Kalahandi ଜିଲ୍ଲାରେ ଭାଇରାଲ ଭିଡିଓ କୁ ନେଇ ଚାଲିଛି ଚର୍ଚ୍ଚା, ଟ୍ରାକ୍ଟର ଆଗରେ ଚାଲୁଛି ଭୁତ, ଏମିତି ଭୟଙ୍କର ଦୃଶ୍ୟ ଦେଖିଲେ ଆପଣ ବି ଡରିଯିବେ, ଦେଖନ୍ତୁ Video

ବନ୍ଧୁଗଣ, କି-ଟି କି-ଟି ରାତି ଏବଂ ତାହାରି ମଧ୍ୟରେ ଖେଳି ଯାଉଅଛି ଆ-ତ-ଙ୍କ । ଗାଡି ଆଲୋକ ରେ ହଟାତ ଦିଶି ଯାଉଅଛି ଭୁ-ତ ପରି କିଛି ଦୃଶ୍ୟ । କୋ-ଳା-ହ-ଳ ମଧ୍ୟରେ ଦେଖା ଯାଉଅଛି ଯେ ଧଳା ଲୁଗା ପିନ୍ଧି ଏହି ଭଳି ଜିନିଷ ଟିଏ ଚାଲି ଯାଉଅଛି । ଏପରି ଦେଖିବା ପରେ ସମସ୍ତଙ୍କ ମନରେ ଛ-ନ-କା ପଶିବା ସ୍ଵଭାବିକ । ଆଜିର ବିଜ୍ଞାନ ଯୁଗରେ ଆପଣ ହୁଏତ ଭୁ-ତ ପ୍ରେ-ତ ଭଳି ଜିନିଷ ରେ ବିଶ୍ଵାସ କରୁ ନଥିବେ ।

ଏହାକୁ ଏକ ଅନ୍ଧବିଶ୍ଵାସ ବୋଲି କହି ପାରନ୍ତି । କିଛି ଦିନ ହେବ କଳା ହାଣ୍ଡି ଜିଲ୍ଲା ରେ ଭା-ଇ-ରା-ଲ ହୋଇଥିବା ଏହି ଦୃଶ୍ୟଟି ଲୋକ ମାନଙ୍କ ମଧ୍ୟରେ ଆ-ତ-ଙ୍କ ସୃଷ୍ଟି କରିଛି । ସୂଚନା ଅନୁଯାୟୀ ଏହା ଜୁନାଗଡ ବ୍ଲକ ଚିକିଲି ଗାଁ ର ଘ-ଟ-ଣା ଅଟେ । ଏହି ଗାଁ ର କିଛି ଲୋକ ଟ୍ରାକ୍ଟର ରେ ଫେରିବା ବେଳେ ହଟାତ ଭୁ-ତ ହା-ବୁ-ଡରେ ପଡି ଯାଇଥିଲେ । ଟ୍ରାକ୍ଟରରେ ବସିଥିବା ଲୋକଙ୍କ ମଧ୍ୟରୁ କେହି ଜଣେ ଏହି ଦୃଶ୍ୟ କୁ ନିଜ ମୋବାଇଲ ରେ ଶୁ-ଟି-ଙ୍ଗ କରିଛନ୍ତି ।

ଏହି ଭି-ଡି-ଓ ଟି ବର୍ତ୍ତମାନ ବହୁଳ ଭାବରେ ଭା-ଇ-ରା-ଲ ହେବାରେ ଲାଗିଛି । ଏହି ଭିଡିଓ ରୁ ଯାହା ଜଣା ପଡୁଛି ଟ୍ରାକ୍ଟର ରେ କିଛି ଲୋକ ଯିବା ସମୟରେ କେହି ଜଣେ ରାସ୍ତା ଉପରେ ଛିଡା ହୋଇଛି । ସେ କେବଳ ଏକ ଧଳା ଶାଢୀ ପିନ୍ଧି ଛିଡା ହୋଇଥିଲା ମାତ୍ର ମୁହଁ ଏବଂ ଗୋଡ ହାତ କିଛି ନଥିଲା । ସେହି ଧଳା ଶାଢୀ ପରିଧାନ କରି କେହି ଜଣେ ରାସ୍ତା ଆରପା-ରି କୁ ଚାଲି ଯାଉଅଛି ।

ଛା-ନି-ଆ-ରେ ଡ୍ରାଇଭର ଜଣକ ଟ୍ରାକ୍ଟର ର ଷ୍ଟାର୍ଟ ବନ୍ଦ କରିଦେଉଛନ୍ତି । ଏହା ପରେ ଯେତେବେଳେ ପୁନର୍ବାର ଟ୍ରାଇଭର ଟ୍ରାକ୍ଟର ଷ୍ଟାର୍ଟ କରିବାକୁ କଗୁଛନ୍ତି ମାତ୍ର ଆଶ୍ଚର୍ଯ୍ୟ ର କଥା ଯେ ଗାଡି ଆଉ ଷ୍ଟାର୍ଟ ହେଉ ନାହିଁ । ଏହା ପରେ କିଛି ସମୟ ପରେ ଗାଡି ଷ୍ଟାର୍ଟ ହେଲା ବେଳକୁ ଭୁ-ତ ଜଣକ ରାସ୍ତା ପାରି ହୋଇ ଆରପା-ରିକୁ ଯାଇ ବଣବୁଦାରେ ଲି-ପ୍ତ ହୋଇଯାଉଅଛି ।

ତେବେ ଏହି ଭି-ଡି-ଓ ଟି ସତ ନା କେହି ଏହାକୁ ଏଡିଟ କରି ସୋ-ସି-ଆ-ଲ ମି-ଡି-ଆ ରେ ଏପରି ଛା-ଡି-ଛନ୍ତି ତାହା ଏପର୍ଯ୍ୟନ୍ତ ଜଣା ପଡି ନାହିଁ । ମାତ୍ର ହେତୁବାଦୀ ମାନେ ଏହି ସମଗ୍ର ଘ-ଟ-ଣା କୁ ହସି ଉଡାଇ ଦେଇଛନ୍ତି । ଭୁ-ତ ପ୍ରେ-ତ ଭଳି ଏହି ଦୁନିଆରେ କିଛି ନାହିଁ ବୋଲି ସେମାନେ କହିଛନ୍ତି । ବନ୍ଧୁଗଣ ଏହି ଘ-ଟ-ଣା ସମ୍ବନ୍ଧରେ ଆପଣଙ୍କ ମତାମତ କଣ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *