ଥରୁଛି ବ୍ରହ୍ମଗିରି ଜଳୁଛି ସାତପଡା, ପୁରୀ ଜିଲ୍ଲା ସାତପଡ଼ା ଅଞ୍ଚଳରେ ଘନ ଘନ ବୋମାମାଡ଼, ଦେଖନ୍ତୁ Exclusive Video

ନମସ୍କାର ବନ୍ଧୁଗଣ ତେବେ ବ୍ରହ୍ମଗିରିର ସାତପଡ଼ା ଅଞ୍ଚଳରେ ଥିବା ନାଥପୁର ନିକଟରେ ବୋ-ମା-ମା-ଡ଼ ହୋଇଛି । ଗୋଷ୍ଠି କନ୍ଦଳ ଯୋଗୁଁ ଏଭଳି ଘ-ଟ-ଣା ଘ-ଟି-ଛି । ଏକ ନିର୍ଦ୍ଦିଷ୍ଟ ଗୋଷ୍ଠୀର ଲୋକଙ୍କ ଦ୍ୱାରା ୨୦ରୁ ଉର୍ଦ୍ଧ୍ୱ ବୋ-ମା-ମା-ଡ଼ ହୋଇଥିବା ଅ-ଭି-ଯୋ-ଗ ହୋଇଛି । ତେବେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଅ-ସା-ନ୍ତ ହୋଇଛି ବ୍ରହ୍ମଗିରି ଅଞ୍ଚଳ । ମାତ୍ର କେଇ ମିନିଟ୍‌ ଭିତରେ ପୁରା ଅଞ୍ଚ ହୋଇଗଲା ଧୁଆଁମୟ । ଗୋଟିଏ କି ଦୁଇଟି ନୁହେଁ ଫୁ-ଟି-ଲା ୨୦ରୁ ଅଧିକ ବୋ-ମା । ପ୍ର-ଚ-ଣ୍ଡ ଶ-ବ୍ଦରେ କ-ମ୍ପି-ଲା ପୁରା ବ୍ରହ୍ମଗିରି ଅଞ୍ଚଳ ।

ତେବେ ମିଳିଥିବା ସୂଚନା ଅନୁଯାୟୀ ବ୍ରହ୍ମଗିରିର ସାତପଡ଼ା ଅଞ୍ଚଳରେ ଥିବା ନାଥପୁର ନିକଟରେ ଏଭଳି ବୋ-ମା-ମା-ଡ଼ ହୋଇଛି । ଗୋଷ୍ଠି କ-ନ୍ଦ-ଳ ଯୋଗୁଁ ଏଭଳି ଘ-ଟ-ଣା ଘଟିଛି । ଏକ ନିର୍ଦ୍ଦିଷ୍ଟ ଗୋଷ୍ଠୀର ଲୋକଙ୍କ ଦ୍ୱାରା ୨୦ରୁ ଉର୍ଦ୍ଧ୍ୱ ବୋ-ମା-ମା-ଡ଼ ହୋଇଥିବା ଅ-ଭି-ଯୋ-ଗ ହୋଇଛି । ଜମି ଜ-ବ-ରଜ-ଖ-ଲକୁ ନେଇ ପ୍ରଥମେ ଦୁଇ ଗୋଷ୍ଠି ମଧ୍ୟରେ ବ-ଚ-ସା ହୋଇଥିଲା ଓ ପରେ ଉ-ତ୍ତେ-ଜ-ନା ପରିସ୍ଥିତି ସୃଷ୍ଟି ହୋଇଥିଲା । ଏହା ପରେ ବୋ-ମା-ମା-ଡ଼ ହୋଇଥିବା ଜଣାପଡିଛି ।

୩୫ ମୌଜା ର କିଛି ଜମିକୁ ନିର୍ଦ୍ଧିଷ୍ଟ ଏକ ଗୋଷ୍ଠୀ ଜ-ବ-ର-ଦ-ଖ-ଲ କରିଥିବା ଅ-ଭି-ଯୋ-ଗ ହୋଇଥିଲା । ସେନେଇ ଆଜି ୩୫ ମୌଜାର ଲୋକେ ଏକ ବୈଠକ ଡାକିଥିଲେ । କିନ୍ତୁ ଗୋଟିଏ ଗୋଷ୍ଠୀର ଲୋକେ ଏହି ବୈଠକକୁ ଆସି ନଥିଲେ । ଯାହାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ଉ-ତ୍ତେ-ଜ-ନା ଦେଖା ଦେଇଥିଲା । ପରେ ସେଠାରେ ଘ-ନ ଘ-ନ ବୋ-ମା-ମା-ଡ଼ ହୋଇଥିଲା ।

ଖବର ପାଇ ପୁରୀ ଅତିରିକ୍ତ ଏସ୍‌ପି, ଏସ୍‌ଡିପିଓ, ବ୍ରହ୍ମଗିରି ଆଇଆଇସି ଘ-ଟ-ଣା-ସ୍ଥଳରେ ପହଞ୍ଚି ପରିସ୍ଥିତିକୁ ଆୟତ କରିଚନ୍ତି । ବୋମାମାଡ଼ ଘ-ଟ-ଣା-ର ତ-ଦ-ନ୍ତ ଆରମ୍ଭ କରିଛନ୍ତି । ତେବେ ସରକାରୀ ଜମି ଜ-ବ-ର-ଦ-ଖ-ଲ ବି-ବା-ଦ-କୁ ନେଇ ଏଭଳି କା-ଣ୍ଡ ଘ-ଟି-ଛି । ବୋ-ମା ମା-ଡ଼ ପରେ ଚାରିଆଡ଼େ ଖାଲି ନି-ଆଁ ଓ ଧୁ-ଆଁ ଦେଖିବାକୁ ମିଳିଛି । ପାଖାପାଖି ଗୋଟିଏ ବସ୍ତିରେ ୨୦ରୁ ଅଧିକ ଘର ଜ-ଳି ଯାଇଥିବା ସୂଚନା ରହିଛି ।

ବସ୍ତିରେ ଅଧିକାଂଶ ଚାଳ ଘର ରହିଥିବା ବେଳେ ନି-ଆଁ ମଧ୍ୟ ଦୀର୍ଘ ସମୟ ଧରି ରହିଥିଲା । ବୋ-ମା-ମା-ଡ଼ ପରେ ଲୋକମାନେ ଭ-ୟ-ରେ ଘରୁ ବାହାରକୁ ଚାଲି ଆସିଥିଲେ ।
ତେବେ ପୋଲିସ ପହଞ୍ଚିଥିଲେ ମଧ୍ୟ ଲୋକଙ୍କୁ ଆୟତ୍ତ କରିବା ପ୍ରଥମେ କା-ଠି-କା-ର ପାଠ ଥିଲା । ପୋଲିସ ଉପସ୍ଥିତିରେ ଆ-କ୍ର-ମ-ଣ-କା-ରୀଙ୍କ ହାତରେ ବ-ନ୍ଧୁ-କ ମଧ୍ୟ ଦେଖିବାକୁ ମିଳିଥିଲା ।

ସେପଟେ ଉ-ତ୍ତେ-ଜ-ନା-କୁ ନଜରରେ ରଖି ସ୍ଥିତି ନି-ୟ-ନ୍ତ୍ର-ଣ ପାଇଁ ଘ-ଟ-ଣାସ୍ଥଳରେ ୫ ପ୍ଲା-ଟୁନ୍ ଫୋ-ର୍ସ ମୁ-ତ-ୟନ କରାଯାଇଛି । ସେପଟେ ଏହି ଘ-ଟ-ଣାକୁ ନେଇ ପଣସ ପଦାରେ ରାସ୍ତା-ରୋ-କ କରାଯାଇଥିଲା, ତେବେ ପୋଲିସ ପହଞ୍ଚିବା ପରେ ରାସ୍ତା-ରୋ-କ ହ-ଟି-ଛି । ଏହି ଗୋଷ୍ଠୀ ସଂ-ଘ-ର୍ଷ-ରେ କେହି ମୃ-ତା-ହ-ତ ନେଇ କୌଣସି ସୂଚନା ନାହିଁ ।

Leave a Reply

Your email address will not be published. Required fields are marked *