Bollywood ରେ ଚାଲିଛି ଜୋରଦାର Gossip, ଡିସେମ୍ବର ରେ ଏହି Actor ଙ୍କୁ ବିବାହ କରିବେ Katrina Kaif

ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ କଳାକାର ମାନଙ୍କୁ ବେସ ଭଲ ଭାବରେ ଜାଣିଥିବେ । ଆଜି ଆମେ ଆପଣ ମାନଙ୍କୁ ଏମିତି ଦୁଇ ପ୍ରେମୀ ଯୁଗଳଙ୍କ ବିଷୟରେ କହିବାକୁ ଯାଉଛୁ ଯେଉଁ ମାନେ ଗତ କିଛି ସମୟ ହେବ କିଛି ବିଶେଷ କାରଣ ପାଇଁ ଚର୍ଚାରେ ଅଛନ୍ତି । ଏହି ଦୁଇଜଣ କଳାକାର ହେଉଛନ୍ତି କାଟ୍ରିନା କେଆଫ ଓ ଭିକି କୌଶଲ ।

ଆପଣ ମାନେ ସମସ୍ତେ ଭିକି ଓ କାଟ୍ରିନାଙ୍କୁ ଅନେକ ସୁପର ହିଟ ଫିଲ୍ମରେ ନିଶ୍ଚୟ ଦେଖିଥିବେ । ଉଭୟ ବଲିଉଡ ଇଣ୍ଡଷ୍ଟ୍ରିରେ କାମ କରି ସୁନାମ ଅର୍ଜନ କରିଛନ୍ତି ଓ ଉଭୟଙ୍କ ଲୋକପ୍ରିୟତା ମଧ୍ୟ ବହୁତ ଅଧିକ ରହିଛି । ଗତ କିଛି ମାସ ହେବ ଏହି ଦୁଇଜଣ ପରସ୍ପର ସହ ପ୍ରେମ ସମ୍ପର୍କରେ ରହିଛନ୍ତି ଯେଉଁଥି ପାଇଁ ଏହି ଦୁଇଜଣ ସବୁବେଳେ ସୋ-ସି-ଆ-ଲ ମି-ଡି-ଆରେ ଚର୍ଚାରେ ଆସୁଛନ୍ତି ।

ଅନେକ ସ୍ଥାନରେ ଉଭୟଙ୍କୁ ଏକା ସହ ଦେଖା ଯାଇଛି ଓ ଉଭୟଙ୍କ ଯୋଡିକୁ ଲୋକମାନେ ବେସ ଅଧିକ ପସନ୍ଦ କରୁଛନ୍ତି । ବନ୍ଧୁଗଣ ବର୍ତ୍ତମାନ ଏହି ଦୁଇଜଣଙ୍କୁ ନେଇ ଏକ ବଡ ଖବର ସାମ୍ନାକୁ ଆସୁଛି ଯାହା ବିଷୟରେ ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ । ମିଡିଆ ରିପୋର୍ଟସ ଅନୁସାରେ ଜଣା ପଡିଛି ଯେ, ଭିକି ଓ କାଟ୍ରିନା ଆସୁଥିବା ଡିସେମ୍ବର ମାସରେ ବିବାହ କରିବାକୁ ଯାଉଛନ୍ତି ।

ଏହି ଦୁଇଜଣଙ୍କ ବିବାହ ପାଇଁ ଫ୍ୟାନ୍ସ ମାନେ ବହୁତ ସମୟ ହେବ ଅପେକ୍ଷାରେ ଥିଲେ । ବର୍ତ୍ତମାନ ଏହି ଖବର ବିଷୟରେ ଜାଣି ଫ୍ୟାନ୍ସ ମାନେ ବହୁତ ଖୁସି ଅଛନ୍ତି । ହେଲେ ଏହା କେତେ ମାତ୍ରାରେ ସତ ତାହା ସ୍ପର୍ଷ୍ଟ ହୋଇ ନାହିଁ କିନ୍ତୁ ଖବର ମିଳିଛି ଉଭୟଙ୍କ ବିବାହ ପୋଷାକ ତିଆରି ହୋଇସାରିଛି ।

ଭିକି କାଟ୍ରିନାଙ୍କୁ ବହୁତ ପସନ୍ଦ କରନ୍ତି ବୋଲି ସେ ଗଣମାଧ୍ୟମରେ କହିଥିଲେ ସେବେଠାରୁ ଉଭୟଙ୍କ ଲଭ ଅଫେୟାର ଚର୍ଚା ହେଉଥିଲା । ବର୍ତ୍ତମାନର ବିବାହ ଖବର ପାଇଁ ବଲିଉଡରେ ଗସିପ୍ ଚାଲିଛି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଏହି ଖବରଟି କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *