ଶୁକ୍ରବାରର ରାଶିଫଳ 19 ଜୁନ 2020, ଆଜି ମା ଦୂର୍ଗାଙ୍କ କୃପାରୁ ଏହି 5ଟି ରାଶିର ସବୁ କାମ ହେବ ପୁରା, ସମ୍ପର୍କୀୟ ମାନଙ୍କ ଠାରୁ

ରାଶିଫଳର ଆମ ଜୀବନରେ ବହୁତ ମହତ୍ତ୍ଵ ରହିଥାଏ । ଗ୍ରହମାନଙ୍କ ଗୋଚର ଓ ନକ୍ଷତ୍ରର ଗତିକୁ ଆଧାରକରିହିଁ ରାଶିଫଳ ବାହାର କରାଯାଇଥାଏ । ଶାସ୍ତ୍ର ଅନୁସାରେ ଆମ ଜୀବନ ଗ୍ରହ ମାନଙ୍କର ଚଳନ ଉପରେ ଆଧାରିତ ହୋଇ ଥାଏ ଏବଂ ଯେମିତି ଏହି ଗ୍ରହ ମାନଙ୍କର ଦିଗ ପରିବର୍ତ୍ତନ ହୋଇଥାଏ ଆମ ଜୀବନ ଉପରେ ତାର ପ୍ରଭାବ ପଡିଥାଏ । କେତେକ ଲୋକ ନିଜର ଭବିଷ୍ୟତ ବିଷୟରେ ଜାଣିବା ପାଇଁ ବହୁତ ଆଗ୍ରହୀ ହୋଇଥାନ୍ତି, ରାଶି ଅନୁସାରେ ବ୍ୟକ୍ତିର ସ୍ଵଭାବ ଓ ଭବିଷ୍ୟତ ସମ୍ବନ୍ଧୀୟ ବହୁତ ସୂଚନା ପ୍ରାପ୍ତ କରାଯାଇପାରେ । ଗ୍ରହମାନଙ୍କ ଗତି ସବୁବେଳେ ବଦଳି ଥାଏ ଯେଉଁଥିପାଇଁ ଆମର ଦୈନିକ ଜୀବନରେ ବି ସମସ୍ତ ଘଟଣା ସବୁଦିନ ଚେଞ୍ଜ ହୋଇଥାଏ । ଯଦି ଆପଣ ବି ଜାଣିବାକୁ ଚାହୁଞ୍ଚନ୍ତି କି ଆଜିର ଦିନ ଆପଣଙ୍କର କିପରି ରହିବ ଓ ଆଜିର ଦିନ ଆପଣଙ୍କ ଜୀବନରେ କଣ କଣ ପରିବର୍ତ୍ତନ ଆଣିବ । ଏହି ସବୁ ପ୍ରଶ୍ନର ଉତ୍ତର ଜାଣିବା ପାଇଁ ପଢନ୍ତୁ ଆଜି 19 ଜୁନ 2020 ଶୁକ୍ରବାରର ରାଶିଫଳ ।

ମେଷ

ଆଜି କିଛି ନୂଆ ସୁଯୋଗ ସହିତ ଭଲ ଖବର ମଧ୍ୟ ମିଳିପାରେ । କାମକୁ ମଣିରଞ୍ଜନ ସହିତ ମିଶାନ୍ତୁ ନାହିଁ । ବ୍ୟକ୍ତିଗତ ଏବଂ ଗୋପନୀୟ କଥା କାହା ଆଗରେ କୁହନ୍ତୁ ନାହିଁ । ନିଜ ସ୍ଵାସ୍ଥ୍ୟର ଧ୍ୟାନ ରଖନ୍ତୁ ଏବଂ ଭୋଜନ ଅଭ୍ୟାସରେ ସୁଧାର ଆଣନ୍ତୁ । ସମାଜରେ ସଂମ୍ମାନ ବଢିବ । କୌଣସି ବଡ ଲାଭ ମଧ୍ୟ ଆପଣଙ୍କୁ ମିଳିପାରେ । ଛାତ୍ରମାନେ କୌଣସି ସମସ୍ୟାର ସାମନା କରି ପାରନ୍ତି । ଆପଣ ଖରାପ ବିଚାର ଉପରେ ଧ୍ୟାନ ଦିଅନ୍ତୁ ନାହିଁ ଆପଣଙ୍କ ପାଇଁ ଭଲ ହେବ ।

ବୃଷ

ଆଜି ଆପଣଙ୍କ କାର୍ଯ୍ୟ ଏବଂ ସାହିତ୍ୟରେ ଆଗ୍ରହ ବଢିବ । ମନରେ କୌଣସି ବି ପ୍ରକାରର ନକରାତ୍ମକ ଭାବନା ପ୍ରବେଶ କରିବାକୁ ଦିଅନ୍ତୁ ନାହିଁ । କୌଣସି ଛୋଟ ଛୋଟ ଶାରୀରିକ ସମସ୍ୟା କାରଣରୁ ଆପଣ ମାନସିକ ରୂପରେ ଦୁଖୀ ଏବଂ ଚିନ୍ତିତ ରହିବେ । ଆପଣଙ୍କର ସ୍ୱାସ୍ଥ୍ୟକୁ ନେଇ ସାବଧାନ ରହିବାକୁ ହେବ । ଆଜି ଆପଣ ସବୁ କ୍ଷେତ୍ରରେ ସଫଳତା ମଧ୍ୟ ପାଇବେ ।

ମିଥୁନ

ଆଜିର ଦିନ ଆପଣଙ୍କ ପାଇଁ ପ୍ରଗତିଶୀଳ ରହିବ । କାର୍ଯ୍ୟରେ ବ୍ୟସ୍ତ ହୁଅନ୍ତୁ ନାହିଁ । ଶାରୀରିକ ଏବଂ ମାନସିକ ଭାବେ ଆପଣ ସୁସ୍ଥ ରହିବେ । କୌଣସି ଜାଗାକୁ ଯିବା ପାଇଁ ଯୋଜନା କରି ପାରନ୍ତି । ହଠାତ ଧାନ ଲାଭ ହୋଇ ପାରେ । ଏହି ରାଶିର ଲୋକଙ୍କୁ ଧନ ମିଳିବାର ଯୋଗ ରହିଛି । ଧନ କମାଇବା ପାଇଁ କିଛି ସୁଯୋଗ ମିଳିପାରେ । ଚିନ୍ତାର ବିଚାର ଆପଣଙ୍କ ଖୁସିକୁ ନଷ୍ଟ କରିଦେଇ ପାରେ ।

କର୍କଟ

ଆଜି ବେରୋଜଗାର ଲୋକ ଚାକିରି ପାଇଁ ବହୁତ ଚେଷ୍ଟା କରିବେ ଏବଂ ନିଜର କଠିନ ପରିଶ୍ରମର ଫଳ ମଧ୍ୟ ପାଇବେ । ଜୀବନସାଥିଙ୍କ ଠାରୁ ସମର୍ଥନ ମିଳିବ ଏବଂ ଉଭୟ ନିଜର ଘରର ଦାୟିତ୍ଵକୁ ପୁରା କରିବାରେ ସାହାଯ୍ୟ ମିଳିବ । ଆଜି ଆପଣ ନିଜ କାର୍ଯ୍ୟ କ୍ଷେତ୍ରରେ ସାବଧାନ ରୁହନ୍ତୁ । ଯେଉଁ ଲୋକ ରାଜ୍ୟ କିମ୍ବା ନ୍ୟାୟପାଳିକାର ପ୍ରତିନିଧି ଅଟନ୍ତି ଆଜି ସେମାନଙ୍କ ସହିତ ସମ୍ପର୍କ ତିଆରି କରିବା ପାଇଁ ଆଜିର ଦିନ ଭଲ ଅଛି । ଚିନ୍ତା କରିବା ଦ୍ଵାରା ଆପଣଙ୍କର ଶାରୀରିକ ଏବଂ ମାନସିକ ବିକାଶକୁ ରୋକି ଦେବ । ଏହି ଅଭ୍ୟାସ ଆପଣଙ୍କୁ ଚିଡା ମଣିଷ ମଧ୍ୟ କରିଦେଇ ପାରେ ।

ସିଂହ

ଆଜି ଆପଣଙ୍କୁ ବ୍ୟବସାୟରେ ଲାଭ କରିବାକୁ ହେଲେ ଅଧିକ ପରିଶ୍ରମ କରିବାକୁ ପଡିବ । ଆପଣଙ୍କ ଠାରୁ ବଡ ଲୋକ ମାନେ ଆପଣଙ୍କ ସହିତ ଆବଶ୍ୟକ ଠାରୁ ଅଧିକ କଠୋର ବ୍ୟବହାର କରି ପାରନ୍ତି । ଖରାପ ମନୋବଳରୁ ଦୂରେଇ ରୁହନ୍ତୁ କାରଣ ଅଧିକାଂଶ କ୍ଷେତ୍ରରେ ଏହା ଆପଣଙ୍କ ଆଖପାଖର ଅନ୍ୟ ଲୋକ ମାନଙ୍କର ନକରାତ୍ମକ କାରଣ ହେବ । ଜିନସାଥିଙ୍କ ଠାରୁ ଆପଣଙ୍କୁ ଭଲ ପାଇବା ମିଳିବ । ପରିବାରର ସମ୍ପୂର୍ଣ ସହଯୋଗ ମିଳିବ । ସେପର୍ଯ୍ୟନ୍ତ ଆପଣ କୌଣସି ପ୍ରତିଜ୍ଞା କରନ୍ତୁ ନାହିଁ ଯେପର୍ଯ୍ୟନ୍ତ ଆପଣ ଭଲ ଭାବରେ ଜାଣି ନାହାଁନ୍ତି ଆପଣ ତାକୁ ସମ୍ପୂର୍ଣ ଭାବେ ପୂରଣ କରି ପାରିବେ ନାହିଁ ।

କନ୍ୟା

ଆଜି ମାନ ସଂମ୍ମାନରେ ବୃଦ୍ଧି ହୋଇ ପାରେ । ସମ୍ପର୍କୀୟ ମାନଙ୍କ ଠାରୁ ଶୁଭ ଖବର ମିଳିବ । ନିଜର ଦାୟିତ୍ଵ ପ୍ରତି ଆଳସ୍ୟ ହେବା ଦ୍ଵାରା ଭବିଷ୍ୟତରେ ଆପଣଙ୍କ ପାଇଁ ହାନିକରକ ମଧ୍ୟ ପ୍ରମାଣିତ ହୋଇ ପାରେ । ଆଜି ଶରୀରକୁ ଅଧିକ ବିଶ୍ରାମ ଦେବା ଆବଶ୍ୟକ ଅଟେ । ନୂଆ ଉଲ୍ଲାସ ସହିତ ସବୁ କାର୍ଯ୍ୟ ପୁରା କରିବେ । ମହତ୍ଵପୂର୍ଣ ଲୋକଙ୍କ ସହିତ କଥା ହେବା ସମୟରେ ନିଜର କଥା ଉପରେ ଧ୍ୟାନ ଦିଅନ୍ତୁ ।

ତୁଳା

ଆଜି ସବୁ କାର୍ଯ୍ୟର ପ୍ରବେଶ ଦ୍ଵାରା ଆପଣଙ୍କ ପାଇଁ ଖୋଲା ରହିବ । ନୂଆ କାମର ଯୋଜନା ମଧ୍ୟ କରି ପାରନ୍ତି । ନୂଆ ଘର ଏବଂ ନୂଆ ଗାଡିର ସୁଖ ମିଳିବ । ସ୍ଵାମୀ ସ୍ତ୍ରୀ ବାହାରକୁ ବୁଲିଯିବା ପାଇଁ ଯୋଜନା କରି ପାରନ୍ତି । ଘରେ କୌଣସି ଧାର୍ମିକ କାର୍ଯ୍ୟର ଆୟୋଜନ କରି ପାରନ୍ତି । ଜୀବନରେ ଆସୁଥିବା ସବୁ ପ୍ରକାରର କଷ୍ଟ ସମାପ୍ତ ହୋଇଯିବ । ଆପଣଙ୍କୁ ହଠାତ ବଡ ଖୁସି ଖବର ମିଳିବ । ଲେଖକ ଏବଂ ମିଡିଆ କର୍ମୀ ବଡ ଖ୍ୟାତି ପ୍ରାପ୍ତ କରି ପାରନ୍ତି ।

ବିଛା

ଆଜି ଭଗବାନଙ୍କ ଭକ୍ତି ଏବଂ ଆଧ୍ୟାତ୍ମିକ କଥା ଉପରେ ଆଗ୍ରହ ଦେଲେ ମନକୁ କିଛି ଶାନ୍ତି ମିଳିବ । ସମସ୍ୟାରୁ ମୁକ୍ତି ମିଳିବ । ଆପଣ ସବୁଠାରୁ ଭଲ ସୁଯୋଗ ମିଳିବ । ଏହି ରାଶିର ଲୋକ ଆଜି ଦୂର ବାଟକୁ ଯାତ୍ରା କରନ୍ତୁ ନାହିଁ । ସନ୍ତାନଙ୍କ ଠାରୁ କୌଣସି ବଡ ଖୁସି ଖବର ଶୁଣିବାକୁ ମିଳିପାରେ, ଯାହାଦ୍ୱାରା ଆପଣଙ୍କ ମନ ଖୁସି ରହିବ । ଭାଇ ମାନଙ୍କ ମଧ୍ୟ ଭଲ ପାଇବ ବଢିବ । ମଧ୍ୟାହ୍ନ ପରେ ଆପଣଙ୍କ ଚିନ୍ତା ବଢି ପାରେ ।

ଧନୁ

ଆଜି ଚାକିରିରେ ପ୍ରମୋଶନ ହୋଇ ପାରେ । ବ୍ୟବସାୟରେ ବିସ୍ତାର ଏବଂ ଲାଭ ମଧ୍ୟ ହୋଇ ପାରେ । ଆପଣଙ୍କ କଥାରେ ଲୋକ ପ୍ରଭାବିତ ହୋଇ ପାରନ୍ତି । ଆପଣ ନିଜ ପରିବାରକୁ ଆଜି ବହୁତ କମ ସମୟ ଦେବେ । ପରିବାରର ସମସ୍ୟାକୁ ଅଣଦେଖା କରନ୍ତୁ ନାହିଁ । ହାତକୁ ଆସିଥିବା ସୁଯୋଗ ଆପଣ ହରାଇ ପାରନ୍ତି । କଠିନ ବ୍ୟବହାର ପାଇଁ ଅନ୍ୟ ଲୋକଙ୍କ ସହିତ ଝଗଡା ମଧ୍ୟ ହୋଇ ପାରେ । ଆପଣଙ୍କର ଆର୍ଥିକ ସ୍ଥିତି ଦୃଢ ହେବ । ଆଜି ଆପଣଙ୍କ ଜୀବନକୁ ଆସୁଥିବା ସବୁ ପ୍ରକାରର ଖରାପ ଶକ୍ତି ନଷ୍ଟ ହୋଇଯିବ ।

ମକର

ଆଜି ଆପଣଙ୍କର ଆତ୍ମବିଶ୍ଵାସରେ ବୃଦ୍ଧି ହେବ । କୌଣସି ପ୍ରିୟ ବନ୍ଧୁ ଆପଣଙ୍କ ସହିତ ପ୍ରତାରଣା କରି ପାରନ୍ତି । ଆଜି ଆପଣଙ୍କୁ କିଛି ସମସ୍ୟାର ସାମନା କରିବାକୁ ପଡିପାରେ । କିନ୍ତୁ ଆପଣ ସବୁ କଠିନ ପରିସ୍ଥିତିକୁ ଧୀରେ ଧୀରେ ପରାଜିତ କରିବେ । ଆପଣଙ୍କର ଭଲ କାମ ପାଇଁ ସମାଜରେ ଆପଣଙ୍କର ପ୍ରଭାବ ବଢିବ । ଆପଣ ଆପଣଙ୍କ କାମରେ ସଫଳତା ହାସଲ କରିବେ । ଆଜିର ଦିନ ବ୍ୟକ୍ତିଗତ ଜୀବନ ପାଇଁ ଭଲ ରହିବ ।

କୁମ୍ଭ

ଆଜି ବ୍ୟବସାୟରେ ଟିକେ ବାଧା ଆସିପାରେ କିନ୍ତୁ ଆପଣ ଏହା ପାଇଁ ଜମାହେଲେ ବି ଚିନ୍ତା କରନ୍ତୁ ନାହିଁ । ବୈବାହିକ ଜୀବନ ଆପଣଙ୍କ ପାଇଁ ବହୁତ ଭଲ ରହିବ । ଧନ ସବନ୍ଧିତ ସମସ୍ୟା ଆଜି ସମାଧାନ ହେବା କାରଣରୁ ଆପଣ ବହୁତ ଖୁସି ରହିବେ । ମାନସିକ ସ୍ୱାସ୍ଥ୍ୟ ବିଗିଡି ପାରେ । ଆଖି ରୋଗ ପାଇଁ କଷ୍ଟ ବଢି ପାରେ । ଆୟ ବୃଦ୍ଧି ହୋଇ ପାରେ । ଆଜି ଆପଣ ଟିକେ ଚିନ୍ତିତ ମଧ୍ୟ ରହି ପାରନ୍ତି ।

ମୀନ

ଆଜି ବ୍ୟସ୍ତ ହୋଇ କୌଣସି କାମ କରନ୍ତୁ ନାହିଁ । ଆପଣଙ୍କ ପିଲାଙ୍କ ଉପଲବ୍ଧି ଆପଣଙ୍କ ଖୁସିକୁ ବଢାଇବେ । ବ୍ୟବସାୟୀ ମାନେ ଆଜି ବ୍ୟବସାୟରେ ଭଲ ଲାଭ ଅନୁଭବ କରି ପାରିବେ । ସ୍ତ୍ରୀଙ୍କ ସହିତ ଭଲ ସମ୍ପର୍କ ରହିବ । ଆପଣଙ୍କ ବୁଦ୍ଧିମାନ ଏବଂ କାର୍ଯ୍ୟ ପାଇଁ ଅଧିକାରୀ ଆପଣଙ୍କୁ ପ୍ରଶଂସା କରିବେ । କାର୍ଯ୍ୟକ୍ଷେତ୍ରରେ ଏହା ଆପଣଙ୍କ ପାଇଁ ଏକ କଷ୍ଟ ଦିନ ହୋଇ ପାରେ । ଯାତ୍ରା ପାଇଁ ଦିନ ବେଶୀ ଭଲ ନାହିଁ । ସମ୍ପର୍କୀୟ ଏବଂ ବନ୍ଧୁଙ୍କ ସହିତ ବହୁତ ଭଲରେ ଅତିବାହିତ ହେବ । ଚାହୁଁ ଥିବା କାମ ନହେବା କାରଣରୁ ଚିନ୍ତା ରହିବ । ସବୁଦିନ ନିଜ ରାଶି ସମ୍ବନ୍ଧରେ ଜାଣିବା ପାଇଁ ପେଜକୁ ଲାଇକ କରି ଦିଅନ୍ତୁ ।

Leave a Reply

Your email address will not be published. Required fields are marked *