Odia Jokes- ଗୋଟିଏ ଲୋକ ବାବାଜୀ ଙ୍କ ସତସଙ୍ଗ ଶୁଣି ଘରକୁ ଆସିଲା ଘରକୁ ଆସି ସେ ନିଜ ସ୍ତ୍ରୀକୁ ବାହାର କରିଦେଲା ଓ ଚାକରାଣୀକୁ ବାହା ହେଇଗଲା, କାରଣ….

ବନ୍ଧୁଗଣ ବର୍ତ୍ତମାନର ସମୟରେ ପ୍ରାୟ ଅଧିକାଂଶ ଲୋକ ଟଙ୍କା ଅର୍ଜନ କରିବା ପାଇଁ ବହୁତ ଚିନ୍ତାରେ ରହୁଛନ୍ତି । ଯାହାଫଳରେ ସେମାନେ ନିଜ ଜୀବନକୁ ଠିକ ଭାବରେ ଏଞ୍ଜୋଏ କରିପାରୁ ନାହାନ୍ତି । ବନ୍ଧୁଗଣ ଏହି ବ୍ୟସ୍ତ ବହୁଳତାରେ ରହୁଥିବା ଲୋକ ମାନଙ୍କ ମନୋରଞ୍ଜନ ପାଇଁ ଆଜିଆମେ କିଛି ମଜାଦାର ଜୋକ୍ସ ନେଇ ଆସିଛୁ । ଯାହାକୁ ପଢି ଆପଣ ମାନେ ବହୁତ ଏଞ୍ଜୋଏ କରିବେ । ବନ୍ଧୁଗଣ ଏହି ଓଡିଆ ଜୋକ୍ସକୁ ପଢି ଆପଣ ନିଜ ହସକୁ ରୋକି ପାରିବେ ନାହିଁ, ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।

୧. ପପୁ- ପର୍ବ ପର୍ବାଣି କେବଳ କୁଆଁରା ଲୋକମାନେ ହିଁ ମନେଇ ଥାନ୍ତି,

ହେଲେ ବିବାହିତ ମଣିଷ କେବଳ ନିଜ ସ୍ତ୍ରୀଙ୍କୁ ମନେଇ ଥାନ୍ତି ।

୨. ଯେତେବେଳେ କନ୍ୟା ନିଜ ପିତା ଘରେ ରୁହେ ସେତେବେଳେ ସେ ରାଣୀ ହୋଇ ରହିଥାଏ ।

ଯେତେବେଳେ ସେ ନିଜ ଶାଶୁ ଘରକୁ ଯାଇଥାଏ ସେତେବେଳେ ସେ ଲକ୍ଷ୍ମୀ ହୋଇ ରହିଥାଏ ।

ଯେତେବେଳେ ସେ ଶାଶୁ ଘରେ କାମ କରିଥାଏ ସେତେବେଳେ ସେ ଚାକରାଣୀ ହୋଇଯାଇଥାଏ ।

ଠିକ ଏହିପରି ସମସ୍ତ ଝିଅ ନିଜ ଜୀବନରେ ‘ରାଣୀ, ଲକ୍ଷ୍ମୀ ଓ ଚାକରାଣୀ’ ହୋଇଥାନ୍ତି ଓ ନିଜ ସ୍ଵାମୀ ମାନଙ୍କୁ ଟେନସନ ଦେଇଥାନ୍ତି ।

ଯାହାଫଳରେ ସ୍ଵାମୀ ମାନେ ଇଂରାଜୀ ବ୍ରାଣ୍ଡ ପିଇବା ପାଇଁ ବାଧ୍ୟ ହୋଇଥାନ୍ତି ।

୩. ଥରେ ଗୋଟେ ମମଦୁଆ ମମଦ ପିଇ କରି ନିଜ ଘରକୁ ଆସିଲା ଓ ଶୋଇବା ସମୟରେ ସବୁଦିନ ପାଇଁ ଶୋଇ ପଡିଲା…

ଉପରକୁ ଯାଇ ସେ ପୁଣି ନିଜ ଜୀବନକୁ ମାଗିଲା ସେତେବେଳେ ଭଗବାନ ରାଜି ମଧ୍ୟ ହୋଇଗଲେ ।

ହେଲେ ଭଗବାନ ତାକୁ କୁକୁଡା ରୂପରେ ଜନ୍ମ ଦେଲେ ।

ଏହାପରେ ମମଦୁଆ କୁକୁଡା ହୋଇ ଜନ୍ମ ହେଲା ଓ ସୁନାର ଅଣ୍ଡା ଦେଲା ।

ଏହିପରି ସେ ଦୁତୀୟ ଥର ସୁନା ଅଣ୍ଡା ଦେବା ସମୟରେ କିଏ ଗୋଟେ ତା ମୁଣ୍ଡରେ ଝାଡୁ ମାରିଲା, ସେହି ସମୟରେ ମଦୁଦୁଆର ନିଦ ଭାଙ୍ଗିଗଲା ।

ସେହି ସମୟରେ ମଦୁଦୁଆର ସ୍ତ୍ରୀ କହିଲା ଉଠି ଯା ରେ ମଦୁଦୁଆ ବିଛଣାରେ ଦୁଇ ଥର ଝାଡା ବସି ସାରିଛୁ ବାଥରୁମ ଯା…!!

୪. ଗୋଟେ ଲୋକ ଅନ୍ୟ ଲୋକକୁ ପଚାରିଲା- ଭାଇ ଖୁସି କାହାକୁ କୁହନ୍ତି

ଅନ୍ୟ ଲୋକ- କେଜାଣି ଭାଇ ମୋର ତ ବହୁତ କମ ବର୍ଷରେ ବିବାହ ହୋଇଯାଇଥିଲା ।

୫. ଗୋଟେ ଝିଅ କ୍ଳାସ ଶ୍ରେଣୀରେ ଗୀତ ଗାଉଥିଲା- ଓ ଜରା ଜରା ଟଚ ମି, ଟଚ ମି, ଟଚ ମି…

ସେହି ସମୟରେ ପପୁ ଉଠି ଝିଅକୁ ଛୁଇଁ ଦେଲା ଓ କହିଲା ସାହସ ଅଛି ଯଦି ଆଗକୁ ଗା…!!

୬. ଏକ ଛୋଟ ପ୍ରେମ କାହାଣୀ

ଗୋଟେ ପୁଅ ବହୁତ ଦିନ ଧରି ଏକ ଝିଅ ପଛରେ ପଡିଥିଲା…

ହେଲେ ଗୋଟେ ଦିନ ଝିଅ ନିଜର ମୁହଁକୁ ଧୋଇ ପୁଅକୁ ନିଜ ଚେହେରା ଦେଖାଇ ଦେଲା

ସେହି ଦିନ ଠାରୁ ପୁଅ ସେହି ଝିଅର ପିଛା କରିବା ହିଁ ଛାଡି ଦେଲା …

୭. ଗୋଟିଏ ଲୋକ ବାବାଜୀଙ୍କ ସତସଙ୍ଗ ଶୁଣି ଘରକୁ ଆସିଲା ଘରକୁ ଆସି ସେ ନିଜ ସ୍ତ୍ରୀକୁ ବାହାର କରିଦେଲା

ଓ ଚାକରାଣୀକୁ ବାହା ହେଇଗଲା

ସମ୍ପର୍କୀୟ ମାନେ ପଚାରିଲେ ତୁ ଏମିତି କାହିଁକି କଲୁ ?

ଲୋକଟି ଜବାବ ଦେଲା, ବାବା ଜି କହିଛନ୍ତି କି ମାୟା

କୁ ଛାଡିଦିଅ ଓ ଶାନ୍ତି ସହିତ ରୁହ !!

ଆପଣଙ୍କୁ ଆମର ଏହି ଜୋକ୍ସ ଗୁଡିକ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଏମିତି ମଜାଳିଆ ପୋସ୍ଟ ପାଇବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେନି । ଧନ୍ୟବାଦ ।

Leave a Reply

Your email address will not be published. Required fields are marked *