ଗୁରୁବାରର ରାଶିଫଳ 14 ମେ 2020, ଆଜି ହେବାକୁ ଯାଉଛି ବଡ ଚମତ୍କାର, ୫ଟି ରାଶିବାଲାଙ୍କୁ ମିଳିବ ଖୁବ ସାରା ଟଙ୍କା

ରାଶିଫଳର ଆମ ଜୀବନରେ ବହୁତ ମହତ୍ତ୍ଵ ରହିଥାଏ । ଗ୍ରହମାନଙ୍କ ଗୋଚର ଓ ନକ୍ଷତ୍ରର ଗତିକୁ ଆଧାରକରିହିଁ ରାଶିଫଳ ବାହାର କରାଯାଇଥାଏ । ଶାସ୍ତ୍ର ଅନୁସାରେ ଆମ ଜୀବନ ଗ୍ରହ ମାନଙ୍କର ଚଳନ ଉପରେ ଆଧାରିତ ହୋଇ ଥାଏ ଏବଂ ଯେମିତି ଏହି ଗ୍ରହ ମାନଙ୍କର ଦିଗ ପରିବର୍ତ୍ତନ ହୋଇଥାଏ ଆମ ଜୀବନ ଉପରେ ତାର ପ୍ରଭାବ ପଡିଥାଏ । କେତେକ ଲୋକ ନିଜର ଭବିଷ୍ୟତ ବିଷୟରେ ଜାଣିବା ପାଇଁ ବହୁତ ଆଗ୍ରହୀ ହୋଇଥାନ୍ତି, ରାଶି ଅନୁସାରେ ବ୍ଯକ୍ତିର ସ୍ଵଭାବ ଓ ଭବିଷ୍ୟତ ସମ୍ବନ୍ଧୀୟ ବହୁତ ସୂଚନା ପ୍ରାପ୍ତ କରାଯାଇପାରେ । ଗ୍ରହମାନଙ୍କ ଗତି ସବୁବେଳେ ବଦଳି ଥାଏ ଯେଉଁଥିପାଇଁ ଆମର ଦୈନିକ ଜୀବନରେ ବି ସମସ୍ତ ଘଟଣା ସବୁଦିନ ଚେଞ୍ଜ ହୋଇଥାଏ । ଯଦି ଆପଣ ବି ଜାଣିବାକୁ ଚାହୁଞ୍ଚନ୍ତି କି ଆଜିର ଦିନ ଆପଣଙ୍କର କିପରି ରହିବ ଓ ଆଜିର ଦିନ ଆପଣଙ୍କ ଜୀବନରେ କଣ କଣ ପରିବର୍ତ୍ତନ ଆଣିବ ! ଏହି ସବୁ ପ୍ରଶ୍ନର ଉତ୍ତର ଜାଣିବା ପାଇଁ ପଢନ୍ତୁ ଆଜି 14 ମେ 2020 ଗୁରୁବାରର ରାଶିଫଳ ।

ମେଷ

ଆଜି ଆପଣଙ୍କ ଘରର ଆର୍ଥିକ ସ୍ଥିତି ଆଗ ଅପେକ୍ଷା ବହୁତ ଭଲ ରହିବ । ଆଇନ ସବନ୍ଧିତ ମାମଲାରେ ନ୍ୟାୟ ଆପଣଙ୍କ ପକ୍ଷରେ ରହିବ । କୌଣସି ନା କୌଣସି ଜିନିଷକୁ ନେଇ ଆପଣଙ୍କ ମନରେ ସନ୍ଦେହ ରହିବ । ଯଦି ଆପଣ ପଇସା ନିବେଶ କରିବାକୁ ଚାହୁଁଛନ୍ତି ତାହେଲେ ସବୁ ବୁଝି ବିଚାରି ନିବେଶ କରନ୍ତୁ । ଆଳସ୍ୟ କାରଣ ପାଇଁ ଅସ୍ଵସ୍ଥତା ଅନୁଭବ କରିବେ । ଘରେ ଖୁସି ରହିବ । ବିଦ୍ୟାର୍ଥୀ ମାନଙ୍କୁ ନିଜ ପାଠ ପଢା ଉପରେ ଅଧିକ ଧ୍ୟାନ ଦେବା ପାଇଁ ପଡିବ ।

ବୃଷ

ଆଜି ଆପଣଙ୍କ ମନ ବହୁତ ଖୁସି ରହିବ । ସାବଧାନର ସହିତ ଗାଡି ଚଳାନ୍ତୁ । ବଡ ଲୋକ ମାନଙ୍କର କଥା ମାନିବା ଦ୍ଵାରା ଆପଣଙ୍କୁ ବହୁତ ଲାଭ ମିଳିବ । ଶିକ୍ଷା ଏବଂ ଚାକିରି କ୍ଷେତ୍ରରେ ଆପଣ ସଫଳତା ହାସଲ କରିବେ । ଛୋଟ ଛୋଟ ବିବାଦକୁ ଅଣଦେଖା କରନ୍ତୁ ଆଜିର ଦିନଟି ଆପଣଙ୍କ ପାଇବ ଭଲ ରହିବ । ଜୀବନସାଥୀ ଙ୍କର ସ୍ୱାସ୍ଥ୍ୟ ଖରାପ ହୋଇ ପାରେ । ଆଳସ୍ୟରେ ବୃଦ୍ଧି ହେବ ।

ମିଥୁନ

ବିଦ୍ୟାର୍ଥୀ ମାନଙ୍କୁ ସଫଳତା ମିଳିବ । ସମାଜରେ ମାନ ସଂମ୍ମାନ ଏବଂ ପ୍ରତିଷ୍ଠା ବଢିବ । କାର୍ଯ୍ୟକ୍ଷେତ୍ରରେ ଆସୁଥିବା ସବୁ ବାଧା ଦୂର ହେବା ସହିତ ଆପଣଙ୍କୁ ସଫଳତା ମିଳିବ । ଆପଣଙ୍କର ନିଜର ପୁରୁଣା ବନ୍ଧୁଙ୍କ ସହିତ ଦେଖା ହୋଇପାରେ । ପରିବାରରେ ବାଦ ବିବାଦ ହୋଇପାରେ । ଚାକିରିରେ ଅଫିସର ଙ୍କର ସହଯୋଗ ମିଳିବ ।

କର୍କଟ

ଆଜି ଚାକିରିରେ ଆପଣ ବହୁତ ଭଲ କାମ କରିବେ ଯେଉଁଥି ପାଇଁ ଆପଣଙ୍କୁ ପ୍ରଶଂସା କରାଯିବ । ଆପଣଙ୍କୁ କୌଣସି ସରକାରୀ ଚାକିରି ମିଳିବାର ସମ୍ଭାବନା ଅଛି । ଆପଣଙ୍କର ସବୁ ଅଧୁରା ଇଚ୍ଛା ପୂରଣ ହେବ । କାର୍ଯ୍ୟ କ୍ଷେତ୍ରରେ ଆପଣଙ୍କୁ ବହୁତ ବଡ ଲାଭ ମିଳିବ । ଆଜି ଆପଣ ନିଜର କଥାରେ ଅଟଳ ରହିବେ । ଏହି ସ୍ଥିତି ଆପଣଙ୍କୁ ଚିନ୍ତାରେ ପକାଇ ପାରେ ।

ସିଂହ

ଆଜି କୌଣସି କାମ କରୁଥିବା ସମୟରେ କୌଣସି ଅନ୍ୟ କଥା ମନକୁ ଆଣନ୍ତୁ ନାହିଁ । ଆପଣଙ୍କ ପାଇଁ ରୋଜଗାର କରିବା ପାଇଁ ନୂଆ ରାସ୍ତା ମିଳିଯିବ । କୌଣସି ବଡ କାମର ଦାୟିତ୍ଵ ଆପାନନ୍କୁ ଦିଆଯିବ । ଆପଣଙ୍କୁ ବ୍ୟବସାୟରେ ବହୁତ ଧନ ଲାଭ ହେବ । ବେପାର ପାଇଁ ଆଜିର ଦିନଟି ବହୁତ ଭଲ ଅଛି । ଆପଣଙ୍କର ରାଗ ବଢିପାରେ । ପରିବାରର ସହଯୋଗ ମିଳିବ ।

କନ୍ୟା

ଆଜି ଆପଣଙ୍କ ପାରିବାରିକ ଜୀବନ ବହୁତ ଖୁସିରେ ରହିବ । ଆପଣଙ୍କ ଜୀବନରେ ହେଉଥିବା ପରିବର୍ତ୍ତନକୁ ଆପଣଙ୍କୁ ସ୍ଵୀକାର କରିବାକୁ ହେବ । ଆଜି ଆପଣଙ୍କ ସହିତ କୌଣସି ହୃଦୟସ୍ପର୍ଶୀ ଏବଂ ଭାବନା ଯୁକ୍ତ ଲୋକଙ୍କର ଦେଖା ହୋଇ ପାରେ । ଆଜି ଆପଣ ବନ୍ଧୁ ମାନଙ୍କର କୌଣସି ବି ମାମଲାରେ ପଡି ନିଜର ସମୟ ଖରାପ କରନ୍ତୁ ନାହିଁ । ନିଜର କାମ ଉପରେ ଧ୍ୟାନ ଦିଅନ୍ତୁ ।

ତୁଳା

ଆଜି ଆପଣଙ୍କ ପ୍ରେମ ସମ୍ପର୍କରେ କିଛି ବାଧା ଆସିପାରେ କିନ୍ତୁ ଏହାଦ୍ଵାରା ଆପଣଙ୍କୁ କୌଣସି ଫରକ ପଡିବ ନାହିଁ । ଆପଣ ନିଜ ପ୍ରେମୀଙ୍କ ସହିତ ଅଧିକ ସମୟ କାଟି ଭାବନାତ୍ମକ ରୂପରେ ଯୋଡି ହେବା ପାଇଁ ଚେଷ୍ଟା କରନ୍ତୁ ଏହାଦ୍ୱାରା ଆପଣଙ୍କ ଲଭ ଲାଇଫ ଦୃଢ ହେବ । ଆପଣଙ୍କ ବ୍ୟବହାର ପାଇଁ ଆପଣଙ୍କୁ ମାନ ସଂମ୍ମାନ ମିଳିବ । ବେପାରରେ ପ୍ରତିଯୋଗୀତା ବଢିବ । ବ୍ୟବସାୟରେ ଆପଣଙ୍କୁ କୌଣସି ନୂଆ ଖୁସି ଖବର ମିଳିପାରେ । ଆଜି ଆପଣ କାହା ମନରେ ବି ଦୁଖଃ ଦିଅନ୍ତୁ ନାହିଁ ।

ବିଛା

ଆଜି ଆପଣଙ୍କୁ ନୂଆ ବନ୍ଧୁଏନକେ ସହିତ ପାଠ ପଢିବା ପାଇଁ ଅବସର ମିଳିବ । ଜୀବନର ସବୁ ପାଦରେ ଆପଣଙ୍କୁ ସଫଳତା ମିଳିବ । ଚାକିରି କରିଥିବା ଲୋକ ମାନଙ୍କର ପ୍ରମୋଶନ ହେବ । ଅଧିକ ବ୍ୟସ୍ତ ରହି ପାରନ୍ତି । ସବୁ ପ୍ରକାର ଚେଷ୍ଟା ଏବଂ ପରିଶ୍ରମ କରିବା ପରେ ମଧ୍ୟ କିଛି ନା କିଛି କାମ ବାକି ରହିଯିବ । ଭୁଲ କଥାକୁ ଭୁଲ ଜାଗାରେ କୁହନ୍ତୁ ନାହିଁ ।

ଧନୁ

ଆଜି ପୁତ୍ର ଠାରୁ କୌଣସି ବଡ ଖୁସି ଖବର ମିଳିବ । ଏହି ସମୟରେ ଆପଣ କିଛି ନୂଆ ଜିନିଷ କିଣିବା ପାଇଁ ଯୋଜନା କରି ପାରନ୍ତି । ଏହି ରାଶିର ଅବିବାହିତ ଲୋକଙ୍କୁ ଏକ ଖୁଡୀ ଖବର ମିଳିପାରେ ଏବଂ ବହୁତ ଶୀଘ୍ର ଆପଣଙ୍କ ଜୀବନରେ ନୂଆ ସାଥି ଆସିପାରନ୍ତି । ଆର୍ଥିକ ସ୍ଥିତି ମାଧ୍ୟମ ଧରଣର ରହିବ ।

ମକର

ଆଜି ଆପଣଙ୍କୁ ସବୁ କଷ୍ଟରୁ ମୁକ୍ତି ମିଳିବ । ଆପଣଙ୍କୁ ଧନ ପ୍ରାପ୍ତି ହେବା ସହିତ ଘରେ ସୁଖ ସମୃଦ୍ଧି ବଢିବ । କାର୍ଯ୍ୟକ୍ଷେତ୍ର ରେ କରିଥିବା ପ୍ରୟାସ ସଫଳ ହେବ । ଅଧୁରା କାମ ଠିକ ସମୟରେ ସଫଳତାର ସହିତ ପୁରା ହେବ । ଆପଣ କରିଥିବା ଯୋଜନା ଦ୍ଵାରା ଆପଣଙ୍କୁ ଧନ ହେବାର ସମ୍ଭାବନା ଅଛି । ଆଜି ଆପଣଙ୍କ ଦିନଟି ବହୁତ ଭଲରେ କଟିବ ।

କୁମ୍ଭ

ଆଜି ଆପଙ୍କର କମ ଚେଷ୍ଟା ଦ୍ଵାରା ଆପଣଙ୍କୁ ଅଧିକ ସଫଳତା ମିଳିବ ଏବଂ ଧନ ଲାଭ ମଧ୍ୟ ହେବ । ଆପଣଙ୍କୁ ବେପାରରେ ଅଧିକ ଧନ ଲାଭ ହେବ । ଆଜି ଆପଣଙ୍କୁ ନିଜ ଘର ଲୋକଙ୍କ ଠାରୁ ସମ୍ପୂର୍ଣ ସାହାଯ୍ୟ ମିଳିବ । ଅଧିକ ସମୟରୁ ଚାଲି ଆସୁଥିବା ଚିନ୍ତା ଆଜି ଦୂର ହେବ । ନିବେଶ କରିବା ପାଇଁ ଆଜିର ଦିନଟି ଭଲ ନାହିଁ । ନିଜର କଥା ଉପରେ ସଂଯୋଗ ରଖନ୍ତୁ ।

ମୀନ

ଆଜି ଆପଣ ନିଜର ଭବିଷ୍ୟତ ପାଇଁ କିଛି ଯୋଜନା ପ୍ରସ୍ତୁତ କରି ପାରନ୍ତି । କୌଣସି ଲୋକ ପ୍ରତି ଆପଣ ଆକର୍ଷିତ ହୋଇ ପାରନ୍ତି । ସରକାରୀ କାମରେ ସଫଳତା ମିଳିପାରେ । ଗରିବ ଏବଂ ଅସହାୟ ଲୋକ ମାନଙ୍କୁ ସାହାଯ୍ୟ କରନ୍ତୁ । ଆପଣ ନିଜ ଜୀବନରେ ବହୁତ ପ୍ରଗତି କରି ଆଗକୁ ବଢିବେ । ଆପଣଙ୍କ ରାଗି ସ୍ଵଭାବ ଆପଣଙ୍କ ପରିବାରର ସୁଖ ଛଡାଇ ନେଇ ପାରେ ଏଥିପାଇଁ କେବେ କେବେ ଆପଣ ପଛରେ ରହିବା ତ ହିଁ ଭଲ ହେବ ।

Leave a Reply

Your email address will not be published. Required fields are marked *