ରାଶିଫଳ 29 ମାର୍ଚ୍ଚ 2020, ଆଜିର ଦିନ ଏହି ୪ଟି ରାଶିମାନଙ୍କ ସମୟ ଶୁଭ ରହିବ, ସବୁ ସମସ୍ୟାର ସମାଧାନ ହେବ

ରାଶିଫଳ ଆମ ଜୀବନରେ ବହୁତ ମହତ୍ଵ ରଖିଥାଏ । ଆମେ ଆପଣଙ୍କୁ ୨୯ ମାର୍ଚ୍ଚ ୨୦୨୦ର ରାଶିଫଳ କହିବାକୁ ଯାଉଛୁ । ରାଶି ଅନୁସାରେ ହିଁ ବ୍ୟକ୍ତିର ସ୍ଵଭାବ ଓ ଭବିଷ୍ୟତ ସହ ଜଡିତ ବହୁତ ସୂଚନା ହାସଲ କରାଯାଇ ପାରିବ । ଗ୍ରହର ଗୋଚର ଓ ନକ୍ଷତ୍ରର ଗତି ଆଧାରରେ ହିଁ ରାଶିଫଳର ନିର୍ମାଣ କରାଯାଇଥାଏ ।

ମେଷ

ଆଜି ସୁଖ ସୁବିଧା ଉପରେ ଖର୍ଚ କରିବାର ମନ ହୋଇପାରେ । ବ୍ୟାଙ୍କ ସହ ଜଡିତ କାର୍ଯ୍ୟରେ ସତର୍କ ରୁହନ୍ତୁ । ଚାକିରିରେ ପଦୋନ୍ନତି ହେବାର ସମ୍ଭାବନା ଅଛି । ବୈବାହିକ ଜୀବନ ଅନୁକୂଳ ହେବ । ଜୀବନରେ କିଛି ଭିନ୍ନ ପରିସ୍ଥିତି ଆସିବ । ଆପଣଙ୍କ ଘରର ବୟସ୍କ ବ୍ୟକ୍ତିଙ୍କ ସହ କିଛି ଆପଣଙ୍କ ବିବାଦ ହୋଇପାରେ । ଆଜି ଆପଣ ଧର୍ଯ୍ୟ ରଖନ୍ତୁ । ଆଜି ବୁଝି ସୁଝି ନିର୍ଣୟ ନିଅନ୍ତୁ । ଆପଣ ଦେଖିବେ କି ନିଜ ଦ୍ଵାରା କରାଯାଇଥିବା କଠିନ ପରିଶ୍ରମର ଫଳ ଆପଣଙ୍କୁ ବାସ୍ୟ ମିଳିବ ।

ବୃଷ

ବେରୋଜଗାର ନବଯୁବକଙ୍କୁ ଆଜି କୌଣସି ଖାସ ପରିଚିତ ବ୍ୟକ୍ତିଙ୍କ ଦ୍ଵାରା କାର୍ଯ୍ୟ ପ୍ରାପ୍ତ ହେବ । ବ୍ୟାପାର କ୍ଷେତ୍ରରେ ଉନ୍ନତି ପ୍ରାପ୍ତ କରିବେ । ବିଶେଷକରି କନିଷ୍ଠ ସହଯୋଗୀମାନଙ୍କ ସମର୍ଥନ ମିଳିବ । ମାନ – ସମ୍ମାନରେ ବି ବୁଦ୍ଧି ହେବ । ଆପଣ ଅତିରିକ୍ତ ଆମଦାନୀ କରିବେ ଯାହା ବିଷୟରେ ଆପଣ କେବେ ବି ଚିନ୍ତା କରି ନ ଥିବେ । ପଦୋନ୍ନତି ଓ ଉନ୍ନତିର ଅବସର ପ୍ରାପ୍ତ ହେବ । ଆଇନ ମାମଲାରେ ଆଜି ଆପଣ ନିଜର ବିରୋଧୀମାନଙ୍କୁ ପରାଜିତ କରିବେ ।

ମିଥୁନ

ଆଜି ବିବାହିତ ଯୋଡି କେଉଁଠିକୁ ବୁଲିବାକୁ ଯାଇ ପାରନ୍ତି । ଆପଣଙ୍କ ଅଟକିଥିବା ଧନ ମିଳିଯିବ । ସମ୍ପତ୍ତି ମାମଲାରେ ନିବେଶ କରି ପାରିବେ । ଯାହାର ଲାଭ ଆପଣଙ୍କୁ ଆସନ୍ତା ଦିନରେ ମିଳିପାରେ । ଭାଗ୍ୟର ବୁଦ୍ଧି ପାଇଁ ଭଗବାନ ଶିବଙ୍କ ପୂଜା କରନ୍ତୁ । ଗରିବ ବ୍ୟକ୍ତିଙ୍କୁ ବସ୍ତ୍ର ଦାନ କରନ୍ତୁ । ଆଜି ଆପଣଙ୍କୁ କୌଣସି ଜିନିଷର ଉତ୍ତରାଧିକାରୀ ଘୋଷିତ କରାଯାଇ ପାରେ ।

କର୍କଟ

ଆଜି ସମସ୍ତଙ୍କ ନଜର ଆପଣଙ୍କ ବ୍ୟକ୍ତିତ୍ବ ଉପରେ ରହିବ । ଆଜି ପ୍ରେମ ଜୀବନକୁ ନେଇ କୌଣସି ନିଷ୍ପତି ନେବାକୁ ପଡିପାରେ । ପାର୍ଟନରକୁ ନେଇ ମନରେ ନେଗେଟିବ ଚିନ୍ତାଧାରା ଆସିବ । ଆପଣଙ୍କୁ ମାନସିକ ପ୍ରସନ୍ନତା ରହିପାରେ । ଛୋଟ ଯାତ୍ରାର ବି ଯୋଗ ଅଛି । ଖର୍ଚରେ ବୁଦ୍ଧି ହେବ । ଦାମ୍ପତ୍ୟ ଜୀବନରେ ଅସୁବିଧା ଆସିପାରେ । ଚାକିରି କିମ୍ବା କାରୋବାର ସହ ଜଡିତ ନୂଆ କଥା ଜଣା ପଡିପାରେ । ସନ୍ତାନ ତରଫରୁ ଖୁସିଖବର ମିଳିପାରେ ।

ସିଂହ

ଆଜି ପରିବାରର ଖୁସି ପୁଣି ଥରେ ଫେରିବ ଓ ଆପଣଙ୍କ ଘରେ ଏକ ଅଲଗା ପରିବେଶ ରହିବ । କିଛି ଦିନ ପାଇଁ ଆପଣ ବୁଲିବାକୁ ଯାଇ ପାରାନ୍ତି । ଅଧୁରା କାର୍ଯ୍ୟ ପୁରା କରିବେ । ଆୟର ବିଭିନ୍ନ ସ୍ରୋତ ପ୍ରାପ୍ତ ହେବ । ସମୟ ଭଲ ଅଛି । ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ରଖନ୍ତୁ । ନିଜ ଜୀବନସାଥି ଉପରେ ବି ଧ୍ୟାନ ଦିଅନ୍ତୁ । ଏଥିପାଇଁ ଆପଣଙ୍କୁ ଘରେଲୁ ଉପାୟରେ କଷ୍ଟର ସାମ୍ନା କରିବାକୁ ପଡିପାରେ ।

କନ୍ୟା

ଆଜି ନିର୍ଧାରିତ କରାଯାଇଥିବା କାର୍ଯ୍ୟ ସଫଲତାପୂର୍ବକ ପୁରା ହେବ । ଆଜି ଆପଣଙ୍କ ସମ୍ବନ୍ଧ ଅଳ୍ପ ଖରାପ ହୋଇପାରେ । କିନ୍ତୁ ବ୍ୟବସାୟିକ ସମ୍ବନ୍ଧ ଆଗାକୁ ଯାଇ ଲାଭ ଦେବ । ବିଜନେସରେ ଲାଭଦାୟକ ଅଫର ମିଳିବ । ଛାତ୍ରମାନେ ବହୁତ ପରିଶ୍ରମ କରିବା ପରେ ତାଙ୍କୁ ସଫଳତା ମିଳିବ । ଯଦି ଆପଣ ନିଜର ଜିନିଷର ଧ୍ୟାନ ରଖିବେ ନାହିଁ, ତେବ ସେ ଗୁଡିକ ଚୋରୀ ହୋଇପାରେ ।

ତୁଳା

ଆଜିର ଦିନ ଆପଣଙ୍କୁ ମିଶ୍ରିତ ପରିଣାମ ମିଳିବ । ବ୍ୟବସାୟ ପାଇଁ ଆଜିର ଦିନ ଭଲ ଅଟେ । କାରଣ ତାଙ୍କୁ ଅଚାନକ ଭଲ ଲାଭ ମିଳିପାରେ । ଘର ପରିବାରର ଖୁସିପାଇଁ ଆପଣଙ୍କୁ ଅଳ୍ପ କାମ କରିବାକୁ ପଡିପାରେ । ନିଜର କାର୍ଯ୍ୟ ଓ ଉଦେଶ୍ୟ ଉପରେ ପୁନଃ ବିଚାର କରନ୍ତୁ । ଅନ୍ୟ ବ୍ୟକ୍ତିଙ୍କୁ ପ୍ରଭାବିତ କରି ପାରିବେ । ପ୍ରମୋଶନ ମିଳିପାରେ । ପରିବାର ତରଫରୁ ଆପଣଙ୍କୁ ପୁରା ସମର୍ଥନ ମିଳିପାରେ । ଆଜି ଆପଣ ପରିଶ୍ରମ ବି ଅଧିକ କରିବେ ।

ବିଚ୍ଛା

ଆଜି ଟଙ୍କାର ନେବା ଦେବା ସାବଧାନ ହୋଇ କରନ୍ତୁ । ପୁରୁଣା ମତଭେଦ ଆଜି କିଛି ପରିଚିତ ମିତ୍ରଙ୍କ ସହଯୋଗ ମିଳିପାରେ । ବାଣୀ ଉପରେ ସଂଯମତା ରଖିବା ଦ୍ଵାରା ପରିସ୍ଥିତି ଭଲ ରହିବ । ବ୍ୟବସାୟରେ ସ୍ଥିତି ପ୍ରତିକୂଳ ରହିପାରେ । ବିଦେଶରେ ରହୁଥିବା ମିତ୍ର ଓ ସମ୍ବନ୍ଧିଙ୍କ ଠାରୁ କିଛି ଶୁଭ ସମାଚାର ମିଳିବ । ଗୁରୁଜନମାନଙ୍କ ଆଦାର କରନ୍ତୁ । କୌଣସି ବି ଯାତ୍ରାରେ ସାମିଲ ହୁଅନ୍ତୁ ନାହିଁ ।

ଧନୁ

ଆଜି ଆର୍ଥିକ ସ୍ଥିତି ଭଲ ରହିବ । ଆପଣଙ୍କ ନିବେଶ ବି ଲାଭଦାୟକ ରହିବ । ବିଜନେସ ପାଇଁ ଯାତ୍ରା କରି ପାରନ୍ତି । ସ୍ଵଭାବରେ ଗମ୍ଭୀରତା ଏବଂ ଏକାଗ୍ରତା ଦେଖିବାକୁ ମିଳିବ । କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ । କପଡା କାରୋବାରିଙ୍କ ପାଇଁ ଦିନ ଶୁଭ ରହିବ । ପତ୍ନୀଙ୍କ ସହିତ ବିବାଦ ହୋଇପାରେ । ଆପଣଙ୍କ ମାନସିକ ଚିନ୍ତା ଅଳ୍ପ ବଢିପାରେ । ଆଇନ ପଢୁଥିବା ଛାତ୍ରମାନଙ୍କୁ ସହଜରେ ସଫଳତା ମିଳିବ । ଆଜି ଆପଣ ନିଜର ପ୍ରିୟ ବ୍ୟକ୍ତିଙ୍କ କଥାକୁ ପୁରା କରିବେ ।

ମକର

ଆଜି ଆପଣଙ୍କ ମାନ ସମ୍ମାନ ବୁଦ୍ଧି ହେବ । ଭଗବାନଙ୍କ ଆଶିବାଦ ଦ୍ଵାରା ନିଜର ସମସ୍ତ କାର୍ଯ୍ୟକୁ ପୁରା କରିବେ । ପୁରୁଣା ବିବାଦ ସମଧାନ ହୋଇଯିବ । ସଫା ସଫା କହିବା ଦ୍ଵାରା ଆପଣଙ୍କ ସମସ୍ୟା ସମଧାନ ହୋଇପାରେ । ବନ୍ଧୁ ଓ ସମ୍ପର୍କୀୟମାନଙ୍କ ଠାରୁ ସାହାର୍ଯ୍ୟ ମିଳିପାରେ । ଆଜିର ଦିନ ଆପଣ ଦରକାରୀ ଲୋକମାନଙ୍କ ସାହାର୍ଯ୍ୟ କରନ୍ତୁ ଭଗବାନ ଆପଣଙ୍କ ସାହାର୍ଯ୍ୟ କରିବେ ।

କୁମ୍ଭ

ଆଜି ଆପଣଙ୍କୁ ନିଜର ଜୀବନରେ ପରିବର୍ତ୍ତନ ଦେଖିବାକୁ ମିଳିବ । ଲକ୍ଷ୍ମୀଦେବୀଙ୍କ କୃପା ଆପଣଙ୍କ ଉପରେ ରହିବ । ମିତ୍ର ଓ ପ୍ରିୟଜନଙ୍କ ସହିତ ଆନନ୍ଦମୟ ସମୟ ବିତାଇବେ । ପ୍ରବାସର ବି ଆନନ୍ଦ ନେବେ । ଶିକ୍ଷାରେ ମନ ଲାଗିବ । କୌଣସି ବି କାମ କରିବା ପୂର୍ବରୁ ଅତିରିକ୍ତ ସାବଧାନ ରହିବା ଆବଶ୍ୟକତା ଅଟେ । ଆପଣ ଖାସକରି ଶିକ୍ଷା ଓ ଚାକିରି କ୍ଷେତ୍ରରେ ଜଲ୍ଦି ସଫଳତା ହାସଲ କରିବେ ।

ମୀନ

ଆଜି ଆପଣଙ୍କ ମନରେ କିଛି ନୂତନ କାର୍ଯ୍ୟ କରିବାର ଇଚ୍ଛ ଜାଗୃତ ହେବ । ଚାକିରିରେ ପଦୋନ୍ନତିର ଆସାର ଅଛି । ନୂଆ ଗାଡି କ୍ରୟ କରିବାର ଯୋଗ ଅଛି । ଶିକ୍ଷା କ୍ଷେତ୍ରରେ ଭଲ ପରିଣାମ ମିଳିବ । ସାମାଜିକ ସମାରୋହରେ ପରିବାର ସହିତ ସାମିଲ ହୋଇ ପାରନ୍ତି । ଆଜି ଆପଣ ଭଲ ଟଙ୍କା ଆୟ କରିବେ । କିଛି ସମସ୍ୟାର ସାମ୍ନା ବି କରିବାକୁ ପଡିପାରେ ।

Leave a Reply

Your email address will not be published. Required fields are marked *