ଧୂମ ମଚାଉଛି Royal Enfield ର ଶସ୍ତା ବୁଲେଟ ! ଯାହା ଆଗରେ ସବୁ ବାଇକ ଫେଲ…

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଦମ୍ ଦେଖାଉଛି ରୟାଲ ଏନଫିଲ୍ଡର ଶସ୍ତା ମଡେଲ୍ ! ୩୫୦ ସିସିର ଇଞ୍ଜିନ ଦେବ ଜବରଦସ୍ତ ଥ୍ରୀଲ ! ହଣ୍ଟର-୩୫୦ ଆଗରେ ସବୁ ବାଇକ ଫିକା ! ବାଇକଟିଏ କିଣିବାକୁ କିଏ ଅବା ଚାହିଁନଥାଏ । ଖାସ୍ କରି ବାଇକ କଥା ଆସିଲେ । ପ୍ରତ୍ଯେକଟି ଯୁବପିଢୀଙ୍କ ମନରେ ରୋୟାଲ ଇନଫିଲଡ ମଡେଲର ମନକୁ ବହୁ ସମୟରେ ଆସିଯାଇଥାଏ । ତେବେ ସେ ଯାହା ବି ହେଉ ।

ହେଲେ ଏହାର ପ୍ରାଇସ ଜାଣିବା ପରେ ବହୁ ଲୋକଙ୍କର ଏହି ବାଇକ କିଣିବାରର ସ୍ଵପ୍ନଟି ସ୍ଵପ୍ନରେ ହିଁ ରହିଜାଇଥାଏ । ତେବେ ରୋୟାଲ ଇନଫିଲଡ ବାଇକ କିଣିବାକୁ ଧାଡିରେ ରହିଥିବା ବାଇକ ଚାଳକଙ୍କ ପ୍ରତି ଏକ ବହୁତ ବଡ ଖୁସି ଖବର ଆସିଯାଇଛି । କାରଣ ସାଧାରଣ ବାଇକର ଦାମ୍ ରେ ଏବେ ରୋୟାଲ ମଡେଲ୍ ର ଇନ୍ଫିଲ୍ସ ବୁଲେଟ ମାର୍କେଟରେ ମିଳିବ ପାଇଁ ଯାଉଅଛି । ତେବେ ଏହାର ଇଜାନ ୧୮୧ କିଲୋଗ୍ରାମ ରହିଅଛି । ଯାହାକୁ ନେଇ ସବୁଆଡେ ଏବେ ଚର୍ଚା ଜୋର ଧରିବାରେ ଲାଗିଛି ।

ହଣ୍ଟର ୩୫୦-ର ଷ୍ଟାଟିଙ୍ଗ ପ୍ରାଇସ ୧ ଲକ୍ଷ ୫୦, ୦୦୦ ଟଙ୍କା ରହିଅଛି । ତେବେ ଏହାର ଟପ ମଡେଲଟିର ଦାମ ରହିଅଛି ୧ ଲକ୍ଷ ୭୧, ୦୦୦ ଟଙ୍କା । ତେବେ ମାର୍କେଟରେ ତ ବିଭିନ୍ନ ପ୍ରକାର ବାଇକ ରହିଅଛି । ଯାହାର ପ୍ରାଇସ ଏହି ହଣ୍ଟର-୩୫୦ର ଦାମ ଠାରୁ ଢେରଅଧିକ ରହିଅଛି । ତେବେ ହଣ୍ଟର-୩୫୦ ବୁଲେଟରେ ଏପରି ବିଶେଷ କିଛି ବୈଶିଷ୍ଟତା ରହିଛି । ଏହା ସହିତ ଏହାର ଡିଜାଇନିଙ୍ଗ ବହୁତ ଲୋକଙ୍କୁ ଆକର୍ଷିତ କରୁଛି ।

ଯେଉଁ କାରଣରୁ ବହୁ ଗୁଡିଏ ମଡେଲ୍ ର ବାଇକ ତଥା ବୁଲେଟକୁ ପଛରେ ପକାଇ ବହୁ ଲୋକ ରୋୟାଲ ଇନଫିଲଡକୁ ନିଜ ବାଇକ କରି ଆପଣାକୁ ଚାହୁଁଛନ୍ତି । ତେବେ ବୁଲେଟର ଆକର୍ଷଣୀୟତା ଓ ଏହାର ପ୍ରାଇସ ଲୋକଙ୍କୁ ପସନ୍ଦ ଆସୁଥିବାରୁ ଗତ ୬ ମାସ ମଧ୍ୟରେ ଏହି ବାଇକର ଚାହିଦା ଦିନକୁ ଦିନ ବଢିବାରେ ଲାଗିଛି । ତେବେ ଖାଲି ଭାରତ ନୁହେଁ ଦେଶ ବାହାରେ ମଧ୍ୟ ରୋୟାଲ ଇନଫିଲଡ ନିଜର କମାଲ ମଚଉଛି ।

ଯଦି ଏହି ପୋଷ୍ଟଟି ଆପଣ ମାନଙ୍କୁ ଭଳି ଲାଗିଥାଏ । ତେବେ ଆମ ସହ ଯୋଡି ହୋଇ ରହି ଅଧିକରୁ ଅଧିକ ଲାଟେଷ୍ଟ ପୋଷ୍ଟ ପଢିବାକୁ ଚାହୁଁଥିଲେ । ଆମ ପେଜକୁ ଲାଇକ୍, ଶେୟାର କରନ୍ତୁ । ଏହା ସହ ଯେଉଁ ମାନେ ରୋୟାଲ ମଡେଲ୍ ଇନଫିଲଡ ବୁଲେଟକୁ ପସନ୍ଦ କରନ୍ତି ନିଜର ମତାମତ କମେଣ୍ଟ କରିକି ଜଣାନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *