‘ମୁଁ ଦୀପ ଶାହା, ନଂନ ଓଡ଼ିଆ ବିଟେକ ଇଂଜିନିୟର… ଆମ ଫାମିଲି ରେ ଯାତ୍ରାର ‘ଯ’ ଅକ୍ଷର ଜାଣି ନଥିଲେ ହେଲେ ମୁଁ ଆଜି…’: ଯାତ୍ରା ଅଭିନେତା Deep Shah

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ମୋର ନାମ ଦୀପ ଶାହ ମୁଁ ନନ୍ ଓଡିଆ । ଆମ ଘରେ ଯାତ୍ରାର ଯ ଅକ୍ଷର ବୋଲି କେହି ଜାଣିନଥିଲେ । ତେବେ ଏପରି କିଛି ମନ୍ତବ୍ୟ ଯାତ୍ରା ରଙ୍ଗ ମହଲର ଜଣେ କଳାକାର ଦୀପ ଶାହ ଦେଇଛନ୍ତି । ତେବେ କଳାକାର ଦୀପ ଶାହଙ୍କ କହିବା ଆଧାରରେ ମୁଁ ଜଣେ ବିଟେକ ଇଞ୍ଜିନିୟର । ମୁଁ ମୋର ପାଠ ପଢା କମ୍ପ୍ଲିଟ କରି ଜବ କରୁଛି । ହେଲେ ଯେତେବେଳେ ମୋତେ ଯାତ୍ରା ପାଇଁ ଅଫର ମିଳିଥିଲା ।

ତେବେ ମୁଁ ଜବ ମଧ୍ୟ କରୁଛି । ସେଥିରୁ ଯେଉଁ ସମୟ ମୋତେ ଫ୍ରୀ ମିଳୁଛି । ମୁଁ ଯାତ୍ରା ଅଭିନୟ ପାଇଁ ସମୟ ଦେଉଛି । ଯାତ୍ରା ଜଗତକୁ ମୁଁ କେବେ ଆସିବି ବୋଲି ସ୍ଵପ୍ନରେ ସୁଦ୍ଧା ଭାବି ନଥିଲି । କାରଣ ମୁଁ ତ ନନ୍ ଓଡିଆ ପିଲା । ଆମ ଘରେ ଯାତ୍ରା ଜଗତ ବିଷୟରେ କେହି ମଧ୍ୟ ବିଶେଷ ଭାବରେ ଅବଗତ ନୁହନ୍ତି । ତଥାପି ମା’ ସରସ୍ଵତୀଙ୍କ ଆଶ୍ରୀବାଦ ଅଭିନୟ କରିବାର ମୋତେ ସୁଯୋଗ ମିଳିଛି ।

ତେଣୁ ୨ ବର୍ଷ ହେବ ମୁଁ ଯାତ୍ରା ରଙ୍ଗ ମହଲରେ କଳାକାର ହିସାବରେ କାମ କରି ଆସୁଛି । ମୋତେ ଯାତ୍ରାରେ କେତେବେଳେ ଦର୍ଶକେ ଖଳ ଚରିତ୍ର କିମ୍ବା ଭଲ ଚରିତ୍ରରେ ମଧ୍ୟ ଦେଖିବାକୁ ପାଉଛନ୍ତି । ତେଣିକି ଚରିତ୍ର ଯାହା ମଧ୍ୟ ହେଉ । ହେଲେ ମୁଁ ମୋର ପାରୁ ପର୍ଯ୍ୟନ୍ତ ଅଭିନୟରେ ଭଲ କରିବା ପାଇଁ ସବୁବେଳେ ପ୍ରୟାସ କରିଆସୁଛି । ଯଦି ଏହିଭଳି ସୁଯୋଗ ମଧ୍ୟ ମିଳେ ।

ଆଗାମୀ ସମୟରେ ମଧ୍ୟ ମୁଁ ଏହିଭଳି ଯାତ୍ରା ଜଗତରେ ନିଜର ଯାତ୍ରା କ୍ଯାରିଅର ବଜାୟ ରଖିବୀ ବୋଲି ଯାତ୍ରା କଳାକାର ଦୀପ ଶାହ କହିଛନ୍ତି । ତେବେ ଆମ ଘର ଲୋକଙ୍କ କହିବା ଅନୁସାରେ ଯାତ୍ରା କରିବା ବହୁତ ଭଲ କଥା ଅଟେ । କାରଣ ଏଥିରେ ମଧ୍ୟ ଲୋକଙ୍କର ମନୋରଞ୍ଜନ ହୋଇଥାଏ । ହେଲେ ଯାହା କରୁଛୁ କର କେବେ କିଛି ଖରାପ ରାସ୍ତାରେ ଯିବୁ ନାହିଁ ।

ତେବେ ଏତେ ଉଚ ଶିକ୍ଷିତ ହୋଇ ସୁଦ୍ଧା ଲୋକଙ୍କର ମନୋରଞ୍ଜନ କରିବା ପାଇଁ ନିଜ ଚାକିରୀ ସହିତ ଯାତ୍ରା ଦୁନିଆକୁ ମଧ୍ୟ ନିଜ କ୍ଯାରିଅର ହିସାବରେ ବାଛି ନେଇଛନ୍ତି ଯାତ୍ରା କଳାକାର ଦୀପ ଶାହ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *