ରାଶିଫଳ 28 ଏପ୍ରିଲ 2020, ଆଜି ଏହି ୭ଟି ରାଶି ଉପରେ ହନୁମାନଙ୍କ ଆଶୀର୍ବାଦ, ମିଳବ ଖୁବ ପଇସା

ଆଜି ହେଉଛି ମଙ୍ଗଳବାର ୨୮ ତାରିଖ, ଏପ୍ରିଲ ମାସ । ବୈଶାଖ ମାସ, ଶୁକ୍ଳ ପକ୍ଷ ପଞ୍ଚମୀ ତିଥି । ସଙ୍କରଚାର୍ଯ୍ୟ ଜୟନ୍ତୀ, ସୁରଦାସ ଜୟନ୍ତୀ, ସ୍କନ୍ଦ ଷଷ୍ଠୀ, ରାମାନୁଜ ଜୟନ୍ତୀ, ରବି ଯୋଗ । ସୂର୍ଯ୍ୟୋଦୟ- 05:19 AM, ସୂର୍ଯ୍ୟାସ୍ତ- 06:10 PM । ଶାସ୍ତ୍ର ଅନୁସାରେ ଆମ ଜୀବନ ଗ୍ରହଙ୍କ ଚଳନ ଉପରେ ଆଧାରିତ ହୋଇଥାଏ ଏବଂ ଯେମିତି ଏହି ଗ୍ରହ ମାନଙ୍କର ଦିଗ ବଦଳି ଥାଏ ଆମ ଜୀବନ ଉପରେ ବି ଏହାର ପ୍ରଭାବ ପଡିଥାଏ । କେତେକ ଲୋକ ନିଜର ଭବିଷ୍ୟତ ବିଷୟରେ ଜାଣିବା ପାଇଁ ବହୁତ ଉତ୍ସୁକ ହୋଇଥାନ୍ତି ଏବଂ ପ୍ରତ୍ୟକ ବ୍ୟକ୍ତିର ଜୀବନରେ ଗ୍ରହ ମାନଙ୍କର ବହୁତ ବଡ ମହତ୍ଵ ଥାଏ । ଆଜି ଦିନରେ କିଛି ରାଶି ଗୁଡିକ ଉପରେ ହନୁମାନ ଙ୍କର ଆଶୀର୍ବାଦ ରହିବ ଯାହାଦ୍ୱାରା ସେମାନଙ୍କ ଭାଗ୍ୟରେ ଉନ୍ନତି ଦେଖାଦେବ । ତାହେଲେ ଆସନ୍ତୁ ଜାଣିବା ସମସ୍ତ ୧୨ଟି ରାଶିର କେମିତି କଟିବ ଆଜି ।

ମେଷ

ଏହି ରାଶିର ଲୋକଙ୍କ ପାଇଁ ଆଜି ଦିନଟି ମଧ୍ୟମ ଧରଣର ରହିବ । ପ୍ରେମ ସବନ୍ଧ ପାଇଁ ଆଜିର ସମୟ ଠିକ ଅଟେ ଏବଂ ଜୀବନସାଥୀ ଙ୍କ ସହିତ ସମ୍ପର୍କ ମଧୁର ରହିବ । ଧାର୍ମିକ କାମ ପ୍ରତି ଆଗ୍ରହ ବଢିବା ସହିତ ଇଶ୍ଵରଙ୍କ ପ୍ରତି ଶ୍ରଦ୍ଧା ମଧ୍ୟ ବଢିବ । ହନୁମାନ ଙ୍କର ପୂଜା ପାକିରା ଦ୍ଵାରା ସବୁ ସମସ୍ୟାରୁ ମୁକ୍ତି ମିଳିବ । ଆପଣ ସେତବେଳ ପର୍ଯ୍ୟନ୍ତ କିଛି କଥା ଦିଅନ୍ତୁ ନାହିଁ ଯେତବେଳ ପର୍ଯ୍ୟନ୍ତ ଆପଣ ତାକୁ ସମ୍ପୂର୍ଣ ଭାବେ ପୂରଣ କରିବା ପାଇଁ ସକ୍ଷମ ହୋଇ ନାହାଁନ୍ତି ।

ବୃଷ

ଆଜି ଆପଣ ପାରିବାରିକ ଝଗଡାରୁ ଦୂରେଇ ରହିବେ । ଏହା ଆପଣଙ୍କ ପାଇଁ ସବୁଠାରୁ ଅଧିକ କ୍ଷତି ବୋଲି ପ୍ରମାଣିତ ହେବ । ବ୍ୟବସାୟରେ ବରିବର୍ତ୍ତନ ପରେ ବି ଉପାୟ ମିଳିବ । ନୂଆ ନିଷ୍ପତ୍ତି ଲାଭକାରୀ ହେବ । ଆଜି ଆପଣ ନିଜ ବନ୍ଧୁଙ୍କ ସହିତ ଖୁସିର ସମୟ କାଟିବେ । ଆଜି ଆପଣ ଗରିବ ଲୋକମାନଙ୍କୁ କରାଇବା ଦ୍ଵାରା ହନୁମାନ ଆପଣଙ୍କ ଉପରେ ଆଶୀର୍ବାଦ କରିବେ ଏବଂ ଆପଣଙ୍କୁ ବହୁତ ସାରା ପଇସା ମିଳିବ ।

ମିଥୁନ

ଆଜି ଆପଣ ପରିଶ୍ରମ କରି ଚାଲନ୍ତୁ ଆପଣଙ୍କୁ ଏହାର ଫଳ ନିହାତି ମିଳିବ । ଧର୍ଯ୍ୟର ସହିତ କାମ କରନ୍ତୁ ସଞ୍ଚାର ମାଧ୍ୟମ ଦ୍ଵାରା କୌଣସି ସୂଚନା ମିଳିବ । ଆଜି ଅଧିକ କାମ ପାଇଁ ଆପଣ ଥକା ଅନୁଭବ କରିବେ । ଆପଣଙ୍କ ଘରେ କୌଣସି ଧାର୍ମିକ କାର୍ଯ୍ୟ ହୋଇପାରେ । ଏକା ରହୁ ଥିବା ଲୋକ ନିଜ ପସନ୍ଦର ଜଣେ ଜୀବନସାଥୀ ଙ୍କୁ ପାଇବେ । ଘର ପରିବାରରେ ଖୁସିର ବାତାବରଣ ରହିବ ।

କର୍କଟ

ଆଜି ଖରାପ ସଂଗତି ଆଡକୁ ଆପଣଙ୍କର ଆକର୍ଷଣ ବଢିପାରେ । ଆପଣ ଆଜି ବୈଦୁକ ବିଚାରଧାରା ରେ ପରିପୂର୍ଣ ରହିବେ । ବୈବାହିକ ଜୀବନ ସହିତ ଯୋଡି ହୋଇଥିବା କିଛି ଜିନିଷ ଆପଣଙ୍କ ସାମନାକୁ ଆସିବ । ଅନ୍ୟ କଥାରେ ଆସି କୌଣସି ଭୁଲ ନିଷ୍ପତ୍ତି ନିଅନ୍ତୁ ନାହିଁ । ଆଜି ଆପଣ ନିଜର ପ୍ରେମି ସହିତ ଭଲ ସମୟ କାଟିବେ ।

ସିଂହ

ଆଜି ସାବଧାନ ର ସହିତ ଗାଡି ଚଲାନ୍ତୁ । ଆପଣଙ୍କର ସବୁ କାମ ଯୋଜନା ଅନୁସାରେ ହିଁ ହେବ । ପରିବାର ସହିତ ଭଲ ସମୟ କାଟିବେ । ଆଜି ଆପଣଙ୍କର କୌଣସି ବିଶେଷ ବ୍ୟକ୍ତିଙ୍କ ସହିତ ସମ୍ପର୍କ ବଢିପାରେ । ଯଦି ଆପଣ ନିଜ ପାଖରେ ଥିବା ଲୋକଙ୍କ ସହିତ ସମୟ କାଟିବେ ନାହିଁ ତାହେଲେ ସେମାନେ ଆପଣଙ୍କ ଉପରେ ରାଗିଯାଇ ପାରନ୍ତି । ଆଜି ହନୁମାନ ଚାଳିଶା ପାଠ କରନ୍ତୁ ଆପଣଙ୍କୁ ଲାଭ ମିଳିବ ।

କନ୍ୟା

ଆଜି ଆପଣଙ୍କୁ କାହା ଠାରୁ ଆର୍ଥିକ ସାହାଯ୍ୟ ମିଳିପାରେ । ନୂଆ କାମରେ ହାତ ଦେଲେ ସେଥିରେ ସଫଳତା ମିଳିବ । ଆପଣଙ୍କ ମନରେ ଗୋଟିଏ ନୂଆ ଉତ୍ସାହ ଏବଂ ଜୋଷ ଦେଖା ଦେବ । କାହା ସହିତ ଝଗଡା କାଲେ ଆପଣ ଅସୁବିଧାରେ ପଡି ପରନ୍ତି । ବିଦ୍ୟାର୍ଥୀ ମାନଙ୍କର ଆଜି ପାଠ ପଡିବାରେ ମନ ଲାଗିବ ନାହିଁ । ସ୍ୱାସ୍ଥ୍ୟର ଧ୍ୟାନ ରଖନ୍ତୁ । ପ୍ରୋଫେସନାଲ ଜୀବନରେ ଭଲ ଅବସର ମିଳିବ ।

ତୁଳା

ଆଜି ଆପଣଙ୍କୁ ପରିବାର ଭିତରେ ବାପା ମାଆ ଙ୍କର ସହଯୋଗ ଅଧିକ ମିଳିବ । ଆଜି ଠାରୁ ଆପଣଙ୍କର ଶୁଭ ସମୟ ଆରମ୍ଭ ହେବାକୁ ଯାଉଛି । ଆପଣଙ୍କୁ ପରିବାର ଠାରୁ ସାହାଯ୍ୟ ମିଳିବ । ଦେଖି ଚାହିଁ କଥା ହୁଅନ୍ତୁ ନହେଲେ ଆପଣଙ୍କର କ୍ଷତି ହେବ । ରାଗ ଉପରେ ନିୟତ୍ରଣ ରଖିବା ପାଇଁ ପଡିବ । ଗାଡି ଚଳାଇବା ସମୟରେ ସାବଧାନ ରୁହନ୍ତୁ ନହେଲେ ଦୁର୍ଘଟଣା ଘଟି ପରେ । କିଛି ନୂଆ କାମ କରିବା ପାଇଁ ଭାବି ପାରନ୍ତି । ଧନ ସୁଖ ମିଳିବ ।

ବିଛା

ଆଜି ଆପଣ ନିଜ ରାଗ ଉପରେ ନିୟତ୍ରଣ ରଖନ୍ତୁ ନହେଲେ ଏହା ଆପଣଙ୍କ ପାଇ ହାନିକାରକ ହୋଇ ପାରେ । ଆଜିର ସମୟ ଆପଣଙ୍କ ପାଇଁ ଶୁଭ ଅଟେ । ସବୁ କାମ ଆପଣଙ୍କର ମନ ଚାହୁଁଥିବା ଭଳି ପୁରା ହେବ । ବ୍ୟବସାୟରେ ଆସା ଅନୁଯାଇ ଫଳ ମିଳିବ । ଆପଣଙ୍କ ମନରେ ବିବ୍ରତା ରହିପାରେ । ଆପଣ ନିଜ କାମରେ ଅଧିକ ବ୍ୟସ୍ତ ରହିବା କାରଣରୁ ନିଜ ପିଲାଙ୍କୁ ଅଧିକ ସମୟ ଦେଇ ପାରିବେ ନାହିଁ ଯାହା ଦ୍ଵାରା ସେମାନେ ରାଗି ଯାଇ ପାରନ୍ତି ।

ଧନୁ

ଏହି ରାଶିର ଲୋକମାନେ ଆଜି ନିଜକୁ ଶକ୍ତିଶାଳୀ ବୋଲି ଅନୁଭବ କରିବେ । ବେପାରରେ ଲାଭ ହେବ । ବିଶ୍ଵାସନୀୟ ବ୍ୟକ୍ତିଙ୍କ ଠାରୁ ସହଯୋଗ ମିଳିବ । ପରିବାର ଭିତରେ ସାମଞ୍ଜସ୍ୟ ର ବାତାବରଣ ରହିବ । ଆପଣଙ୍କ ଜୀବନରେ ହେବାକୁ ଥିବା ପରିବର୍ତ୍ତନ ଆପଣଙ୍କ ପାଇଁ ଲାଭ ହେବ । ଆଜି ଆପଣ ବନ୍ଧୁ ଏବଂ ସଂମ୍ପର୍କୀୟ ଙ୍କ ସହିତ ଭଲ ସମୟ କାଟିବେ । ଆଜି କାହାକୁ ବି ପଇସା ଧାର ଦିଅନ୍ତୁ ନାହିଁ ।

ମକର

ଆଜି ଆପଣଙ୍କୁ ହଠାତ ଧନ ଲାଭ ହେବ । ନିଜ ଭୁଲକୁ ଚିହ୍ନି ତାକୁ ଆଊ ଥରେ କରନ୍ତୁ ନାହିଁ । ଆପଣଙ୍କୁ ପରିବାରର କିଛି ମାମଲା ଉପରେ ଧ୍ୟାନ ଦେବା ନିହାତି ଆବଶ୍ୟକ ଅଟେ । ଅଦରକାରୀ ଖର୍ଚ କରନ୍ତୁ ନାହିଁ । ରାଗ ଆସିବା ସ୍ଵାଭାବିକ ଅଟେ କିନ୍ତୁ ଶାନ୍ତ ରହିବା ଆପଣଙ୍କ ପାଇଁ ବହୁତ ଲାଭ ହେବ ।

କୁମ୍ଭ

ଆଜି ଆପଣଙ୍କୁ କିଛି ଶୁଭ ସମାଚାର ମିଳିପାରେ । ପରିବାର ରେ ଚାଲିଥିବା ସମସ୍ୟା ଆଜି ଶେଷ ହେବ । କୌଣସି ନୂଆ କାମ ଆରମ୍ଭ କରିବାରେ ନିଜ ଲୋକଙ୍କର ସାହାଯ୍ୟ ମିଳିବ । ପୁଞ୍ଜି ନିବେଶ କାମକୁ ସମ୍ଭାଳି କରନ୍ତୁ । ବ୍ୟବସାୟରେ କୌଣସି ନୂଆ ପ୍ରୋଜେକ୍ଟ ଉପରେ କାମ ଆରମ୍ଭ କରି ପାରନ୍ତି । ବିବାହ କରି ନଥିବା ଲୋକଙ୍କ ପାଇଁ ବିବାହ ପ୍ରସ୍ତାବ ଆସିପାରେ । ଜୀବନ ଶୈଳୀରେ ପରିବର୍ତ୍ତନ ଆଣିବା ପାଇଁ ଏହା ଠିକ ସମୟ ଅଟେ ।

ମୀନ

ଆଜି ଜୀବନସାଥିଙ୍କ ସହିତ ଆପଣଙ୍କ ସମ୍ପର୍କ ଭଲ ରହିବ । ଆପଣଙ୍କୁ ଭାଗ୍ୟର ସାଥ ମିଳିବ ଯାହାଦ୍ୱାରା ଆପଣଙ୍କୁ କିଛି ଉପାୟ ମିଳିପାରେ । ପ୍ରପୋଟି ମାମଲାରେ ଫାଇଦା ହୋଇ ପାରେ । କୌଣସି ପୁରୁଣା ବନ୍ଧୁଙ୍କ ସହିତ ଦେଖା ହୋଇ ପରେ । ସୂର୍ଯ୍ୟାସ୍ତ ପରେ ମହତ୍ଵପୂର୍ଣ କାମକୁ ଭାବି ଚିନ୍ତି କରନ୍ତୁ । କାର୍ଯ୍ୟକ୍ଷେତ୍ରରେ ଆପଣଙ୍କର ସ୍ଥାନ ବହୁତ ଉଚରେ ରହିବ । ସବୁଦିନ ନିଜ ରାଶି ବିଷୟରେ ଜାଣିବା ପାଇଁ ପେଜକୁ ଲାଇକ କରିଦିଅନ୍ତୁ ।

Leave a Reply

Your email address will not be published. Required fields are marked *