ରାଶିଫଳ 2 ମେ 2020, ଶନିଦେବଙ୍କ କୃପାରୁ ଚମକିବ ଏହି ୫ଟି ରାଶିର ଭାଗ୍ୟ

ରାଶିଫଳ ଆମ ଜୀବନରେ ବହୁତ ମହତ୍ଵ ରଖିଥାଏ । ରାଶି ଅନୁସାରେ ବ୍ୟକ୍ତିର ସ୍ଵଭାବ ଓ ଭବିଷ୍ୟ ସହ ଜଡିତ କେତେକ ସୂଚନା ପ୍ରାପ୍ତ କରାଯାଇ ପାରିବ । ଗ୍ରହ ଗୋଚର ଓ ନକ୍ଷତ୍ର ଗତି ଆଧାରରେ ହିଁ ରାଶିଫଳର ନିର୍ମାଣ କରାଯାଇଥାଏ । ଗ୍ରହମାନଙ୍କ ଗତି ସବୁବେଳେ ବଦଳିଥାଏ ଓ ସେଥିପାଇଁ ଆମର ଦୈନିକ ଜୀବନରେ ସମସ୍ତ ଘଟଣା ବି ସମାନ ନ ଥାଏ । ଆଜି ମେ ୨ ତାରିଖ ୨୦୨୦, ଶନିବାର ଅଟେ । ଆଜିର ଦିନଟି ଜ୍ଯୋତିଷ ଶାସ୍ତ୍ର ଅନୁସାରେ ବହୁତ ଖାସ ଅଟେ । ଆଜି କିଛି ରାଶିଙ୍କର ଗ୍ରହ ଗୋଚର ଓ ନକ୍ଷତ୍ରଙ୍କ ଚଳନୀରେ ପରିବର୍ତ୍ତନ ହେବାକୁ ଯାଉଛି । ଯାହା ଦ୍ଵାରା ଆଜି ୫ ଟି ରାଶିର ଭାଗ୍ୟ ଚମକିବାର ଯୋଗ ବନୁଛି । ଯଦି ଆପଣ ବି ଜାଣିବାକୁ ଚାହାଁନ୍ତି କି ଆଜିର ଦିନଟି ଆପଣଙ୍କ ପାଇଁ କିପରି ରହିବ ? ଆଜିର ଦିନ ଆପଣଙ୍କ ଜୀବନରେ କଣ କଣ ପରିବର୍ତ୍ତନ ଆଣିପାରେ ତେବେ ଏହି ସବୁ ପ୍ରଶ୍ନର ଉତ୍ତର ଜାଣିବା ପାଇଁ ପଢନ୍ତୁ ଆଜିର ରାଶିଫଳ ।

ମେଷ-

ଯଦି ଆଜି ଆପଣ ସମସ୍ତଙ୍କୁ ସାହାର୍ଯ୍ୟ କରିବେ ତେବେ ଭବିଷ୍ୟତରେ ଆପଣଙ୍କୁ ବି ସାହାର୍ଯ୍ୟ ମିଳିବ । ଦାଂପତ୍ଯ ଜୀବନ ସୁଖମୟ ରହିବ । ମା ଲକ୍ଷ୍ମୀଙ୍କ କୃପାରୁ ଆପଣଙ୍କ ବେତନ ବୃଦ୍ଧି ହେବାର ସମ୍ଭାବନା ଅଛି । ନୂଆ କାର୍ଯ୍ୟର ଆରମ୍ଭ ଆଜି କରି ପାରନ୍ତି । ଉନ୍ନତି ର ଅବସର ମିଳିପାରେ । ଆଜି ଭାବନାତ୍ମକ ରୂପରେ ବା ଆର୍ଥିକ ରୂପରେ କୌଣସି ବିପଦଭରା କାମ କରନ୍ତୁ ନାହିଁ । ଧୈର୍ଯ୍ୟ ର ଆବଶ୍ୟକତା ହେବ । ବ୍ୟାପାରରେ ଆପଣଙ୍କୁ ବହୁତ ଲାଭ ମିଳିବ ।

ବୃଷ-

ଆଜି ଆପଣଙ୍କୁ କୌଣସି ନୂଆ ଯୋଜନାରେ ଯୋଡି ହେବାର ମଉକା ମିଳିବ, ଯିଏ ଆପଣଙ୍କ ଉନ୍ନତିରେ ମୁଖ୍ୟ ଭିମିକା ରଖିବ । ପରିବାରର ସାଥ ମିଳିବ । ପୁରୁଣା ମିତ୍ରଙ୍କ ସହ ସାକ୍ଷାତ ହେଇପାରେ । ଚାକିରିରେ ଅଫିସରଙ୍କର ସହଯୋଗ ମିଳିବ । ପୁରୁଣା ନିବେଶରୁ ଭଲ ରିଟର୍ନ ପ୍ରାପ୍ତି ହେବ । ଆଜି କାହାକୁ ବି ଉଧାର ଦିଅନ୍ତୁ ନାହିଁ, ସେ ଆପଣଙ୍କର କେତେ ବି ନିକଟତ୍ତର ହୁଅନ୍ତୁ ନା କାହିଁକି । ସମାଜରେ ଆପଣଙ୍କର ମାନ ସମ୍ମାନ ପ୍ରତିଷ୍ଠା ବୃଦ୍ଧି ପାଇବ ।

ମିଥୁନ-

ଆପଣଙ୍କର ସକରାତ୍ମକ ଭାବନା ଆପଣଙ୍କ ପାଇଁ ଲାଭଦାୟକ ରହିବ । କୌଣସି ଅନୁଭବି ବ୍ୟକ୍ତିଙ୍କ ଠାରୁ କିଛି ଉପଦେଶ ମିଳିପାରେ । ସ୍ୱାସ୍ଥ୍ୟ ପୂର୍ବ ଅପେକ୍ଷା ଭଲ ରହିବ । ଆପଣଙ୍କ ବହୁତ ଦିନରୁ ଥିବା ଅଧୁରା ମନୋକାମନା ଆଜି ଶନିଦେବଙ୍କ କୃପାରୁ ପୂର୍ଣ୍ଣ ହେବ । ଧନଲାଭର ଅବସର ମିଳିବ । ଅଟକି ଥିବା କାମ ପୂରଣ ହେବ ଯାହା ଦ୍ଵାରା ଆପାଣଙ୍କର ଆର୍ଥିକ ସ୍ଥିତି ମଝବୁତ ହେବ । କାହାକୁ ବି ଧନ ଉଧାର ଦିଅନ୍ତୁ ନାହିଁ, ନହେଲେ ଆର୍ଥିକ ହାନି ହୋଇପାରେ ।

କର୍କଟ-

ଆଜିର ଦିନ ମନୋରଞ୍ଜନ ତଥା ମିଳାମିଶାରେ କଟିବ । ଶାରୀରିକ ପ୍ରୟାସ ସଫଳ ହୋଇପାରେ । ଉତ୍ସାହ ଦ୍ଵାରା କାମ କରିବା ଦ୍ଵାରା ଲାଭ ହେବ । ଆର୍ଥିକ ପକ୍ଷ ମଝବୁତ ରହିବ । ଆଜି ଆପଣଙ୍କ ସ୍ୱାସ୍ଥ୍ୟ ଭଲ ରହିବ । ଆୟର ସାଧନରେ ବୃଦ୍ଧି ହେବ । କାର୍ଯ୍ୟକ୍ଷେତ୍ରରେ କିଛି ଜିନିଷ ଆଜି ଆପଣଙ୍କ ଅନୁକୂଳ ହେବ ନାହିଁ । ମା’ଙ୍କର ସ୍ଵାସ୍ଥ୍ୟରେ ଉତ୍ଥାନ ପତ୍ତନ ଲାଗି ରହିବ ।

ସିଂହ-

ଆଜି ପରିବାରରେ ସୁଖ ସମୃଦ୍ଧି ଓ ଧନ ବଢିବ । ଧନଲାଭ ହେବାର ସମ୍ଭାବନା ନଜର ଆସୁଛି । ମହତ୍ତ୍ଵପୂର୍ଣ୍ଣ ମାମଲାରେ ବନ୍ଧୁଙ୍କ ସହିତ ସାକ୍ଷାତ କରି ପାରନ୍ତି । ଯାହାର ପୁରା ଫାଇଦା ଆପଣଙ୍କୁ ମିଳିବ । ପରିବାର ସହିତ ଅଧିକ ସମୟ କାଟିବେ । ଆପଣଙ୍କ ମନ ପ୍ରସନ୍ନ ରହିବ । ପରିବାରରେ ଆପଣଙ୍କ ମାନ ସମ୍ମାନ ବଢିବ । ସଚ୍ଚା ପ୍ରେମ ପାଇବା ପାଇଁ ଆପଣଙ୍କୁ ଅନେକ ପ୍ରକାରର କଠିନ ପରିସ୍ଥିତି ଦେଇ ଗତି କରିବାକୁ ପଡିପାରେ ।

କନ୍ୟା-

ଆଜି ଭାଗ୍ୟ ଆପଣଙ୍କ ପକ୍ଷରେ ରହିବ ଓ ଆର୍ଥିକ ରୂପରେ କରାଯାଇଥିବା ପ୍ରୟାସ ସଫଳ ହୋଇପାରେ । ପ୍ରବଳ ଧନଲାଭର ଯୋଗ ଅଛି । ପରିବାରରେ ଅଶାନ୍ତି ଆପଣଙ୍କ ପାଇଁ ସବୁଠୁ ବଡ ସମସ୍ଯା ହୋଇପାରେ । ଆପଣଙ୍କ ବ୍ୟାପାରରେ ବୃଦ୍ଧି ହେବ । ଆପଣଙ୍କ ଜୀବନ ଆନନ୍ଦିତ ରହିବ । ଆଜି ଠାରୁ ଆପଣଙ୍କ କାର୍ଯ୍ୟଶୈଳୀ ଭଲ ହେବାକୁ ଲାଗିବ । କାର୍ଯ୍ୟ ସମ୍ବନ୍ଧିତ କିଛି ନୂଆ ବିଚାର ଆପଣଙ୍କ ମନକୁ ଆସିପାରେ ।

ତୁଳା-

ଶନିଦେବଙ୍କ କୃପାରୁ ବ୍ୟାପାରରେ ଉନ୍ନତି ମିଳିବ ଓ କଳା ପ୍ରତି ଆପଣଙ୍କ ଆକର୍ଷଣ ବଢିବ । ପରିବାର ମାମଲାରେ ସୁଖ ପ୍ରାପ୍ତି ହେବ । ପଇସା କୁ ନେଇ ଆସୁଥିବା ସମସ୍ଯା ଦୂର ହେବ । ଦୁର୍ଘଟଣା ଠାରୁ ବଞ୍ଚି କି ରୁହନ୍ତୁ । ପାରିବାରିକ ଜୀବନ ସୁଖମୟ ରହିବ । ଧାର୍ମିକ କାର୍ଯ୍ୟରେ ମନ ଲଗାଇ ପାରନ୍ତି । ଅତିତରେ ଯେଉଁ ଲୋକଙ୍କ ସହ ଆପଣ କାମ କରିଥିଲେ ଆଜି ପୁଣି ଥରେ ସେମାନଙ୍କ ସହିତ କାମ କରିବାର ମଉକା ଆପଣଙ୍କୁ ମିଳିପାରେ ।

ବିଚ୍ଛା-

ଆପଣଙ୍କ ମନ ବହୁତ ପ୍ରସନ୍ନ ରହିବ । ଆଜି ଆପଣ ଅଧିକ ସମୟ ଖଟାଇ ଏମିତି ଆଜୀବିକା ପ୍ରାପ୍ତ କରି ପାରିବେ, ଯେଉଁ କାରଣରୁ ଆପଣଙ୍କୁ ଭବିଷ୍ୟତରେ ବହୁତ ଲାଭ ହେବ । ବ୍ୟକ୍ତିଗତ ରୂପରେ ନିଜର ଦାୟିତ୍ତ୍ଵ ର ଧ୍ୟାନ ରଖିବାକୁ ହେବ । ଆଜି ଆପଣଙ୍କୁ କୌଣସି ନୂଆ ଯୋଜନାର ପ୍ରସ୍ତାବ ମିଳିପାରେ । ଆପଣଙ୍କ ଚାକିରି ଓ ବିଜିନେସରେ କିଛି ସମସ୍ୟାର ସମାଧାନ ହୋଇପାରେ । ଘରେ କୌଣସି ଖାସ ବନ୍ଧୁଙ୍କର ଆଗମନ ହେଇପାରେ ।

ଧନୁ-

ଆଜି ଆପଣ ନୂଆ ଊର୍ଜା ସହିତ କାମ ଆରମ୍ଭ କରିବେ ଆଜିର ଦିନଟି ଆପଣଙ୍କ ପାଇଁ ଭଲ ରହିବ । ଧୈର୍ଯ୍ୟଶୀଳତା ରେ ବୃଦ୍ଧି ହେବ । ନିଜର କାର୍ଯ୍ୟ କ୍ଷମତା ଓ ରଚନାତ୍ମକ ପ୍ରବୃତ୍ତି କାରଣରୁ କାରୋବାରରେ ପ୍ରତିଷ୍ଠା ବଢିବ । ଆଜି ଲଢେଇ ଝଗଡାରୁ ଦୂରେଇ ରୁହନ୍ତୁ, ଏହା ଆପଣଙ୍କ ପାଇଁ ଭଲ ହେବ । ଆର୍ଥିକ ସ୍ଥିତି ଲଗାତାର ମଝବୁତ ହେବ । ଆର୍ଥିକ ଯୋଜନା ବନାଇବେ । ଧନ ସମ୍ବନ୍ଧିତ ନେବା ଦେବାରେ ଧ୍ୟାନ ରଖନ୍ତୁ । ଯେବେ ବି ଆପଣଙ୍କୁ ଆପଣଙ୍କ ମତାମତ ପଚରାଯାଏ ତେବେ ବିଲକୁଲ ବି ସଙ୍କୋଚ ନକରି ଖୋଲା ମନରେ ନିଜ କଥା ରଖନ୍ତୁ ।

ମକର-

ଆଜି ଆପଣଙ୍କ ଆର୍ଥିକ ସ୍ଥିତିରେ ସୁଧାର ଦେଖିବାକୁ ମିଳିବ । ଘରର ସୁଖ ସୁବିଧା ଜିନିଷରେ ଆବଶ୍ୟକତା ଠାରୁ ଅଧିକ ଖର୍ଚ୍ଚ କରନ୍ତୁ ନାହିଁ । ଆସନ୍ତା ସମୟ ଆପଣଙ୍କ ଜୀବନ ବଦଳାଇ ଦେଇପାରେ । ଆପଣଙ୍କ କୌଶଳର ଅତ୍ୟଧିକ ପ୍ରଶଂସା କରାଯିବ । ଚାକିରି କରୁଥିବା ଲୋକଙ୍କୁ ଖାସ ଉପଦେଶ ଅଟେ କି ସେମାନେ ଆଜି ନିଜ ବସ ଙ୍କ ସହିତ ଯୁକ୍ତି କରନ୍ତୁ ନାହିଁ ।

କୁମ୍ଭ-

ଆଜି ଆପଣ ସମସ୍ୟାକୁ ସମାଧାନ କରି ସଫଳତାର ନୂଆ କୀର୍ତ୍ତିମାନ ସ୍ଥାପନ କରି ପାରିବେ । ପ୍ରେମୀ ବର୍ଗର ଲୋକଙ୍କ ପାଇଁ ସମୟ ଅନୁକୂଳ ରହିବ । ବ୍ୟବସାୟ ସମ୍ବନ୍ଧରେ କିଛି ବଡ ପଦକ୍ଷେପ ନେଇ ପାରନ୍ତି ଯାହା ଭବିଷ୍ୟତରେ ଲାଭଦାୟକ ରହିବ । ଆଜି ଆପଣଙ୍କୁ କୌଣସି ବଡ ଖୁସି ଖବର ମିଳିପାରେ । ଆପଣଙ୍କ ପରିବାରରେ ଚାଲୁଥିବା ସବୁ ସମସ୍ଯା ଦୂର ହେବା ସହିତ ପ୍ରେମ ସମ୍ବନ୍ଧରେ ମଧୁରତା ଆସିବ ।

ମୀନ-

ଚାକିରି କ୍ଷେତ୍ରରେ ଚାଲୁଥିବା ପ୍ରୟାସ ଆଜି ସଫଳ ହେବ । ଏହା ଦ୍ଵାରା ଆପଣଙ୍କ ମାତାପିତାଙ୍କୁ ଗୌରବ ଅନୁଭବ ହେବ । ଆକସ୍ମିକ ଧନଲାଭ ହେବ । ଆୟର ସାଧନରେ ବୃଦ୍ଧି ହେବାର ସମ୍ଭାବନା ରହିଛି । ଆପଣଙ୍କୁ ଭାଗ୍ଯର ପୁରା ସାଥ ମିଳିବ । ଆଜି ଆପଣଙ୍କ ସ୍ୱାସ୍ଥ୍ୟ ଠିକ ରହିବ । ଆଜି ଆପଣଙ୍କ ମନ ପ୍ରସନ୍ନ ରହିବ । ବିଜିନେସ କୁ ନେଇ କିଛି ନୂଆ ଯୋଜନା ବନାଇ ପାରନ୍ତି । କୌଣସି ପୁରୁଣା ବନ୍ଧୁଙ୍କ ସହ ସାକ୍ଷାତ କରି ପାରନ୍ତି, ଯାହା ଦ୍ଵାରା ଆପଣଙ୍କ ମନ ପ୍ରସନ୍ନ ରହିବ । ଦୈନିକ ରାଶିଫଳ ବିଷୟରେ ଜାଣିବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *