ରାଶିଫଳ 20 ମାର୍ଚ୍ଚ 2020, ମା ସନ୍ତୋଷୀଙ୍କ କୃପାରୁ ଏହି ରାଶିମାନଙ୍କର ବନୁଛି ରାଜଯୋଗ

ରାଶିଫଳ ଆମ ଜୀବନରେ ବହୁତ ଜରୁରୀ ହୋଇଥାଏ । ରାଶି ଅନୁସାରେ ବ୍ୟକ୍ତିର ସ୍ଵଭାବ ଓ ଭବିଷ୍ୟତ ସମ୍ବନ୍ଧରେ ଅନେକ କଥା ଜଣା ପଡିଥାଏ । ଗ୍ରହ ଓ ନକ୍ଷତ୍ର ମାନଙ୍କର ଗତି ଆଧାରରେ ହିଁ ରାଶିଫଳ ବାହାର କରା ଯାଇଥାଏ । ଗ୍ରହମାନଙ୍କ ଗତି ପରିବର୍ତ୍ତନ ଫଳରେ ଆମର ଦୈନିକ ଜୀବନରେ ଘଟୁଥିବା ଘଟଣା ବି ବଦଳିଥାଏ । ଆଜି ଆମେ ଆପଣଙ୍କୁ ୨୦ମାର୍ଚ୍ଚର ରାଶିଫଳ କହିବାକୁ ଯାଉଅଛୁ । ଆଜିର ଦିନଟି ଆପଣଙ୍କ ପାଇଁ କେମିତି କଟିବ ଆସନ୍ତୁ ଜାଣିବା ଆଜିର ରାଶିଫଳରୁ ।

ମେଷ

ଆଜି ଆପଣ ଅଧୁରା କାମକୁ ପୁରା କରିବା ପାଇଁ ସମୟ ବାହାର କରିବାରେ ସଫଳ ହେବେ । ଆପଣଙ୍କ ହଜିଯାଇଥିବା ପ୍ରେମ ମିଳିପାରେ । ପ୍ରେମ ମାମଲାରେ ଆପଣ ବହୁତ ଭାଗ୍ୟବାନ ରହିବେ । କରଜରୁ ମୁକ୍ତି ପାଇବେ । ସକାରାତ୍ମକ ଚିନ୍ତା ରଖିବାକୁ ଚେଷ୍ଟା କରନ୍ତୁ । ପରିଶ୍ରମ ଓ ଯାତ୍ରା ବି କରିବାକୁ ପଡିପାରେ । ଧର୍ଯ୍ୟ ରଖନ୍ତୁ । ଆଜି ଗାଡି କ୍ରୟ କରିବା ପାଇଁ ସମୟ ଅନୁକୂଳ ନୁହେଁ । ଆଜି ନୂଆ ସମ୍ବନ୍ଧ କରିବା ପୂର୍ବରୁ ଚିନ୍ତା କରନ୍ତୁ ।

ବୃଷ

ଆପଣଙ୍କ ଦାମ୍ପତ୍ୟ ଜୀବନରେ ସୁଖମୟ ରହିବ । ଯେଉଁ ବ୍ୟକ୍ତି ବିଦ୍ୟାର୍ଥୀ ଅଟନ୍ତି ତାଙ୍କୁ ଶିକ୍ଷା କ୍ଷେତ୍ରରେ ସଫଳତା ହାସଲ ହେବ । ଚେଷ୍ଟା କରୁଥିବା ଲୋକମାନଙ୍କ କେବେ ବି ପରଜାୟ ହୁଏ ନାହିଁ । ସାମାଜିକ କାମରେ ଆପଣଙ୍କୁ ସଫଳତା ମିଳିବ । ଭାଗ୍ୟବୃଦ୍ଧି ଓ ଧନଲାଭର ସମ୍ଭାବନା ଅଛି । ସାମାଜିକ ସ୍ତରରେ କୌଣସି ସମାରୋହରେ ସାମିଲ ହୋଇ ପାରାନ୍ତି ।

ମିଥୁନ

ଆଜି ଆପଣଙ୍କୁ ନୂଆ ଅବସର ପ୍ରାପ୍ତି ହେବ । ଆପଣଙ୍କ ଆର୍ଥିକ ସମସ୍ୟା ଦୂର ହେବ । ଆଜି ଆପଣ ବହୁତ ଉତ୍ସାହିତ ନଜର ଆସିବେ । ମେକଅପରେ ଅଧିକ ରୁଚି ବଢିବ । ଆପଣଙ୍କ ଜୀବନରେ ଆସୁଥିବା କଷ୍ଟ ଶେଷ ହୋଇଯିବ । ଆଜି ରୋଜଗାର ପ୍ରତି ପ୍ରୟାସ ସଫଳ ରହିବ । ସମାଜରେ ଆପଣଙ୍କ ମାନ ସମ୍ମାନ ବଢିବ । ଅସୁସ୍ଥ ଲୋକମାନେ ଜଲ୍ଦି ସୁସ୍ଥ ହୋଇଯିବେ ।

କର୍କଟ

ଆଜି ଆପଣ ବ୍ୟାପାରରେ ସଫଳତାର ଉଚ୍ଚତାକୁ ସ୍ପର୍ଶ କରିବେ । କ୍ରୋଧକୁ ତ୍ୟାଗ କରି ଶାନ୍ତିର ମାର୍ଗ ଧାରଣ କରିବେ । ଯଶ ପ୍ରାପ୍ତ ହେବ । ଆପଣଙ୍କୁ ନିଜର ଜୀବନରେ ନୂଆ ନୂଆ ଚେଞ୍ଜେସ ଦେଖିବାକୁ ମିଳିବ । ଆପଣଙ୍କ ବାଣୀ ଆପଣଙ୍କ ସଫଳ ଜୀବନର ଆଧାର ଅଟେ । ଆପଣଙ୍କ କଥାବାର୍ତ୍ତା ଆପଣଙ୍କ ହୃଦୟ ଜିତି ନେବେ । ବହୁତ ସମୟ ହେବ ଚାଲୁଥିବା ପ୍ରେମ ପ୍ରସଙ୍ଗ ବିବାହ ବନ୍ଧନରେ ବଦଳି ପାରେ ।

ସିଂହ

ଆଜି ଆପଣଙ୍କ ସ୍ୱାସ୍ଥ୍ୟରେ କିଛି ନିମ୍ନ ପରିସ୍ଥିତି ଦେଖାଯିବ । ସେଥିପାଇଁ ସ୍ୱାସ୍ଥ୍ୟ ଉପରେ ବିଶେଷ ଧ୍ୟାନ ରଖନ୍ତୁ । ଆଜି ଆପଣଙ୍କ ମନରେ ନକାରାତ୍ମକ ବିଚାର ଆସିପାରେ । ଆପଣଙ୍କ ପରିବାରରେ ସୁଖମୟ ପରିବେଶ ରହିବ । କୌଣସି ସମ୍ପର୍କୀୟ ସ୍ଵଭାବ କିମ୍ବା ବ୍ୟବହାର ବିଷୟରେ ଆପଣଙ୍କୁ କିଛି ଜଣା ପଡିବ । ଦ୍ଵିତୀୟ ବ୍ୟକ୍ତିଙ୍କ କଥା ଶୁଣିବାକୁ ଓ ବୁଝିବାକୁ ଚେଷ୍ଟା କରନ୍ତୁ । ସାଇଡ ବିଜନେସ ଆରମ୍ଭ କରିବା ପାଇଁ ଆଜିର ଦିନ ଶୁଭ ଅଟେ ।

କନ୍ୟା

ଆଜି ଆପଣ ସକାରାତ୍ମକ ଚିନ୍ତାଧାର ବହୁତ ଭଲ ପ୍ରମାଣିତ ହେବ । ପରିଶ୍ରମ କରିବା ସତ୍ବେ ବି ଆପଣଙ୍କୁ ସଫଳତା ମିଳିବାରେ ଅସୁବିଧା ଆସିବ । ଆପଣ ଫୂର୍ତିର ସହ କାମ କରନ୍ତୁ । ବୁଝି ସୁଝି ନିବେଶ କରନ୍ତୁ । ଘରେଲୁ କାମରେ ବ୍ୟସ୍ତ ରହିବେ । କୌଣସି ନୂଆ ଦାୟିତ୍ଵ ଆପଣଙ୍କୁ ମିଳିପାରେ । ପରିବାର ଓ ଟଙ୍କା ମାମଲାରେ ଆପଣ ବ୍ୟସ୍ତ ହୋଇ ପାରନ୍ତି । କୋର୍ଟ କଚେରୀ ମାଳରେ ଫସି ପାରନ୍ତି ।

ତୁଳା

ଆଜି ଆପଣଙ୍କ ଜୀବନସାଥି ଆପଣଙ୍କୁ ଉପଦେଶ ଦେବେ । ଆପଣ ଯେତିକି ଗରିବ ଲୋକମାନଙ୍କ ସାହାର୍ଯ୍ୟ କରିବେ ସେତିକି ଜଲ୍ଦି ଉନ୍ନତି କରିବେ । ଆପଣଙ୍କ ଘରର ବିବାଦ ଦୂର ହେବ । ଯଦି ଆପଣଙ୍କ ଧନ କେଉଁଠି ଫସି ଅଛି ତେବେ ଆପଣଙ୍କୁ ମିଳିପାରେ । ଛୋଟ ଛୋଟ ସମସ୍ୟା ସମଧାନ ହେବ । କୌଣସି ବିଷୟକୁ ନେଇ ଚିନ୍ତା କରନ୍ତୁ ନାହିଁ । ଯାତ୍ରା ସମୟରେ ସ୍ୱାସ୍ଥ୍ୟ ସମ୍ବନ୍ଧିତ ସମସ୍ୟା ହୋଇପାରେ ।

ବିଚ୍ଛା

ଆଜି ଆପଣ ଏମିତି ପରିଯୋଜନା ଆରମ୍ଭ କରିବେ, ଯାହା ପୁରା ପରିବାର ପାଇଁ ସମୃଦ୍ଧି ଆଣିବ । କାର୍ଯ୍ୟ କ୍ଷତ୍ରରେ ଆପଣଙ୍କୁ କିଛି ସକାରାତ୍ମକ ଚେଞ୍ଜେସ ଦେଖିବାକୁ ମିଳିପାରେ । ଆପଣଙ୍କ ଜୀବନର ସମସ୍ତ କଷ୍ଟ ଦୂର ହେବାର ଅଛି । ଆସନ୍ତା ସମୟ ଆପଣଙ୍କ ପାଇଁ ବହୁତ କାରଗାର ସିଦ୍ଧ ହେବାର ଅଛି । କୌଣସି ନୂଆ କାମ ହାତରେ ଆସିବା ଦ୍ଵାରା ଆପଣ ଆନନ୍ଦିତ ହୋଇଯିବେ । ସନ୍ତାନ ପକ୍ଷର ଚିନ୍ତା ଦୂର ହେବ ।

ଧନୁ

ଆଜିର ଦିନ ଆପଣଙ୍କ ପାଇଁ ଚାକିରି କ୍ଷେତ୍ରରେ ଭଲ ପରିସ୍ଥିତି ଆସିବ । ଆପଣଙ୍କ ଉପରେ ମାତା ଲକ୍ଷ୍ମୀଙ୍କ କୃପା ଦ୍ରୁଷ୍ଟି ବି ରହିବ । ସମସ୍ତଙ୍କ ସହିତ ଭଲ ସମ୍ପର୍କ ରଖିବାକୁ ଚେଷ୍ଟା କରନ୍ତୁ । ଖେଳକୁଦ ଓ ମନୋରଞ୍ଜନ କାମରେ ଭାଗ ନିଅନ୍ତୁ । ପରିବାର ଲୋକମାନଙ୍କ ସହିତ ସମୟ ବିତାଇବେ । ଆଜି ଆପଣ କୌଣସି ମହତ୍ଵପୂର୍ଣ ନିର୍ଣୟ ନେଇ ପାରନ୍ତି । ଜୀବନସାଥିଙ୍କ ସହିତ ଭଲ ସମୟ ବିତାଇବେ ।

ମକର

ନୂଆ ପାର୍ଟନରଶିପ ଦ୍ଵାରା ଆଜି ଫଳଦାୟୀ ରହିବେ । ଆଜି ଆପଣ ନିଜ ପକ୍ଷକୁ ମଜବୁତ କରିବେ । ଗ୍ରହର ସ୍ଥିତି ଶୁଭ ଅଛି ସେଥିପାଇଁ ଆପଣଙ୍କୁ ଧନ ଲାଭ ବି ହେବ ଓ ଆପଣଙ୍କ ଦିନ ଭଲରେ ବ୍ୟତୀତ ବି ହେବ । ପ୍ରେମ ପ୍ରସଙ୍ଗ ସହ ଜଡିତ ବିବାଦ ଦୂର ହେବ । ହୋଇପାରେ କି ପିତା ମାତା ଆପଣଙ୍କ କଥାକୁ ଭଉଳ ବୁଝି ପାରାନ୍ତି । ଆପଣଙ୍କ ଉପରେ ଅଫିସର କ୍ରୋଧିତ ହୋଇ ପାରନ୍ତି ।

କୁମ୍ଭ

ଆଜି ଆପଣ ଆମଦାନୀ ସ୍ରୋତ ଉପରେ ଧ୍ୟାନ ଦେବେ । ଜୀବନସାଥିଙ୍କ ସହ ପ୍ରେମ ସମ୍ପର୍କ ମଜବୁତ ହେବ । ମାନସିକ ଚିନ୍ତା ଦୂର ହେବ । କାର୍ଯ୍ୟ କ୍ଷେତ୍ରରରେ ଭଲ ଫଳାଫଳ ମିଳିବ । ବର୍ଷ ବର୍ଷ ଧରି ଅଟକିଥିବା କାର୍ଯ୍ୟ ସଫଳତା ପୂର୍ବକ ପୁରା ହେବ । ଆପଣଙ୍କ ଜୀବନରେ ଧନ ସମବନ୍ଧିତ ସମସ୍ୟା ଦୂର ହେବ । ରାସ୍ତା ଉପରେ ବେକାବୁ ହୋଇ ଗାଡି ଚଲାନ୍ତୁ ନାହିଁ । ଆଜି ସମ୍ପତ୍ତି ସହ ଜଡିତ ଡିଲ ଫାଇନାଲ କରିବା ଠାରୁ ବଞ୍ଚନ୍ତୁ ।

ମୀନ

ଆପଣଙ୍କ ଆଜି ବହୁତ ସକ୍ରିୟ ରହିବା ପାଇଁ ଓ ଲୋକମାନଙ୍କ ସହ ସାକ୍ଷାତ କରିବା ପାଇଁ ଭଲ ଦିନ ଅଟେ । ଚାକିରିରେ ଦାୟିତ୍ଵ ବଢିପାରେ । ଆଜି ବହୁତ ମାମଲା ଆପଣଙ୍କ ସପକ୍ଷରେ ରହିପାରେ । କୌଣସି ସମସ୍ୟାକୁ ସମଧାନ କରି ପାରନ୍ତି । ଅଧିକ ପରିଶ୍ରମ କରନ୍ତୁ । ପୁରୁଣା ରୋଗରୁ ମୁକ୍ତି ମିଳିବ ।

Leave a Reply

Your email address will not be published. Required fields are marked *