ଦିନ ଦିପହରେ ବନ୍ଧୁକ ଦେଖେଇ ଲୁଟିନେଲେ 19 କିଲୋ ସୁନା ଗହଣା, ସିସିଟିଭି ହେଲା କ୍ୟାପଚର, ଦେଖନ୍ତୁ Shocking ଭାଇରାଲ Video

ନମସ୍କାର ବନ୍ଧୁଗଣ ଏବେ ତ ସୋସିଆଲ ମିଡ଼ିଆ ର ଯୁଗ ଏବଂ ସମସ୍ତେ ମଧ୍ୟ ସୋସିଆଲ ମିଡ଼ିଆ ରେ ଆକ୍ଟିଭ ମଧ୍ୟ ରହିଥାନ୍ତି । ଫେସବୁକ, ଇଂଷ୍ଟାଗ୍ରାମ,ହ୍ଵାଟ୍ସଆପ, ୟୁଟିୟୁବ ଆଦି ଆପ ମାଧ୍ୟମରେ ଆପଣ ନିଜ ନିଜର ମନୋରଞ୍ଜନ କରୁଥିବେ ।

ତେବେ ଏହି ସୋସିଆଲ ମିଡ଼ିଆ ରେ ଅନେକ ଭିଡିଓ ଦେଖିବାକୁ ମିଳୁଛି ସେଥି ମଧ୍ୟରୁ କିଛି ଭିଡିଓ ଲୋକ ମାନଂକୁ ପସନ୍ଦ ଆସୁଛି ତେବେ ସେହି ଭିଡିଓ କୁ ସେୟାର କରି ଭାଇରାଲ କରାଯାଉଛି । ତେବେ ଯଦି କୌଣସି ଭିଡିଓ ଖରାପ ଥାଏ କିମ୍ବା କୌଣସି ଅଦ୍ଭୁତ ଘଟଣା ମଧ୍ୟ ଘଟୁଥାଏ କୌଣସି ଭିଡିଓ ରେ ତେବେ ତାକୁ ମଧ୍ୟ ଲୋକମାନେ ଜଣଙ୍କ ପାଖରୁ ଆଉ ଜଣଙ୍କୁ ସେୟାର କରି ତାକୁ ମଧ୍ୟ ଭାଇରାଲ କରି ଥାଆନ୍ତି ।

ଦେଶ ର କୌଣସି ନା କୌଣସି ସ୍ଥାନରେ କିଛି ନା କିଛି ଅଦ୍ଭୁତ ଘଟଣା ଘଟିଥାଏ ଯାହାକି କାହାର କ୍ୟାମେରା କିମ୍ବା ସିସିଟିଭି ରେ ରେକର୍ଡ ହୋଇ ଯାଇଥାଏ । ତେବେ ସେହି ଘଟଣା କିମ୍ବା କାଣ୍ଡ ବିଷୟରେ ଜାଣିଲେ କିମ୍ବା ଦେଖିଲେ ଆପଣ ନିଶ୍ଚିତ ଆଶ୍ଚର୍ଯ୍ୟ ହୋଇଯିବେ ।

ତେବେ ଆସନ୍ତୁ ସେହିଭଳି କିଛି ଘଟଣା ସମ୍ପର୍କରେ ଆଲୋଚନା କରିବା ଯାହା କ୍ୟାମେରା ରେ ରେକର୍ଡ ହୋଇଯାଇଥିଲା ଏବଂ ସୋସିଆଲ ମିଡ଼ିଆ ରେ ଭାଇରାଲ ମଧ୍ୟ ହୋଇ ଯାଇଥିଲା ତେବେ ଏହି ସିସିଟିଭି କ୍ୟାମେରା ଯୋଗୁଁ ଅନେକ ଅ-ପ-ରା-ଧ ର ଅପରାଧୀ ଧରା ପଡିବା ସହ କୌଣସି ଦୁର୍ଘଟଣା ହେବାରୁ ମଧ୍ୟ ବଂଚି ଯାଇଥାଏ ।

ତେବେ ବର୍ତ୍ତମାନ ଏହି ଭଳି ଏକ ଦୁର୍ଘଟଣା ନଜର ରେ ଆସିଛି କିଛି ଜଣ ଚୋର ଏକ ସୁନା ଦୋକାନ ରେ ପଶି ସେଠାରୁ ଆରାମ ରେ ସୁନା ଚୋରି କରି ଚାଲିଗଲେ ଏବଂ ଏହି ସବୁ ଘଟଣା ସିସିଟିଭି କ୍ୟାମେରା ରେ ରେକର୍ଡ ହୋଇ ଯାଇଛି ଏବଂ ଏହା ସୋସିଆଲ ମିଡ଼ିଆ ରେ ମଧ୍ୟ ଭିଡିଓ ଟି ଘୁରି ବୁଲୁଛି । ତେବେ ଆସନ୍ତୁ ଜାଣିନେବା ସମ୍ପୃକ୍ତ ଘଟଣା ସମ୍ପର୍କରେ ।

ତେବେ ଏହି ଘଟଣା ଟି ହେଉଛି ଉତ୍ତରପ୍ରଦେଶର ଆଗ୍ରା ରେ ଥିବା ମଣପୁରମ ଗୋଲଡ଼ ଲୋନ ଅଫିସ ରେ ଘଟିଛି ଏହି ଘଟଣା । ଦିପହର ୧ ରେ ଚାରି ଜଣ ବଦମାସ ଚୋର ଗ୍ୟାଙ୍ଗ କମଳା ନଗର ରେ ମଣପୁରମ ଗୋଲଡ଼ ଲୋନ ଅଫିସ୍ ଭିତରେ ପଶି ଏହି ଘଟଣା କୁ ଅଂଜାମ ଦେଇଛନ୍ତି । ସେହି ଦୁର୍ବୃତ୍ତ ମାନେ ୧୯ କିଲୋ ସୁନା ଏବଂ ପାଞ୍ଚ ଲକ୍ଷ ଟଙ୍କା ଲୁ-ଟି ନେଇ ଚାଲି ଯାଇଥିଲେ ।

ଏହି ଚାରି ଜଣ ଦୁର୍ବୃତ୍ତ ଅଫିସ ଭିତରେ ପଶି ସେଠାକାର କର୍ମଚାରୀ ମାନଂକୁ ବନ୍ଧୁକ ଦେଖାଇ ଏହି ଚୋ-ରି କରିଥିଲେ ଏବଂ ଚୋରି କରିବା ପରେ ଆରାମ ରେ ସେଠାରୁ ଚାଲିଯାଇ ଥିଲେ । ଏହି ସବୁ ଘଟଣା ସେଠାରେ ଲାଗିଥିବା ସିସିଟିଭି କ୍ୟାମେରା ରେକର୍ଡ ହୋଇ ଯାଇଥିଲା । ଏହା ପରେ ପୋଲିସ ସେମାନଙ୍କ ଭିତରୁ ଦୁଇ ଜଣ ଙ୍କୁ ଗିରଫ କରି ଦେଇଥିଲେ । ତା ହେଲେ ବନ୍ଧୁଗଣ ଏହି ଘ-ଟ-ଣା ପ୍ରତି ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *