ରାଶିଫଳ 28 ମାର୍ଚ୍ଚ 2020, ଶନିଦେବଙ୍କ ଅସୀମ କୃପା ବର୍ଷିବ ଏହି ୩ଟି ରାଶି ଉପରେ, ବନୁଛି ରାଜଯୋଗ

ରାଶି ଅନୁସାରେ ବ୍ୟକ୍ତିର ସ୍ଵଭାବ ଓ ଭବିଷ୍ୟତ ସହ ଜଡିତ ବହୁତ ସୂଚନା ପ୍ରାପ୍ତ କରାଯାଇ ପାରିବ । ରାଶିଫଳ ଆମ ଜୀବନରେ ବହୁତ ମହତ୍ଵ ରଖିଥାଏ । ଗ୍ରହର ଗୋଚର ଓ ନକ୍ଷତ୍ର ଗୁଡିକର ଆଧାରରେ ହିଁ ରାଶିଫଳେ ନିର୍ମାଣ କରାଯାଇଥାଏ । ଗ୍ରହମାନଙ୍କ ଗତି ସର୍ବଦା ବଦଳି ଥାଏ । ସେଥିପାଇଁ ଆମର ଦୈନିକ ଜୀବନର ସମସ୍ତ ଘଟଣା ସର୍ବଦା ସମାନ ହୋଇ ନ ଥାଏ । ସେଥିପାଇଁ ଆଜିର ରାଶିଫଳ ଖାସ ଆପଣଙ୍କ ପାଇଁ ।

ମେଷ

ଆଜି ଆପଣଙ୍କୁ ବ୍ୟବସାୟରେ ଇଚ୍ଛା ଅନୁସାରେ ଲାଭ ମିଳିବ । ଶିକ୍ଷା କ୍ଷେତ୍ରରେ କରାଯାଇଥିବା ପ୍ରୟାସ ଦ୍ଵାରା ସଫଳ ହେବ । ପ୍ରେମ ସମ୍ବନ୍ଧରେ ଆପଣଙ୍କ ପକ୍ଷ ମଜବୁତ ରହିବ । ପରାକ୍ରମରେ ବୁଦ୍ଧି ଦ୍ଵାରା ବିବାଦ ସମାଧାନ ହେବ । ଅଫିସରେ ସମ୍ଭାଳି ରୁହନ୍ତୁ । ନଚେତ ଅସୁବିଧା ଆସିପାରେ । ଅନୈତିକ କାର୍ଯ୍ୟ ଠାରୁ ଦୂରରେ ରୁହନ୍ତୁ । ନୂଆ ସମ୍ବନ୍ଧ ତିଆରି କରିବା ପୂର୍ବରୁ ଚିନ୍ତା କରନ୍ତୁ । ପାରିବାରିକ ଏବଂ ସାମାଜିକ କ୍ଷେତ୍ର ଉପରେ ବିଚାର ବିମର୍ଶ କରନ୍ତୁ ।

ବୃଷ

ଆଜି ଆପଣଙ୍କୁ ଉନ୍ନତି ପ୍ରାପ୍ତ ହୋଇପାରେ । ଘର ପରିବାରରେ ଖୁସିର ପରିବେଶ ରହିବ । ଆପଣ ନିଜର ପ୍ରଦର୍ଶନ ଦ୍ଵାରା ଣୟ ବ୍ୟକ୍ତିଙ୍କୁ ବହୁତ ଖୁସି କରିବେ । ନିଜର ହୃଦୟର କଥା କହିବାରେ ସଫଳ ହେବେ । ପ୍ରେମ ମାମଲାରେ ଆପଣ ସଫଳତା ହାସଲ କରି ପାରନ୍ତି । କିଛି କାମ ଆପଣଙ୍କୁ ଭବିଷ୍ୟତରେ ଭଲ ସମ୍ମାନ ଓ ଲାଭ ଦେବ । କୌଣସି ନିବେଶ କରନ୍ତୁ ନାହିଁ । କିଛି ବ୍ୟକ୍ତିଙ୍କ ସହ ଆନନ୍ଦ କରିବେ ।

ମିଥୁନ

ଆଜି ଚାକିରିରେ ପ୍ରମୋଶନ ମିଳିପାରେ । ପ୍ରତିଦ୍ଵନ୍ଦୀ ଆପଣଙ୍କ ସାମ୍ନା କରିବାକୁ ଅସମର୍ଥ ରହିବେ । ଆପଣଙ୍କ ଆତ୍ମବିଶ୍ଵାସ ବଢିବ । ପରିବାର ପ୍ରତି ସମର୍ପିତ ଭାବ ରହିବ । ନିଜର ଅଫିସରେ ବିଲକୁଲ ସନ୍ତୁଳିତ ବ୍ୟବହାର କରନ୍ତୁ । ମାତା ଲକ୍ଷ୍ମୀଙ୍କ କୃପା ଦ୍ଵାରା ଆପଣଙ୍କ ଜୀବନରେ ସମସ୍ତ କଷ୍ଟର ନିବାରଣ ହେବ । ଆପଣଙ୍କ ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ଭଲ ରହିବ । କଳା ସହ ଜଡିତ ଲୋକମାନଙ୍କ ପାଇଁ ଭଲ ସମୟ ଅଛି ।

କର୍କଟ

ଆଜି ଆପଣ ନିଜର ପରିଶ୍ରମ ଦ୍ଵାରା ବହୁତ ଟଙ୍କା ଆୟ କରିବାରେ ସଫଳ ହେବେ । ସ୍ୱାସ୍ଥ୍ୟ ପ୍ରତି ନଜର ଅନ୍ଦାଜ କରିବା ଆପଣଙ୍କ ପାଇଁ ଅସୁବିଧା ହୋଇପାରେ । ଆକସ୍ମିକ ବ୍ୟୟ ହେବାର ସଂକେତ ଅଛି । ସ୍ଵଭାବରେ ଉଗ୍ରତା ରହିପାରେ । କାର୍ଯ୍ୟକ୍ଷେତ୍ରରେ ବି ଦାୟିତ୍ଵ ବଢିପାରେ । ଏଥିରେ ଆପଣଙ୍କୁ ସଫଳତା ମିଳିବାର ଯୋଗ ବି ଅଛି । କୌଣସି ବି ବ୍ୟବସାୟକୁ ଆରମ୍ଭ କରିବା ପୂର୍ବରୁ ତାହା ବିଷୟରେ ଭଲ ଭାବରେ ଜାଣି ନିଅନ୍ତୁ ।

ସିଂହ

ଆଜି ଚାକିରି କରୁଥିବା ଲୋକମାନଙ୍କ ସହିତ କର୍ମଚାରୀମାନଙ୍କ ସହଯୋଗ ପ୍ରାପ୍ତ ହେବ । ବାଣୀ ଉପରେ ସଂଯମତା ରଖନ୍ତୁ । ନଚେତ କାହା ସହିତ ବାଦ ବିବାଦ ହୋଇପାରେ । ଯାତ୍ରା ଶୁଭ ହେବ । ସଫଳତା ଆପଣଙ୍କ ସାଥ ରହିବ । ଉତ୍ସବର ଆୟୋଜନରେ ସାମିଲ ହେବେ । ଧନଧାନ୍ୟରେ ବୁଦ୍ଧି ହେବ । ନକାରାତ୍ମକ ବିଚାର ଆପଣଙ୍କ ଉପରେ ପ୍ରଭାବ ପକାଇବ । ମନୋବାଞ୍ଚିତ ଫଳ ପ୍ରାପ୍ତି ହେବ । ଆପଣଙ୍କ ଇଚ୍ଛା ପୂର୍ଣ ହେବ ।

କନ୍ୟା

ଆଜି ଆପଣଙ୍କୁ ଧନ କ୍ଷେତ୍ରରେ ବହୁତ ଅଧିକ ଲାଭ ମିଳିବ । ଧନ ଦ୍ଵାରା ଆପଣ ପରିପୂର୍ଣ ରହିବେ । ଯେଉଁ ଲୋକମାନେ ଲେଖିବା କ୍ଷେତ୍ର ସହ ଜଡିତ ଅଛନ୍ତି ତାଙ୍କୁ ଖ୍ୟାତି ପ୍ରାପ୍ତି ହେବ । ବିଦ୍ୟାର୍ଥୀଙ୍କୁ ପ୍ରତିଯୋଗୀ ପରୀକ୍ଷାରେ ସଫଳତା ମିଳିବ । ଆର୍ଥିକ ସ୍ଥିତି ମଜବୁତ ହେବ । ଧନ ଆୟର ବହୁତ ଅବସର ପ୍ରାପ୍ତ ହେବ । ଆବଶ୍ୟକ କାର୍ଯ୍ୟ ନିଶ୍ଚିତ କରନ୍ତୁ । ଆପଣ ଦ୍ଵିତୀୟ ବ୍ୟକ୍ତିଙ୍କ ସାହାର୍ଯ୍ୟ କରିବା ପାଇଁ ସର୍ବଦା ଆଗକୁ ଆସିବେ ।

ତୁଳା

ଆଜି ପ୍ରେମ ମାମଲାରେ ଆପଣ ଅପାର ସଫଳତା ହାସଲ କରିବେ । ମନର ଦୁବିଧା ରହିବା କାରଣରୁ ସମସ୍ତ ନିର୍ଣୟ ନେବାରେ ବାଧା ଆସିବ । ସନ୍ତାନର ସ୍ୱାସ୍ଥ୍ୟ ଖରାପ ହୋଇପାରେ । କୌଣସି ଦରକାରୀ ବ୍ୟକ୍ତିର ସାହାର୍ଯ୍ୟ ପାଇଁ ଆପଣ ଉପଲବ୍ଧ ରହିବେ । କାର୍ଯ୍ୟସ୍ଥଳରେ ସକାରାତ୍ମକ ପରିଣାମ ପ୍ରାପ୍ତ ହେବ । ଆପଣଙ୍କୁ ନିଜ ମନର କଥା କହିବାର ଚାନ୍ସ ମିଳିବ ।

ବିଚ୍ଛା

ଆଜି ଆପଣ ଅଲଗା ପରିଚୟ କରିବାରେ ସଫଳ ହେବେ । କାମର ପ୍ରେସର ଦ୍ଵାରା ଭୁଲ କରିବାର ସମ୍ଭବାନା ଅଛି । ନିଜ ସାଥିଙ୍କ ସହିତ କଥାବାର୍ତ୍ତା କରିବା ସମୟରେ ଆପଣ ଅଳ୍ପ ବିନମ୍ର ରୁହନ୍ତୁ । ସାମାଜିକ ରୂପରେ ସମ୍ମାନ ଭଙ୍ଗ ନ ହେବ ଉପରେ ଧ୍ୟାନ ରଖନ୍ତୁ । ଆପଣଙ୍କୁ ନିଜ ଜୀବନରେ ଉନ୍ନତି ଦ୍ଵାରା ପ୍ରଗତି ମିଳିବ । ଜରୁରୀ କାମ କରିବା ପାଇଁ ଆପଣଙ୍କୁ ବଡ ଯୋଜନା କରିବାକୁ ପଡିବ ।

ଧନୁ

ଆଜି ପାରିବାରିକ ଦାୟିତ୍ଵକୁ ନିର୍ବାହ କରିବେ । ଭାଇ ଭାଉଣୀଙ୍କ ସହିତ ସମ୍ବନ୍ଧ ଭଲ ରହିବ । ସାମାଜିକ ରୂପରେ ମାନ ସମ୍ମାନ ପ୍ରତିଷ୍ଠା ବୁଦ୍ଧି ହେବ । ରାଜନୀତି କ୍ଷେତ୍ରରେ ଉନ୍ନତିର ଅବସର ମିଳିବ । ସନ୍ତାନ ସମ୍ବନ୍ଧିତ ଚିନ୍ତା ହୋଇପାରେ । ସାମାଜିକ କ୍ଷେତ୍ରରେ ଉଚ୍ଚ ପଦ ପ୍ରତିଷ୍ଠା ପ୍ରାପ୍ତି ସମ୍ଭବ ଅଟେ । ବ୍ୟାପାରୀମାନଙ୍କ ପାଇଁ ଭଲ ସମୟ ଅଟେ । ନିବେଶର ଲାଭ ମିଳିବ ।

ମକର

ଆଜି କୌଣସି ଖାସ ପରିଚିତ ବ୍ୟକ୍ତି ଦ୍ଵାରା ବିଜନେସରେ ଲାଭ ପହଞ୍ଚିବ । ଭବନ ଭୂମି ସହ କ୍ରୟ କରିବା ସମ୍ବନ୍ଧିତ ଜରୁରୀ କାଗଜପତ୍ରକୁ ଦେଖନ୍ତୁ ଓ ଭଲ ଭାବରେ ଯାଞ୍ଚ ମଧ୍ୟ କରନ୍ତୁ, ପୁଣି ନିର୍ଣୟ ନିଅନ୍ତୁ । ପାରିବାରିକ ମାମଲାରେ ବୁଝି ସୁଝି କାମ କରନ୍ତୁ । ସରକାରୀ ଯୋଜନାର ଲାଭ ମିଳିବ । ଆପଣଙ୍କ ସମସ୍ୟାର ସମଧାନ ଆପଣଙ୍କ ହାତରେ ଅଛି । ମତଭେଦରୁ ବଞ୍ଚିବାର ଅଛି । ପାରିବାରିକ ମାମଲାରେ କିଛି ସାହାର୍ଯ୍ୟ ବି ମିଳିବ । କିଛି କ୍ଷେତ୍ରରେ ଅଧିକାରୀଙ୍କ ସହ ବିବାଦ ବି ହୋଇପାରେ ।

କୁମ୍ଭ

ଆଜି କଥାବାର୍ତ୍ତାରେ ସାବଧାନ ରୁହନ୍ତୁ ଅନ୍ୟଥା ଲୋକମାନଙ୍କ କ୍ରୋଧର ସାମ୍ନା କରିବାକୁ ପଡିପାରେ । ସନ୍ତାନ ତରଫରୁ ଶୁଭ ସମାଚାର ତଥା ଖୁସି ପ୍ରାପ୍ତି ହେବ । ବ୍ୟାପାରୀ ଓ ଚାକିରି କରିବାରେ ଲାଭ ମିଳିବ । ଆପଣଙ୍କ ସ୍ୱାସ୍ଥ୍ୟ ଠିକ ରହିବ । ଯୁବବର୍ଗକୁ ଟିମୱାର୍କ ଦ୍ଵାରା ଲାଭ ହେବ । ସହକର୍ମୀଙ୍କ ଉପରେ ବିଶ୍ଵାସ କରନ୍ତୁ । ପୂର୍ବରୁ କରିଥିବା ପରିଶ୍ରମର ଫଳ ମିଳିବାର ଅଛି । ସମସ୍ତ କ୍ଷେତ୍ରରେ ଆପଣଙ୍କ ପାଇଁ ପ୍ରବେଶ ଦ୍ଵାରା ଖୋଲିଯିବ ।

ମୀନ

ଆଜି ଆପଣ ଏମିତି ବ୍ୟକ୍ତି ସହିତ ସାକ୍ଷାତ କରିବେ ଯେଉଁମାନଙ୍କ ଚିନ୍ତାଧାରା ଆପଣଙ୍କୁ ପ୍ରଭାବିତ କରିବ । ଆଜି କେଉଁଠି ବୁଲିବାର କାର୍ଯ୍ୟକ୍ରମ ଅଛି ତେବେ ଆପଣଙ୍କ ପାଇଁ ତାହା ଭଲ ପ୍ରମାଣିତ ହେବ । ଆପଣଙ୍କ ପ୍ରଶଂସା ହେବ । ଆପଣଙ୍କ ଆମଦାନୀରେ ଜବରଦସ୍ତ ଲାଭ ହେବ । ଅଚାନକ ଧନ ପ୍ରାପ୍ତିର ଯୋଗ ବି ଅଛି । ଆପଣ କିଛି ଦାୟିତ୍ଵକୁ ସମାଧାନ କରିବେ । ସନ୍ତାନର ସଫଳତା ଦେଖି ଆପଣଙ୍କ ମନ ଖୁସି ହେବ ।

Leave a Reply

Your email address will not be published. Required fields are marked *