ବନ୍ଧୁଗଣ ଗତ କିଛି ସମୟ ହେବ କଂଗ୍ରେସ ବିଧାୟକ ସୁର ରାଉତରାୟଙ୍କ ଏକ ନୂଆ ଭିଡିଓ ସୋ-ସି-ଆ-ଲ ମି-ଡି-ଆ-ରେ ଅ-ପ-ଲୋ-ଡ ହୋଇଛି । ସୁର ଭାଇଙ୍କୁ ତ ଆପଣ ମାନେ ବେସ ଭଲ ଭାବରେ ଜଣାଇଥିବେ । ସୁର ଭାଇ ଅଧିକାଂଶ ସମୟ ନିଜ ସମାଜ ସେବା ଓ ନିଜ କଡା କଥା ପାଇଁ ସୋ-ସି-ଆ-ଲ ମି-ଡି-ଆ-ରେ ଚର୍ଚାରେ ରୁହନ୍ତି । ତେବେ ଏଥର ସେ ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାବତଙ୍କୁ ଟା-ର୍ଗେ-ଟ କରିଛନ୍ତି ।
ଆପଣ ମାନେ ତ ଏହା ନିଶ୍ଚୟ ଜାଣି ଥିବେ ଯେ ଗତ କିଛି ଦିନ ତଳେ କଙ୍ଗନାଙ୍କୁ ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନିତ କରା ଗଲା । ତେବେ ସୁର ଭାଇ ଏଥିରେ ଆପତ୍ତି ଦେଖାଇ କିଛି କଡା କଥା କହିଛନ୍ତି ଯାହା ବିଷୟରେ ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ । ସୁର ଭାଇଙ୍କ ମତରେ- ‘କି ଅବସ୍ଥା ସୃଷ୍ଟି କରିଛି ସେ କଙ୍ଗନା ।
ଏହାକୁ ଦେଖାଇ ସେ ପଦ୍ମଶ୍ରୀ ପାଇଛି ଛି ଛି ଛି… ଲଜ୍ୟା । ତୁରନ୍ତ ପଦ୍ମଶ୍ରୀରୁ ବାହାର କର । ଏ କଙ୍ଗନା କହୁଛି ଏ କେଉଁଠି ଥିଲେ, ତୁ ଜନ୍ମ ହୋଇଥିଲୁ । ଆରେ ତୋର ଯେଉଁ ଫଟୋ ତୁ ଦେଖାଉଛୁ ଏ ଟୋକା ଗୁଡାକ ନଷ୍ଟ ହୋଇଯିବେ’ । ଆଗକୁ ସୁର ଭାଇ କହିଛନ୍ତି-‘ମାହାତ୍ମା ଗାନ୍ଧୀ ଭଳିଆ ନେତାଙ୍କୁ କ୍ରି-ଟି-ସା-ଇ-ଜ କରା ଯାଉଛି ।
ଆପଣ ଦେଖନ୍ତୁ ମାହାତ୍ମା ଗାନ୍ଧୀ ସ-ତ୍ୟା-ଗ୍ର-ହ ଆରମ୍ଭ କରିଲେ ଏମିତି ମାହାତ୍ମା ଗାନ୍ଧୀଙ୍କ ଭଳିଆ ଏମିତି ଅନେକ ଲୋକ ଅଛନ୍ତି ଯେଉଁ ମାନେ ଦେଶ ପାଇଁ ବହୁତ କିଛି କରିଛନ୍ତି । ଏ ଦେଶ ଟାକୁ ରଖରେ ନାରୀ ସମ୍ମାନ ରଖ । ତୁ ଯେଉଁ ଭଳିଆ ଚ-ଡି ପିନ୍ଧି ଛାତି ଦେଖାଇ ଯାହା ଅବସ୍ତା କରିଛୁ ଏ ଛାତ୍ର ଏ ଯୁବକ ସମାଜ କଣ କରିବେ’ ।
ଆଗକୁ ସୁର ଭାଇ କହିଛନ୍ତି-‘ତୁ ଗୋଟେ ଅତି ଦେଖେଇ ହେଉଛୁ ମାହାତ୍ମା ଗାନ୍ଧୀଙ୍କୁ କ୍ରି-ଟି-ସା-ଇ-ଜ କରୁଛୁ । ୨୦୧୪ରେ ମୋଦୀ ସ୍ଵାଧୀନତା ଆଣି ଥିଲା ଆକୁ ବସେକି ସେଥିପାଇଁ ସେ କହୁଛି ଯଦି ୨୦୧୪ ରେ କିଏ ସ୍ଵାଧୀନତା ଆଣି ଥିଲେ ତା ହେଲେ ସେ ହେଉଛି ମୋଦୀ । କଙ୍ଗନା ବି କେୟାରଫୁଲ ଭାରତର ବିଶିଷ୍ଟ ନେତାଙ୍କୁ ତୁ ଅପମାନ ଦଉଛୁ ଠିକ ହବନି’ ।