ଶନିବାରର ରାଶିଫଳ 18 ଜୁଲାଇ 2020, ଆଜି ଏହି 4ଟି ରାଶିର ବ୍ୟକ୍ତିଙ୍କୁ କରିବାକୁ ପଡିବ ଶନିଦେବଙ୍କ କ୍ରୋଧର ସାମନା, ହୋଇ ପାରେ ବଡ କ୍ଷତି

ରାଶିଫଳର ଆମ ଜୀବନରେ ବହୁତ ମହତ୍ତ୍ଵ ରହିଥାଏ । ଗ୍ରହମାନଙ୍କ ଗୋଚର ଓ ନକ୍ଷତ୍ରର ଗତିକୁ ଆଧାରକରିହିଁ ରାଶିଫଳ ବାହାର କରାଯାଇଥାଏ । ଶାସ୍ତ୍ର ଅନୁସାରେ ଆମ ଜୀବନ ଗ୍ରହ ମାନଙ୍କର ଚଳନ ଉପରେ ଆଧାରିତ ହୋଇ ଥାଏ ଏବଂ ଯେମିତି ଏହି ଗ୍ରହ ମାନଙ୍କର ଦିଗ ପରିବର୍ତ୍ତନ ହୋଇଥାଏ ଆମ ଜୀବନ ଉପରେ ତାର ପ୍ରଭାବ ପଡିଥାଏ । କେତେକ ଲୋକ ନିଜର ଭବିଷ୍ୟତ ବିଷୟରେ ଜାଣିବା ପାଇଁ ବହୁତ ଆଗ୍ରହୀ ହୋଇଥାନ୍ତି, ରାଶି ଅନୁସାରେ ବ୍ୟକ୍ତିର ସ୍ଵଭାବ ଓ ଭବିଷ୍ୟତ ସମ୍ବନ୍ଧୀୟ ବହୁତ ସୂଚନା ପ୍ରାପ୍ତ କରାଯାଇପାରେ । ଗ୍ରହମାନଙ୍କ ଗତି ସବୁବେଳେ ବଦଳି ଥାଏ ଯେଉଁଥିପାଇଁ ଆମର ଦୈନିକ ଜୀବନରେ ବି ସମସ୍ତ ଘଟଣା ସବୁଦିନ ଚେଞ୍ଜ ହୋଇଥାଏ । ଯଦି ଆପଣ ବି ଜାଣିବାକୁ ଚାହୁଞ୍ଚନ୍ତି କି ଆଜିର ଦିନ ଆପଣଙ୍କର କିପରି ରହିବ ଓ ଆଜିର ଦିନ ଆପଣଙ୍କ ଜୀବନରେ କଣ କଣ ପରିବର୍ତ୍ତନ ଆଣିବ । ଏହି ସବୁ ପ୍ରଶ୍ନର ଉତ୍ତର ଜାଣିବା ପାଇଁ ପଢନ୍ତୁ ଆଜି 18 ଜୁଲାଇ 2020 ଶନିବାରର ରାଶିଫଳ ।

ମେଷ

ଆଜି ଆପଣଙ୍କର ଆର୍ଥିକ ଯୋଜନା ସଫଳତା ପୂର୍ବକ ପୁରା ହେବ । ମାନସିକ ଖୁସି ରହିବେ । ବସ୍ତ୍ର ଆଭୁଷଣରେ ଖର୍ଚ କରିବେ । ଇଛା ଥିବା ସ୍ଥାନକୁ ପାଇବା ପାଇଁ ଆହୁରି ପରିଶ୍ରମ କରିବାର ଆବଶ୍ୟକା ଅଛି । ଲଭ ଲାଇଫରେ ମନର କଥା ମୁହଁରେ କହିବା ପାଇଁ ଠିକ ସୁଯୋଗ ଅଛି । ଭାଗ୍ୟର ତାରା ଆପଣଙ୍କ ପକ୍ଷରେ ରହିବେ । ଆଜି ଆପଣଙ୍କୁ ସବୁ କାମରେ ସଫଳତା ମିଳିବ । ଅଟକି ଥିବା କାର୍ଯ୍ୟ ମଧ୍ୟ ପୁରା ହେବ । ଆପଣଙ୍କ ଦ୍ଵାରା କରାଯାଇ ଥିବା କାମର ସମ୍ପୂର୍ଣ ଲାଭ ମିଳିବ । ନୂଆ ବିଚାର ଦିନ ସାରା ମନରେ ଚାଲିବ ।

ବୃଷ

ଆଜି ଦିନରେ ଆପଣଙ୍କୁ କୌଣସି ଖାସ ବ୍ୟକ୍ତିଙ୍କ ଠାରୁ କିଛି ମିଳିପାରେ । ପରିସ୍ଥିତି ଅନିଶାରେ ଆପଣ ନିଜକୁ ଖାପ ଖୁଆଇବା ପାଇଁ ଚେଷ୍ଟା କରନ୍ତୁ । ବର୍ତ୍ତମାନ ଯାହା କିଛି ଅଛି ସେଥିରେ ସନ୍ତୁଷ୍ଟ ରୁହନ୍ତୁ । ସମୟର ସଦୁପଯୋଗ କରନ୍ତୁ । କୌଣସି ଦୁର୍ଘଟଣା ପାଇଁ ଆଘାତ ନାଲାଗୁ ଏହାର ଧ୍ୟାନ ରଖନ୍ତୁ । ଆପଣଙ୍କର ମନୋବଳ ପ୍ରକୃତି ଆପଣଙ୍କ ପାଇଁ କିଛି ସମସ୍ୟା ସୃଷ୍ଟି କରିପାରେ । ଏଥିପାଇଁ କିଛି କହିବା ସମୟରେ ଭାଷା ଉପରେ ନିୟତ୍ରଣ ରଖିବା ଆପଣଙ୍କ ପାଇଁ ବୁଦ୍ଧିମାନ କାମ ହେବ ।

ମିଥୁନ

ଆଜି ଯାତ୍ରା ଦ୍ଵାରା ବ୍ୟବସାୟିକ ସବନ୍ଧରେ ସୁଧାର ହେବ । ବନ୍ଧୁଙ୍କ ସହଯୋଗ ମିଳିବ । କିନ୍ତୁ ଅଧିକ ପରିଶ୍ରମ କରିବେ । ନିଷ୍ପତ୍ତି ନେବା କ୍ଷମତାରେ କମି ଆସିବ । ବୈବାହିକ ଜୀବନ ଖୁସିରେ କଟିବ । କାହାର ଭାବନାକୁ ଆଘାତ କରନ୍ତୁ ନାହିଁ ଏବଂ ମିଛ ମଧ୍ୟ କୁହନ୍ତୁ ନାହିଁ । ବାପା ମାଆଙ୍କ ସାହାଯ୍ୟରେ ଆପଣ ଆର୍ଥିକ ସମସ୍ୟାରୁ ବାହାରିବାରେ ସଫଳ ହେବେ । ଶରୀରକୁ ଯଥେଷ୍ଟ ଆରାମ ଦିଅନ୍ତୁ । ଆଖପାଖ କିମ୍ବା ଆପଣଙ୍କ ସହିତ କାମ କରୁଥିବା କୌଣସି ବ୍ୟକ୍ତିଙ୍କୁ ଆପଣଙ୍କ ବିଷୟରେ ଭୁଲ ଧାରଣା ହୋଇ ପାରେ ।

କର୍କଟ

ଆଜି ଆପଣଙ୍କ ଦିନ ଭଲ ରହିବ । ଆଜି ଆପଣଙ୍କୁ କେତେକ ସମସ୍ୟାର ସମାଧାନ କରିବାକୁ ପଡିବ ଏବଂ ଏହା ସବୁ ବହୁତ ଗୁରୁତ୍ଵ ମାମଲା ଅଟେ । କାରୋବାରରେ ବୃଦ୍ଧି ହେବ । କୌଣସି ବ୍ୟକ୍ତିଙ୍କ ସହିତ ବିବାଦ ହୋଇ ପାରେ । କୋର୍ଟ ଓ କଚେରୀ କାମ ଅନୁକୂଳ ରହିବ । ପୂଜା ପାଠରେ ମନ ଲାଗିବ । ବ୍ୟବସାୟ ଠିକ ଚାଲିବ । ଆପଣ ବହୁତ ଭଲ ଭାବରେ ସାମାଜିକ ଗତିବିଧିରେ ସାମିଲ ହେବେ ଏବଂ ସେଠାରେ ଆପଣଙ୍କୁ ବହୁତ ଭଲ ସ୍ଵାଗତ କରାଯିବ ।

ସିଂହ

ଆଜି ଆପଣ ଶାନ୍ତ ଭାବରେ ବିଚାର କରନ୍ତୁ ଏବଂ ନିଜ କାମ ଉପରେ ଧ୍ୟାନ ଦିଅନ୍ତୁ । ଲକ୍ଷ ହାସଲ କରିବା ପାଇଁ କାହା ସହିତ ସୁପାରିଶ କରିବାକୁ ପଡିପାରେ । ବହୁତ ଦିନ ଧରି ଚାଲି ଆସୁଥିବା ସମସ୍ୟାର ସମାଧାନ ହେବ । କୌଣସି ବି ଅଜଣା ବ୍ୟକ୍ତିଙ୍କ ସହିତ ବନ୍ଧୁତା କରନ୍ତୁ ନାହିଁ । ଆତ୍ମବିଶ୍ଵାସ ଦ୍ଵାରା କାର୍ଯ୍ୟ ସିଦ୍ଧି ହେବ । ବିବାହିତ ମାନଙ୍କର ସମସ୍ୟା ଦୂର ହେବ ।

କନ୍ୟା

ଆଜି ଆପଣ ନିଜେ ହିଁ ସବୁ କିଛି କରି ପାରିବେ କିନ୍ତୁ ଆପଣଙ୍କ କାମକୁ ନିଜ ସାଥି ମାନଙ୍କ ସହିତ ବାଣ୍ଟି ଦେବେ । ଆପଣ ନିଜ ଖାଇବା ପିଇବା ଉପରେ ବିଶେଷ ଧ୍ୟାନ ରଖନ୍ତୁ । ଆଜିର ଦିନ ଆପଣଙ୍କ ପାଇଁ ସଫଳତା ଭରା ଦିନ ହେବ ଏବଂ ବହୁତ ଦିନ ଧରି ଅଟକି ଥିବା କାମ ମଧ୍ୟ ପୁରା ହେବାର ସମ୍ଭାବନା ଅଛି । ଭଲ କାମରେ ଟଙ୍କା ଖର୍ଚ ହେବ । ବ୍ୟବସାୟରେ ଉର୍ଣ୍ଣତି ହେବ ଏବଂ ଯାତ୍ରା ସଫଳ ରହିବ । ଘରେ ଶାନ୍ତି ରହିବ । କୌଣସି ବନ୍ଧୁ ଆପଣଙ୍କ ଘରକୁ ଆସି ପାରନ୍ତି ।

ତୁଳା

ଆଜି ଆପଣଙ୍କର ଆର୍ଥିକ ପକ୍ଷ ମଝବୁତ ରହିବ । ବିରୋଧୀ ମାନେ ଆପଣଙ୍କ କାମରେ ସମସ୍ୟା ସୃଷ୍ଟି କରିବେ କିନ୍ତୁ ଏହାପରେ ମଧ୍ୟ ଆପଣ ଆପଣଙ୍କ କାମକୁ ସହଜରେ ପୁରା କରି ପାରିବେ । ବ୍ୟସ୍ତ ହୋଇ କୌଣସି ନିଷ୍ପତ୍ତି ନିଅନ୍ତୁ ନାହିଁ । ଆୟରେ ନିଶ୍ଚିନ୍ତତା ରହିବ । ବେପାର ବ୍ୟବସାୟ ଠିକ ଚାଲିବ । ଆଜି ଦିନ ଆପଣଙ୍କ ପକ୍ଷରେ ରହିବ । ନିଜର ଲକ୍ଷ ରଖନ୍ତୁ ଏବଂ ତାହାକୁ ନେଇ ସାବଧାନ ମଧ୍ୟ ରୁହନ୍ତୁ । ଅଧିକ ପରିଶ୍ରମ ମଧ୍ୟ କରିବାକୁ ପଡିପାରେ । ପରିବାରକୁ ଭଲ ଦିନ ଆସିବ । ଚାକିରି କରିଥିବା ଲୋକଙ୍କୁ ଭଲ ପ୍ରସ୍ତାବ ମିଳିବ ।

ବିଛା

ଆଜି ଚାକିରିରେ ଅଧିକାର ବଢିପାରେ । କୌଣସି ବଡ ସମସ୍ୟାର ସମାଧାନ ହେବ । ଖୁସି ରହିବେ । ବେପାର ବ୍ୟବସାୟ ଭଲ ଚାଲିବ । ବ୍ୟସ୍ତ ରହିବେ । ପ୍ରମୋଶନ ହେବାର ମଧ୍ୟ ଯୋଗ ଅଛି । ବିଦ୍ୟାର୍ଥୀ ମାନେ ନିଜ ସାଙ୍ଗ ମାନଙ୍କ ସହିତ ଅଧିକ ସମୟ ବିତାଇବେ । ରାସ୍ତା ଉପରେ ସାବଧାନର ସହିତ ଗାଡି ଚଲାନ୍ତୁ । ଆଜି ଆପଣଙ୍କୁ କିଛି କାମ ପାଇଁ ସମୟ ମିଳିବ ନାହିଁ ।

ଧନୁ

ଆଜି ଆପଣଙ୍କର ଆର୍ଥିକ ଲାଭ ହେବାର ସମ୍ଭାବନା ଅଛି । ଶନିଦେବଙ୍କ କୃପାରୁ ଆଜି ଆପଣଙ୍କର ଅଧୁରା କାମ ପୁରା ହେବ । କୌଣସି ଆନନ୍ଦ ଉତ୍ସବରେ ଭାଗ ନେବାର ସୁଯୋଗ ମିଳିପାରେ । ଚାକିରିରେ କୌଣସି ନୂଆ କାମ କରିବେ । ବାପା ମାଆଙ୍କ ପରାମର୍ଶ ବିନା କୌଣସି ନୂଆ କାମ ଆରମ୍ଭ କରନ୍ତୁ ନାହିଁ । କୌଣସି ବି ସ୍ଥାୟୀ ସମ୍ପତ୍ତି କିଣିବା ପାଇଁ ବିଶେଷଜ୍ଞ ଏବଂ ଅନୁଭବି ବ୍ୟକ୍ତିଙ୍କ ପରାମର୍ଶ ନିଅନ୍ତୁ । ଆପଣଙ୍କୁ କୌଣସି ବନ୍ଧୁଙ୍କ ଠାରୁ ଉପହାର ମିଳିପାରେ ।

ମକର

ଆଜି ଆୟରେ ବ୍ୟବଧାନ ଆସିପାରେ । ଜୀବନସାଥିଙ୍କ ସହିତ ଆଜି ଦିନଟି ଭଲରେ କଟିବ । ସାମାଜିକ ସ୍ତରରେ ଆପଣଙ୍କର ପ୍ରଶଂସା ହେବ । ବେପାର, ବ୍ୟବସାୟରେ ଲାଭଦାୟକ ସୌଦା ଆତ୍ମବଳ ବଢାଇବ । ଆଜି ସାହାସ ଏବଂ ପରାକ୍ରମ ବଢିବ । ସମ୍ପତ୍ତି ରକ୍ଷଣାବେକ୍ଷଣ ପାଇଁ ଖରଚରେ ବୃଦ୍ଧି ହେବ । ଆପଣଙ୍କ ଚାକିରିରେ ଆପଣଙ୍କ ସଂମ୍ମାନ ଏବଂ ମାନ୍ୟତାରେ ବୃଦ୍ଧି ହେବ ଯାହାର ପରିଣାମ ସ୍ୱରୂପ ଦରମା ବୃଦ୍ଧି ମଧ୍ୟ ହେବ ।

କୁମ୍ଭ

ଆଜି ସାମୁହିକ କାମରେ ସମସ୍ତଙ୍କ ପରାମସ ନେଇ ଆଗକୁ ବଢିବା ଲାଭଦାୟକ ହେବ । ଧର୍ଯ୍ୟର ସହିତ କାମ କରନ୍ତୁ । ରାଜକାର୍ଯ୍ୟରେ ସଫଳତା ମିଳିବ । ପାରିବାରରେ ସୁଖ ଏବଂ ଶାନ୍ତି ରହିବ । ମନୋରଞ୍ଜନ କାର୍ଯ୍ୟରେ ଆଗ୍ରହ ବଢିବ । ଆପଣ ଆପଣଙ୍କ ଜିନିଷକୁ ସମ୍ଭାଳି ରଖନ୍ତୁ । ବନ୍ଧୁ ସବୁ କଠିନ ପରିସ୍ଥିରେ ଆପଣଙ୍କ ସହିତ ରହିବେ । ଆପଣଙ୍କ ଭାଇ ଭଉଣୀଙ୍କ ମଧ୍ୟରେ ଏକ ଭୁଲ ବୁଝାବଣା ହୋଇ ପାରେ । ଆପଣ ସମସ୍ୟାର ସମାଧାନ ବହୁତ ଶୀଘ୍ର କରନ୍ତୁ ।

ମୀନ

ଆଜିର ଦିନ ସନ୍ତାନ ମାନଙ୍କ ପାଇଁ ଶୁଭ ଅବସର ଆଣି ଆସିବ । ଆପଣଙ୍କର କୌଣସି ପ୍ରିୟ ଲୋକଙ୍କ ସହିତ କଥା ହେବା ଦ୍ଵାରା ଆପଣଙ୍କୁ ବହୁତ ସନ୍ତୁଷ୍ଟ ମିଳିବ । ଆପଣ ପରିଶ୍ରମ କରିବେ ଏବଂ ସଂକୀର୍ଣ୍ଣ ମାନସିକତା ପରିବର୍ତ୍ତନ କରିବେ । ବେପାରରେ ସମସ୍ତଙ୍କ ଉପରେ ବିଶ୍ଵାସ କରନ୍ତୁ ନାହିଁ । ବିରୋଧୀ ମାନଙ୍କ ଠାରୁ ଦୂରେଇ ରୁହନ୍ତୁ । କୌଣସି ଅଟକି ଥିବା କାମ ପୁରା ହେବ । ବନ୍ଧୁଙ୍କ ଠାରୁ ସହଯୋଗ ମଧ୍ୟ ମିଳିବ । ଆପଣଙ୍କର ଏବଂ ଆପଣଙ୍କ ଜୀବନସାଥିଙ୍କ ମଧ୍ୟରେ ଝଗଡା ହୋଇ ପାରେ । ସବୁଦିନ ନିଜ ରାଶି ସମ୍ବନ୍ଧରେ ଜାଣିବା ପାଇଁ ପେଜକୁ ଲାଇକ କରି ଦିଅନ୍ତୁ ।

Leave a Reply

Your email address will not be published. Required fields are marked *