରେ ଭାବନ୍ତୁ ସେଠାରେ ମହିଳା ଅପରଆଧୀ ମାନଙ୍କ ସହ କଣ କରାଯାଉଥିବ । ଆଜି ଆମେ ଆପଣ ମାନଙ୍କୁ ଦୁବାଇର ଜେଲରେ ମହିଳା ଅପରଆଧୀ ମାନଙ୍କ ସହ କିପରି ବ୍ୟବହାର କରାଯାଏ ତାହା ବିଷୟରେ କହିବାକୁ ଯାଉଛୁ ।

ବନ୍ଧୁଗଣ ଦୁବାଇରେ ଯଦି କୌଣସି ଦମ୍ପତ୍ତି ପବ୍ଲିକ ପ୍ଲେସରେ କିସ୍ ବା ହଗ୍ କରନ୍ତି ତା ହେଲେ ସେମାନଙ୍କୁ ଜେଲ ଦନଡ ଦିଆଯାଏ । ଏହା ସହିତ ଯଦି କୌଣସି ଅବାବିହାତା କପଲ୍ସ ଦୁବାଇର ହୋଟେଲରେ ଧରା ପଡନ୍ତି ତା ହେଲେ ତାଙ୍କୁ ଭୟଙ୍କର ଦନଡ ଦିଆଯାଇଥାଏ । ଦୁବାଇର ଇସଲାମ ଧର୍ମକୁ ଯଦି କେହି ଗାଳି ଦିଏ ବା ସୋସିଆଲ ମିଡିଆରେ ଯଦି କେହି ଖରାପ ଭାଷାର ପ୍ରୟୋଗ କରେ ତାକୁ ଜେଲ ଦନଡ ଦିଆଯାଏ ।

ଏମିତି ଭୁଲ ଅନେକ ମହିଳା ମାନେ ମଧ୍ୟ କରିଥାନ୍ତି । ଦୁବାଇର ଆଲ୍ଲାବୀରରେ ଥିବା ମହିଳା ସେଣ୍ଟ୍ରାଲ ଜେଲରେ ପ୍ରାୟ 400 ଜଣ ମହିଳା ଅପରଆଧୀଙ୍କୁ ରଖା ଯାଇଛି । ସେମାନଙ୍କ ମଧ୍ୟରୁ ଅଧିକାଂଶ ମହିଳା ବିଦେଶର ଅଟନ୍ତି । ଦୁବାଇ ଜେଲରେ ମହିଳା ମାନଙ୍କୁ ଗୋଲାପି ରଙ୍ଗର ଢିଲା ଢିଲା ସାଲବାର ଡ୍ରେସ ପିନ୍ଧିବାକୁ ଦିଆଯାଏ । ଏହି ଡ୍ରେସ ପିନ୍ଧିବା ସହ ସେମାନଙ୍କୁ ଚେହେରା ଘୋଡାଇବା ପାଇଁ ମଧ୍ୟ କୁହାଯାଏ ।

ବିଦେଶୀ ମହିଳା ମାନଙ୍କର ଅବସ୍ଥା ବହୁତ ଖରାପ ଥାଏ ବୋଲି କିଛି ବିଦେଶୀ ମହିଳା ମାନେ କହିଛନ୍ତି । ଜେଲରେ ରହୁଥିବା ସବୁ ମହିଳାଙ୍କୁ ସକାଳ 6.30ରେ ଉଠିବାକୁ ପଡିଥାଏ ଆଉ ରାତି 10.30ରେ ଜେଲର ସବୁ କବାଟ ବନ୍ଦ ହୋଇଥାଏ । ଏହା ପରେ କଇଦି ମାନଙ୍କୁ ନିଜ ନିଜ ମଧ୍ୟରେ କଥାବାର୍ତ୍ତା ହେବା ପାଇଁ ଅନୁମତି ଦିଆଯାଏ ନାହିଁ । ଦୁବାଇରେ ମିଳୁଥିବା ଖାଦ୍ୟ ପେୟ ବହୁତ ଖରାପ ହୋଇଥାଏ ।

ଦୁବାଇର ବିଦେଶୀ ମହିଳାଙ୍କ ପାଇଁ ଜେଲରେ ଅଧିକ କିଛି ସୁବିଧା ନାହିଁ ହେଲେ ଦୁବାଇରେ ରହୁଥିବା ମହିଳା ମାନଙ୍କ ପାଇଁ କିଛି ବିଶେଷ ସୁବିଧା ଦିଆଯାଏ । ଲୋକାଲ ମହିଳା ମାନଙ୍କୁ ପରସ୍ପର ସହ କଥାବାର୍ତ୍ତା ହେବା ପାଇଁ ଅନୁମତି ଦିଆଯାଇଛି । ଆଉ ନାବାଳିକା ଅପରଆଧୀ ମାନଙ୍କ ପାଇଁ ଖେଳ କୁଦ କରିବାର ଅନୁମତି ଦିଆଯାଇଛି । ଏହା ସହିତ ସେମାନଙ୍କର ଏକ କୋରାନ କ୍ଳାସ ମଧ୍ୟ ହୁଏ । ତା ହେଲେ ବନ୍ଧୁଗଣ ଏହି ଖବରଟି ଆପଣ ମାନଙ୍କୁ କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *