ଦୀପାବଳୀ କିମ୍ବା ଧନତେରସ ଦିନ କରନ୍ତୁ ଏହି 5 ଟି ସହଜ ଉପାୟ, ହେବ ଧନର ବର୍ଷା – Ajira Anuchinta

ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କ ପାଇଁ ଏକ ଚମତ୍କାରୀ ଉପାୟ ନେଇ ଆସିଛୁ । ଆପଣ ମାନେ ଏହି ଉପାୟକୁ ଧନତେରସ କିମ୍ବା ଦୀପାବଳୀ ଦିନ ପ୍ରୟୋଗ କରିପାରିବେ । ଏହି ଉପାୟ ଅତ୍ୟନ୍ତ ପ୍ରଭାବଶାଳି ଅଟେ । ତେଣୁ ବନ୍ଧୁଗଣ ଏହି ଉପାୟକୁ ଆପଣ ନିଶ୍ଚୟ କରନ୍ତୁ । ଧନତେରସ ବା ଦୀପାବଳୀ ଦିନକୁ ମା ଲକ୍ଷ୍ମୀ ଓ କୁବେରଙ୍କ ଦିନ ବୋଲି ମାନା ଯାଇଥାଏ । ଶାସ୍ତ୍ର ଅନୁସାରେ କୁହାଯାଏ ଯେ, ଏହି ଦିନ କିଣା ଯାଇଥିବା ଧନ ୧୩ ଗୁଣ ବୃଦ୍ଧି ହୋଇଯାଇଥାଏ । ବନ୍ଧୁଗଣ ପ୍ରାଚୀନ କାଳରୁ ଏହି ଦିନରେ ସୁନା ରୂପା କିଣିବାର ପ୍ରଥା ଚାଲିଆସିଛି ।

ବନ୍ଧୁଗଣ ଏହି ଧନ୍ତେରସ ଦିନ ଭଗବାନ ବିଷ୍ଣୁ, ମା ଲକ୍ଷ୍ମୀ, ଭଗବାନ ଗଣେଶ ଓ କୁବେର ଦେବତାଙ୍କ ସାଧନା କରାଯାଇଥାଏ । ଯଦି ଆପଣ ଏହି ଦିନରେ କିଛି ଚମତ୍କାରୀ ଉପାୟ କରିବେ ତାହାଲେ ଆପଣଙ୍କୁ ବହୁତ ଧନଲାଭ ହେବ ଓ ଆପଣ ମାନଙ୍କ ଆଗାମୀ ଜୀବନ ସୁଖ ସମୃଦ୍ଧିରେ ଭରିଯିବ । ତାହାଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଉପାୟ ବିଷୟରେ ।

୧. ଆମର ପ୍ରଥମ ଉପାୟ ହେଉଛି ଧନତେରସ ଦିନ ଆପଣ ନିଜ ଘର ବାହାରେ କିମ୍ବା ଘର ଦକ୍ଷିଣ ଦିଗରେ ଦୀପ ଲଗାନ୍ତୁ ଓ ଜମରାଜାଙ୍କ ପୂଜା କରନ୍ତୁ । ଏହା ଦ୍ଵାରା ଯମରାଜା ପ୍ରସନ୍ନ ହୋଇଥାନ୍ତି ଓ ଅକାଳ ମୃତ୍ୟୁରୁ ବଞ୍ଚାଇ ଥାନ୍ତି ।

୨. ଆମ ଦ୍ଵିତୀୟ ଉପାୟ ହେଉଛି ଏହି ଦିନରେ ସୁନା ରୂପା କିଣିବା ଦ୍ଵାରା ସୁନା ରୂପା ୧୩ ଗୁଣ ବୃଦ୍ଧି ହୋଇଥାଏ । ବନ୍ଧୁଗଣ ଏମିତି ହିଁ ପୁରୁଣା ମାନ୍ୟତା ଚାଲି ଆସିଛି । ତେଣୁ ବନ୍ଧୁଗଣ ଆପଣ ଏହି ଦିନରେ ନିଶ୍ଚୟ ସୁନା କିମ୍ବା ରୂପା ମଧ୍ୟରେ କିଛି ନା କିଛି କିଣନ୍ତୁ ।

୩. ବନ୍ଧୁଗଣ ଏହି ଦିନରେ ଆପଣ ନିଜ ଘର ବାହାରେ ସ୍ଵସ୍ତିକ ଚିହ୍ନ କରନ୍ତୁ । ଏହା ଦ୍ଵାରା କୁବେର ଦେବତା ଓ ମା ଲକ୍ଷ୍ମୀ ଆପଣଙ୍କ ଉପରେ ପ୍ରସନ୍ନ ହୋଇ ଧନ ନେଇ ଆପଣଙ୍କ ଘରକୁ ପ୍ରବେଶ କରିବେ । ଏହି ଉପାୟକୁ କରିବା ଦ୍ଵାରା କେବେହେଲେ ଆପଣ ମାନଙ୍କୁ ଧନର ଅଭାବ ହେବ ନାହିଁ ।

୪. ଏହି ଦିନରେ ଦକ୍ଷିଣାବର୍ତ୍ତୀ ଶଙ୍ଖ ଉପରେ ଲକ୍ଷ୍ମୀ ମନ୍ତ୍ର ଲେଖିବା ଦ୍ଵାରା ଧନପ୍ରାପ୍ତିର ବହୁତ ଅଧିକ ସମ୍ଭାବନା ରହିଥାଏ । ତେଣୁ ବନ୍ଧୁଗଣ ଆପଣ ଏହି ଉପାୟକୁ ନିଶ୍ଚୟ କରନ୍ତୁ ।

୫. ଆମର ପଞ୍ଚମ ଉପାୟ ହେଉଛି ଯଦି ଆପଣ ଧନତେରସ ଦିନ ଧନ୍ଵନ୍ତରୀର ମନ୍ତ୍ରର ଜପ କରିବେ ତା ହେଲେ ଆପଣ ସଂପୂର୍ଣ୍ଣ ବର୍ଷ ଆରୋଗ୍ୟ ରହିବେ । ଧନ୍ଵନ୍ତରୀଙ୍କ ମନ୍ତ୍ର ହେଉଛି, ଓଁ ଧନବନ୍ତେୟ ନମଃ । ବନ୍ଧୁଗଣ ଯଦି ଆପଣ ଏହି ମନ୍ତ୍ରକୁ ଜପ କରିବେ ତା ହେଲେ ଆପଣଙ୍କ ଘରକୁ ଧନ ଆସିବ ଓ ଆପଣଙ୍କ ଘରୁ ସମସ୍ତ ରୋଗ ଦୂରେଇ ଯିବ । ବନ୍ଧୁଗଣ ଏହି ସମସ୍ତ ଉପାୟକୁ ଆପଣ ଦୀପାବଳୀ ବା ଧନତେରସ ଦିନ କରନ୍ତୁ । ଏହା ଦ୍ଵାରା ଆପଣଙ୍କ ଘରକୁ ଅପାର ଧନ ଆସିବ ଓ ଆପଣଙ୍କ ଆଗାମୀ ଜୀବନ ସୁଖମୟ ରହିବ । କାରଣ ଏହି ଦିନଟି ମା ଲକ୍ଷ୍ମୀ, କୁବେର ଓ ଧନ୍ଵନ୍ତରୀଙ୍କ ଦିନ ହୋଇଥାଏ ।

ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *