‘ଧର୍ମଘଟ ଯଦି 2 ଦିନରେ ନ ଉଠେ କଣ ଯେ ପରିସ୍ଥିତି ହେବ…’: କବିରାଜ ସ୍ୱାଇଁ କଞ୍ଚାପରିବା ବ୍ୟବସାୟ ମହାସଂଘ ସଭାପତି

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ୨ ଦିନରେ ଧର୍ମଘଟ ନ ଉଠିଲେ ପରିସ୍ଥିତି ପୁରା ସାଂଘାତିକ ହୋଇଯିବ । ତେବେ ଏପରି କିଛି ମନ୍ତବ୍ୟ କଞ୍ଚା ପରିବା ବ୍ୟବସାୟୀ ମହାସଂଘର ସଭାପତି କବିରାଜ ସ୍ଵାଇଁଙ୍କ ମୁହଁରୁ ଶୁଣିବାକୁ ମିଳିଛି । ତେବେ ଗତ କାଲି ଠାରୁ ରାଜ୍ୟବ୍ୟାପୀ ଷ୍ଟିୟରିଂ ଛାଡ ଆନ୍ଦୋଳନ ବଳବତ୍ତର ରହିଛି । ସରକାରଙ୍କ ନିକଟରେ ଡ୍ରାଇଭର ମାନେ ନିଜର ଦାବୀ ପୂରଣକୁ ନେଇ ଆନ୍ଦୋଳନ ମୁହାଁ ହୋଇଛନ୍ତି ।

ତେବେ ଏହି ଆନ୍ଦୋଳନରେ ଡ୍ରାଇଭର ଭାଇ ମାନେ ଷ୍ଟିୟରିଂ ଛାଡ କରି ଗାଡି ନଚଳାଇ ଆନ୍ଦୋଳନରେ ମାତିଛନ୍ତି । ତେବେ ଦୈନଦିନ ଜୀବନରେ ପରିବହନ ବହୁ ମାତ୍ରାରେ ଆବଶ୍ୟଜଟା ରହିଥାଏ । ତେବେ ଏହି ଆନ୍ଦୋଳନର ପ୍ରଭାବରେ ଲୋକ ମାନଙ୍କ ଉପରେ ମଧ୍ୟ ସାଧାରଣ ଲୋକଙ୍କ ଉପରେ କୌଣସି ନା ଉପରେ ପ୍ରଭାବ ପଡୁଛି । ତେବେ ଯେପରି ପରିବା ବ୍ୟବସାୟୀ ମହାସଂଘର ସଫପତିଙ୍କ କହିବା ଅନୁଯାଇ ଲୋକଙ୍କର ନୀତିଦିଆ ଦରକାରୀ ସମଗ୍ରୀ ହେଉଛି ପରିବା ।

ପରିବା ନ ଆସିଲେ ରୋଷେଇ କରି ଲୋକମାନେ ଖାଇବେ କଣ ? ତେବେ ପରିବା କାରବାର କରିବା ପାଇଁ ଗାଡ ତ ନିହାତି ଭାବରେ ଦରକାର ପଡୁଛି । ତେବେ ଏହି ଆନ୍ଦୋଳନ ଯୋଗୁ ପରିବା ପରିବହନରେ ଅସୁବିଧା ଉପୁଜୁଛି । ଗାଡି ପାରିବ ଲୋଡିଙ୍ଗ ଓ ଅନଲୋଡିଙ୍ଗ କରିବା ପାଇଁ ଡ୍ରାଇଭର୍ମ୍ନେ ରାଜି ହେଉନାହାନ୍ତି । ଯାହା ସବୁ ପରିବା ଅଳ୍ପ ବହୁତ ଷ୍ଟକ ହୋଇ ରହିଛି । ତାପରେ ଯଦି ଅନ୍ୟ ପରିବା ଆସି ନପହଞ୍ଚେ ।

ତେବେ ଯେଉଁ ପରିବା ସବୁ ଅଳ୍ପଆଲ୍ପି ରହିଛି । ତାହା ସବୁ ଉଚା ଦରରେ ଲୋକ ମାନଙ୍କୁ ବିକ୍ରି କରାଯିବ । ତେବେ ଯାହା ଦ୍ଵାରା ସାଧାରଣ ଲୋକେ ମଧ୍ୟ ଏଥିରେ ହଇରାଣରେ ପଡିବେ । ତେବେ କବିରାଜ ସ୍ଵାଇଁଙ୍କ କହିବା ଅନୁସାରେ ଯଦି ୨ ଦିନରୁ ଅଧିକ ଦିନ ଏହି ଷ୍ଟିୟରିଂ ଛାଡ ଆନ୍ଦୋଳନ ଡ୍ରାଇଭର ଙ୍କ ଚାଲୁ ରହେ । ତେବେ ଆଗାମୀ ଦିନ ମାନଙ୍କରେ ନିହାତି ଭାବେ ସାଂଘାତିକ ପରିସ୍ଥିତି ଆସିବ ।

ତେଣୁ ସରକାରଙ୍କ ସହିତ ଡ୍ରାଇଭର ମହାସଂଘର ଏକ ବୈଠକ କରି ବୁଝାବଣା କରାଯିବା ଉଚିତ । ଏପରି କିଛି ମାସ ଛାଡି କିଛି ମାସ ଡ୍ରାଇଭର ଆନ୍ଦୋଳନ ନହେଲେ ଭଲ ହୋଇବ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ସହ ଯୋଡି ହୋଇ ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *