କୋଟିପତି ସିଏ ହିଁ ହେବ ଯିଏ ଏହି 3 ଟି କଥା ବୁଝିନେବ- Chanakya Niti

ବନ୍ଧୁଗଣ ଚାଣକ୍ୟ ଏକ ମହାନ ଜ୍ଞାନୀ ଥିଲେ ସେ ନିଜ ନୀତି ଗ୍ରନ୍ଥରେ ମଣିଷ ଜୀବନକୁ ସୁଖମୟ ଓ ସମୃଦ୍ଧିମୟ କରିବା ପାଇଁ କିଛି ବିଶେଷ କଥା ଗୁଡିକର ଉଲ୍ଲେଖ କରିଛନ୍ତି । ଯଦି ମଣିଷ ଚାଣକ୍ୟଙ୍କ ନୀତି ଗୁଡିକୁ ମାନି ଚାଲିବ ତା ହେଲେ ତାକୁ ନିଜ ଜୀବନରେ କୌଣସି ସମସ୍ୟା ହେବ ନାହିଁ । ବନ୍ଧୁଗଣ ଏହି ଦୁନିଆରେ ଥିବା ସମସ୍ତ ମଣିଷ ଏକ ସୁଖ ଓ ସମୃଦ୍ଧିମୟ ଜୀବନ ଅତିବାହିତ କରିବା ପାଇଆନ ଇଛା କରିଥାନ୍ତି ।

ଏହି ଜୀବନକୁ ଅତିବାହିତ କରିବା ପାଇଁ ମଣିଷ ଦିନ ରାତି କଷ୍ଟ କରିଥାନ୍ତି । ହେଲେ ଚାଣକ୍ୟ ନୀତି ଅନୁସାରେ ଯଦି ମଣିଷ ନିଜ ଜୀବନରେ କିଛି ଖାସ ଭୁଲ କାର୍ଯ୍ୟ ଗୁଡିକୁ ନକରିବ ତା ହେଲେ ସେ କେବେବି ଦରିଦ୍ରତା ଭୋଗ କରିବ ନାହିଁ ଓ ଆଜୀବନ ଏକ ସୁଖମୟ ଜୀବନ ଅତିବାହିତ କରିବ ।

ବନ୍ଧୁଗଣ ଚାଣକ୍ୟଙ୍କ ଦ୍ଵାରା ବର୍ଣ୍ଣିତ ଏହି ଖାସ କଥା ଗୁଡିକ ବିଷୟରେ ଆଜିଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ସବୁ କଥା ଗୁଡିକ ବିଷୟରେ ।

୧. ବନ୍ଧୁଗଣ ଚାଣକ୍ୟଙ୍କ ମତରେ କେବେବି କୌଣସି ବ୍ୟକ୍ତିକୁ ମିଛକୁ ପ୍ରଶୟ ଦେବା ଉଚିତ ନୁହେଁ । ମିଛକୁ ପ୍ରଶୟ ଦେଉଥିବା ବ୍ୟକ୍ତି ସବୁବେଳେ ଦରିଦ୍ରତାରେ ଜୀବନ ଅତିବାହିତ କରିଥାଏ । ବନ୍ଧୁଗଣ ଚାଣକ୍ୟଙ୍କ ମତରେ କୌଣସି ବ୍ୟକ୍ତିକୁ ମିଛ କଥା କହିବା ଉଚିତ ନୁହେଁ ଓ ମିଛକୁ ପ୍ରଶୟ ଦେବା ଉଚିତ ନୁହେଁ  । କାରଣ ବନ୍ଧୁଗଣ ମିଛ ଦ୍ଵାରା ମଣିଷ ବହୁତ କୁକର୍ମ କରିଥାଏ ତେଣୁ ଯଦି ଆପଣ ମାନେ ମିଛକୁ ପ୍ରଶୟ ଦେବେ ତା ହେଲେ ଆପଣ ମଧ୍ୟ ସେହି ମଣିଷ କରିଥିବା କୁକର୍ମର ଭାଗୀଦାର ହେବେ । ତେଣୁ ଆପଣ ମାନେ କେବେହେଲେ ମିଛକୁ ପ୍ରଶୟ ଦିଅନ୍ତୁ ନାହିଁ ।

୨. ବନ୍ଧୁଗଣ ଚାଣକ୍ୟଙ୍କ ମତରେ ମଣିଷକୁ ସବୁବେଳେ ସଫା ସୁତୁରା ପୋଷାକ ପିନ୍ଧିବା ଉଚିତ । ଯେଉଁ ଲୋକ ସବୁବେଳେ ମଇଳା ପୋଷାକ ପିନ୍ଧିଥାନ୍ତି ଓ ନିଜକୁ ସଫା ସୁତୁରା ରଖି ନଥାନ୍ତି ସେହି ମଣିଷ ମାନେ ସବୁବେଳେ ଦରିଦ୍ରତା ଭୋଗ କରିଥାନ୍ତି । ଏହା ସହିତ ଏହି ମଣିଷ ମାନେ କେବେହେଲେ କୌଣସି ସ୍ଥାନରେ ସଫଳତା ହାସଲ କରିପାରନ୍ତି ନାହିଁ । ବନ୍ଧୁଗଣ ସ୍ଵଚ ଶରୀରରେ ମା ଲକ୍ଷ୍ମୀଙ୍କର ବାସ ରହିଥାଏ । ତେଣୁ ଆପଣ ମାନେ ସର୍ବଦା ସଫା ସୁତୁରା ପୋଷାକ ଧାରଣ କରନ୍ତୁ ।

୩. ବନ୍ଧୁଗଣ ଚାଣକ୍ୟଙ୍କ ମତରେ ଏପରି କିଛି ଲୋକ ଅଛନ୍ତି ଯେଉଁ ମାନେ ପେଟ ଭରିବା ଜାଗାରେ ନିଜ ମନ ଭରିବା ପାଇଁ ଭୋଜନ କରିଥାନ୍ତି । ଏହି ମଣିଷ ମାନଙ୍କ ଘରେ କେବେହେଲେ ମା ଲକ୍ଷ୍ମୀ ବାସ କରିନଥାନ୍ତି ଓ ଏହି ମଣିଷ ମାନେ ସର୍ବଦା ଦରିଦ୍ରତା ଭୋଗ କରିଥାନ୍ତି । ତେଣୁ ବନ୍ଧୁଗଣ ବ୍ୟକ୍ତିକୁ ସବୁବେଳେ ନିଜ ଭୋକ ଅନୁଯାଇ ଭୋଜନ କରିବା ଉଚିତ । ଏହା ଦ୍ଵାରା ବ୍ୟକ୍ତିର ଶରୀର ସୁସ୍ଥ ରହିଥାଏ ଓ ବ୍ୟକ୍ତି କେବେହେଲେ ଦରିଦ୍ରତା ଭୋଗ କରିନଥାଏ ।

ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *