ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ କ୍ରିକେଟ ଖେଳ ପାଇଁ ଜୋରଦାର ପ୍ରସ୍ତୁତି ଜାରୀ ରହିଛି । IPL କ୍ରିକେଟ ମ୍ଯାଚ ପାଇଁ ୧୦ ଟି ଟିମର କ୍ଯାପଟେନ ମାନେ ନିଜ ନିଜର ଟିମ-11 ପାଇଁ ବଛା ବଛା କ୍ରିକେଟରଙ୍କୁ ବାଛି ଖେଳ ପାଇଁ ପ୍ରାକ୍ଟିସ ଆରମ୍ଭ କରିଦେଲେଣି । କ୍ଯାପଟେନ ହାର୍ଦ୍ଧିକ ପାଣ୍ଡେଙ୍କର ନେତୃତ୍ଵରେ ଟିମ- 11 ହେଉଛନ୍ତି । ଏସ ଗିଲ, w ସାହା, ସାଇ ସୁଦର୍ଶନ, h ପାଣ୍ଡ୍ୟା, ଡେଭିଡ ମିଲର, ରାହୁଲ ତେୱତିଆ, ଓଡେଶା ସ୍ମିଥ, ରଶିଦ ଖାନ, md ଶାମି, a ଜୋସେଫ ଓ ୟଶ ଦୟାଳ ଖେଳିବାର ନଜର ଆସିବେ ।

ରୋହିତ ଶର୍ମାଙ୍କର ନେତୃତ୍ଵରେ ରୋହିତ, ଈଶାନ, c ଗ୍ରୀନ, ସ୍କାଏ, ଟିମ ଡେଭିଡ, ଡେବଲ୍ଡ ବ୍ରେଭିସ, ତିଳକ ଭରମା, ହରୀତିକ ଶୋକିନ, ପୀୟୂଷ ଚାଵଲା, j ବୁମରାହ, ଯୋଫ୍ରା ଆରଚର ଖେଳିବାର ନଜର ଆସିବେ । ସଞ୍ଜୁ ସାମସନଙ୍କ ଟିମ ନେତୃତ୍ଵରେ ଜୋସ ବଟଲର, y ଜୈସାଲ, ସଞ୍ଜୁ ସାମସନ, ଶିମରୋନ, ରିୟାନ ପାରଗ, ଜାସୋନ ହୋଲ୍ଡର, y ଚହଳ, r ଅଶିନୀ, p କ୍ରୀଷ୍ଣା, ଟ୍ରେଣ୍ଟ ବାଉଲ୍ଟ, କୁଳଦୀପ ସେନ । କ୍ଯାପଟେନ ଧୋନିଙ୍କର ନେତୃତ୍ଵରେ ଟିମ-11 ହେଉଛନ୍ତି ।
r ଗାଇକୱାର୍ଡ, ବେନ ଷ୍ଟୋକଶ, ମୋଇନ ଅଲି, ଅମବାଟି ରାୟୁଡୁ, ଶିଭମ ଦୁବେ, r ଜାଦେଲା, ଧୋନୀ, d ପ୍ରେଟୋରିଆସ, ଦୀପକ ଚହର, m ଚୌଧୁରୀ, m ଥିକସାନ ଖେଳିବାର ନଜର ଆସିବେ । kl ରାହୁଲ, q ଡି କୋକ, n ପୁରନ, m ସ୍ଟୋନିଶ, ଆୟୁଷ ବଡୋନି, k ପାଣ୍ଡ୍ୟା, ରଭି ଭିଷନୋଇ, ଆଭେଶ ଖାନ, ମୋହସିଁ ଖାନ ଓ ମର୍କ ଉଡ ଖେଳିବାର ନଜର ଆସିବେ ।

ରିଷଭ ପନ୍ତଙ୍କର ନେତୃଟରେ d ୱାରନର, ପ୍ରୀତଭି ସ, r ରସୱ, r ପନ୍ତ, r ପୌଏଲ, ସରଫର ଖାନ, ଅକ୍ଷର ପଟେଲ, କୁଳଦୀପ ଯଦାଭ, ଅନରିଚ, k ନରତେଜ, c ସାକାରୀୟା ଖେଳିବେ । ଶିଖର ଧବନଙ୍କର ନେତୃତ୍ଵରେ j ଶାହରୁଖ ଖାନ, ସାମ କରନ, ପ୍ରଭସିମ୍ରନ, l ଲିଭିଙ୍ଗଷ୍ଟୋନ, ରାଜ ବୱା, ରାହୁଲ ଚହର, କାଜିସୋ ରବଡା, ହରପ୍ରୀତ ବ୍ରାର, ଅର୍ଶଦୀପ, f ପ୍ଲେସୀଙ୍କ ନେତୃତ୍ଵରେ ଟିମ- 11 ହେଉଛନ୍ତି ।
ବିରାଟ କୋହଲୀ, ରଜତ ପତିଦାର, ଗ୍ଲେନ ମ୍ଯାକ୍ସୱେଲ, m ଲୋମରୋର, d କାର୍ତ୍ତିକ, ଶାହାବଜ ଅହମଦ, w ହସରଙ୍ଗ, ହରସାଲ ପଟେଲ, ହାଯଲେଉଡ, m ସିରାଜ ଖେଳିବାର ନଜର ଆସିବେ । ମୟଙ୍କ ଅଗ୍ରୱାଲଙ୍କର ନେତୃତ୍ଵରେ ab ଶର୍ମା, ମୟଙ୍କ ଅଗ୍ରୱାଲ, ରାହୁଲ ତ୍ରିପାଠୀ, a ମରକ୍ରମ, ହାରି ବୃକ, gl ଫିଲିପ୍ସ, w ସୁନ୍ଦର, ଅଦିଲ ରସିଦ, ଭୁବନେଶ୍ବର, ଉମରାନ ମଲିକ ଓ t ନଟରଜନ ଖେଳିବେ ।

ଶ୍ରେୟାସ ଆୟରଙ୍କର ନେତୃତ୍ଵରେ r ଗୁରବାଜ, v ଆୟର, ଶ୍ରେୟାସ ଆୟର, ନିତୀଶ ରଣା, ଆନ୍ଦ୍ରେ ରସସେଲ, ସୁନୀଲ ନାରିନେ, ଶାରଡୁଲ ଠାକୁର, l ଫରଗୁସୋନ, ଉମେଶ ୟାଦଭ, v ଚକରବର୍ତ୍ତୀ ଏହି ସବୁ କ୍ରିକେଟର ଖେଳିବାର ଦେଖିବାକୁ ମିଳିବାକୁ ଯାଉଛି । ଏହା ବ୍ଯତୀତ ଏହି ଟିମ ମାନଙ୍କ ମଧ୍ୟରୁ ସବୁଠାରୁ ସୁପର ଟିମରେ ଅଛନ୍ତି । ଗୁଜୁରାଟ ଟାଇଟନ, ଚେନାଇ ସୁପର କିଙ୍ଗ ଓ ପଞ୍ଜାବ ଟିମ ବହୁତ ମଜଭୁତ ଟିମ ଭାବେ ନଜର ଆସିବାକୁ ଯାଉଛି । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

