ଦେଖନ୍ତୁ ବାପାଙ୍କ ଏକାଦଶାହ କେମିତି ଅନୁଷ୍ଠିତ କଲେ ପୁଅ Amlan, ଭାଇରାଲ ହେଲା Video

ଓଡିଆ ଫିଲ୍ମ ଜଗତର ପ୍ରସିଦ୍ଧ ଅଭିନେତା ମିହିର ଦାସ ଆଉ ଆମ ମାନଙ୍କ ଗହଳରେ ନାହାନ୍ତି । ବନ୍ଧୁଗଣ ମିହିର ଯିବା ପରେ ସାରା ଓଡିଆ ଇଣ୍ଡଷ୍ଟ୍ରିରେ ଶୋକର ଛାୟା ଖେଳି ଯାଇଛି । ବନ୍ଧୁଗଣ ମିହିର ପଞ୍ଚଭୂତରେ ଲୀନ ହୋଇଯାଇଛନ୍ତି ଓ ତାଙ୍କର ଅକାଳ ବିୟୋଗକୁ ସହଜରେ ଗ୍ରହଣ କରିପାରୁ ନାହାନ୍ତି ଓଡିଶା ବାସୀ । ସେ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅନେକ ସୁପର ହିଟ ଫିଲ୍ମ କରିଥିଲେ ଓ ତାଙ୍କ ଲୋକପ୍ରିୟତା ମଧ୍ୟ ବେସ ଅଧିକ ରହିଛି ।

ନିଜ ଜବରଦସ୍ତ ଅଭିନୟ ପାଇଁ ତାଙ୍କୁ କେତେକ ପୁରସ୍କାରରେ ବି ସମ୍ମାନିତ କରାଯାଇଛି । ତେବେ ବନ୍ଧୁଗଣ ସମସ୍ତ ଓଡିଆ କଳାକାର ମାନେ ମିହିର ଯିବା ପରେ ନିଜର ଦୁଃଖ ପ୍ରକାଶ କରିଛନ୍ତି । ମିହିର ଦୀର୍ଘ ବର୍ଷ ଧରି କିଡ୍ନି ରୋଗରେ ପୀଡିତ ଥିଲେ ତେବେ ଗତ କିଛି ଦିନ ତଳେ ତାଙ୍କ ଅବସ୍ଥା ଗୁରୁତ୍ଵର ହୋଇଯିବାରୁ ତାଙ୍କୁ କଟକର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରଯାଇଥିଲା ।

ହେଲେ ଚିକିତ୍ସା ଚାଲିଥିବା ବେଳେ ମିହିର ଆମ ମାନଙ୍କୁ ଛାଡି ଚାଲିଗଲେ । ବନ୍ଧୁଗଣ ମିହିର ଯିବା ପରେ ଗତ ଜାନୁୟାରୀ ୨୦ ତାରିଖରେ ତାଙ୍କର ଦଶାହ ସଭା ଆୟୋଜିତ ହୋଇଥିଲା । ବନ୍ଧୁଗଣ ଗତ ପହଡଦିନ ଦଶାହକ୍ରୀୟାରେ ଓଡିଶା ସିନେ ଆର୍ଟିଷ୍ଟେଡ ଆସୋସିଏସନ ତରଫରୁ ଏକ ସଭା ଅନୁଷ୍ଠିତ କରାଯାଇଥିଲା । ତେବେ ବନ୍ଧୁଗଣ ଏହି ସଭାରେ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିର ଅନେକ ଦିଗଜ କଳାକାର ମାନେ ଯୋଗ ଦେଇଥିଲେ ।

ଏହା ପରେ ଗତ ପହଡଦିନ ମିହିର ଦାସଙ୍କ ଏକାଦଶାହ କାର୍ଯ୍ୟ ହୋଇଥିଲା । ବନ୍ଧୁଗଣ ଏହି ଏକାଦଶାହ କାର୍ଯ୍ୟ ମଧ୍ୟ ବହୁତ ଭଲ ଭାବରେ ହୋଇଥିଲା । ମିହିରଙ୍କ ପୁଅ ଓଡିଆ ଅଭିନେତା ଅମ୍ଳାନ ଦାସ ମିହିରଙ୍କ ଏକାଦଶାହ କାର୍ଯ୍ୟ କରିଥିଲେ । ଏହି ଏକାଦଶାହ କାର୍ଯ୍ୟ ତାଙ୍କର କଟକ ସ୍ଥିତ ଘରେ ହୋଇଥିଲା ଓ ଏହି ସଭାରେ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିର ଅନେକ ଦିଗଜ ଅଭିନେତା ମାନେ ଯୋଗ ଦେଇଥିଲେ ।

ବନ୍ଧୁଗଣ ସମସ୍ତେ ମିଶି ମିହିର ଦାସଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ମିହିରଙ୍କ ଏକାଦଶାହ କ୍ରିୟାର କିଛି ଫଟୋ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ତା ହେଲେ ବନ୍ଧୁଗଣ ଆମେ ମାନେ ବି ମିହିରଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛୁ । ଯଦି ଆପଣ ମାନଙ୍କୁ ଏହି ପୋଷ୍ଟଟି ଭଲ ଲାଗିଲା ତା ହେଲେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *