ଶୁକ୍ରବାରର ରାଶିଫଳ 29 ମେ 2020, ମା ସନ୍ତୋଷୀଙ୍କ କୃପା ରହିବ ଏହି 5ଟି ରାଶି ଉପରେ, ଭାଗ୍ୟ ସମ୍ପୂର୍ଣ ଭାବେ

ରାଶିଫଳର ଆମ ଜୀବନରେ ବହୁତ ମହତ୍ତ୍ଵ ରହିଥାଏ । ଗ୍ରହମାନଙ୍କ ଗୋଚର ଓ ନକ୍ଷତ୍ରର ଗତିକୁ ଆଧାରକରିହିଁ ରାଶିଫଳ ବାହାର କରାଯାଇଥାଏ । ଶାସ୍ତ୍ର ଅନୁସାରେ ଆମ ଜୀବନ ଗ୍ରହ ମାନଙ୍କର ଚଳନ ଉପରେ ଆଧାରିତ ହୋଇ ଥାଏ ଏବଂ ଯେମିତି ଏହି ଗ୍ରହ ମାନଙ୍କର ଦିଗ ପରିବର୍ତ୍ତନ ହୋଇଥାଏ ଆମ ଜୀବନ ଉପରେ ତାର ପ୍ରଭାବ ପଡିଥାଏ । କେତେକ ଲୋକ ନିଜର ଭବିଷ୍ୟତ ବିଷୟରେ ଜାଣିବା ପାଇଁ ବହୁତ ଆଗ୍ରହୀ ହୋଇଥାନ୍ତି, ରାଶି ଅନୁସାରେ ବ୍ଯକ୍ତିର ସ୍ଵଭାବ ଓ ଭବିଷ୍ୟତ ସମ୍ବନ୍ଧୀୟ ବହୁତ ସୂଚନା ପ୍ରାପ୍ତ କରାଯାଇପାରେ । ଗ୍ରହମାନଙ୍କ ଗତି ସବୁବେଳେ ବଦଳି ଥାଏ ଯେଉଁଥିପାଇଁ ଆମର ଦୈନିକ ଜୀବନରେ ବି ସମସ୍ତ ଘଟଣା ସବୁଦିନ ଚେଞ୍ଜ ହୋଇଥାଏ । ଯଦି ଆପଣ ବି ଜାଣିବାକୁ ଚାହୁଞ୍ଚନ୍ତି କି ଆଜିର ଦିନ ଆପଣଙ୍କର କିପରି ରହିବ ଓ ଆଜିର ଦିନ ଆପଣଙ୍କ ଜୀବନରେ କଣ କଣ ପରିବର୍ତ୍ତନ ଆଣିବ । ଏହି ସବୁ ପ୍ରଶ୍ନର ଉତ୍ତର ଜାଣିବା ପାଇଁ ପଢନ୍ତୁ ଆଜି 29 ମେ 2020 ଶୁକ୍ରବାରର ରାଶିଫଳ ।

ମେଷ

ନିବେଶ କରିବା ପାଇଁ ଆଜିର ଦିନଟି ଭଲ ନାହିଁ । ବ୍ୟବସାୟରେ କିଛି କ୍ଷତି ହୋଇ ପାରେ । କୌଣସି କାର୍ଯ୍ୟରେ ସଫଳତା ନମିଳିବାରୁ ମନରେ ନିରାଶ ଭାବନା ଆସିବାର ସମ୍ଭାବନା ଅଛି । ସାହିତ୍ୟ କିମ୍ବା ଅନ୍ୟ କୌଣସି ସୁଜନ୍ତାମକ କଳା ପ୍ରତି ରୁଚି ବଢିବ । ଜୀବନସାଥିଙ୍କ ସହିତ ମଧୁ ସମ୍ପର୍କ ରଖିବେ । ଆଜି ଏହି ରାଶିର ଲୋକ ମାନେ ନିଜର ଶତ୍ରୁ ଠାରୁ ସାବଧାନ ରୁହନ୍ତୁ କାରଣ ସେମାନେ ସକ୍ରିୟ ରୂପରେ ଆପଣଙ୍କ ସମ୍ପର୍କରେ ମତଭେଦ ସୃଷ୍ଟି କରିବାକୁ ଚେଷ୍ଟା କରିବେ ।

ବୃଷ

ଆଜି ଆପଣଙ୍କ ପରିବାରର କୌଣସି ସଦସ୍ୟଙ୍କ ସ୍ୱାସ୍ଥ୍ୟ ଖରାପ ହୋଇ ପାରେ । ନିଜର କଥା ଉପରେ ନିୟତ୍ରଣ ରଖନ୍ତୁ । ଗ୍ରହଙ୍କ ସ୍ଥିତି କିଛି ଏମିତି ଅଛି ଯାହାଦ୍ୱାରା କି ଆପଣଙ୍କୁ ପରିଶ୍ରମ ଅପେକ୍ଷା କମ ଫଳ ମିଳିବ । ବିଚାର ଦ୍ଵାରା ନକରାତ୍ମକତା ଦୂର ହେବ । ସନ୍ତାନଙ୍କ ଠାରୁ ଭଲ ଖବର ମିଳିବ । ପିତା ମାତା ଙ୍କ ସାହାଯ୍ୟରେ ଆପଣଙ୍କର ଆର୍ଥିକ ସ୍ଥିତି ଦୃଢ ହେବ । ଆପଣଙ୍କୁ ଆପଣଙ୍କ ଜୀବନରେ ବହୁତ ସଫଳତା ମିଳିପାରେ ।

ମିଥୁନ

ଆଜି ଆପଣଙ୍କ ଆର୍ଥିକ ସ୍ଥିତିରେ ସୁଧାର ଆସିବ, ଆପଣଙ୍କୁ କ୍ୟାରିୟରରେ ଅଗ୍ରଗତି ମିଳିବ ଏବଂ ପରିବାରକୁ ଖୁସି ଆସିବ । ଆପଣ କ୍ରୋଧ କରନ୍ତୁ ନାହିଁ ଏବଂ ଖାସ କରି କୌଣସି ଏମିତି କଥାରୁ ଦୂରେଇ ରହିବାକୁ ପଡିବ ଯାହା କାହାକୁ କଷ୍ଟ ଦେବ । ଆସ୍ଥା ଏବଂ ବିଶ୍ଵାସ ଦ୍ଵାରା କାମ ପୁରା ହେବ । ଆପଣଙ୍କ ଜୀବନସାଥୀଙ୍କ ମନର ଭାବନା ବହୁତ ଭଲ ରହିବ । ପାଖ ଲୋକଙ୍କ ଠାରୁ ସତର୍କ ରୁହନ୍ତୁ । ପରିବାରରେ ସମସ୍ତଙ୍କର ସମ୍ପୂର୍ଣ ସହଯୋଗ ମିଳିବ । ବେପାର କ୍ଷେତ୍ରରେ ଆପଣଙ୍କୁ ବହୁତ ଧନ ଲାଭ ହେବ ।

କର୍କଟ

ପ୍ରୟାସ ଦ୍ଵାରା ଆୟ ବୃଦ୍ଧି ହେବାର ସମ୍ଭାବନା ଅଛି । ଆଧାତ୍ମିକତା ପ୍ରତି ଆପଣଙ୍କର ଆଗ୍ରହ ବଢିବ । ଆଜି ଛାତ୍ର ମାନଙ୍କୁ ଅଧିକ ପରିଶ୍ରମ କରିବା ଦରକାର । ନୂଆ ଜମି ଏବଂ ନୂଆ ଘର କିଣି ପାରନ୍ତି । ପରିବାରକୁ ଧନ ପ୍ରାପ୍ତ ହେବ । ଆପଣଙ୍କ କ୍ୟାରିୟରରେ ବୃଦ୍ଧି ଘଟିବ । ସରକାରୀ କାମରେ ଆସୁଥିବା ବାଧା ଶେଷ ହେବ । ଆପଣଙ୍କ ବଡ ଭାଇଙ୍କ ସମର୍ଥନ ଆପଣଙ୍କ ପାଇଁ କିଛି ଆର୍ଥିକ ଲାଭ ଆଣିପାରେ । ଆପଣଙ୍କ ସ୍ୱାସ୍ଥ୍ୟ ଭଲ ରହିବ ।

ସିଂହ

ଘରେ କୌଣସି ମାଙ୍ଗଳିକ କାର୍ଯ୍ୟର ଆୟୋଜିତ ହୋଇ ପାରେ । ଆଜି ଆପଣ ଅସୁବିଧା ଏବଂ ଅସମଜ୍ୟସ ସ୍ଥିତିରେ ରହିବେ କିନ୍ତୁ ଏହି ସ୍ଥିତିରୁ ବାହାରକୁ ବାହାରିବା ପାଇଁ ତତ୍ପର ହୁଅନ୍ତୁ ନାହିଁ । ଆଜି ମାନ ସଂମ୍ମାନ ବୃଦ୍ଧି ହେବା ସହିତ ପଦନ୍ନତି ମଧ୍ୟ ହୋଇ ପାରେ । ଲକ୍ଷକୁ ଠିକ ସମୟରେ ପୁରା କରିବେ । ସ୍ଵାସ୍ଥ୍ୟର ଧ୍ୟାନ ରଖନ୍ତୁ । ଛୋଟ ଛୋଟ ଲକ୍ଷ ରଖି କାର୍ଯ୍ୟକୁ ପୁରା କରିବା ପାଇଁ ଭାବନ୍ତୁ । ଅନ୍ୟ ଉପରେ କଥାର ଭଲ ପ୍ରଭାବ ରହିବ ।

କନ୍ୟା

ଆଜିର ଦିନଟି ଭଲ ରହିବ । ଦାୟିତ୍ଵ ନିର୍ବାହ କରିବେ । ଟିକେ ଅସୁବିଧା ଉପରେ ଯଦି ଧ୍ୟାନ ନଦେବେ ତାହେଲେ ଦିନଟି ଶୁଭ ହେବ । ଆଜି ଭାଗ୍ୟ ସମ୍ପୂର୍ଣ ଭାବେ ଆପଣଙ୍କ ସହିତ ରହିବ । ପୁରୁଣା ବନ୍ଧୁଏନକେ ସହିତ ଭେଟା ହେବାର ସମ୍ଭାବନା ଅଛି । ଋଣ ସହିତ ଯୋଡି ହୋଇଥିବା ମାମଲାରୁ ମୁକ୍ତି ମିଳିବ । ସ୍ୱାସ୍ଥ୍ୟ ସବନ୍ଧିତ ସମସ୍ୟା ଆପଣଙ୍କ କାମ ଉପରେ ଖରାପ ପ୍ରଭାବ ପକାଇ ପାରେ । ମହତ୍ଵପୂର୍ଣ କାର୍ଯ୍ୟକୁ ଶେଷ କରିବା ମହତ୍ୱପୁର୍ଣ ଅଟେ ।

ତୁଳା

ଆଜି ଆପଣ ବାହାରକୁ ଯାତ୍ରା କରିବାକୁ ଯିବା ସମୟରେ ପ୍ରକୃତିର ସୌନ୍ଦର୍ଯ୍ୟ ଉପଭୋଗ କରିବେ । ଲଢେଇ ଝଗଡାରୁ ଦୂରେଇ ରୁହନ୍ତୁ । କୌଣସି ଭଲ କାମ ପାଇଁ ଦୂରକୁ ଯାତ୍ରା କରିବାକୁ ପଡିପାରେ । ବିଦ୍ୟାର୍ଥୀ ମାନଙ୍କ ପାଇଁ ଭଲ ସମୟ ଚାଲିଛି । ବେପାରରେ ବୃଦ୍ଧି ହେବ । ମହତ୍ଵପୂର୍ଣ ମାମଲାରେ ଆରମ୍ଭରୁ ଗତି ଜାରି ରଖନ୍ତୁ । ବ୍ୟବସାୟ କରୁଥିବା ଲୋକଙ୍କ ପାଇଁ ଦିନଟି ଭଲ ରହିଛି । ପୁରୁଣା ଋଣ କାରଣରୁ ଆପଣଙ୍କୁ କିଛି ଆର୍ଥିକ ସମସ୍ୟା ହୋଇ ପାରେ ।

ବିଛା

ଆଜି ଆପଣ ଯାତ୍ରା କରି ପାରନ୍ତି । ଏକାଗ୍ରତା ରଖନ୍ତୁ । କ୍ରୋଧ ଉପରେ କାବୁ ରଖନ୍ତୁ । ଆଜି ଆପଣଙ୍କ ସ୍ୱାସ୍ଥ୍ୟ ଖରାପ ହୋଇ ପାରେ । କଥା ଏବଂ ବ୍ୟବହାରକୁ ଏକାଠି ରଖିବା ପାଇଁ ଚେଷ୍ଟା କରନ୍ତୁ । ବ୍ୟବସାୟରେ ସମସ୍ୟା ହୋଇ ପରେ । କାମରେ ଅଧିକ ବ୍ୟସ୍ତ ରହିବା କାରଣରୁ ଆପଣ ନିଜ ପରିବାର ପାଇଁ ସମୟ ବାହାର କରିପାରିବେ ନାହିଁ । ବେପାରରେ ଅନୁକୁତଳା ରହିବ । ମନରେ ବିଫଳ ହେବାର ଡର ରହିପାରେ ଯାହା ଆପଣଙ୍କ ସ୍ଵପ୍ନକୁ ପୁରା କରିବାରେ ବାଧା ଦେଇ ପାରେ ।

ଧନୁ

ଆପଣ ଭାବିଥିବା କାମ ପୁରା ହେବ । ପଇସା ସହିତ ଯୋଡି ହୋଇଥିବା କୌଣସି ନିଷ୍ପତ୍ତି ନେବା ପୂର୍ବରୁ ଭଲ ଭାବରେ ଚିନ୍ତା କରନ୍ତୁ । ଆଜି ନୂଆ ଯାନ ଏବଂ ଘର କିଣି ପାରନ୍ତି । ଆପଣଙ୍କୁ ନିଜ ପରିବାର ସମ୍ପୂର୍ଣ ସହଯୋଗ ମିଳିବ । ବୈବାହିକ ଜୀବନରେ ସମସ୍ୟାର ସମାଧାନ ଦିଗରେ କାମ କରିବାରେ ବୁଦ୍ଧିମତା ହୋଇ ପାରେ । କାର୍ଯ୍ୟରେ ଆପଣଙ୍କର ନିରନ୍ତର ପ୍ରୟାସ ଏବଂ ଆପଣଙ୍କର କାର୍ଯ୍ୟରେ ଉତ୍ସର୍ଗୀକୃତ ହେବା ଆପଣଙ୍କ ମାଲିକଙ୍କୁ ପ୍ରଭାବିତ କରିବ ।

ମକର

ଆଜି ବେପାରରେ ନୂଆ ସମ୍ଭାବନା ଗୁଡିକ ଅନୁସନ୍ଧାନ କରାଯାଇ ପାରିବ, କାର୍ଯ୍ୟକ୍ଷେତ୍ରରେ ଆପଣଙ୍କ ଲକ୍ଷ୍ୟର ନିର୍ଦ୍ଧାରଣ ଏବଂ ତାଙ୍କୁ ହାସଲ କରିବାକୁ ନେଇ ଉତ୍ସର୍ଗୀକୃତ ରହିବେ । ଛୋଟ ରହଣି ଆନନ୍ଦଦାୟକ ହେବ । ଆଜି ପୁଆରା ଦିନ ମନ ଆନନ୍ଦ ଏବଂ ସୁଖରେ ପରିପୂର୍ଣ ରହିବ । ଶାରୀରିକି ଏବଂ ମାନସିକ ରୂପରେ ଆପଣ ଅସୁସ୍ଥତା ଅନୁଭବ କରି ପାରନ୍ତି । ବୈଦୁକ ପ୍ରୟାସ ଦ୍ଵାରା କାମକୁ ସଫଳତାର ସହିତ କରିବେ । ଅଯୋଥା ଅଧିକ ଖର୍ଚ ହୋଇ ପାରେ । କ୍ୟାରିୟରରେ ବର୍ତ୍ତମାନ ଆପଣଙ୍କୁ ଅଧିକ ଝାଳ ବାହାର କରିବା ପାଇଁ ପଡିବ ।

କୁମ୍ଭ

ଆଜି ଚାକିରିରେ ବରିଷ୍ଠ ମାନଙ୍କ ସହିତ ମତଭେଦ ହୋଇ ପାରେ । ମହିଳା ଏବଂ ଛାତ୍ର ମାନଙ୍କୁ ପ୍ରୟାସରେ ଗତି ଆଣିବାକୁ ପଡିବ । ଆପଣଙ୍କୁ ସବୁ ଦିଗରୁ ଖୁସି ମିଳିବ । ଆପଣଙ୍କୁ କାର୍ଯ୍ୟ କ୍ଷେତ୍ରରେ ଉଚ୍ଚ ଅଧିକାରୀଙ୍କ ସମ୍ପୂର୍ଣ ସହଯୋଗ ମିଳିବ । ଯଦି ଘରେ କିମ୍ବା ପଡୋଶିରେ କୌଣସି କଠିନ ପରିସ୍ଥିତି ହେବ ତାହେଲେ ଆପଣ ସେହି ସମୟରେ ସକାରାତ୍ମକ ହେବା ଦରକାର । ଆପଣଙ୍କୁ ଦାମ୍ପତ୍ୟ ଜୀବନରେ ଖୁସି ମିଳିବ । ଅବିବାହିତ ଲୋକଙ୍କୁ ବିବାହ ପ୍ରସ୍ତାବ ମିଳିପାରେ । ଶେୟାର ବଜାରରେ ନିବେଶ କରିବା ଶୁଭ ହୋଇ ପାରେ ।

ମୀନ

ଆଜି ଅଟକି ଥିବା କାମକୁ ଗତି ମିଳିବ । କାର୍ଯ୍ୟକ୍ଷେତ୍ରରେ କାମର ବୋଝ ରହିବ । ଯଦି ଆପଣ ପାର୍ଟନରଙ୍କ ଭାବନାକୁ ବୁଝି ପାରିବେ ତାହେଲେ ଆପଣଙ୍କ ସମ୍ପର୍କର ଆହୁରି ଦୃଢ ହେବ, ଆପଣଙ୍କୁ ଆପଣଙ୍କ ଭାଗ୍ୟ ସମ୍ପୂର୍ଣ ସାଥ ଦେବ । ବିଦ୍ୟାର୍ଥୀଙ୍କୁ ନିଜ କ୍ୟାରିୟର ସହିତ ଯୋଡି ହୋଇଥିବା କୌଣସି ମହତ୍ଵପୂର୍ଣ ନିଷ୍ପତ୍ତି ନେବାକୁ ପଡିପାରେ । ପରିସ୍ଥିତିକୁ ଶାନ୍ତିର ସହିତ ସମ୍ଭାବିବା ଆପଣଙ୍କ ପାଇଁ ବୁଦ୍ଧିମାନର କାମ ହେବ । କାମରେ ବ୍ୟସ୍ତ ରହିବା କାରଣରୁ ଆପଣଙ୍କର ମାନସିକ ଚିନ୍ତା ବଢିପାରେ । ସବୁଦିନ ନିଜ ରାଶି ସମ୍ବନ୍ଧରେ ଜାଣିବା ପାଇଁ ପେଜକୁ ଲାଇକ କରି ଦିଅନ୍ତୁ ।

Leave a Reply

Your email address will not be published. Required fields are marked *