ଦେଖନ୍ତୁ ବଲିଉଡର ୫ ଟି ବେଷ୍ଟ ଶାଳି-ଭିଣେଇ ଯୋଡ଼ି, ନମ୍ବର ୩ ତ ଏକା ସହିତ ରୋମାନ୍ସ ବି କରି ସାରିଛନ୍ତି

ବଲିଉଡରେ ସବୁବେଳେ ଅଲଗା ଅଲଗା ଯୋଡ଼ିସବୁ ପପୁଲାର ହେବାକୁ ରହିଥାନ୍ତି , ଆଜି ଆମେ ଆପଣଙ୍କୁ ଫିଲ୍ମ ଦୁନିଆର ଫେମସ ଭିଣେଇ- ଶାଳୀଙ୍କର ଯୋଡି ସହ ମିଳେଇ ବାକୁ ଯାଉଛୁ । ଭିଣେଇ ଓ ଶାଳୀଙ୍କ ସମ୍ପର୍କ ବହୁତ ନଟଖଟ ଓ ମଜାମସ୍ତିଭରା ହୋଇଥାଏ , ତାଙ୍କ ମଧ୍ୟରେ ଏହି ମଜା ଓ ଝଗଡ଼ାଝାଣ୍ଟି ଯେମିତି ଭାଇ ଭଉଣୀ ମଧ୍ୟରେ ହୋଇଥାଏ , ବଲିଉଡରେ ଏହି ଭିଣେଇ ଶାଳୀ ହୋଡି ନିଜ ମଧ୍ୟରେ ବହୁତ ଭଲ ଲାଗିଥାଆନ୍ତି , ଏହା ମଧ୍ୟରୁ କିଛି ତ ଏକ ସହିତ ଫିଲ୍ମରେ ରୋମାନ୍ସ ମଧ୍ୟ କରି ସାରିଛନ୍ତି ।

ପ୍ରଥମ ଯୋଡି

ଭିଣେଇ – ଅକ୍ଷୟ କୁମାର , ସ୍ତ୍ରୀ – ଟ୍ଵିଙ୍କଲ ଖାନା , ଶାଳୀ- ରିଙ୍କି ଖାନା

ଅକ୍ଷୟ କୁମାର ବଳିଉଡର ଟପ ଲିଷ୍ଟର ଆକ୍ଟର ଅଟନ୍ତି , ସେ ବର୍ଷ ୨୦୦୧ ରେ ବଲିଉଡ ଆକ୍ଟ୍ରେସ ଟ୍ଵିଙ୍କଲ ଖାନାଙ୍କ ସହ ବିବାହ କରିଥିଲେ , ବିବାହ ପରେ ଟ୍ଵିଙ୍କଲ ଫିଲ୍ମରୁ ଦୁରେଇ ଯାଇଥିଲେ ,ତାଙ୍କର ଗୋଟେ ଭଉଣୀ ମଧ୍ୟ ଅଛନ୍ତି ରିଙ୍କି ଖାନା , ସେ ଅକ୍ଷୟ କୁମାରଙ୍କ ଶାଳୀ ଅଟନ୍ତି, ରିଙ୍କି ଫିଲ୍ମ ‘ପ୍ୟାର ମେ କଭି କଭି’ ଫିଲ୍ମରୁ ଫିଲ୍ମ ଇଣ୍ଡଷ୍ଟ୍ରିରେ ପାଦ ରଖିଥିଲେ , ସେ ଜଣେ ସଫଳ ଅଭିନେତ୍ରୀ ହେଇ ପାରିନଥିଲେ ।

ଦ୍ଵିତୀୟ ଯୋଡି

ଭିଣେଇ – ଅଜୟ ଦେବଗନ, ସ୍ତ୍ରୀ – କାଜୋଲ, ଶାଳୀ- ରାଣୀ ମୁଖାର୍ଜୀ ଓ ତନିସା ମୁଖାର୍ଜୀ

ଅଜୟ ଦେବଗନ ବଲିଉଡର ଭଲ ଅଭିନେତାଙ୍କ ମଧ୍ୟରୁ ଜଣେ , ସେ ବର୍ଷ ୧୯୯୯ ରେ ଅଭିନେତ୍ରୀ କାଜୋଲଙ୍କ ସହିତ ବିବାହ କରିଥିଲେ , ଅଜୟ ଦେବଗନ ବଡ଼ ଲକି ଅଟନ୍ତି ତାଙ୍କର ଗୋଟେ ନୁହେଁ ଦୁଇଟି ଶାଳୀ ଅଛନ୍ତି , ଏମାନଙ୍କ ମଧ୍ୟରୁ ପ୍ରଥମ ହେଲେ ରାଣୀ ମୁଖାର୍ଜୀ ଓ ଦ୍ଵିତୀୟ ତନିସା ମୁଖାର୍ଜୀ , ତନିସା ମୁଖାର୍ଜୀ କାଜୋଲଙ୍କର ନିଜ ଭଉଣୀ , ସେ ବଲିଉଡର ନିଜର ନା କରିବା ପାଇଁ ବହୁତ୍ ଚେଷ୍ଟା କରିଥିଲେ କିନ୍ତୁ ସେ ଫ୍ଲପ ହୋଇଥିଲେ , ଓ ସେଇଠି ଦ୍ଵିତୀୟ ଶାଳୀ ରାଣୀ ମୁଖାର୍ଜୀ , ସେ କାଜୋଲଙ୍କ ନିଜ ଭଉଣୀ ତ ନୁହନ୍ତି କିନ୍ତୁ ସମ୍ପର୍କରେ କକାଙ୍କ ଝିଅ ଅଟନ୍ତି , ରାଣୀ ମୁଖାର୍ଜୀଙ୍କର କେତେ ନା ଅଛି ଆପଣ ମାନେ ଜାଣିଥିବେ ।

ତୃତୀୟ ଯୋଡି

ଭିଣେଇ – ସେଫ ଅଲି ଖାନ, ସ୍ତ୍ରୀ- କରିନା କପୁର ଖାନ, ଶାଳୀ – କରିଶ୍ମା କପୁର

ସେଫ ଓ କରିନା ବର୍ଷ ୨୦୧୨ ରେ ବିବାହ କରିଥିଲେ ,ଏହି ବିବାହ ସହିତ ହିଁ କରିନାଙ୍କ ବଡ଼ ଭଉଣୀ କରିଶ୍ମା ଶେଫଙ୍କ ଶାଳୀ ହେଇଗଲେ , ସେଫ ଓ କରୀଶ୍ମା ଦୁହେଁ ଦୁହିଁଙ୍କର ବହୁତ୍ ରେସପେକ୍ଟ କରିଥାନ୍ତି , ଏହି ଦିଜଣ ‘ ହାମ ସାଥ ସାଥ ହେ ‘ ଫିଲ୍ମରେ ରୋମାଟିକ କପଲର ଭୂମିକା କରିଥିଲେ ।

ଚତୁର୍ଥ ଯୋଡି

ଭିଣେଇ – ରାଜ କୁନ୍ଦ୍ରା , ସ୍ତ୍ରୀ – ଶିଳ୍ପା ସେଠି , ଶାଳୀ – ସମିତା ସେଠି

ଶିଳ୍ପା ସେଠିଙ୍କ ବଲିଉଡ କ୍ୟାରିୟର ବହୁତ ଭଲ ଥିଲା , କିନ୍ତୁ ବିବାହ ପରେ ସେ ଫିଲ୍ମରେ କମ ନଜର ଆସିଛନ୍ତି , ଶିଳ୍ପା ବର୍ଷ ୨୦୦୯ ରେ ବିଜନେସ ମ୍ୟାନ ରାଜ କୁନ୍ଦ୍ରାଙ୍କ ସହ ବିବାହ କରିଥିଲେ , ଶିଳ୍ପାଙ୍କ କାରଣରୁ ଏବେ ରାଜ କୁନ୍ଦ୍ରା ମଧ୍ୟ ଜଣେ ଜଣାଶୁଣା ଚେହେରା ହୋଇସାରିଲାଣି , ରାଜଙ୍କର ଶାଳୀ ସମିତା ସେଠି, କିନ୍ତୁ ସେ ବଲିଉଡରେ ଶିଳ୍ପାଙ୍କ ଭଳି ଅଧିକ ନା କରି ପାରି ନଥିଲେ ।

ପଞ୍ଚମ ଯୋଡି

ଭିଣେଇ – ଶକ୍ତି କପୁର , ସ୍ତ୍ରୀ – ସିବାଙ୍ଗି କୋଲ୍ହାପୁରେ , ଶାଳୀ – ପଦ୍ମିନୀ କୋଲ୍ହାପୁରେ

ଶକ୍ତି କପୁର ବଲିଉଡର ଜଣାଶୁଣା ଆକ୍ଟର ଅଟନ୍ତି , ସେ ନିଜର କମିକ ଓ ଭିଲେନ ବାଲା ଅଭିନୟ ପାଇଁ ଫେମଶ ଅଟନ୍ତି , ଶକ୍ତି କପୁର ବର୍ଷ ୧୯୮୨ ରେ ଘରୁ ପଳାଇ ସିବାଙ୍ଗି କୋଲ୍ହାପୁରେଙ୍କ ସହ ବିବାହ କରିଥିଲେ ,ସିବାଙ୍ଗି ଗୋଟେ ସମୟରେ ଅଭିନେତ୍ରୀ ଥିଲେ କିନ୍ତୁ ତାଙ୍କର ଫିଲ୍ମ କ୍ୟାରିୟର କିଛି ଖାସ ନଥିଲା , ସେଇଠି ଶକ୍ତି କପୁରଙ୍କ ଶାଳୀ ପଦ୍ମିନୀ କୋଲ୍ହାପୁରେ ବଲିଉଡରେ ଜଣାଶୁଣା ନାମ ଅଟନ୍ତି ।

ଆପଣଙ୍କୁ ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥିଲେ ଲାଇକ ଆଉ ସେୟାର କରନ୍ତୁ । ଏହିପରି ବଲୀଉଡ ବିଷୟରେ ଅଧିକ ଜାଣିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।

Leave a Reply

Your email address will not be published. Required fields are marked *