ସରିଗଲା Dibya Shankar ଓ Priyanka ଙ୍କ ବାହାଘର, ଏଥର ହନିମୁନ କେଉଁଠି ?

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ସରିଲା ବାହାଘର ଏବେ ହନିମୁନ୍ କୁଆଡେ ? ତେବେ ଏହା ଆମେ କହୁନାହୁଁ । ଏହି କଥା ଏବେ ଚା’ ଖଟି ଠାରୁ ସବୁଆଡେ ଚର୍ଚା ହେବାରେ ଲାଗିଅଛି । ତେବେ ତେବେ ବହୁ ଚର୍ଚିତ କ୍ଯାପଟେନ ଦିବ୍ୟଶଙ୍କରଙ୍କର ଦିତୀୟ ବାହାଘର କହୁ କହୁ ସରିଯାଇଛି । ଏହାରି ମଧ୍ୟରେ ବିବାହର ପରେ ପରେ ନବ ଦମ୍ପତ୍ତି କ୍ଯାପଟେନ ଦିବ୍ୟଶଙ୍କର ଓ ତାଙ୍କ ନବ ବଧୁ ସୁନ୍ଦରୀ ପ୍ରିୟଙ୍କା ମଧ୍ୟ ରିଷେପ୍ସନ ହୋଇ ସାରିଛି ।

ତେବେ ନିଜ ପ୍ରେମମୟ ଜୀବନର ଶୁଭାରମ୍ଭ ଯାତ୍ରା ପ୍ରଥମେ ଜଗା ଦର୍ଶନରୁ ହିଁ ଆରମ୍ଭ ହୋଇଛି । ତେବେ ନିଜ ଠାରୁ ବହୁ କମ୍ ବର୍ଷ ବୟସର ସୁନ୍ଦରୀ ପ୍ରିୟଙ୍କାଙ୍କୁ ନିଜ ପ୍ରେମରେ ପଟାଇ ବାହା ହୋଇଥିବା କ୍ଯାପଟେନ ଦିବ୍ୟଶଙ୍କର ବାହାଘର ପରେ ପରବର୍ତ୍ତୀ ଯୋଜନା କଣ ରହିଛି । ତାହାକୁ ଜାଣିବାକୁ ସମସ୍ତଙ୍କର ମନରେ ଏକ କୌତୁହଳପୂର୍ଣ୍ଣ ଇଛା ରହିଅଛି । ତେବେ ଆପଣ ଏତିକି କହୁ କହୁ ସବୁ କିଛି ନିହାତି ଭାବରେ ବୁଝି ସାରିଥିବେ ।

ତେବେ ବାହାଘର ପରେ ଆମେ କେଉଁ ପ୍ରେମଭରା କଥା ଆଗାମୀ ସମୟରେ ଘଟିବା ଯାଉଛୁ ବୋଲି ଆଲୋଚନା କରୁଛୁ । ତେବେ ହଁ ଆପଣଙ୍କ ଅନୁମାନ ନିହାତି ଭାବରେ ଠିକ ! କାରଣ ଆମେ ଜୁନାଗଡ ବିଧାୟକ ତଥା କ୍ଯାପଟେନ ଦିବ୍ୟଶଙ୍କର ଓ ତାଙ୍କ ନବ ବିବାହିତ ପତ୍ନୀ ପ୍ରିୟଙ୍କାଙ୍କ ହନିମୁନ ବିଷୟରେ ହିଁ ଏଠାରେ ଚର୍ଚା କରୁଛୁ । ତେବେ ସଅଳ ସଅଳ ବିବାହ କାର୍ଯ୍ୟ ସରିଲା ପରେ ଏହି ଗରମ ପାଗରେ କୁଆଡେ ହନମୁନ ପାଇଁ ପ୍ଳାନ ଚାଲିଛି ଏବେ ବୋଲି ସବୁଠି ଚର୍ଚା !

ତେବେ ହନିମୁନ ପାଇଁ ଗନ୍ତବ୍ୟସ୍ତଳ ଦେଶ ଭିତରେ କି ବାହାରେ ମଧ୍ୟ ହୋଇପାରେ । ଦେଶ ଭିତରେ ଉଟି କିମ୍ବା ଶ୍ରୀଲଙ୍କ ଭଳି ସ୍ଥାନ ହୋଇପାରେ । ନଚେତ ତାଇଵାନ ହିଲ୍ ଷ୍ଟେସନ ମଧ୍ୟ ହୋଇପାରେ । ଯେଉଁଠାରେ ଆଡଭେଞ୍ଚର ରାଇଡର ମଜା ନେବେ ଉଭୟ ନବ ଦମ୍ପତ୍ତି । ଏହା ବ୍ଯତୀତ ଦେଶ ବାହାରେ ମଧ୍ୟ ହନିମୁନ ପାଇଁ ବହୁ ବହୁତ ସୁନ୍ଦର ସୁନ୍ଦର ରୋମାଣ୍ଟିକ ପ୍ଲେସ ମଧ୍ୟ ରହିଛି ।

ଯେଉଁଠାକୁ ନିଜ ସୁନ୍ଦରୀ ମନର ମଇନାକୁ ନେଇକି ହନିମୁନ ପାଇଁ ଯାଇପାରନ୍ତି କ୍ଯାପଟେନ ଦିବ୍ୟଶଙ୍କର । ଯଦି ଏହି ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥାଏ । ତେବେ ଆମ ସହ ଯୋଡି ହୋଇ ଅନେକ କିଛି ରୋଚକପୂର୍ଣ୍ଣ ପୋଷ୍ଟ ପଢିବାକୁ ଚାହୁଁଥିଲେ । ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *