ରାଶିଫଳ 27 ମାର୍ଚ୍ଚ 2020, ମା ଦୂର୍ଗାଙ୍କ ଆଶୀର୍ବାଦରୁ ଏହି ୫ଟି ରାଶିର ପୁରା ହେବ ସବୁ କାମ, ପଢନ୍ତୁ ଆଜିର ରାଶିଫଳ

ସବୁଦିନ ଭଳି ଆଜିର ରାଶିଫଳ ୨୭ ମାର୍ଚ୍ଚ ୨୦୨୦ ଆମ ସମସ୍ତଙ୍କ ଜୀବନ ପାଇଁ ବହୁତ ହିଁ ମହତ୍ଵ ରଖିଥାଏ । କାରଣ ସବୁଦିନର ଘଟଣା ସମାନ ନ ଥାଏ । ଏମିତିରେ ଆଜି ଆପଣଙ୍କ ପାଇଁ କେମିତି ରହିବ ? ସେହି ଦୃଷ୍ଟିରୁ ଆମର ଏହି ରାଶିଫଳକୁ ପଢନ୍ତୁ ।

ମେଷ

ଆଜି କୌଣସି ନୂଆ କାର୍ଯ୍ୟ ଆରମ୍ଭ କରିବା ଦ୍ଵାରା ସମାଜରେ ଏକ ଅଲଗା ପରିଚୟ କରିବେ । ଏହା ଦ୍ଵାରା ଆପଣଙ୍କ ମାତା ପିତା ବି ବହୁତ ଖୁସି ହେବେ । ଆପଣଙ୍କ ସମସ୍ତ କାମ ଜଲ୍ଦି ଜଲ୍ଦି ହୋଇଯିବ । ଏହା ଦ୍ଵାରା ଆପଣଙ୍କ ମନ ଅତି ପ୍ରସନ୍ନ ହେବ । ବିଦେଶ ଯିବାର ଯୋଗ ଅଛି । ବିଦେଶରୁ ଶୁଭ ସମାଚାର ମିଳିପାରେ । ନୂଆ କାର୍ଯ୍ୟ ଆରମ୍ଭ କରିବେ । ପୁରୁଣା ସମସ୍ୟା ଉପରେ ବି ବିଜୟ ପ୍ରାପ୍ତ କରିବେ । ଆପଣ ଆତ୍ମବିଶ୍ଵାସ ଓ ଊର୍ଜା ଦ୍ଵାରା ଭରପୁର ରହିବେ ।

ବୃଷ

ଆଜି ଜୀବନସାଥିଙ୍କ ସ୍ୱାସ୍ଥ୍ୟ କିଛି ଠିକ ରହିବ ନାହିଁ । ସେଥିପାଇଁ ଆଜି ଆପଣ ତାଙ୍କ ଅହିତ ଅଧିକ ସମୟ ଦେଖାଶୁଣା କରନ୍ତୁ ଓ ତାଙ୍କ ଉପରେ ପୁରା ଧ୍ୟାନ ରଖନ୍ତୁ । ଆଜି ପାର୍ଟି ପିକିନିକ କରି ପାରନ୍ତି । କୌଣସି ଅପରିଚିତ ବ୍ୟକ୍ତି ସହ ଆପଣଙ୍କ ସାକ୍ଷାତ ରୋମାଞ୍ଚକ ପୂର୍ଣ ରହିବ । ବ୍ୟାପାର ସମ୍ବନ୍ଧିତ ମାମଲାରେ ଆପଣଙ୍କୁ ସଫଳତା ମିଳିବ । ଆୟ ବୁଦ୍ଧି କରିବା ପାଇଁ ଆପଣଙ୍କୁ ଅଧିକ ପରିଶ୍ରମ କରିବାକୁ ପଡିବ । ବ୍ୟବସାୟ କ୍ଷେତ୍ରରେ ଉନ୍ନତି କରିବେ ଓ ଚାକିରିରେ ସ୍ୟାଲେରୀ ବଢିବାର ସମ୍ଭାବନା ଅଛି ।

ମିଥୁନ

ଆଜି ନୂଆ ବସ୍ତ୍ର କ୍ରୟ କରି ପାରନ୍ତି । ଦାମ୍ପତ୍ୟ ଜୀବନରେ ସୁଖ – ଶାନ୍ତି ରହିବ । ଆଜିର ଦିନ କିଛି ଭିନ୍ନ ହୋଇପାରେ । ଉତ୍ତମ ଭୋଜନର ଆନନ୍ଦ ନେଇ ପାରିବେ । ଉଚ୍ଚ ପଦାଧିକାରୀଙ୍କ ପ୍ରୋତ୍ସାହନ ଆପଣଙ୍କ ଉତ୍ସାହ ବଢାଇବ । ସମୟ ସମୟ ଆପଣଙ୍କୁ ନିଜ ଜୀବନରେ କିଛି ଚେଞ୍ଜେସ ଦେଖିବାକୁ ମିଳିପାରେ । ସାହାସ ଦ୍ଵାରା କାମ କରନ୍ତୁ ଓ କାହାର କଥାରେ ଆସନ୍ତୁ ନାହିଁ । ଆପଣଙ୍କୁ ଆପଣଙ୍କ କାମର ଆଧାରରେ ହିଁ ଚୟନ କରାଯିବ ।

କର୍କଟ

ଆଜି ଆପଣଙ୍କ ଜୀବନରେ କିଛି ଚେଞ୍ଜେସ ଆସିପାରେ, ଯାହା ଆପଣଙ୍କ ପାଇଁ ଲାଭକାରୀ ପ୍ରମାଣିତ ସିଦ୍ଧ ହେବ । ଯାତ୍ରା ଲାଭଦାୟକ ହେବ କିନ୍ତୁ ମହଙ୍ଗା ବି ପ୍ରମାଣିତ ହେବ । ସଫଳତା ଆପଣଙ୍କ ହାତରେ ଲାଗିବ । କୌଣସି ଉତ୍ସବ ଆୟୋଜନରେ ସାମିଲ ହେବେ । କାରୋବାରରେ କିଛି କାର୍ଯ୍ୟ ଓ ଦାୟିତ୍ଵକୁ ନେଇ ସମସ୍ୟା ରହିବ । କୌଣସି ବି ମାମଲାରେ ଚିନ୍ତା କରିବା ଦ୍ଵାରା ଆପଣଙ୍କ ସ୍ୱାସ୍ଥ୍ୟ ଖରାପ ହୋଇପାରେ ।

ସିଂହ

ଆଜି ପରିବାରର କିଛି ମାମଲାକୁ ସମଧାନ କରିବା ବହୁତ ଜରୁରୀ ହୋଇଯିବ । ଜୀବନରେ ଜଲ୍ଦି ଉନ୍ନତି କରିବା ପାଇଁ ଆପଣଙ୍କୁ ନିଜ ପରିବାର ଓ ବନ୍ଧୁଙ୍କ ସାହାର୍ଯ୍ୟ ନେବାକୁ ପଡିପାରେ । ଆପଣ ନିଜର ଲକ୍ଷକୁ ସହଜରେ ପ୍ରାପ୍ତ କରି ପାରିବେ । ସଫଳତା ମିଳିବା ଦ୍ଵାରା ଆପଣ ଅତି ଉତ୍ସାହିତ ଓ ଭଲ ଅନୁଭବ କରିବେ । ଅଚଳ ସମ୍ପତ୍ତିରେ ଅତିରିକ୍ତ ଧନ ନିବେଶ କରି ପାରିବ । ସରକାରୀ କାର୍ଯ୍ୟରେ ଲାଭ ମିଳିବ । ସ୍ଵାସ୍ଥ୍ୟର ଧ୍ୟାନ ରଖନ୍ତୁ ।

କନ୍ୟା

ଆଜି ଆପଣଙ୍କ ବିଜନେସ ଯୋଜନାରେ ଗତି ମିଳିବ । କାମ କାର୍ଯ୍ୟରେ କିଛି ଲୋକମାନେ ଆପଣଙ୍କ ବୁଦ୍ଧିକୁ ଚୋରୀ କରି ପାରାନ୍ତି । ଆର୍ଥିକ ସମସ୍ୟାରେ ରଚନାତ୍ମକ ଚିନ୍ତା କରିବାର କ୍ଷମତା ଆପଣଙ୍କୁ ସଫଳତା ଦେଇପାରେ । ବହୁତ ସମୟ ହେବ ଚାଲୁଥିବା କୋର୍ଟ ମାମଲାରେ ସଫଳତା ହାସଲ ହେବ । ଛାତ୍ରମାନଙ୍କ କ୍ୟାରିୟରରେ ନୂତନ ଅବସର ମିଳିବ । ଘରର ଉଲ୍ଲାସର ପରିବେଶ ଆପଣଙ୍କ ଚିନ୍ତାକୁ କମ କରିବ । ଖର୍ଚ ଅଧିକ ହେବ ।

ତୁଳା

ଆଜି ଆପଣଙ୍କ ପାର୍ଟନର ଠାରୁ ରୋମାନ୍ସର ଚାନ୍ସ ମିଳିପାରେ । ନୂତନ ସଫଳତା ମିଳିବାର ଯୋଗ ଅଛି । ଚାକିରି ପେଶା ଲୋକମାନଙ୍କ ସହିତ କାମ କରିବା ଦ୍ଵାରା ସାହାର୍ଯ୍ୟ ମିଳିବ । କାମ କାର୍ଯ୍ୟରେ ଅଧିକ ଲାଭ ମିଳିପାରେ । ଆସନ୍ତା ସମୟ ଆପଣଙ୍କ ପାଇଁ ନୂତନତା ଆଣିପାରେ । ଆପଣ ପ୍ରସନ୍ନତାପୂର୍ବକ ସମସ୍ତ ସମସ୍ୟାକୁ ପାର କରି ପାରିବେ । ଆପଣଙ୍କ କ୍ରୋଧ ଭରା ସ୍ଵଭାବ ଆପଣଙ୍କ ପାଇଁ କ୍ଷତିକାରକ ହୋଇପାରେ ।

ବିଚ୍ଛା

ଆଜି ଆପଣଙ୍କ ଘରେ କୌଣସି ଖାସ ଅତିଥି ଆସି ପାରନ୍ତି । ନୂଆ କାର୍ଯ୍ୟର ପ୍ରାରମ୍ଭ ପାଇଁ ଆଜିର ଦିନ ଶୁଭ ଅଟେ । ମନରେ କୌଣସି ପ୍ରକାରର ଚିନ୍ତା କିମ୍ବା ଡର ଅଛି ତେବେ ତାକୁ ନିଜ ମନରୁ ଦୂରରେ ରଖିବାକୁ ଚେଷ୍ଟା କରନ୍ତୁ । ଆଜି ନିଜକୁ ଶକ୍ତିଶାଳୀ ଅନୁଭବ କରନ୍ତୁ । ଅବିବାହିତ ଲୋକମାନଙ୍କୁ ବିବାହ ଓ ପ୍ରେମ ଭରା ପ୍ରପୋଜାଲ ଆସିପାରେ । ଜୀବନରେ କିଛି ଚେଞ୍ଜେସ ଆସିପାରେ ।

ଧନୁ

ଅଫିସରେ ଅଧିକାରୀମାନଙ୍କ ସହିତ ସମ୍ବନ୍ଧ ଭଲ ରହିବ । ଆଜି ଆପଣ ନିଜର ଆତ୍ମବଳ ଦ୍ଵାରା ସମସ୍ତ କାମକୁ ପୂର୍ଣ କରିବେ । ଆପଣ ନିଜ ଭିତରେ ଲୁଚି ଥିବା ପ୍ରତିଭାକୁ ଜାଣି ପାରିବେ । ଶିକ୍ଷିତ ବେରୋଜଗାର ନବଯୁବକ ଯେଉଁମାନେ ଏହି ସମୟରେ ଚାକିରି ଖୋଜୁଛନ୍ତି ସେମାନଙ୍କୁ ଭଲ ଚାକିରି ମିଳିଯିବ । ଚାକିରି କ୍ଷେତ୍ରରେ ଆପଣଙ୍କୁ ବିଭିନ୍ନ ଅବସର ପ୍ରାପ୍ତ ହେବ । ଜୀବନସାଥିଙ୍କ ସହିତ କୌଣସି କଥାକୁ ନେଇ ବିବାଦ ହୋଇପାରେ ।

ମକର

ଆଜି କୌଣସି କଥାକୁ ନେଇ ଚିନ୍ତା ପାରେ । ପ୍ରେମ ଓ ଦାମ୍ପତ୍ୟ ଜୀବନରେ ବି ମତଭେଦ ହୋଇପାରେ । ମାତା ଲକ୍ଷ୍ମୀଙ୍କ ଅପାର କୃପା ଆପଣଙ୍କ ଉପରେ ରହିବ । ଯେଉଁ କାରଣରୁ ଏମାନଙ୍କୁ ଅଧିକ ଧନ ଲାଭ ମିଳିବ । ସମ୍ପର୍କକୁ ଦେଖି କୌଣସି ବି ନିଷ୍ପତି ନିଅନ୍ତୁ ନାହିଁ । ମାନସିକ ରୂପରେ ନିଜକୁ ଅଳ୍ପ ବ୍ୟସ୍ତ ଅନୁଭବ କରିବେ । କାମ ପାଇଁ ଅଧିକ ବି ବ୍ୟସ୍ତ ରହିବେ । କିନ୍ତୁ ସଫଳତା ନିଶ୍ଚିତ ହାତରେ ଲାଗିବ ।

କୁମ୍ଭ

ଯଦି ଆପଣ କୌଣସି ବି କଳାକାର ଅଟନ୍ତି ତେବେ ଆଜି ଆପଣଙ୍କୁ ବଡ ସଫଳତା ମିଳିବ । ଆପଣଙ୍କ ଚିନ୍ତାଧାରାରେ କିଛି ଚେଞ୍ଜେସ ଆସିପାରେ । ଆପଣଙ୍କ ସମ୍ମାନ ଓ ଯଶ ପ୍ରାପ୍ତି ହେବେ । କୌଣସି ବି ପ୍ରକାରର ନିବେଶ କରିବା ପୂର୍ବରୁ ସେହି ବିଷୟରେ ଯାଞ୍ଚ କରନ୍ତୁ । ବ୍ୟାପାର ସହ ଜଡିତ ସମସ୍ତ ମାମଲାରେ ଆପଣଙ୍କୁ ସଫଳତା ମିଳିବ । ଯଦି ଆପଣ କାହାକୁ ହୃଦୟର ସହିତ ପ୍ରେମ କରୁଛନ୍ତି ତେବେ ଆପଣ ଆଜି ତାଙ୍କୁ ପ୍ରପୋଜ କରି ପାରିବେ କାରଣ ଆଜିର ସମୟ ଆପଣଙ୍କ ପାଇଁ ଅନୁକୂଳ ଅଟେ ।

ମୀନ

ଆଜି ଆପଣଙ୍କ ଭାଗ୍ୟ ଆପଣଙ୍କ ସାଥ ଦେବ । ଚାକିରି କରୁଥିବା ଲୋକମାନଙ୍କ ପାଇଁ ଆଜିର ଦିନ ବିଶେଷ କିଛି ଲାଭଦାୟକ ହୋଇପାରେ । ସଫଳତା ଆପଣଙ୍କ ପାଖରେ ରହିବ । ଚିନ୍ତାମୁକ୍ତ ପରିବେଶର ନିର୍ମାଣ କରନ୍ତୁ । ବେରୋଜଗାରିର ସମସ୍ୟା ଦୂର ହୋଇଯିବ । ଆଜି ଆପଣ ନିଜର ନୂଆ ବିଚାର ଦ୍ଵାରା ପରିପୂର୍ଣ ରହିବ ।

Leave a Reply

Your email address will not be published. Required fields are marked *