ଓଡିଆ ସିରିଏଲ ‘ଦିବ୍ୟଦୃଷ୍ଟି’ ରେ ଅଭିନୟ କରୁଥିବା କଳାକାରଙ୍କ ଦରମା କେତେ କଣ ଆପଣ ଜାଣନ୍ତି ? ଜାଣି ଆଶ୍ଚର୍ଯ୍ୟ ହେବେ ଆପଣ !

ବନ୍ଧୁଗଣ ଆପଣ ମାନେ ସମସ୍ତେ ଓଡିଆ ଲୋକପ୍ରିୟ ଧାରାବାହିକ ‘ଦିବ୍ୟଦୃଷ୍ଟି’ ନିଶ୍ଚୟ ଦେଖିଥିବେ । ଏହି ସିରିଏଲଟି ବହୁତ କମ ସମୟ ମଧ୍ୟରେ ଅଧିକ ଲୋକପ୍ରିୟତା ହାସଲ କରିଛି । ଏହି ସିରିଏଲରେ ଅଭିନୟ କରୁଥିବା ସମସ୍ତ କଳାକାର ମାନେ ବହୁତ ସୁନ୍ଦର ଅଭିନୟ ପଦର୍ଶନ କରିଛନ୍ତି । ଏହି ସିରିଏଲରେ ଅଭିନୟ କରୁଥିବା ସମସ୍ତ କଳାକାର ମାନେ ଓଡିଆ ଟିଭି ଇଣ୍ଡଷ୍ଟ୍ରିରେ ସଫଳତା ମଧ୍ୟ ପାଇଛନ୍ତି ।

ହେଲେ ବନ୍ଧୁଗଣ ଆପଣ ମାନେ କଣ ଏହି ସିରିଏଲରେ ଅଭିନୟ କରୁଥିବା ସମସ୍ତ କଳାକାର ମାନଙ୍କ ଦରମା ବିଷୟରେ ଜାଣିଛନ୍ତି । ଆଜି ଆମେ ଆପଣ ମାନଙ୍କୁ ଏହି କଳାକାର ମାନଙ୍କ ଦରମା ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।

ପ୍ରତିମା- ବନ୍ଧୁଗଣ ଆମ ଲିଷ୍ଟର ପ୍ରଥମ ସ୍ଥାନରେ ଅଛନ୍ତି ଅଭିନେତ୍ରୀ ପ୍ରତିମା । ପ୍ରତିମା ଏହି ସିରିଏଲରେ ଦିବ୍ୟଙ୍କ ଖୁଡୀ ଭୂମିକାରେ ନଜର ଆସୁଛନ୍ତି । ପ୍ରତିମାଙ୍କ ଅଭିନୟକୁ ସମସ୍ତ ଲୋକ ବେସ ପସନ୍ଦ ମଧ୍ୟ କରୁଛନ୍ତି । ବନ୍ଧୁଗଣ ପ୍ରତିମା ଏହି ସିରିଏଲର ଗୋଟେ ଏପିସୋଡ ପାଇଁ ୨୦୦୦ ଟଙ୍କା ନିଅନ୍ତି ।

ତାପସ- ବନ୍ଧୁଗଣ ଆମ ଲିଷ୍ଟର ଦ୍ଵିତୀୟ ସ୍ଥାନରେ ଅଛନ୍ତି ତାପସ ଯିଏ କି ଦିବ୍ୟଙ୍କ ବାପାର ଭୂମିକାରେ ନଜର ଆସୁଛନ୍ତି । ତାପସ ଗୋଟେ ଦିନର ସୁଟିଙ୍ଗ ପାଇଁ ୧୫୦୦ ଟଙ୍କା ନିଅନ୍ତି ।

ଦିପୁ- ବନ୍ଧୁଗଣ ଆମ ଲିଷ୍ଟର ତୃତୀୟ ସ୍ଥାନରେ ଅଛନ୍ତି ଦିପୁ ଯିଏ କି ଏହି ସିରିଏଲରେ ଦିବ୍ୟଙ୍କ ଭାଇ ଭୂମିକାରେ ନଜର ଆସୁଛନ୍ତି । ଦିପୁଙ୍କ ଅଭିନୟକୁ ଲୋକମାନେ ବେସ ପସନ୍ଦ କରୁଛନ୍ତି । ଦିପୁ ଗୋଟେ ଦିନର ସୁଟିଙ୍ଗ ପାଇଁ ୧୫୦୦ ଟଙ୍କା ନିଅନ୍ତି ।

ପିକୁ- ବନ୍ଧୁଗଣ ଆମ ଲିଷ୍ଟର ଚତୁର୍ଥ ସ୍ଥାନରେ ଅଛନ୍ତି ପିକୁ । ପିକୁ ଏହି ସିରିଏଲରେ ଦିବ୍ୟଙ୍କ ଭାଇ ଭୂମିକାରେ ନଜର ଆସୁଛନ୍ତି । ପିକୁ ଗୋଟେ ଦିନର ସୁଟିଙ୍ଗ ପାଇଁ ୧୫୦୦ ଟଙ୍କା ନିଅନ୍ତି ।

ଜାସ୍ମିନ- ବନ୍ଧୁଗଣ ଆମ ଲିଷ୍ଟର ପଞ୍ଚମ ସ୍ଥାନରେ ଅଛନ୍ତି ଜାସ୍ମିନ । ଜାସ୍ମିନଙ୍କ ଜବରଦସ୍ତ ଅଭିନୟକୁ ଆପଣ ମାନେ ଏହି ସିରିଏଲରେ ନିଶ୍ଚୟ ଦେଖିଥିବେ । ଜାସ୍ମିନ ଗୋଟେ ଦିନର ସୁ-ଟି-ଙ୍ଗ ପାଇଁ ୧୮୦୦ ଟଙ୍କା ନିଅନ୍ତି ।

ସଞ୍ଜୁକ୍ତା- ବନ୍ଧୁଗଣ ଆମ ଲିଷ୍ଟର ଷଷ୍ଠ ସ୍ଥାନରେ ଅଛନ୍ତି ସଞ୍ଜୁକ୍ତା । ସଞ୍ଜୁକ୍ତା ଏହି ସିରିଏଲରେ ଦିବ୍ୟଙ୍କ ମା ଭୂମିକାରେ ନଜର ଆସୁଛନ୍ତି । ସଞ୍ଜୁକ୍ତା ଗୋଟେ ଦିନର ସୁ-ଟି-ଙ୍ଗ ପାଇଁ ୩୫୦୦ ଟଙ୍କା ନିଅନ୍ତି ।

ଦିବ୍ୟ- ବନ୍ଧୁଗଣ ଆମ ଲିଷ୍ଟର ସପ୍ତମ ସ୍ଥାନରେ ଅଛନ୍ତି ଦିବ୍ୟ ଯିଏ କି ଏହି ସିରିଏଲରେ ମୁଖ୍ୟ ଅଭିନେତା ଭୂମିକାରେ ନଜର ଆସୁଛନ୍ତି । ଦିବ୍ୟ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରହୁଛନ୍ତି । ଦିବ୍ୟ ଗୋଟେ ଦିନର ସୁ-ଟି-ଙ୍ଗ ପାଇଁ ୪୦୦୦ ଟଙ୍କା ନିଅନ୍ତି ।

ଦ୍ରୁଷ୍ଟି- ବନ୍ଧୁଗଣ ଆମ ଲିଷ୍ଟର ଶେଷ ସ୍ଥାନରେ ଅଛନ୍ତି ଦ୍ରୁଷ୍ଟି ଯିଏ କି ଏହି ସିରିଏଲରେ ମୁଖ୍ୟ ଅଭିନେତ୍ରୀର ଭୂମିକାରେ ନଜର ଆସୁଛନ୍ତି । ଦ୍ରୁଷ୍ଟି ଗୋଟେ ଦିନର ସୁ-ଟି-ଙ୍ଗ ପାଇଁ ୫୦୦୦ ଟଙ୍କା ନିଅନ୍ତି । ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ନିଜ ସାଙ୍ଗ ମାନଙ୍କ ସହ ଏହାକୁ ଶେୟାର କରନ୍ତୁ ଓ ଆଗକୁ ଓଲିଉଡ ବିଷୟରେ ଅଧିକ କିଛି ଜାଣିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *