ଫିଲ୍ମରେ ଛୋଟ ଡ୍ରେସ ପିନ୍ଧିବାକୁ ଘୃଣା କରନ୍ତି ଏହି ୪ ଜଣ ଅଭିନେତ୍ରୀ, ନମ୍ବର ୨ ତ ଶାଢୀରେ ବି ଲାଗନ୍ତି ହଟ

ବଲିଉଡ ର ଦୁନିଆ ବହୁତ ଚକା ଛକ ଦୁନିଆ, ଏଠାରେ ସଫଳତା ପାଇବା ପାଇଁ କଳାକାର ମାନେ କିଛି ବି କରି ପାରନ୍ତି । ସେଥିପାଇଁ ଫିଲ୍ମରେ ହିରୋଇନ ମାନେ ଛୋଟ ଡ୍ରେସ ପିନ୍ଧିବାକୁ ପଚାଇ ନଥାନ୍ତି, ଯାହା ଦ୍ଵାରା ତାଙ୍କର ଫିଲ୍ମ ହିଟ ହୋଇପାରିବ ଓ ସେମାନେ ସଫଳ ହୋଇ ପାରିବେ । କିନ୍ତୁ ଟିଭି ଜଗତ ହେଉ ବା ବଲିଉଡ ବା ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରି ହେଉ ଏମିତି କିଛି ଅଭିନେତ୍ରୀ ଅଛନ୍ତି ଯେଉଁମାନେ ଛୋଟ କପଡା ପିନ୍ଧିବାକୁ ମନା କରନ୍ତି । ଏହି ଭାରତୀୟ ଅଭିନେତ୍ରୀ ମାନେ ଛୋଟ କପଡା ପିନ୍ଧିବାକୁ ଘୃଣା କରନ୍ତି । ନମ୍ବର ୨ ତ ଶାଢ଼ୀରେ ମଧ୍ୟ ହଟ , ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ ସେହି ୪ ଟି ନାମ ଯେଉଁମାନେ ଫିଲ୍ମରେ ଛୋଟ ଡ୍ରେସ ପିନ୍ଧିବାକୁ ପସନ୍ଦ କରନ୍ତି ନାହିଁ ।

୪. ପରିଧି ଶର୍ମା

ଟିଭି ସିରିୟଲ ଯୋଦ୍ଧା ଆକବର ରେ ମୁଖ୍ୟ ଭୂମିକାରେ ଥିଲେ ଏହି ଅଭିନେତ୍ରୀ ।  ସେ କେବେବି ନିଜ କ୍ୟାରିୟରକୁ ଆଗକୁ ବଢ଼ାଇବା ପାଇଁ ଛୋଟ ଡ୍ରେସର ବ୍ୟବହାର କରି ନାହାନ୍ତି । ଏବେ କିଛିଦିନ ହେବେ ସେ ଟେଲିଭିଜନ ଦୁନିଆରୁ ଦୂରରେ ଅଛନ୍ତି ଓ ନିଜ ଛୋଟ ପିଲାର ଦେଖା ଶୁଣାରେ ଅଛନ୍ତି ।

୩. କ୍ରିତିକା ସେଙ୍ଗର

ଟେଲିଭିଜନ ଦୁନିଆର ନାମି ଦାମି ଅଭିନେତ୍ରୀ କ୍ରିତିକା ସେଙ୍ଗର । ସେ କେବେ ବି ୱେଷ୍ଟର୍ନ ଷ୍ଟାଇଲର କପଡାକୁ ଏତେ ଧ୍ୟାନ ଦେଇ ନାହାନ୍ତି । ସେ ସବୁବେଳେ ଭାରତୀୟ ବେଶ ଭୂଷାରେ ନଜର ଆସିଛନ୍ତି । ସେ ଟିଭି ସୋ ‘ଝାଂସି କି ରାଣୀ ଲକ୍ଷ୍ମୀବାଇ’ ରେ ଲକ୍ଷ୍ମୀ ବାଇଙ୍କ ଅଭିନୟ କରି ସାରିଛନ୍ତି ।

୨. କୀର୍ତି ସୁରେଶ

କୀର୍ତି ସୁରେଶ୍ ସାଉଥ୍ ସିନେମାର ଜଣେ ଜଣାଶୁଣା ଆକ୍ଟ୍ରେସ ଅଟନ୍ତି । କୀର୍ତି ସୁରେଶଙ୍କୁ ଏହି ଥର ରାଷ୍ଟ୍ରୀୟ ପୁରସ୍କାର ମିଳିଥିଲା । ଏହି ଅଭିନେତ୍ରୀ ଶାଢ଼ୀରେ ବହୁତ ହଟ ଲାଗନ୍ତି । ସେ କେବେ ବି ୱେଷ୍ଟର୍ନ ଷ୍ଟାଇଲର କପଡା ପିନ୍ଧି କେବେ ବି ପୋଜ ଦେଇ ନାହାନ୍ତି ।

୧. ଦୀପିକା କକ୍କଡ

ଦୀପିକା କକ୍କଡଙ୍କର ସୋୟେବ ଇବ୍ରାହିମଙ୍କ ସହିତ ବାହାଘର ହୋଇସାରିଛି । ଏହି ଅଭିନେତ୍ରୀ ଶଶୁରାଲ ସିମରରେ ସିମର ର ଅଭିନୟ କରିଥିଲେ । ଏହି ଅଭିନେତ୍ରୀ କେବେ ବି ଆଗକୁ ବଢିବା ପାଇଁ ୱେଷ୍ଟର୍ନ ଷ୍ଟାଇଲର କପଡା ଉପରେ କେବେ ଧ୍ୟାନ ଦେଇ ନାହାନ୍ତି । ସବୁବେଳେ ଭାରତୀୟ ବେଶ ଭୂଷାରେ ହିଁ ନଜର ଆସନ୍ତି ।

ଆପଣଙ୍କୁ ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥିଲେ ଲାଇକ ଆଉ ସେୟାର କରନ୍ତୁ । ଏହିପରି ବଲୀଉଡ ବିଷୟରେ ଅଧିକ ତଥ୍ୟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।

Leave a Reply

Your email address will not be published. Required fields are marked *