ସୋମବାରର ରାଶିଫଳ 18 ମେ 2020, ଖରାପ ସମୟ ହେଲା ଶେଷ, ଆଜି ମହାଦେବ କରିବେ ଏହି 5ଟି ରାଶିର ସବୁ ଇଛା ପୁରା

ରାଶିଫଳର ଆମ ଜୀବନରେ ବହୁତ ମହତ୍ତ୍ଵ ରହିଥାଏ । ଗ୍ରହମାନଙ୍କ ଗୋଚର ଓ ନକ୍ଷତ୍ରର ଗତିକୁ ଆଧାରକରିହିଁ ରାଶିଫଳ ବାହାର କରାଯାଇଥାଏ । ଶାସ୍ତ୍ର ଅନୁସାରେ ଆମ ଜୀବନ ଗ୍ରହ ମାନଙ୍କର ଚଳନ ଉପରେ ଆଧାରିତ ହୋଇ ଥାଏ ଏବଂ ଯେମିତି ଏହି ଗ୍ରହ ମାନଙ୍କର ଦିଗ ପରିବର୍ତ୍ତନ ହୋଇଥାଏ ଆମ ଜୀବନ ଉପରେ ତାର ପ୍ରଭାବ ପଡିଥାଏ । କେତେକ ଲୋକ ନିଜର ଭବିଷ୍ୟତ ବିଷୟରେ ଜାଣିବା ପାଇଁ ବହୁତ ଆଗ୍ରହୀ ହୋଇଥାନ୍ତି, ରାଶି ଅନୁସାରେ ବ୍ଯକ୍ତିର ସ୍ଵଭାବ ଓ ଭବିଷ୍ୟତ ସମ୍ବନ୍ଧୀୟ ବହୁତ ସୂଚନା ପ୍ରାପ୍ତ କରାଯାଇପାରେ । ଗ୍ରହମାନଙ୍କ ଗତି ସବୁବେଳେ ବଦଳି ଥାଏ ଯେଉଁଥିପାଇଁ ଆମର ଦୈନିକ ଜୀବନରେ ବି ସମସ୍ତ ଘଟଣା ସବୁଦିନ ଚେଞ୍ଜ ହୋଇଥାଏ । ଯଦି ଆପଣ ବି ଜାଣିବାକୁ ଚାହୁଞ୍ଚନ୍ତି କି ଆଜିର ଦିନ ଆପଣଙ୍କର କିପରି ରହିବ ଓ ଆଜିର ଦିନ ଆପଣଙ୍କ ଜୀବନରେ କଣ କଣ ପରିବର୍ତ୍ତନ ଆଣିବ । ଏହି ସବୁ ପ୍ରଶ୍ନର ଉତ୍ତର ଜାଣିବା ପାଇଁ ପଢନ୍ତୁ ଆଜି 18 ମେ 2020 ସୋମବାରର ରାଶିଫଳ ।

ମେଷ

ଏହି ରାଶିର ଲୋକ ଆଜି ଜବରଦସ୍ତ ଶକ୍ତି ଏବଂ ଉତ୍ସାହରେ ଭାରି ରହିବେ । ଆଜି ଆପଣଙ୍କୁ ପରିବାର ଲୋକଙ୍କର ସ୍ୱାସ୍ଥ୍ୟର ଧ୍ୟାନ ରଖିବା ପାଇଁ ପଡିବ କାରଣ ସ୍ୱାସ୍ଥ୍ୟ କିଛି ଖରାପ ହୋଇ ପାରେ । ଆଜି ଆପଣଙ୍କୁ ସେହି ପରିଚୟ ମିଳିବ ଯାହାକୁ ଆପଣ ବହୁତ ଦିନ ଧରି ଅପେକ୍ଷା କରିଛନ୍ତି । ଖାଇବା ପିଇବା ଉପରେ ଧ୍ୟାନ ରଖନ୍ତୁ ନହେଲେ ସ୍ୱାସ୍ଥ୍ୟ ଖରାପ ହୋଇ ପାରେ । ଆପଣଙ୍କ ଶତ୍ରୁ ଆପଣଙ୍କ କାମରେ ବାଧା ସୃଷ୍ଟି କରିବା ପାଇଁ ଚାହିଁବେ କିନ୍ତୁ ସେଥିରେ ସେ ସଫଳ ହୋଇ ପାରିବେ ନାହିଁ ।

ବୃଷ

ଏହି ରାଶିର ଲୋକ ମାନଙ୍କଉ ଧନ କମାଇବା ପାଇଁ ବହୁତ ପରିଶ୍ରମ କରିବାକୁ ପଡିବ । ପରିବାରରେ କୌଣସି ମାଙ୍ଗଳିକ କାର୍ଯ୍ୟ ହୋଇ ପାରେ । ଉତ୍ତମ ମନବଳ ଆପଣଙ୍କର ସବୁ ସାମସ୍ୟାକୁ ଦୂର କରିଦେବ । କୌଣସି ବଡ ନିବେଶ କରିବା ପୂର୍ବରୁ ଭଉତ ଭଲ ଭାବରେ ବୁଝିବା ନିହାତି ଦରକାର । ରଚନାତ୍ମକ କାମରେ ଲାଗିଥିଲା ଲୋକ ମାନଙ୍କ ପାଇଁ ସଫଳତା ଭରା ଦିନ ଅଟେ । ଭଲ ସ୍ୱାସ୍ଥ୍ୟ ପାଇଁ ନିଜର ଖାଇବା ପିଇବା ଉପରେ ଧ୍ୟାନ ରଖିବା ନିହାତି ଆବଶ୍ୟକ ଅଟେ । ଆଜି କରିଥିବା ପରିଶ୍ରମର ଭଲ ଫଳ ମିଳିବ ।

ମିଥୁନ

ଆଜି ଆପଣ ଯେକୌଣସି ବି କାମ ଆରମ୍ଭ କରିବେ ସେଥିରେ ସଫଳତା ନିହାତି ମିଳିବ । ବ୍ୟବସାୟ ଉର୍ଣ୍ଣତି ମାର୍ଗରେ ଅଗ୍ରସର ହେବ । ନିଜର କଥା କହିବା ଶୈଳୀ ବଦଳାନ୍ତୁ ଏବଂ ନିଜର ରାଗ ଉପରେ ନିୟତ୍ରଣ ରଖନ୍ତୁ । ବଡ ଲୋକଙ୍କ ଉପଦେଶରେ ଚାଲିବା ଆପଣଙ୍କ ପାଇଁ ଲାଭ ବୋଲି ପ୍ରମାଣିତ ହେବ । ଆଜି ଆପଣ ମାନସିକ ଶାନ୍ତିରେ ରହିବା ପାଇଁ ଉପାୟ ଶିଖି ପାରିବେ । ପ୍ରତିଷ୍ଠିତ ଲୋକଙ୍କ ସହିତ ଭଲ ସମ୍ପର୍କ ହେବ । ବେପାରରେ ନୂଆ ପ୍ରସ୍ତାବ ମିଳିବ ।

କର୍କଟ

ରୋଜଗାର ଏବଂ ଆୟରେ ବୃଦ୍ଧି କରିବା ପାଇଁ ଆଜି ଆପଣ ବହୁତ ପରିଶ୍ରମ କରିବେ ଏବଂ ସଫଳ ମଧ୍ୟ ହେବେ । ପ୍ରେମୀ ଙ୍କ ସହିତ ଭଲ ସମୟ ଅତିବାହିତ କରିବେ । ମହାଦେବ ଙ୍କ କୃପାରୁ ଚାକିରିରେ ପଦୋନ୍ନତି ହେବ । ଆମଦାନୀ ରେ ବୃଦ୍ଧି ହେବ । ପରିବାରରେ ମାଙ୍ଗଳିକ କାର୍ଯ୍ୟ ହୋଇ ପାରେ । ସ୍ୱାସ୍ଥ୍ୟ ଭଲ ରଖିବା ପାଇଁ ଫାଷ୍ଟ ଫୁଡ ଠାରୁ ଦୂରେଇ ରହିବାକୁ ହେବ ।

ସିଂହ

ଆଜି ଆପଣ ଶକ୍ତିରେ ଭରପୁର ରହିବେ । ଆପଣଙ୍କ ସମସ୍ୟା ସୃଷ୍ଟି ହେବା ମାତ୍ରେ ହିଁ ସଙ୍ଗେ ସଙ୍ଗେ ସମାଧାନ ହୋଇଯିବ । ଆର୍ଥିକ ପରିସ୍ଥିତି ରୁ ମୁକ୍ତି ପାଇବା କାରଣରୁ ପରିବାରଏ ଆଜି ସବୁ ଦୁଖଃ ଶେଷ ହେବ । ବିଦ୍ୟାର୍ଥୀ ମାନଙ୍କ ପାଇଁ ଆଜିର ଦିନତି ଭଲ ଅଛି । ଧାର୍ମିକ କାର୍ଯ୍ୟରେ ରୁଚି ବଢିବ । ପରିବାରର ବଡ ଲୋକଙ୍କ ଠାରୁ ସହଯୋଗ ମିଳିବ । ଆଜି ବିଦ୍ୟାର୍ଥୀ ମାନଙ୍କର ପାଠ ପଧାରେ ଭଲ ମନ ଲାଗିବ ।

କନ୍ୟା

ଆଜି ଆପଣ ଆପଣଙ୍କ ଶତ୍ରୁ ଉପରେ ବିଜୟ ହାସଲ କରିବାରେ ସଫଳ ହେବେ । ଏହି ରାଶିର ଲୋକ ମାନେ ଯଦି ଶେୟାର ବଜାରରେ ନିବେଶ କରିବେ ତାହେଲେ ସେଥିରେ ଆପଣଙ୍କୁ ବହୁତ ଭଲ ଲାଭ ମିଳିବ । ଜୀବନସାଥୀ ଏନକେ ସହିତ ମଧୁର ସମ୍ପର୍କ ରହିବ । ଘର ପରିବାରରେ ଖୁଶିର ବାତାବରଣ ଦେଖା ଯିବ । ଶିବ ମନ୍ଦିରେରେ ଦାନ କରିବା ଦ୍ଵାରା ଆର୍ଥିକ ସଙ୍କଟରୁ ମୁକ୍ତି ମିଳିବ । ଆଜି କୌଣସି ଡକୁମେଣ୍ଟସ କୁ ନପଢି ସେଥିରେ ସାଇନ କରନ୍ତୁ ନାହିଁ ।

ତୁଳା

ଆଜି ଅଧିକ ଧନ ଲାଭ ହେବ । ଆପଣଙ୍କ ସ୍ୱାସ୍ଥ୍ୟ ଭଲ ରହିବ । ସନ୍ତାନ ମାନଙ୍କ ପାଇଁ ଥିବା ଚିନ୍ତା ଆଜି ଦୂର ହେବ । କୌଣସି ସମସ୍ୟା ପାଇଁ ମାନସିକ ଅଶାନ୍ତି ଆସିପାରେ । ଆପଣଙ୍କୁ କେତେକ ବାଧାର ସାମନା କରିବାକୁ ପଡିପାରେ । କୌଣସି ଖର୍ଚାନ୍ତ କାମରେ ହାତ ଦେବା ପୂର୍ବରୁ ବହୁତ ଭଲ ଭାବରେ ଭାବିବା ଦରକାର । ଆଜି ମଦ୍ୟପାନ କରନ୍ତୁ ନାହିଁ ।

ବିଛା

ଏହି ରାଶିର ଲୋକ ମାନଙ୍କୁ ନିଜର ଭଲ ପାଇଅବା ମିଳିବ । ଆଜିର ଦିନଟି ଆପଣଙ୍କ ପାଇଁ ଉତ୍ତମ ରହିବ । ଅତୀତ କୁ ଭୁଲି ଭବିଷ୍ୟତ ବିଷୟରେ ଭାବନ୍ତୁ ଏବଂ ଖୁସିରେ ରୁହନ୍ତୁ । ରାଜନୀତି କ୍ଷେତ୍ରରେ ଧାରଣା ବଢିବ । ଖର୍ଚ ପ୍ରତି ସାବଧାନ ରୁହନ୍ତୁ ନହେଲେ ଅଧିକ ଅନାବଶ୍ୟକ ଖର୍ଚ ହୋଇ ପାରେ । ଦୂରରେ ରହୁଥିବା ସମ୍ପର୍କୀୟ ମାନଙ୍କ ଠାରୁ ଲାଭ ମିଳିବ ।

ଧନୁ

ଆଜି ଆପଣଙ୍କୁ ବେପାରେରେ ଧାନ ଲାଭ ହେବ । ଆଜି ଆସୁଥିବା ଅବସର ର ଲାଭ ନିହାତି ଉଠାନ୍ତୁ । ଆପଣଙ୍କ ଜୀବନକୁ ଆସୁଥିବା କଷ୍ଟକୁ ଭୋଳାନାଥ ଦୂର କରିବେ । ଆପଣ ନିଜର ସମ୍ପର୍କ ପ୍ରତି ସମ୍ପୂର୍ଣ ଭାବରେ ସମ୍ପର୍ପିତ ରହିବେ । ଆପଣ ନିଜର କାର୍ଯ୍ୟକ୍ଷେତ୍ର ରେ ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିବେ । ଅନ୍ୟ ଦୃଷ୍ଟିରୁ ବି ସମୟ ଅନୁକୂଳ ରହିବ । ଏହି ରାଶି ଥିବା ଛାତ୍ର ମାନଙ୍କୁ ଠିକ ମାର୍ଗଦର୍ଶନ ମିଳିବା ବହୁତ ଆବଶ୍ୟକ ଅଟେ ।

ମକର

ଆଜି ଆପଣଙ୍କ ମନ ଭଲ ରହିବ । ବେପାର ଏବଂ ବ୍ୟବସାୟରେ ବୃଦ୍ଧି ହେବ । ଭାଇ ମାନଙ୍କ ଠାରୁ ସହଯୋଗ ମିଳିବ ଏବଂ ସମ୍ପତି ବିବାଦ ବି ସମାଧାନ ହୋଇଯିବ । ସନ୍ଧ୍ୟା ସମୟରେ ମନ ଉଦାସ ରହିପାରେ । ଧର୍ମ ପ୍ରତି ବିଶ୍ଵାସ ବଢିବ । ପରିବାର ସହିତ ବହୁତ ଭଲ ସମୟ ବିତାଇ ପାରନ୍ତି । କୌଣସି ପାରିବାହିକ ସମାରୋହ କାରଣରୁ ଆପଣ ଙ୍କର ପୁରା ଦିନ ଭାବନାରେ ବୁଡି ରହିବ ।

କୁମ୍ଭ

ଆଜି ଆପଣଙ୍କ ଚାକିରିରେ ପଦ ପ୍ରତିଷ୍ଠା, ମାନ ସଂମ୍ମାନ ଏବଂ ପଦୋନ୍ନତି ମଧ୍ୟ ମିଳିବ । ବିଦେଶରେ କାମ କରୁଥିବା ଲୋକ ମାନଙ୍କୁ ମନଚାହୁଁ ପରିଣାମ ମିଳିପାରେ । କାର୍ଯ୍ୟକ୍ଷେତ୍ର ରେ ଆପଣ ବହୁତ ଭଲ ପ୍ରଦର୍ଶନ କରିବେ ଯେଉଁଥିରେ ଆପଣଙ୍କର ବରିଷ୍ଠ ଅଧିକାରୀ ବହୁତ ଖୁସି ହେବେ । ଆଜି ଆପଣଙ୍କୁ ଅପ୍ରତ୍ଯାଶିତ ଲାଭ ହେବାର ସମ୍ଭାବନା ଅଛି । ପରିବାରରେ ଖୁଶିର ବାତାବରଣ ରହିବ । ଆଜି କାହା ସହିତ ହେଲେ ବି ବିବାଦ କରନ୍ତୁ ନାହିଁ ।

ମୀନ

ଆଜି ଆପଣଙ୍କୁ କୌଣସି ଶୁଭ ସମାଚାର ମିଳିପାରେ । କାର୍ଯ୍ୟକ୍ଷେତ୍ର ରେ ବରିଷ୍ଠ ଅଧିକାରୀଏନକେ ସହିତ ତାଳମେଳ ଭଲ ରହିବ । ଆପଣ ଆପଣଙ୍କର କାର୍ଯ୍ୟକ୍ଷେତ୍ରରେ ଭଲ ପ୍ରଦର୍ଶନ କରିବେ । ଚାକିରି ଖୋଜୁଥିବା ଯୁବକ ମାନଙ୍କୁ ଚାକିରି ମିଳିବାର ଯୋଗ ଅଛି । ସବୁ କାମରେ ଆପଣଙ୍କୁ ସଫଳତା ମିଳିବ । ସହକର୍ମୀ ମାନଙ୍କ ଠାରୁ ସହଯୋଗ ମିଳିବ । ପେଟ ସମ୍ବନ୍ଧିତ କଷ୍ଟର ସାମନା କରିବାକୁ ପଡିପାରେ ।

Leave a Reply

Your email address will not be published. Required fields are marked *