ବିବାଦରେ ପାକିସ୍ତାନ କ୍ଯାପଟେନ Babar Azam, ସାଂଘାତିକ ଅଭିଯୋଗ ଆଣିଲେ ମହିଳାଆଉ ଯାହା ସ୍ବାଉ କହିଲେ ଶୁଣି ଆପଣଙ୍କ ହୋସ ଉଡିଯିବ

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ବିବାଦରେ ଛନ୍ଦି ହେଇଛନ୍ତି ବାବର ଆଜମ୍ । ପାକିସ୍ତାନ ଅଧିନାୟକ ଉପରେ ମହିଳା ଲଗାଇଲା ସଙ୍ଗିନ ଅଭିଯୋଗ । ବାବର ଆଜମ ମୋତେ ପ୍ରେଗନାଣ୍ଟ କରି ଛାଡି ଦେଲେ । ତେବେ ବାବର ଆଜାମ ବର୍ତ୍ତମାନ ସମୟରେ ପାକିସ୍ତାନ ଦଳର ଅଧିନାୟକ ଅଟନ୍ତି । ତେବେ ସେ ଜଣେ ବହୁତ ଭଲ ବ୍ୟାଟ୍ସ ମ୍ୟାନ ମଧ୍ୟ ଅଟନ୍ତି । ତେବେ ହଁ ବନ୍ଧୁଗଣ ପାକିସ୍ତାନ ଟିମର ଅଧିନାୟକ ବାବର ଆଜମଙ୍କ ନାମରେ ଏପରି କିଛି ସଙ୍ଗୀନ ଅଭିଯୋଗ ଶୁଣିବାକୁ ମିଳିଛି ।

ତେବେ ବାବର ଆଜାମଙ୍କର କିଛି ବ୍ୟକ୍ତିଗତ ଭିଡିଓ ବର୍ତ୍ତମାନ ସମୟରେ ବହୁ ମାତ୍ରାରେ ଭାଇରାଲ୍ ହେବାକୁ ମିଳିଛି । ଯେଉଁ କାରଣରୁ ବହୁ ବାଦ ବିବାଦର ଘେରରେ କ୍ରିକେଟର ବାବର ଆଜାମ୍ ଫସିଯାଇଛନ୍ତି । ତେବେ ଅଭିଯୋଗ ଅନୁଯାଇ ବାବର ଆଜମ କିଛି ଝିଅଙ୍କ ସହିତ ଅ-ନୈ-ତିକ ସମ୍ପର୍କ ରଖିଥିବାର ଖବର ଭାଇରାଲ ହେଉଛି ।

ତେବେ ସେହି ଝିଅ ମାନେ ହେଉଛନ୍ତି ପାକିସ୍ତାନ କ୍ରିକେଟ ଟିମର ଖେଳାଳୀ ମାନଙ୍କର ଗାର୍ଲଫ୍ରେଣ୍ଡ । ତେବେ ବାବର ଆଜାମ ସେହି ଝିଅ ମାନଙ୍କ ସହିତ ଅ-ନୈ-ତିକ ସମ୍ପର୍କ ରଖିବା ପାଇଁ ଝିଅ ମାନଙ୍କୁ ପବର୍ତ୍ତାଉଛନ୍ତି । ସେହି ଝିଅଙ୍କ ସହିତ ସମ୍ବଦ୍ଧ ବନାଇବାକୁ ଚାହୁଁଛନ୍ତି । ତେବେ ଏପରି କରିବା ପଛରେ ମଧ୍ୟ ଏକ ତଥ୍ୟ ଲୁଚି ରହିଛି । ତେବେ ଭାଇରାଲ ହୋଇଥିବା ଖବର ମୁତବକ ବାବର ଆଜାମଙ୍କ ସହିତ ସେହି ଝିଅ ମାନେ ସମ୍ବଦ୍ଧ ରଖିବା ଦ୍ଵାରା ସେହି ଝିଅଙ୍କର ତଥା ତାଙ୍କ ବୟଫ୍ରେଣ୍ଡର ମଧ୍ୟ ଫାଇଦା ହେବ ବୋଲି ବାବର ଆଜାମ କହୁଛନ୍ତି ।

ତେବେ ଯେଉଁ ଝିଅଙ୍କ ସହିତ ସେ ସମ୍ପର୍କ ରଖିବେ । ତାଙ୍କର ଖେଳାଳୀ ବୟଫ୍ରେଣ୍ଡକୁ ଦଳକୁ ବାହାର କରାଯିବ ନାହିଁ । ତେବେ ଏହି ଘଟଣା ପଛରେ କେତେ ଯେ ସତ୍ୟ ଲୁଚି ରହିଛି।  ତାହା ବର୍ତ୍ତମାନ ସମୟରେ ଠିକ ଭାବରେ ଜଣାପଡୁନାହିଁ । ତେବେ ଏହିପରି କିଛି ସମାନ ବିବାଦରେ ମଧ୍ୟ ଗତ କିଛି ସମୟରେ ମଧ୍ୟ ବାବର ଆଜାମ ଛନ୍ଦିହୋଇଥିଲେ । ତେବେ ସେହି ସମୟରେ ଜଣେ ମହିଳାଙ୍କୁ ଗର୍ଭବତୀ କରିବା ପାଇଁ ବାବର ଆଜାମ ଦାୟୀ ବୋଲି ଜଣେ ମହିଳା ଗଣମାଧ୍ୟମ ନିକଟରେ ଜଣାଇଥିଲେ ।

ପରେ ମହିଳା ଜଣଙ୍କ ଗ-ଅର୍ଭ-ପା-ତ କରିଥିଲେ । ତେବେ ସେହି ମହିଳାଙ୍କ ପରି ଏବେ ଯେଉଁ ସଙ୍ଗିନ ଅଭିଯୋଗ ବାବରଙ୍କ ନାମରେ ଆସିଛି । ତାହା କେତେ ମାତ୍ରାରେ ସତ୍ୟ ତାହା ନିଶ୍ଚୟ ଆଗାମୀ ସମୟରେ ହିଁ ଜଣାପଡିବ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ କରନ୍ତୁ ।

Leave a Reply

Your email address will not be published. Required fields are marked *