ଭାଙ୍ଗିଲା ଘାଇ, ସୁ-ସୁ ହେଇ ମାଡ ଆସିଲା ପାଣି, ଭସେଇ ନେଲା ସବୁ କିଛି, ଦେଖନ୍ତୁ Video

ବନ୍ଧୁଗଣ ଆପଣ ମାନେ ସମସ୍ତେ ଏହି ଦୁନିଆରେ ଘଟୁଥିବା ଅନେକ ଘ-ଟ-ଣା ଦେଖିଥିବେ । ପୃଥିବୀରେ ଅନେକ ପ୍ରାକୃତିକ ବିପର୍ଯ୍ୟୟ ହୋଇଥାଏ । ଭିନ୍ନ ଭିନ୍ନ ସ୍ଥାନକୁ ନେଇ ବିପର୍ଯ୍ୟୟ ଆସିଥାଏ । ପ୍ରାକୃତିକ ବିପର୍ଯ୍ୟୟ ପାଇଁ ଲୋକମାନେ ବହୁତ କିଛି ହରାଇ ଥାନ୍ତି । ସାଧରଣତଃ ବନ୍ୟା, ବାତ୍ୟା ଓ ଭୂମିକମ୍ପ ହେତୁ ଲୋକ ମାନଙ୍କର ଅନେକ କ୍ଷୟ କ୍ଷତି ହୋଇଥାଏ ।

ହେଲେ ଆଜି ଆମେ ଆପଣ ମାନଙ୍କୁ ଏକ ଏପରି ଖବର ବିଷୟରେ କହିବୁ ଯାହା ବନ୍ୟା, ବାତ୍ୟା ଓ ଭୂମିକମ୍ପ ଠାରୁ ଭିନ୍ନ ଅଟେ । ଏହି ଖବର ବିଷୟରେ ଜାଣିଲେ ଆପଣ ମାନେ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ ଓ ଗତ କିଛି ସମୟ ହେବ ଏହି ଖବରଟି ସୋ-ସି-ଆ-ଲ ମି-ଡି-ଆ-ରେ ବହୁତ ଚର୍ଚାରେ ଅଛି । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଖବର ବିଷୟରେ ।

ମି-ଡି-ଆ ରି-ପୋ-ର୍ଟସ ଅନୁସାରେ ଓଡିଶା କଳାହାଣ୍ଡି ଜିଲ୍ଲାରେ ଏକ ଘାଇ ଭା-ଙ୍ଗି-ଯି-ବା କାରଣରୁ ପାଣି ଭ-ସେ-ଇ ନେଇଛି । ଘା-ଇ ଭା-ଙ୍ଗି-ବା କାରଣରୁ ପାଣିରେ ବହୁତ କିଛି ଭାସି ଯାଇଛି । ହେଲେ କଣ ସବୁ ଭାସିଛି ତାହା ବର୍ତ୍ତମାନ ପର୍ଯ୍ୟନ୍ତ ଜଣା ପଡି ନାହିଁ ।

ଘାଇ ଭା-ଙ୍ଗି-ବା ପରେ ଜଳ ସ୍ରୋ-ତ ତୀବ୍ର ହୋଇଥିଲା ଓ ସାମ୍ନାରେ ଯାହା ବି ଆସିଲା ତାକୁ ଭ-ସେ-ଇ ନେଇଗଲା । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *