ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ପରଦା ସାମ୍ନାରେ ସମସ୍ତଙ୍କ ମନୋରଞ୍ଜନ କରାଉଥିବା କଳାକାରଙ୍କ ଜୀବନରେ ଏପରି କିଛି ଦୁଃଖ ରହିଥାଏ । ହେଲେ କଳାକାର ଯେତେବେଳେ ନିଜକୁ ଅଭିନୟ ଜଗତରେ ସାମିଲ କରିଦିଏ । ସେତେବେଳେ ସେ ନିଜର ସବୁ ଦୁଃଖକୁ ନିଜ ଭିତରେ ଚାପି ଲୋକଙ୍କ ମୁହଁରେ ମନୋରଞ୍ଜନ ଦ୍ଵାରା ହସ ଫୁଟାଇବାକୁ ଚେଷ୍ଟା କରିଥାଏ । ତେବେ ଏପରି କିଛି ନିଜର ମନର କଥା ଗଣ ମାଧ୍ୟମ ଆଗରେ ଓଡିଆ ଅଭିନେତ୍ରୀ ଦୀପିକା ଶେୟାର କରି କହିଥିଲେ ।

ତେବେ ନିକଟ ଅତୀତରେ ଅଭିନେତା ପିନ୍ଟୁ ନନ୍ଦଙ୍କ ସ୍ଵାସ୍ଥ ଅବସ୍ଥା ଖରାପ ହୋଇଯାଇଛି । ଯେଉଁ କାରଣରୁ ସେ ବର୍ତ୍ତମାନ ଲିଭର ଶିରୋସିସ ରୋଗ ସହ ଲଢେଇ କରୁଛନ୍ତି । ତେବେ ପିନ୍ଟୁ ନନ୍ଦଙ୍କୁ ଦେଖିବା ପାଇଁ ତଥା ତାଙ୍କର ଆରୋଗ୍ଯ କାମନା କରିବା ପାଇଁ ଅନେକ କଳାକାର ତାଙ୍କ ପାଖକୁ ଆସୁଛନ୍ତି । ତେବେ ଅଭିନେତ୍ରୀ ଦୀପିକା ମଧ୍ୟ ପିନ୍ଟୁ ନନ୍ଦଙ୍କୁ ସାକ୍ଷାତ କରିବାକୁ ଆସିଛନ୍ତି । ଏହା ସହିତ ବହୁତ ଶୀଘ୍ର ପିନ୍ଟୁ ଭାଇଙ୍କ ସ୍ଵାସ୍ଥ ଅବସ୍ଥା ଭଲ ହୋଇଯାଉ ବୋଲି ଠାକୁରଙ୍କ ନିକଟରେ ପ୍ରାଥନା କରିଛନ୍ତି ।
ତେବେ ଅଭିନେତ୍ରୀ ଦୀପିକାଙ୍କ କହିବା ଅନୁଯାଇ ସମସ୍ତ ଓଡିଶାବାସୀ ଯଦି ପାରୁଛନ୍ତି । ତେବେ ନିଜ ସକ୍ଷ ଅନୁସାରେ ନିହାତି ଭାବରେ ପିନ୍ଟୁ ଭାଇଙ୍କୁ ସାହାଜ୍ଯର ହାତ ବଢାନ୍ତୁ । ତେବେ ଯେପରି ଭାବରେ ପିନ୍ଟୁ ଭାଇ ବହୁତ ଶୀଘ୍ର ସୁସ୍ଥ ହୋଇଜାଆନ୍ତୁ । ତେବେ ଦୀପିକାଙ୍କ କହିବା ଆଧାରରେ ଅନେକ ଲୋକଙ୍କ ମତରେ ଆର୍ଟିଷ୍ଟ ମାନେ ସବୁବେଳେ ପରଦା ଉପରେ ହସଖୁସି କରି ମନୋରଞ୍ଜନ କରୁଛନ୍ତି । ତାଙ୍କ ଜୀବନରେ କଣ ପାଇଁ ଦୁଃଖ ରହିବ । ତେବେ ଅଭିନେତ୍ରୀ ଏଠାରେ କହିଛନ୍ତି ।
ଆପଣ ମାନେ ଯେତେବେଳେ ଖରାରେ AC ରେ ଶୋଇବା ବେଳେ ଆମେ ଖରାରେ ଅଭିନୟ କରିଥାଉ । ଯେତେବେଳେ ସମସ୍ତେ ଶୀତ ରାତିରେ କମ୍ବଳ ଘୋଡାଇ ହୋଇ ଶୋଇଯାଇଥାନ୍ତି । ଆମେ ସେତେବେଳେ ଶୀତରେ ଥରି ଥରି କାମ କରିଥାଉ । କେବଳ ଦର୍ଶକ ମାନଙ୍କ ମନୋରଞ୍ଜନ କରିବା ପାଇଁ ଆମେ ସବୁକିଛି କରିବା ପାଇଁ ସବୁବେଳେ ପ୍ରସ୍ତୁତ ରହିଥାଉ ।

ତେବେ ସେହିପରି ଜଣେ ଓଡିଆ କଳାକାର ପିନ୍ଟୁ ଭାଇଙ୍କ ସ୍ଵାସ୍ଥ ଅବସ୍ଥା ଖରାପ ସେ ଅସୁବିଧାରେ ପଡିଛନ୍ତି । ତାଙ୍କୁ ନିହାତି ଭାବରେ କିଛି କିଛି ଆର୍ଥିକ ସହାୟତା କରନ୍ତୁ । ଏହା ସହିତ ତାଙ୍କ ସ୍ଵାସ୍ଥ ବହୁତ ଶୀଘ୍ର ସୁସ୍ଥ ହୋଇଯିବା ପାଇଁ ଭଗବାନଙ୍କ ନିକଟରେ ପ୍ରାଥନା କରନ୍ତୁ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ କରିବା ସହ ବହୁ ମାତ୍ରାରେ ଏହାକୁ ଶେୟାର କରି ଦିଅନ୍ତୁ । ଧନ୍ୟବାଦ

