ବିବାହ ବନ୍ଧନରେ ବାନ୍ଧି ହେଲେ Prakruti Mishra, କଟକ ମୋନାଲିସା ମଣ୍ଡପରେ ପଡିଲା ହାତଗଣ୍ଠି…ଦେଖନ୍ତୁ ଭିଡିଓ

ବନ୍ଧୁଗଣ, ସବୁବେଳେ ବିବାଦ ମଧ୍ୟରେ ଘେରିହୋଇ ରହିଥିବା ଓଡିଆ ଅଭିନେତ୍ରୀ ପ୍ରକୃତି ମିଶ୍ର ଆଜି ପୁଣି ଥରେ ଚର୍ଚ୍ଚାରେ । ପ୍ରକୃତି ମିଶ୍ର ଙ୍କର ବର୍ତ୍ତମାନ ଏକ ଭି-ଡି-ଓ ସୋ-ସି-ଆ-ଲ ମି-ଡି-ଆରେ ଭା-ଇ-ରା-ଲ ହେଉଥିବାର ନଜର ଆସିଛି । ଏଥିରେ ପ୍ରକୃତି ବିବାହ କରୁ ଥିବାର ଦୃଶ୍ୟ ଦେଖିବାକୁ ମିଳିଛି । ଆପଣ ମାନେ ଏହା ତ ଭଲ ଭାବରେ ଜାଣିଛନ୍ତି ଯେ କିଛିଦିନ ତଳେ ବାବୁସାନ-ତୃପ୍ତି ଏବଂ ପ୍ରକୃତି ମିଶ୍ର ଙ୍କ ମଧ୍ୟରେ କିଭଳି ବିବାଦ ସୃଷ୍ଟି ହୋଇଥିଲା ।

ବିଚ ରାସ୍ତାରେ ପ୍ରକୃତି ଙ୍କୁ ତୃପ୍ତି ବାବୁସାନ ଙ୍କ ସହିତ କାର ଭିତରେ ଦେଖି ମାଡ ମାରିଥିଲେ । ଏହା ସହିତ ସେ କହିଥିଲେ ପ୍ରକୃତି ପାଇଁ ତାଙ୍କ ପରିବାର ମଧ୍ୟରେ ଫାଟ ସୃଷ୍ଟି ହୋଇଛି । ଅନେକ ଦିନ ପ୍ରାୟ ଏହି ବିବାଦ ଲାଗି ରହିଥିଲେ । ପରେ ବାବୁସାନ ନିଜ ଭୁଲ ବୁଝିପାରି ନିଜ ପରିବାରକୁ କ୍ଷମା ମାଗି ନିଜ ଘରପରିବାର ତଥା ସ୍ତ୍ରୀ ଏବଂ ପୁଅ ଗ୍ଵାନ ପାଖକୁ ଫେରି ଆସିଥିଲେ ।

ପ୍ରକୃତି କିନ୍ତୁ ଏ ସବୁକୁ ମିଥ୍ୟା ଆରୋପ କହିଥିଲେ । ବର୍ତ୍ତମାନ ବାବୁସାନ ଙ୍କ “ଦମନ” ଚଳଚିତ୍ର ପରେ ପ୍ରକୃତି ଙ୍କ ସିନେମା ଆସିବାକୁ ଯାଉଅଛି । ଏଥିରେ ପ୍ରକୃତି ଆକ୍ଟର ଙ୍କ ସହିତ ବେଦୀ ଉପରେ ବିବାହ କରୁଥିବାର ନଜର ଆସୁଛନ୍ତି । ଏହି ସିନରେ ପ୍ରକୃତି ଲାଲୀ ରଙ୍ଗର ପୋଷାକ ସାଙ୍ଗକୁ ବୋଧୂବେସ ସାଜି ମଣ୍ଡପରେ ବସିଥିବାର ନଜର ଆସିଥିଲେ ।

ଉଭୟ ବର କନ୍ୟା ପରସ୍ପରକୁ ବରଣମାଳା ପିନ୍ଧାଇଥିଲେ ଏବଂ ହିରୋ ପ୍ରକୃତି ଙ୍କ ମଥାରେ ସିନ୍ଧୁର ପିନ୍ଧାଇଥିଲା । ତେବେ ଏହି ଦୃଶ୍ୟକୁ ନେଇ ଅଭିନେତ୍ରୀ ପ୍ରକୃତି କହିଥିଲେ ଯେ ଏହା ଆମ ଚଳଚିତ୍ରର ଦ୍ଵିତୀୟ ସିନ ଏବଂ ସେ ଏହାକୁ ନେଇ ବହୁତ ଖୁସି ଅଛନ୍ତି । ଆଶା ରଖିଛନ୍ତି ଯେ ଦର୍ଶକ ମାନେ ତାଙ୍କର ଅଭିନୟକୁ ବେସ ଭଲ ପାଇବେ ତଥା ଉକ୍ତ ଚଳଚିତ୍ର ମଧ୍ୟ ବେସ ସଫଳତା ର ପାତ୍ର ହେବ ।

ଆଗକୁ ସେ ଓଡିଶା ପାଇଁ ଭଲ ଭଲ ଚଳଚିତ୍ର କରିବେ ବୋଲି କହିଛନ୍ତି । ଏହା ସହିତ ସେ ଓଡିଶାରେ କାମ କରିଥିବାରୁ ବହୁତ ଖୁସ ଅଛନ୍ତି ବୋଲି କହିଛନ୍ତି । ପ୍ରକୃତି ଙ୍କ କିଛି ଫ୍ୟାନ୍ସ ମାନେ ନିଜର ମତାମତ ସୋସିଆଲ ମିଡିଆରେ କମେଣ୍ଟ ମାଧ୍ୟମରେ ଜଣାଇଛନ୍ତି ଏବଂ ତାଙ୍କ ଚଳଚିତ୍ର ପାଇଁ ଶୁଭେଛା ମଧ୍ୟ ଜଣାଇଛନ୍ତି । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *