ହେବାକୁ ଚାହୁଁଛନ୍ତି ଯଦି ଧନବାନ ତ ଭୁଲରେବି କେବେ କରନ୍ତୁ ନାହିଁ ଏହି କାମ, ନହେଲେ ଜୀବନସାରା ରହିବେ ଗରିବ

ଆଜିକାଲି ବ୍ୟସ୍ତ ଭରା ଜୀବନରେ ସମସ୍ତେ ଶୀଘ୍ର ବଡଲୋକ ହେବାର ଇଚ୍ଛା ରଖିଥାନ୍ତି । ଯାହା ପାଇଁ ସେମାନେ ସବୁ କିଛି କରିବା ପାଇଁ ପ୍ରସ୍ତୁତ ଅଛନ୍ତି । କଥାରେ ଅଛି କି କଷ୍ଟ କରୁଥିବା ଲୋକଙ୍କୁ କେବେ ଅସଫଳତା ମିଳେନି । କିନ୍ତୁ ଯଦି ଆପଣଙ୍କୁ କଷ୍ଟ କରିବା ସତ୍ଵେ ସଫଳତା ମିଳି ପାରୁନାହିଁ, ତେବେ ଆପଣଙ୍କୁ ନିଜ ଉପରେ ଧ୍ୟାନ ଦେବାକୁ ପଡ଼ିବ । ଆପଣଙ୍କୁ ଏହା ଦେଖିବାକୁ ପଡିବ କି କାଳେ ଆପଣ କିଛି ଏମିତି ଭୁଲ କରୁ ନାହାନ୍ତି ତ, ଯାହାକି ଆପଣଙ୍କ ସଫଳତା ଉପରେ ପ୍ରଭାବ ପକାଉଛି ।

ଆଜି ଆମେ ଆପଣକୁ ସେଇ ସବୁ ଜିନିଷ ବିଷୟରେ କହିବୁ ଯିଏ କି ଆପଣଙ୍କ ସଫଳତା ମଧ୍ୟରେ ବାଧା ଦେଉଛି । ଶାସ୍ତ୍ରରେ ସେହି ଜିନିଷ ବିଷୟରେ କୁହା ଯାଇଛି, ଯାହାକୁ କରିବା ଦ୍ଵାରା ଆପଣ କେବେ ବି ଧନବାନ ହୋଇ ପାରିବେନି । ଏମିତିରେ ଆପଣଙ୍କୁ ଆମେ ସେହି କାମ ବିଷୟରେ କହିବାକୁ ଯାଉଛୁ, ଏହାକୁ ଯଦି ଆପଣ କରୁଛନ୍ତି, ତେବେ ସାଙ୍ଗେ ସାଙ୍ଗେ ଛାଡ଼ି ଦିଅନ୍ତୁ କାହିଁକି ନା ଏହା ଆପଣଙ୍କ ସଫଳତାରେ ବାଧା ସୃଷ୍ଟି କରିଥାଏ ।

କିନ୍ତୁ କିଛି ଲୋକଙ୍କୁ ଏହି କଥା ଅନ୍ଧବିଶ୍ୱାସ ଭଳି ଲାଗେ । କିନ୍ତୁ ଏହାର ସତ୍ୟତା ବହୁତ ଅଛି । ଶାସ୍ତ୍ରରେ ଆପଣଙ୍କୁ ସବୁ ପ୍ରଶ୍ନର ଉତ୍ତର ମିଳିଥାଏ । ସେଥିପାଇଁ ଆମେ ଆଜି ଆପଣଙ୍କୁ ଧନବାନ ନ ହେବାର କାରଣ କହିବୁ ।

ପ୍ରତିଦିନ ଆମେ ଏମିତି କିଛି କାମ କରିଥାଉ, ଯାହାର ପ୍ରଭାବ ସିଧା ଆମ ଜୀବନ ଉପରେ ପଡ଼ିଥାଏ । ଯଦି ଆପଣ ମଧ୍ୟ ଏହା ଭିତରୁ କୌଣସି ଗୋଟିଏ କାମ କରୁଛନ୍ତି, ତେବେ ବଡଲୋକ ହେବାର ଆଶା ଛାଡ଼ି ଦିଅନ୍ତୁ । କାହିଁକି ନା ଗ୍ରହଙ୍କ ଉପରେ ଅଙ୍କର ସିଧା ପ୍ରଭାବ ପକାଇ ଥାଏ । ଯାହା ଆପଣଙ୍କ ଜୀବନକୁ ବର୍ବାଦ କରି କି ରଖିଥାଏ । ତେବେ ଆସନ୍ତୁ ଜାଣିବା କେଉଁ କାର୍ଯ୍ୟ ପାଇଁ ଆପଣ ଆପଣଙ୍କର ବଡ଼ଲୋକ ହେବାର ସ୍ଵପ୍ନ ପୁରା କରି ପାରି ନଥାନ୍ତି ।

ଭୁଲରେ ବି କରନ୍ତୁ ନାହିଁ ଏହି କାମ

ଆଜ୍ଞା ହଁ ଆପଣଙ୍କ ଜୀବନରେ ସବୁ କାମ ପ୍ରଭାବ ପକାଇଥାଏ । ଯଦି ଆପଣ ଭଲ କାମ କରୁଛନ୍ତି, ତେବେ ପରିଣାମ ଭଲ ହୋଇଥାଏ କିନ୍ତୁ ଯଦି ଆପଣ ଭୁଲ କାମ କରୁଛନ୍ତି, ତେବେ ପରିଣାମ ବହୁତ ହିଁ ଖରାପ ହୋଇଥାଏ । ଆସନ୍ତୁ ଜାଣିବା ଏହା ମଧ୍ୟରେ କଣ କଣ ରହିଛି ।

1. ଅଧିକାଂଶ ଲୋକେ ଶନିବାର ଓ ଗୁରୁବାର ରେ ନଖ ଓ ଚୁଟି କାଟନ୍ତି, ଯାହାର ପ୍ରଭାବ ତାଙ୍କ ଜୀବନ ଉପରେ ପଡ଼ିଥାଏ । ଶାସ୍ତ୍ର ଅନୁଯାୟୀ ଯେଉଁ ଲୋକ ଏହା କରି ଥାଆନ୍ତି, ତାଙ୍କ ଘରେ ଲକ୍ଷ୍ମୀ ବାସ କେବେ କରି ନଥାନ୍ତି ।

2. ସନ୍ଧ୍ୟା ସମୟରେ ଝାଡୁ ମାରିବା ବିପଦ ହୋଇଥାଏ, ଏମିତିରେ ଯଦି ଆପଣ ସନ୍ଧ୍ୟା ସମୟରେ ଝାଡୁ ଦେବେ ତାହା ଭୁଲ ଅଟେ । ଏହା ଦ୍ଵାରା ଲକ୍ଷ୍ମୀ ରାଗି ଯାଆନ୍ତି । ଏମିତିରେ ଆପଣ କେବେବି ଧନବାନ ହୋଇ ପାରି ନଥାନ୍ତି ।

3. ଯେଉଁ ଲୋକମାନେ ମହିଳା ମାନଙ୍କୁ ଅପମାନ କରି ଥାଆନ୍ତି, ତାଙ୍କ ଘରେ ସବୁବେଳେ ଦରିଦ୍ରତା ବାସ କରିଥାଏ । ଶାସ୍ତ୍ର ଅନୁଯାୟୀ ମହିଳା ମାନେ ଲକ୍ଷ୍ମୀଙ୍କ ରୂପ ହୋଇଥାନ୍ତି, ମହିଳାଙ୍କ ଅପମାନ ମାନେ ଲକ୍ଷ୍ମୀଙ୍କ ଅପମାନ କରିବା ସହିତ ସମାନ । ଯେଉଁଥି ପାଇଁ ଆପଣ କେବେ ମାଲାମାଲ ହୋଇପାରି ନଥାନ୍ତି ।

4. ଗୁରୁବାର ଦିନ ସାବୁନ ର ବ୍ୟବହାର କରିବା କଥା ନୁହେଁ, ଏହାଛଡା ଗୁରୁବାର ଦିନ ମଧ୍ୟ ଘର ସଫା କରିବା କଥା ନୁହେଁ । ଗୁରୁବାର ଦିନ ଏହା କରିବା ଦ୍ୱାରା ଘରେ ଦରିଦ୍ରତା ବାସ କରିଥାଏ । ଲେଖାଟି ଭଲ ଲାଗିଥିଲେ ସେଆର କରିବେ । ଏମିତ ନୂଆ ଲେଖାସବୁ ପାଇବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *