ରାଶିଫଳ 17 ମାର୍ଚ୍ଚ 2020, ମଙ୍ଗଳମୂର୍ତ୍ତି ହନୁମାନ ହରିନେବେ ଏହି ୪ଟିରାଶିର ସବୁ ଦୁଃଖ, ଚମକିବ ଭାଗ୍ୟ

ଆମ ଜୀବନରେ ରାଶିଫଳର ବହୁତ ମହତ୍ଵ ଥାଏ । ରାଶି ମଣିଷର ସ୍ଵଭାବ ଏବଂ ଚରିତ୍ର ବିଷୟରେ ଜଣାଇ ଥାଏ । ଗ୍ରହ ନକ୍ଷେତ୍ରଙ୍କ ଅଧିକ ପ୍ରଭାବ ରାଶିଫଳ ଉପରେ ପଡିଥାଏ । ଗ୍ରହର ଚଳନ ବଦଳିଲେ ରାଶିଫଳ ବି ବଦଳିଥାଏ । ଆଜି ମଙ୍ଗଳବାର 17 ମାର୍ଚ୍ଚ, ଆଜିର ଦିନ ଆପଣଙ୍କ ପାଇଁ କେମିତି କଟିବା ଆସନ୍ତୁ ଜାଣିବା ଆଜିର ରାଶିଫଳରୁ ।

ମେଷ

ଆଜି ଆପଣଙ୍କୁ ନିଜର ପ୍ରତିଭା ଦେଖାଇବାର ଅବସର ମିଳିବ । ଆପଣଙ୍କ ଜୀବନର ସବୁ ଦୋଷ ଶେଷ ହୋଇଯିବ । ବ୍ୟବାସାୟ ଅନୁକୂଳ ରହିବ । ସାମାଜିକ ଏବଂ ସମାରୋହ ପାଇଁ ଭଲ ଦିନ ରହିବ । ପ୍ରେମି ବା ଜୀବନସାଥୀ କେତେକ ଦାବି ବି ରଖି ପାରନ୍ତି । ଯାହାକୁ ଆପଣଙ୍କୁ ପୁରା କରିବାକୁ ହେବ । ହଠାତ ଯାତ୍ରାର ଯୋଗ ହେବ । କୌଣସି ଦୂର ସଂପର୍କୀୟଙ୍କ ଠାରୁ ହଠାତ ମିଳିବା ଖବର ଆପଣଙ୍କ ଦିନକୁ ଭଲ କରିପାରେ ।

ବୃଷ

ଆଜି କାରୋବାର ଏବଂ ବେପାରୀ ମାନଙ୍କୁ ନୂଆ ନୂଆ ଅବସର ର ଲାଭ ମିଳିପାରେ । ଯାତ୍ରା ପାଇଁ ଦିନଟି ବହୁତ ଭଲ ରହିବ । ଆଜି କିଛି ବଡ ଯୋଜନା ପୁରା ହେଇପାରେ । ଆଜି ଆପଣଙ୍କୁ ଏମିତି ଲୋକଙ୍କ ସାମନା କରିବାକୁ ପଡିପାରେ ଯିଏ ଆପଣଙ୍କର ଦୃଷ୍ଟିକୋଣ ବହୁତ ଦୃତ ହୋଇଥିବେ, କିନ୍ତୁ ଆପଣଙ୍କର ପଇସାର ଲାଭ ଏବଂ ଆପଣଙ୍କର କମ୍ପାନୀର ପ୍ରଚାର ପାଇଁ ଏହି ସବୁ ଆପଣଙ୍କୁ ସହିବାକୁ ପଡିପାରେ ।

ମିଥୁନ

ଆଜି ପଇସା ମାମଲାରେ ଆପଣ ବ୍ୟସ୍ତ ରହିବେ । ଫିଟନେସ କୁ ନେଇ ସତର୍କତା ବଢିବ । ସମାଜର ହିତରେ କରିଥିବା କାମରୁ ଆପଣଙ୍କର ମାନ ସଂମ୍ମାନରେ ବୃଦ୍ଧି ହେବ । ଏମିତି ଲୋକଙ୍କ ଠାରୁ ଯୋଡି ହେବାରୁ ବଞ୍ଚନ୍ତୁ ଯିଏ ଆପଣଙ୍କର ପ୍ରତିଷ୍ଠାକୁ ଆଘାତ ପହଁଚାଇ ପାରେ । ଆର୍ଥିକ ସମୟ ଭଲ ଚାଲି ଥିବା ସମୟରେ ଆପଣଙ୍କ ପାଇଁ ଆବଶ୍ୟକୀୟ ଜିନିଷ କିଣିବା ସହଜ ହେବ ।

କର୍କଟ

ପଇସାର ସ୍ଥିତିରେ ଆଗ ଅପେକ୍ଷା ଟିକେ ସୁଧାର ହୋଇପାରେ । ଯେଉଁ ଲୋକ ସରକାରୀ ଚାକିରିରେ ଅଛନ୍ତି ତାଙ୍କୁ ତାଙ୍କର ସହଯୋଗୀଙ୍କ ଏବଂ ବଡ ଅଧିକାରୀଙ୍କର ପୁରା ସହଯୋଗ ମିଳିବ । ବେପାର ଏବଂ ଚାକିରିରେ ଆୟ ବଢିବ । ଆପଣଙ୍କର ଦେହ ଭଲ ରହିବ । ଜୀବନସାଥୀଙ୍କ ସହିତ କିଣାକିଣି ମଜାଦାର ରହିବ । ଅନ୍ୟର କଥା ଶୁଣିବା ପାଇଁ ବି ଆପଣଙ୍କୁ ଟିକେ ଧର୍ଯ୍ୟ ରଖିବାକୁ ହେବ ।

ସିଂହ

ଆଜି ଅନ୍ୟର ଝଗଡାରେ ପଡନ୍ତୁ ନାହିଁ । ଆପଣଙ୍କ ପାଇଁ ଆସୁଥିବା ସମୟ ଉତ୍ତମ ରହିବ । ସ୍ୱାସ୍ଥ୍ୟ ସବନ୍ଧୀୟ ସମସ୍ୟା ଶେଷ ହେବ । ଆଜି କୌଣସି ପ୍ରକାରର ବି ନେବେଶ କରନ୍ତୁ ନାହିଁ ନହେଲେ କ୍ଷତି ହୋଇପାରେ । ଆଜି ଆପଣଙ୍କୁ ମହତ୍ଵପୂର୍ଣ ମାମଲା ଉପରେ ଧ୍ୟାନ ଲଗାଇବାର ଆବଶ୍ୟକ ଅଛି । ଆପଣ ସବୁ କାମକୁ ଧୀରେ ଧୀରେ ଶେଷ କରନ୍ତୁ । ଲୋକଙ୍କ ସହିତ ନିଜର କଥା ବନାଇବାରେ ଆପଣ ସଫଳ ରହିବେ ।

କନ୍ୟା

ଆଜି ଆପଣଙ୍କର ସବୁ ଅଧୁରା କାମ ସହଜରେ ହୋଇଯିବ । ଜୀବନସାଥୀ ଙ୍କର ଭରପୁର ସାହାଯ୍ୟ ମିଳିବ । ଆପଣଙ୍କର ଭାଗ୍ୟ ଏହି ଦିନ ଆପଣଙ୍କର ଭରପୁର ସାଥ ଦେବ । ଯାହାଦ୍ୱାରା ଆପଣ ମାନଙ୍କୁ ସବୁ ପ୍ରକାରର ସୁଖ ସୁବିଧା ମିଳିବ । ଅନ୍ୟକୁ ପ୍ରଭାବିତ କରିବାର ଆପଣଙ୍କର କ୍ଷମତା ଆପଣଙ୍କୁ କେତେକ ସକାରାତ୍ମକ ଜିନିଷ ଦେବ । ଆପଣ ଯାହା ବି କାମ କରିବେ ସେଥିରେ ଆପଣଙ୍କୁ ତାରିଫ ମିଳିପାରେ ।

ତୁଳା

ଆଜି ସବୁ କାମରେ ଆପଣଙ୍କୁ କଠିନ ପରିଶ୍ରମ କରିବାକୁ ପଡିବ । ସନ୍ଧ୍ୟା ସମୟରେ ହଠାତ ମିଳିବା କିଛି ଭଲ ଖବର ପୁରା ପରିବାରର ଖୁସିର କାରଣ ପ୍ରମାଣିତ ହୋଇପାରେ । ବିବାହ ପ୍ରସ୍ତାବ ମିଳିପାରେ । ପ୍ରସନ୍ନତା ରହିବେ । କୌଣସି ନିଜର ପ୍ରତି ଆକର୍ଷଣ ବଢିବାର ସଂଭାବନା ଅଛି । ଟିକେ ଚେଷ୍ଟାରେ ହିଁ କାମ ହୋଇଯିବ । ସମାଜ କାମରେ ବ୍ୟସ୍ତତା ବଢିବ । ସ୍ତ୍ରୀ ସହିତ ଝଗଡା ହୋଇପାରେ ।

ବିଛା

ଆଜି କିଛି ବି ବଡ କାମ କରିବା ପୂର୍ବରୁ ଶାନ୍ତି ଏବଂ ଧର୍ଯ୍ୟ ସହିତ କାମ ନିଅନ୍ତୁ । ଶୁଭ ସମାଚାର ମିଳିବ । ପୁରୁଣା ସାଙ୍ଗଙ୍କ ସହିତ ଦେଖା ହେବ । ମାନ ବଢିବ । ଆଜି ଚାହୁଁ ନଥିବା ଯାତ୍ରା କରନ୍ତୁ ନାହିଁ ଭଲ ହେବ । ରୀତି ନୀତିକୁ ନେଇ ଜୀବନସାଥୀ ଙ୍କ ସହିତ ବ୍ୟର୍ଥ ଯୁକ୍ତି ହେବାର ଆଶଙ୍କା ଦେଖିବାକୁ ମିଳିବ । ଆପଣଙ୍କୁ ଆପଣଙ୍କର ପରିଶ୍ରମର ଫଳ ନିହାତି ମିଳିବ ।

ଧନୁ

ଆଜି ଆପଣ ଭାବିଥିବା କିଛି କାମ ପୁରା ହେବ । ଆପଣ ଏକ ସାମାଜିକ ସଭା ବା କୌଣସି ବି ପରିବାରର ସମାରୋହ ରେ ଭାଗ ନେଇପାରନ୍ତି । ଆର୍ଥିକ ନୀତିରେ ପରିବର୍ତନ ଆସିପାରେ । କାର୍ଯ୍ୟ ପ୍ରଣାଳୀରେ ସୁଧାର ହେବ । ଆଜି ଅତ୍ୟଧିକ ଚିନ୍ତା କାରଣରୁ ଅସୁସ୍ଥତା ଅନୁଭବ କରିବେ । କଥା ଉପରେ ନିୟତ୍ରଣ ରଖନ୍ତୁ । ଧନ ବୃଦ୍ଧି ହେବ । ଉଚ ପ୍ରତିଷ୍ଠା ବାଲା ପଦ ଆପଣଙ୍କୁ ମିଳିବ ଯାହାଦ୍ୱାରା ଆପଣଙ୍କର ଶକ୍ତି ଏବଂ ଧନ ବୃଦ୍ଧି କରିବ ।

ମକର

ଆଜି ଆପଣ ଆକର୍ଷଣର କେନ୍ଦ୍ର ହେବେ ଏବଂ ଆପଣଙ୍କର ଲକ୍ଷ ଛାଡିଦେବେ । କାର୍ଯ୍ୟସ୍ଥଳରେ ଆପଣଙ୍କର ଧ୍ୟାନ ହଟିପାରେ ଯାହା କି ଆପଣଙ୍କର ଉତ୍ପାଦକତା କୁ କମ କରିପାରେ । ଆପଣଙ୍କ ଜୀବନରେ ଚାଲୁଥିବା ସବୁ ସମସ୍ୟାର ଅନ୍ତ ହେବ । ଆଜି ଶାନ୍ତ ରୁହନ୍ତୁ । ଆଜି କିଣାକିଣି କରିବାକୁ ଯାଇ ପାରନ୍ତି । ଭାଇ ବନ୍ଧୁଙ୍କର ସହଯୋଗ ମିଳିବ ।

କୁମ୍ଭ

ଆଜି ଦିନରେ କିଛି ସମୟ ବାହାରକରି ନିଜ ପରିବାର ସହିତ କୌଣସି ଆୟୋଜନରେ ଭାଗ ନିଅନ୍ତୁ । କାର୍ଯ୍ୟଳୟରେ ପ୍ରେମ ପ୍ରସଙ୍ଗର ଏକ ସଂଭାବନା ଆପଣଙ୍କୁ ଆପଣଙ୍କ କାର୍ଯ୍ୟରୁ ଦୂରକୁ ନେଇ ଯାଇପାରେ, ଆପଣଙ୍କୁ ପୁଣି ନିଜ ଏକାଗ୍ରତା ଆଣିବା ପାଇଁ ଆବଶ୍ୟକ ଅଟେ । ପ୍ରିୟ ବ୍ୟକ୍ତିଙ୍କ ସହିତ ଏବଂ ସାର୍ବଜନୀକ ସମ୍ମାନ ମିଳିବ । ଆପଣଙ୍କର ସ୍ଵାଭିମାନ ଭଙ୍ଗ ହୋଇପାରେ । ଆଜି ଆପଣ ଭାବିଥିବା ସବୁ କାମ ପୁରା ହେବ । ଆପଣଙ୍କ ପିତାଙ୍କ ବ୍ୟବସାୟରେ ସହଯୋଗ କରିବ ।

ମୀନ

ଆଜି ଆପଣଙ୍କର ରାଗକୁ ସୀମିତ ରଖନ୍ତୁ ଯେମିତି କି ଆପଣଙ୍କ କାମ ଏହାର ପ୍ରଭାବ ନହୁଏ । ସମ୍ପର୍କରେ ମଜବୁତ ଆସିବ । ପରିବାର ସହିତ ଯାତ୍ରାରେ ଯିବା ପାଇଁ ମନ କରିବେ । ଆଜି ଘରର ସମସ୍ୟା ଆପଣଙ୍କର ମତିଷ୍କ ଉପରେ ଛାଇ ରହିବ ଏବଂ ଆପଣଙ୍କର ଠିକ ପ୍ରକାରରେ କାମ କରିବାର କ୍ଷମତା କୁ ବି ଖରାପ କରିଦେବ । ବିଦ୍ୟାର୍ଥୀଙ୍କ ପାଇଁ ସମୟ ମାଧ୍ୟମ ଧରଣର ରହିବ ।

Leave a Reply

Your email address will not be published. Required fields are marked *