ରାଶିଫଳ 9 ଏପ୍ରିଲ 2020, ଆଜି ଏହି ୪ଟି ରାଶିଙ୍କୁ ମିଳିବ ବଡ ଖୁସିଖବର, ମା ଲକ୍ଷ୍ମୀ ହେଲେ ପ୍ରସନ୍ନ

ଆମ ଜୀବନରେ ରାଶିଫଳର ବହୁତ ମହତ୍ଵ ଥାଏ । ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହଙ୍କର ଚଳନ ଉପରେ ଆଧାରିତ ହୋଇଥାଏ । ଦୈନଦିନ ରାଶିଫଳ ସମାନ ହୋଇନଥାଏ ଏହାର କାରଣ ହେଉଛି ଗ୍ରହ ମାନଙ୍କର ଚଳନ । ଦୈନିକ ରାଶିଫଳରେ ସମସ୍ତ ୧୨ଟି ରାଶିର ବିଷୟରେ ଜଣା ପଡିଥାଏ । ଏହି ରାଶିଫଳକୁ ଆଧାର କରି ଆପଣ ଆପଣଙ୍କ ଯୋଜନା କରିଥାନ୍ତି । ଆସନ୍ତୁ ଜାଣିବା ଆଜିର ଦିନ ଆପଣଙ୍କର କେମିତି କଟିବ ଏବଂ ଆଜି ଆପଣଙ୍କ ଜୀବନରେ କଣ ପରିବର୍ତନ ଆସିବ ଆଜିର ଏହି ରାଶିଫଳ ମାଧ୍ୟମରେ ।

ମେଷ

ଆଜି ଖୁସି ଖବର ମିଳିବ । ସ୍ୱାସ୍ଥ୍ୟ ପ୍ରତି ସଚେତନ ରୁହନ୍ତୁ କାହା କଥାରେ କୌଣସି ବେପାର ଏବଂ ପରିବାର ସହିତ ଯୋଡି ହୋଇଥିବା ନିଷ୍ପତ୍ତି ନିଅନ୍ତୁ ନାହିଁ । ବହୁତ ଦିନ ଧରି ଚାଲି ଆସୁଥିବା ସମସ୍ୟାରୁ ଆପଣଙ୍କୁ ମୁକ୍ତି ମିଳିବ । ଆପଣ ଆପଣଙ୍କର ସକାରାତ୍ମକ ଚିନ୍ତାଧାରା ଏବଂ ଆତ୍ମବିଶ୍ଵାସ ପାଇଁ ଆଖ ପାଖର ଲୋକଙ୍କୁ ପ୍ରଭାବିତ କରିବେ । କୌଣସି ବି ଭୁଲ କଥାରେ ରେ ପଡନ୍ତୁ ନାହିଁ ।

ବୃଷ

ଆଜି କୌଣସି ବଡ ନିଷ୍ପତ୍ତି ନେବା ଆଗରୁ ଆପଣ ନିଜ ଉପରେ ବିଶ୍ଵାସ ରଖନ୍ତୁ । ସ୍ୱାସ୍ଥ୍ୟରେ ସୁଧାର ଆସିବ । ଅଫିସରେ ଆପଣଙ୍କର ପ୍ରତିଦୋନ୍ଦି ବଢି ପାରନ୍ତି । ପାର୍ଟନର ଙ୍କ ଠାରୁ ସହଯୋଗର ଆଶା ରଖିବେ । ହଠାତ ଧନ ଲାଭ ହେବ । ବେପାରୀ ମାନଙ୍କର ବେପାରରେ ବୃଦ୍ଧି ହେବ । ବିଦେଶରେ ଥିବା ସମ୍ପର୍କୀୟଙ୍କ ଠାରୁ ଶୁଭ ଖବର ମିଳିବ । ଅଧା ହୋଇଥିବା କିଛି କାମକୁ ଆପଣ ଆପଣଙ୍କ ବୁଦ୍ଧିରେ ଶେଷ କରିବାକୁ ଚେଷ୍ଟା କରି ପାରନ୍ତି ।

ମିଥୁନ

ଆଜି ଆପଣ ଯେତେ ପରିଶ୍ରମ କରିବେ ଆପଣଙ୍କ ପାଇଁ ସେତେ ଲାଭକାରୀ ହେବ । ଆଜି କୌଣସି ନୂଆ ଅନୁବନ୍ଧ ହେଇ ପାରେ । କାମକୁ ଆପଣ ବଡ ଗଭୀରତାର ସହିତ ସଫଳତା ଦେବେ । ବହୁତ ଦିନ ପରେ ଆପଣ ମାନସିକ ଏବଂ ଶାରୀରିକ ଶାନ୍ତି ଅନୁଭବ କରିବେ । ଅଯୋଥା ଭାବନାରେ ଆପଣ ଆପଣଙ୍କର ଶକ୍ତି ବରବାଦ କରନ୍ତୁ ନାହିଁ ଏହାକୁ ଠିକ ଦିଗରେ ଲଗାନ୍ତୁ । ଘରକୁ ନୂଆ ଜିନିଷ ଆସିବାର ଯୋଗ ରହିଛି ।

କର୍କଟ

ଆଜି ଆପଣ ଆପଣଙ୍କ ପରିବାର ଲୋକଙ୍କ ସ୍ୱାସ୍ଥ୍ୟର ଧ୍ୟାନ ରଖନ୍ତୁ, ସ୍ୱାସ୍ଥ୍ୟ ଟିକେ ଖରାପ ହୋଇପାରେ । ଆଇନ ମାମଲାରେ ସବୁ ନିଷ୍ପତ୍ତି ଆପଣଙ୍କ ପକ୍ଷରେ ଜୀବ । କମ ପରିଶ୍ରମରେ ଭଲ ଲାଭ ମିଳିପାରେ । ପରିବାର ସହିତ କିଛି ସମୟ କାଟନ୍ତୁ । ଦିନ ସାରାର କଠିନ ପରିସ୍ଥିତି ସନ୍ଧ୍ୟାରେ ଟିକେ ବଦଳି ପାରେ ।

ସିଂହ

ଆଜି ନିଜର ଏବଂ ବ୍ୟାପାରିକ ବୁଝାବଣା ମାମଲାରେ ଭାଗ୍ୟ ହୃଦୟକୁ ଛୁଇଂବା ଭଳି ଭୂମିକା ନିଭାଇବ । ଆଜି ଆପଣ ମାନସିକ ରୂପରେ ବିଚାର ସ୍ଥିରତା ର ଅନୁଭବ କରିବେ । ଆୟ ବଢାଇବା ପାଇଁ କିଛି ରାସ୍ତା ଖୋଜିବାର ସଂଭାବନା ଅଛି । କାହାକୁ ବି ଧାର ଦିଅନ୍ତୁ ନାହିଁ । ନିଜ ଜୀବନସାଥୀ ଙ୍କ ସହିତ ସମ୍ପର୍କ ଭଲ ରହିବ ।

କନ୍ୟା

ଆପଣଙ୍କୁ ପରିବାର ଠାରୁ ସହଯୋଗ ଏବଂ ସ୍ନେହ ମିଳିବ । କାମରେ ଆସୁଥିବା ବାଧା ଦୂର ହୋଇଯିବ । କଠିନ ପରିସ୍ଥିତିକୁ ସାମନା କରିବାକୁ ପଡିପାରେ । ବେପାରରେ ଧନ ଲାଭ ହେବ । ଆପଣଙ୍କ ସୁଖ ସୁବିଧା ବଢିବ । ବିଦ୍ୟାର୍ଥୀଙ୍କୁ ପରିଶ୍ରମ କରିବାକୁ ପଡିପାରେ । ଆପଣଙ୍କ ସବୁ କାମ ଯୋଜନା ଅନୁସାରେ ସମ୍ପନ୍ନ ହେବ ।

ତୁଳା

ଆଜି ଆପଣଙ୍କ ଦାମ୍ପତ୍ୟ ଜୀବନରେ ପ୍ରେମ ଏବଂ ବିଶ୍ଵାସ ବଢିବ । ଅନ୍ୟ ଲୋକଙ୍କ କଥା ଉପରେ ଭରସା କର ନାହିଁ । ଦୂର ଯାତ୍ରାର ପ୍ଳାନ ଥିଲେ ବଦଳାନ୍ତୁ । ଆପଣ ନିଜ ଜୀବନରେ କିଛି ସକାରାତ୍ମକ ପରିବର୍ତନ ଆଣିବା ପାଇଁ ଚେଷ୍ଟା କରିବେ । ପଇସା ସହିତ ଯୋଡି ହୋଇଥିବା ମାମଲାକୁ ଶେଷ କରି ପାରନ୍ତି । ଅନ୍ୟର କଥା ଶୁଣିବା ଆପଣଙ୍କ ପାଇଁ ଲାଭ ହେବ ଏବଂ ଶତ୍ରୁଙ୍କ ଠାରୁ ଜିତ ମିଳିବ ।

ବିଛା

ଆଜି ସନ୍ଧ୍ୟା ସମୟ ସାମାଜିକ ଗତିବିଧି ବହୁତ ଭଲ ରହିବ । ଆପଣ ଶାନ୍ତ ରୁହନ୍ତୁ । ଆପଣଙ୍କ ସିକ୍ରେଟ କାହା ଆଗରେ କୁହନ୍ତୁ ନାହିଁ । ସାଙ୍ଗ ଏବଂ ସମ୍ପର୍କୀୟ ଙ୍କ ସହିତ ସମ୍ପର୍କ ଖାସ ହୋଇପାରେ । ପରିବାର ଲୋକ ସାହାଯ୍ୟ କରିବେ । ପରିଶ୍ରମ ଏବଂ ଆତ୍ମବିଶ୍ଵାସ ସହ କାମ କରନ୍ତୁ । ଆଜି ଆପଣ ପ୍ରତିଷ୍ଠିତ ବ୍ୟକ୍ତି ଙ୍କୁ ଭେଟି ପାରନ୍ତି ।

ଧନୁ

ଆଜି ବିଦ୍ୟାର୍ଥୀ ମାନଙ୍କ ପାଇଁ ବହୁତ ଭଲ ସମୟ ଅଛି । ଆପଣ ମାନଙ୍କ ଭିତରୁ କିଛି ଲୋକ ସାଙ୍ଗ ମାନଙ୍କ ଆଶିତ ଭଲ ସମୟ କାଟି ପାରନ୍ତି । ପ୍ରେମ ପାଇଁ କିଛି କରିବାର ପ୍ରୟାସ କରିବାରେ ଭାଗ୍ଯର ସାଥ ମିଳିପାରେ । ଚାକିରିରେ ଦରମା ବଢିବାର ଯୋଗ ଅଛି । ଆଜି ଓକିଲଙ୍କ ଠାରୁ କିଛି ପରାମର୍ଶ ନେବା ଭଲ ହେବ ।

ମକର

ଆପଣଙ୍କ ଚିନ୍ତା କମ ହେବ ଏବଂ ଆପଣଙ୍କ ଜୀବନରେ ଖୁସି ରହିବ । ବେପାରୀ ମାନେ ନିଜର ନୂଆ ଯୋଜନା ଭଳି କାମ କଲେ ବହୁତ ଭଲ ହେବ । ଆପଣଙ୍କର ଶକ୍ତି ସ୍ତର ଉଚା ରହିବ । ଭୂମି ସହିତ ଯୋଡା ହୋଇଥିବା ବିବାଦ ଲଢେଇ ରେ ବଦଳି ପାରେ । ଆପଣ ଆସୁଥିବା ସଙ୍କଟ ସହିତ ଲଢିବା ପାଇଁ ପ୍ରସ୍ତୁତ ରହିବେ ।

କୁମ୍ଭ

ବ୍ୟବସାୟ ଏବଂ ଚାକିରିରେ ସଫଳତା ମିଳିବାର ସମ୍ପୂର୍ଣ ସମ୍ଭାବନା ଅଛି । ଅଧା ରହିଥିବା କାମ ଶେଷ ହେବ । ଧନରେ ଲାଭ ହେବ । ଆର୍ଥିକ ସ୍ଥିତି କମ୍ଜୋର ହେବା କାରଣରୁ ଆପଣଙ୍କର ଚିନ୍ତା ବଢିପାରେ । କାମକୁ ମନୋରଞ୍ଜନ ସହିତ ମିଶାନ୍ତୁ ନାହିଁ । ଆପଣ ଆପଣଙ୍କ ଜିନିଷର ଧ୍ୟାନ ରଖନ୍ତୁ ନହେଲେ ଚୋରୀ ହେବାର ସମ୍ଭାବନା ଅଛି । ପାରିବାରିକ କାର୍ଯ୍ୟକ୍ରମରେ ସାମିଲ ହେବେ । ବେପାରରେ ଧନ ଲାଭ ହେବ ।

ମୀନ

ଆଜି ଆପଣ ବୁଲିବା ପାଇଁ ଯିବାକୁ ଯୋଜନା କରି ପାରନ୍ତି । ଏହା ଆପଣଙ୍କ ପାଇଁ ବହୁତ ରୋମାଣ୍ଟିକ ହେବ । ଆଜି ଆପଣ ଆର୍ଥିକ ଯୋଜନା କରିବା ସହିତ ପରିବାରର ଆବଶ୍ୟକତା କୁ ବି ପୁରା କରିବେ । ସ୍ୱାସ୍ଥ୍ୟକୁ ଅଣଦେଖା କରନ୍ତୁ ନାହିଁ । ଅଜଣା ଲୋକଙ୍କ ସହିତ ସାକ୍ଷାତ ହୋଇ ପାରେ । ଆଜି ଆଧିକ ସମୟ ମନୋରଞ୍ଜନ କରିବାରେ ଯିବ ।

Leave a Reply

Your email address will not be published. Required fields are marked *