ମଙ୍ଗଳବାରର ରାଶିଫଳ 16 ଜୁନ 2020, ଆଜି ବଜରଙ୍ଗବଲି ଏହି 5ଟି ରାଶିର ସବୁ କଷ୍ଟ କରିବେ ଦୂର, ଜୀବନରେ ଆସିବ ଖୁସିର ଦିନ

ରାଶିଫଳର ଆମ ଜୀବନରେ ବହୁତ ମହତ୍ତ୍ଵ ରହିଥାଏ । ଗ୍ରହମାନଙ୍କ ଗୋଚର ଓ ନକ୍ଷତ୍ରର ଗତିକୁ ଆଧାରକରିହିଁ ରାଶିଫଳ ବାହାର କରାଯାଇଥାଏ । ଶାସ୍ତ୍ର ଅନୁସାରେ ଆମ ଜୀବନ ଗ୍ରହ ମାନଙ୍କର ଚଳନ ଉପରେ ଆଧାରିତ ହୋଇ ଥାଏ ଏବଂ ଯେମିତି ଏହି ଗ୍ରହ ମାନଙ୍କର ଦିଗ ପରିବର୍ତ୍ତନ ହୋଇଥାଏ ଆମ ଜୀବନ ଉପରେ ତାର ପ୍ରଭାବ ପଡିଥାଏ । କେତେକ ଲୋକ ନିଜର ଭବିଷ୍ୟତ ବିଷୟରେ ଜାଣିବା ପାଇଁ ବହୁତ ଆଗ୍ରହୀ ହୋଇଥାନ୍ତି, ରାଶି ଅନୁସାରେ ବ୍ୟକ୍ତିର ସ୍ଵଭାବ ଓ ଭବିଷ୍ୟତ ସମ୍ବନ୍ଧୀୟ ବହୁତ ସୂଚନା ପ୍ରାପ୍ତ କରାଯାଇପାରେ । ଗ୍ରହମାନଙ୍କ ଗତି ସବୁବେଳେ ବଦଳି ଥାଏ ଯେଉଁଥିପାଇଁ ଆମର ଦୈନିକ ଜୀବନରେ ବି ସମସ୍ତ ଘଟଣା ସବୁଦିନ ଚେଞ୍ଜ ହୋଇଥାଏ । ଯଦି ଆପଣ ବି ଜାଣିବାକୁ ଚାହୁଞ୍ଚନ୍ତି କି ଆଜିର ଦିନ ଆପଣଙ୍କର କିପରି ରହିବ ଓ ଆଜିର ଦିନ ଆପଣଙ୍କ ଜୀବନରେ କଣ କଣ ପରିବର୍ତ୍ତନ ଆଣିବ । ଏହି ସବୁ ପ୍ରଶ୍ନର ଉତ୍ତର ଜାଣିବା ପାଇଁ ପଢନ୍ତୁ ଆଜି 16 ଜୁନ 2020 ମଙ୍ଗଳବାରର ରାଶିଫଳ ।

ମେଷ

ଆଜି ଆପଣଙ୍କ ବ୍ୟାବସାୟରେ ଲାଭ ହେବ । ଆର୍ଥିକ ସ୍ଥିତି ଦୃଢ ହେବ । ଆଜି ଆପଣଙ୍କୁ ଖୁସି ମିଳିବ । ବ୍ୟକ୍ତିଗତ କିମ୍ବା ଶିକ୍ଷାଗତ କ୍ଷେତ୍ରରେ ଯଦି ବର୍ତ୍ତମାନ ମଧ୍ୟ ଆପଣ ଗମ୍ଭୀର ହୋଇ ନାହଁ ତାହେଲେ ଆଗାମୀ ସମୟରେ ଆପଣଙ୍କୁ ଆହୁରି ଅଧିକ କ୍ଷତି ସହିବାକୁ ପଡିପାରେ । ପାରିବାରିକ ଜୀବନ ଖୁସିରେ କଟିବେ । କୌଣସି ବିଶ୍ଵାସୀ ବ୍ୟକ୍ତିଙ୍କୁ ଆଜି ମନର କଥା କୁହନ୍ତୁ ନାହିନ । ସମସ୍ୟାର ସମାଧାନ ସହଜରେ ମିଳିପାରେ । ବସ୍ତ୍ର ପ୍ରତି ଆଗ୍ରହ ବଢି ପାରେ ।

ବୃଷ

ଲମ୍ବା ସମୟ ଧରି ଅଟକି ଥିବା କାମ ପୁରା ହେବ । ଆଜି ପରିସ୍ଥିତି ଆପଣଙ୍କ ପାଇଁ କଷ୍ଟ ହୋଇ ପାରେ, ନିରାଶ ହେବାର ସମ୍ଭାବନା ଅଛି । ଆପଣଙ୍କର ଅଟକି ଥିବା କାମ ପୁରା ହେବ । ଆପଣଙ୍କର କାମକୁ ଶୃଙ୍ଖଳିତ କରିବା ପାଇଁ ଧ୍ୟାନ ଦିଅନ୍ତୁ । ଆଜି ସ୍ୱାସ୍ଥ୍ୟ ଭଲ ରହିବ । ଟଙ୍କା ସବନ୍ଧିତ ନୂଆ ସୁଯୋଗ ଆପଣଙ୍କୁ ମିଳିପାରେ । ସମୟ ଆପଣଙ୍କ ସହିତ ରହିବ । ମାତା ପିତାଙ୍କ ଆଶୀର୍ବାଦ ଏବଂଫ ସହଯୋଗ ଆପଣଙ୍କ ସହିତ ରହିବ । ପରିବାର ସଦସ୍ୟଙ୍କ ସହିତ ମତଭେଦ ହୋଇ ପାରେ ।

ମିଥୁନ

ଭାବିଥିବା କାମ ଆଜି ଆରମ୍ଭ କରି ପାରନ୍ତି । କୌଣସି ବିଶେଷ କାରଣ ପାଇଁ ମାନସିକ ଚାପ ବଢିପାରେ । ପାରିବାରିକ ଜୀବନର ଆନନ୍ଦ ମିଳିବ । ପରିବାରରେ ସୁଖ ଶାନ୍ତିର ବାତାବରଣ ରହିବ । ଆପଣ ନିଜ ସ୍ଵପ୍ନକୁ ପୁରା କରିବେ ଏବଂ ଘର ଲୋକଙ୍କ ଠାରୁ ଆପଣଙ୍କୁ ବହୁତ ଭଲପାଇବା ମିଳିବ । ଧର୍ଯ୍ୟ ରଖିବା ନିହାତି ଆବଶ୍ୟକ ଅଟେ । କୌଣସି ବାଦ ବିବାଦ ଠାରୁ ଦୂରେଇ ରୁହନ୍ତୁ ଏହାଦ୍ୱାରା ଆପଣଙ୍କ ସମ୍ପର୍କ ଭଲ ରହିବ ।

କର୍କଟ

ଆଜି ଆପଣଙ୍କର ପାଖ ଲୋକ ଆପଣଙ୍କ ବ୍ୟକ୍ତିଗତ ଜୀବନରେ ସମସ୍ୟା ସୃଷ୍ଟି କରି ପାରନ୍ତି । ଯେଉଁ ଲୋକଙ୍କ ଠାରୁ ଆଜି ଆପଣଙ୍କୁ ଟଙ୍କା ମିଳିବାର ଥିବ ତାହା ଆଜି ଆପଣଙ୍କୁ ମିଳିବ । ବ୍ୟକ୍ତିଗତ କାର୍ଯ୍ୟର ଦୋନ୍ଦରେ ଆପଣଙ୍କର ଏକାଗ୍ରତାକୁ ଭାଙ୍ଗିବା ପାଇଁ ଦିଅନ୍ତୁ ନାହିଁ । ଆପଣ ଆତ୍ମବିଶ୍ଵାସୀ ହେବେ କିନ୍ତୁ କିଛି ଅଜ୍ଞାତ ଭୟ ଦ୍ଵାରା ଚିନ୍ତିତ ମଧ୍ୟ ରହିବେ । ଜୀବନସାଥିଙ୍କ ସ୍ୱାସ୍ଥ୍ୟ ଖରାପ ହୋଇ ପାରେ । ଭରପୁର ସୃଜନାଶୀଳତା ଏବଂ ଉତ୍ସାହ ଆପଣଙ୍କୁ ଏକ ଅନ୍ୟ ଲାଭଦାୟକ ଦିନ ଆଡକୁ ନେଇଯିବେ ।

ସିଂହ

ଆଜି ଆପଣଙ୍କୁ ସବୁ ଦୁଖଃରୁ ମୁକ୍ତି ମିଳିବ । ଭବିଷ୍ୟତ ପାଇଁ ଆର୍ଥିକ ଯୋଜନା କରିବା ପାଇଁ ଏହା ଭଲ ଦିନ ଅଟେ । ଜୀବିକା କ୍ଷେତ୍ରରେ ଅଗ୍ରଗତି ହେବ ଏବଂ ସ୍ଵଚ୍ଛତା ଦିଗରେ ସହଯୋଗ ମିଳିବ । ବନ୍ଧୁଙ୍କ ସହିତ ସମ୍ପର୍କ ଭଲ ହେବ । ଆପଣଙ୍କୁ ବୃଦ୍ଧା ଲୋକଙ୍କ ଠାରୁ ଆଶୀର୍ବାଦ ମିଳିବ । ଆଜି ଆପଣଙ୍କୁ ଦାୟିତ୍ଵ ବାନ ବଡ କାମ ମିଳିବ । ଅଫିସରେ ଅଧିକ କାର୍ଯ୍ୟ କାରଣରରୁ ଆପଣଙ୍କ ମନ ଚିନ୍ତିତ ରହିବ । ଦରମା ବୃଦ୍ଧି କିମ୍ବା ପ୍ରମୋଶନର ଖବର ମିଳିବ ।

କନ୍ୟା

ଆଜିର ଦିନ ଆପଣଙ୍କ ପାଇଁ ଅଶୁଭ ଅଟେ । ଆପଣ ବାହାରକୁ ବୁଲିବାକୁ ଯାଇ ପାରନ୍ତି । ଆର୍ଥିକ ମାମଲାରେ ସମସ୍ୟା ଆସିପାରେ । ଆଜି ଆପଣ ବ୍ୟସ୍ତ ରହିବେ । ନିଜର କଥା ଉପରେ ସଂଯମ ରଖନ୍ତୁ ନହେଲେ ଅଯୋଥା ପରିବାର ମଧ୍ୟରେ ସମସ୍ୟା ଆସିପାରେ । ଏକ ଭିନ୍ନ କାର୍ଯ୍ୟ ଶୈଳୀରେ ନିଜ କାମର ପରିଚୟ ସୃଷ୍ଟି କରିବେ । ପରିଶ୍ରମର ସଠିକ ଫଳ ନମିଳିବାରୁ ନିରାଶ ଅନୁଭବ କରି ପାରନ୍ତି ।

ତୁଳା

ଏହି ରାଶିର ଲୋକ ଆଜି ଭାଗ୍ୟ ଅପେକ୍ଷା ନିଜ ପରିଶ୍ରମ ଉପରେ ଅଧିକ ଜୋର ଦିଅନ୍ତୁ । ବିଭିନ୍ନ କ୍ଷେତ୍ରରୁ ଲାଭ ମିଳିବ । ଜୀବନସାଥୀ ଆପଣଙ୍କୁ ଖୁସି ଦେବା ପାଇଁ ସବୁ ପ୍ରକାରର ଚେଷ୍ଟା କରିବେ । ବିଗିଡି ଯାଇଥିବା କାମ ପୁରା ହେବ ଏବଂ ଆଜିର ଦିନ ଆପଣଙ୍କ ପାଇଁ ଭଲ ରହିବ । କୌଣସି ସମସ୍ୟା ଉପରେ ଉଚିତ ଆଇନଗତ ପରାମର୍ଶ ପାଇଁ ଆପଣଙ୍କୁ କାହା ସହିତ ଯୋଗାଯୋଗ କରିବାକୁ ପଡିପାରେ । ହନୁମାନଙ୍କ ପୂଜା କରିବା ଦ୍ଵାରା ଆପଣଙ୍କର ଆର୍ଥିକ ସ୍ଥିତିରେ ସୁଧାର ଆସିବ । ଆଜି ଆପଣଙ୍କୁ ଭାବି ବିଚାରୀ କଥା କହିବା ଆବଶ୍ୟକ ଅଟେ ।

ବିଛା

ଆଜି ଆର୍ଥିକ ଲାଭ ମିଳିପାରେ । ନୂଆ ରୋଜଗାରର ସୁଯୋଗ ମିଳିବ ଏବଂ ଏହା ସହିତ ଆର୍ଥିକ ପରିସ୍ଥିତିକୁ ମଧ୍ୟ ଦୃଢ କରିବ । ସମ୍ପର୍କରେ ତିକ୍ତତା ଆସିପାରେ । ମାନସିକ ଖୁସି ଆଜି ଆପଣଙ୍କୁ ମିଳିବ । ପ୍ରେମ ପାଇଁ ଆଜିର ଦିନ ଭଲ ରହିବ ନାହିଁ । ମାନ ସଂମ୍ମାନ ମିଳିବ । ଆପଣଙ୍କ କଥାର ପ୍ରଭାବ ଅନ୍ୟ ଉପରେ ଭଲ ପ୍ରଭାବ ପକାଇବ । ଆର୍ଥିକ ମାମଲା କୌଣସି ବିପଦ ଉଠାନ୍ତୁ ନାହିଁ ।

ଧନୁ

ଏହି ରାଶିର ଲୋକ ଅଟକି ଥିବା କାମ ଏବଂ ଅସମାଧାନ ମାମଲାକୁ ଛାଡି ଆଜି ଆଗକୁ ବଢିବା ପାଇଁ ଚେଷ୍ଟା କରନ୍ତୁ । ଲଭ ପାର୍ଟନରଙ୍କ ସହିତ ଦୂରତା ବଢିପାରେ । ଯାହା ଫଳରେ ସମସ୍ୟା ଆସିବ । ଶୈକ୍ଷିକ କାର୍ଯ୍ୟରେ ବ୍ୟବଧାନ ଆସିପାରେ । ମାଆଙ୍କ ସ୍ୱାସ୍ଥ୍ୟ ଖରାପ ହୋଇ ପାରେ । ରୋଜଗାର ବଢାଇବା ପାଇଁ ଆପଣ ଅଧିକ ପରିଶ୍ରମ କରିବେ ଏବଂ ସଫଳ ମଧ୍ୟ ହୋଇ ପାରନ୍ତି । ବ୍ୟାୟାମ କରନ୍ତୁ । ହଠାତ ଉପହାର ମିଳିବାରୁ ଆପଣଙ୍କୁ ବହୁତ ଖୁସି ମିଳିବ ।

ମକର

ଆଜି ଅଧିକ କାମ ପାଇଁ ଆଜି ଆପଣ ନିଜ ପରିବାର ଲୋକଙ୍କୁ ଅଧିକ ସମୟ ଦେଇ ପାରିବେ ନାହିଁ । ଆପଣଙ୍କ ପ୍ରିୟଙ୍କୁ ଆପଣଙ୍କ ଠାରୁ ଭରସା ନିହାତି ଆବଶ୍ୟକ ଅଟେ । ଯେଉଁ ଲୋକ ଆପଣଙ୍କୁ ଭୁଲ ରାସ୍ତାରେ ନେଇଯାଉଛନ୍ତି ଆଜି ସେମାନଙ୍କ ଉପରେ ନଜର ରଖନ୍ତୁ । କୌଣସି ବ୍ୟକ୍ତିଙ୍କର ସାହାଯ୍ୟ ମଧ୍ୟ କରିବାକୁ ପଡିପାରେ ଏବଂ ଆପଣ ତାଙ୍କର ସାହାଯ୍ୟ କରିବା ପାଇଁ ତତ୍ପର ରହିବେ । ଗ୍ରହ ପରିବର୍ତ୍ତନ କାରଣରୁ ଆପଣଙ୍କ ପ୍ରେମ ସବନ୍ଧରେ ମଧୁରତା ଆସିବ । ବ୍ୟବସାୟରେ ପୁରା ଦାୟିତ୍ଵର ସହିତ କାମ କଲେ ମଧ୍ୟ ଆପଣଙ୍କୁ ସମ୍ପୂର୍ଣ ସଫଳତା ମିଳିବ ନାହିଁ ।

କୁମ୍ଭ

ଆଜି ଆପଣଙ୍କୁ କାର୍ଯ୍ୟରେ ସଫଳତା ଏବଂ ଯଶ କୀର୍ତି ମିଳିବ । ପସନ୍ଦିତା କାମ କରିବା ପାଇଁ ଏବଂ ଶୌକ ପୁରା କରିବା ପାଇଁ ଆଜି ସମୟ ବାହାର କରି ପାରନ୍ତି । ଆଜିର ଦିନ ଆପଣଙ୍କ ପାଇଁ ବ୍ୟସ୍ତ ହେବ । କାମ ଆପଣଙ୍କ ଏବଂ ଆପଣଙ୍କ ପରିବାର ଭିତରେ ମତଭେଦ ହୋଇ ପାରେ । ନିଜ ହାରରୁ କିଛି ଶିଖିବାର ଆବଶ୍ୟକ ଅଛି । ରୋଗରୁ ମୁକ୍ତି ମିଳିବ । ଉଧାରରୁ ଆପଣ ଯେତେ ସାବଧାନ ରହିବେ ଆପଣଙ୍କ ପାଇଁ ସେତେ ଭଲ ହେବ ।

ମୀନ

ଆଜି ସାମାଜିକ ଦାୟିତ୍ଵକୁ ପୁରା କରିବେ । ପରାକ୍ରମରେ ବୃଦ୍ଧି ହେବ । ସାମାଜିକ କାର୍ଯ୍ୟରେ ବ୍ୟସ୍ତ ରହିବେ । ଜୀବନସଥିଙ୍କ ସହିତ ସମ୍ପର୍କ ଭଲ ରହିବ । ଖାଇବା ପିଇବାରେ ଧ୍ୟାନ ରଖିବା ଆବଶ୍ୟକ ଅଟେ । ଚିନ୍ତା, ଡର ଏବଂ ଦୁଖଃ ସ୍ଥିତିରୁ ଦୂରେଇ ରହିବା ପାଇଁ ସମ୍ପୂର୍ଣ ଚେଷ୍ଟା କରିବେ । ସବୁ କାମ ସରଳତା ପୂର୍ବକ ସମାଧାନ ହେବ ଏବଂ ସେଥିରେ ସଫଳତା ମିଳିବ । ଚାକିରି କ୍ଷେତ୍ରରେ ଅନୁକୂଳ ପରିସ୍ଥିତି ସୃଷ୍ଟି ହେବ । ସବୁଦିନ ନିଜ ରାଶି ସମ୍ବନ୍ଧରେ ଜାଣିବା ପାଇଁ ପେଜକୁ ଲାଇକ କରି ଦିଅନ୍ତୁ ।

Leave a Reply

Your email address will not be published. Required fields are marked *