ଅକ୍ଲାନ୍ତ ଦାସଙ୍କ ମୃତ୍ୟୁଙ୍କୁ ନେଇ ଡାକ୍ତରଙ୍କ ବଡ ବୟାନ, କହିଲେ କାହିଁକି ଓ କିପରି ହେଲା ଅକ୍ଲାନ୍ତଙ୍କ ମୃତ୍ୟୁ

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ବରିଷ୍ଠ କଳାକାର ସ୍ଵର୍ଗତ ମିହିର ଦାସଙ୍କର ସାନ ପୁଅ ଅକ୍ଲାନ୍ତଙ୍କର ନିକଟ ଅତୀତରେ ଦେହାନ୍ତ ଘଟିଥିଲା । ତେବେ ଏପରି ଏକ ଦୁଃଖନୀୟ ଘଟଣା ପାଇଁ ଅକ୍ଲାନ୍ତଙ୍କ ବଡ ଭାଇ ତଥା ଓଡିଆ ଅଭିନେତା ଅମ୍ଳାନ ମଧ୍ୟ ସଂପୂର୍ଣ୍ଣ ରୂପେ ଭାଙ୍ଗି ପଡିଥିଲେ । ତେବେ ଅକ୍ଲାନ୍ତଙ୍କର ସ୍ଵାସ୍ଥ ଅବସ୍ତା ବହୁତ ମାତ୍ରାରେ ଖରାପ ଥିଲା । ତେଣୁ ବହୁ ମାସ ପୂର୍ବରୁ ହିଁ ସେ ଏଥିପାଇଁ ଚିକିତ୍ସିତ ମଧ୍ୟ ହେଉଥିଲେ ।

ତେବେ ଏତେ ଅଳ୍ପ ବର୍ଷ ବୟସରୁ ଅକ୍ଲାନ୍ତଙ୍କର ମୃ-ତ୍ୟୁ ଘଟିବା ଅକ୍ଲାନ୍ତଙ୍କର ପରିବାର ତଥା ତାଙ୍କ ବନ୍ଧୁପରିଜନଙ୍କ ପାଇଁ ବହୁତ ବଡ ଦୁଃଖ ଖବର ହୋଇଥିଲା । ତେବେ ଅକ୍ଲାନ୍ତଙ୍କର ଲିଭର ଖରାପ ହେତୁ ତାଙ୍କର ସ୍ଵାସ୍ଥ ଅବସ୍ତା ବହୁ ମାତ୍ରାରେ ବିଗିଡି ଯାଇଥିଲା । ଯେଉଁ କାରଣରୁ ତାଙ୍କର ଦେହାନ୍ତ ଘଟିଥିଲା ବୋଲି ସୂଚନା ମିଳିଥିଲା । ତେବେ ଅକ୍ଲାନ୍ତଙ୍କ ନିକଟ ସମୟରେ ସ୍ଵାସ୍ଥ ଅବସ୍ତା ବହୁତ ଅଧିକ ଖରାପ ହୋଇଯାଇଥିବା କାରଣରୁ ଭୁବନେଶ୍ବରର ଏମ୍ସକୁ ସ୍ତାନନ୍ତରଣ କରଯାଇଥିଲା ।

ତେବେ ସେଠାରେ ଅକ୍ଲାନ୍ତଙ୍କୁ ଚିକିତ୍ସା କରୁଥିବା ଡାକ୍ତରଙ୍କର ବର୍ତ୍ତମାନ ସମୟରେ ଗଣମାଧ୍ୟମରେ ପ୍ରତିକ୍ରିୟା ଶୁଣିବାକୁ ମିଳିଛି । ତେବେ ଅକ୍ଲାନ୍ତଙ୍କର କେବଳ ଲିଭର ଖରାପ ହେବା ଗୋଟିଏ ସମସ୍ଯା ନଥିଲା । ତେବେ ଅକ୍ଲାନ୍ତଙ୍କର ୩ ଗୋଟି ବଡ ସମସ୍ଯା ଥିଲା । ତେବେ ପ୍ରଥମେ ତାଙ୍କର ଲିଭର ରୋଗରେ ପୀଡିତ ଥିଲେ । କାରଣ ଲିଭର ବହୁତ ଡାମେଜ ଅବସ୍ତାରେ ଥିଲା । ଦିତୀୟରେ ଅକ୍ଲାନ୍ତ ତାଙ୍କର ନିମୁନିଆ ମଧ୍ୟ ଥିଲା ।

୨ ଫୁସଫୁସରେ ସଂକ୍ରମଣ ହୋଇଯାଇଥିଲା । ତେବେ ତୃତୀୟରେ ବ୍ଲଡ଼ ଇନଫେକସନ ହୋଇ ସ୍ଵାସ୍ଥ ଅବସ୍ତା ବହୁତ ଅଧିକ ଜଟିଳ ହୋଇଯାଇଥିଲା । ତେବେ ଅକ୍ଲାନ୍ତଙ୍କର ସ୍ଵାସ୍ଥ ଅବସ୍ତା ପାଇଁ ସେ ପ୍ରତିଦିନ ମେଡ଼ିସିନ ତ ସେବନ କରୁଥିଲେ । ହେଲେ ହଟାତ ଭାବରେ ଏତେ ମାତ୍ରାରେ ସାଂଘାତିକ ମାତ୍ରାରେ ସ୍ଵାସ୍ଥ ଖରାପ ହୋଇଥିଲା । ତେବେ ଏମ୍ସରେ ଭର୍ତ୍ତି କରି ICU ରେ ରଖା ଯାଇଥିଲା ।

ସେଠାରେ ତାଙ୍କର ବହୁ ପ୍ରକାର ଚେଷ୍ଟା କରାଯାଇ ମଧ୍ୟ ଅକ୍ଲାନ୍ତଙ୍କର ସ୍ଵାସ୍ଥ ଅବସ୍ତା ଠିକ କରାଯାଇପାରିନଥିଲା । ତେବେ ଯେଉଁ କାରଣରୁ ଅକ୍ଲାନ୍ତଙ୍କର ମାତ୍ରା ୨୪ ବର୍ଷ ବୟସରେ ଦେହାନ୍ତ ଘଟିଥିଲା । ଯଦି ଏହି ପୋଷ୍ଟଟି ଭଲ ଆପଣ ମାନଙ୍କୁ ଲାଗିଥାଏ । ତେବେ ଆମ ସହ ଯୋଡି ହୋଇ ରହିବା ପାଇଁ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *