Breaking News: UGC ପକ୍ଷରୁ ଆସିଲା ନୂଆ ଗାଇଡ ଲାଇନ, ଏହି ତାରିଖରୁ College ରେ ଆରମ୍ଭ ହେବ ପାଠ ପଢା, ଜଲ୍ଦି ଦେଖନ୍ତୁ

ବନ୍ଧୁଗଣ ବର୍ତ୍ତମାନ ଦେଶର ସ୍ଥିତି ବହୁତ ଜଟିଳ ହୋଇଛି । ଗତ ବର୍ଷ ପରି ଏହି ବର୍ଷ ମଧ୍ୟ ଦେଶରେ ଲକଡାଉନ ଜାରି ରହିଛି । ବନ୍ଧୁଗଣ ବର୍ତ୍ତମାନ ଦେଶରେ କରୋନା ସଂକ୍ରମଣ ଦିନକୁ ଦିନ ବଢିବାରେ ଲାଗିଛି ।

ଏହି ସଂକ୍ରମଣକୁ ରୋକିବା ପାଇଁ କିଛି ରାଜ୍ୟ ସରକାର ମାନେ ରାଜ୍ୟରେ ଲକଡାଉନ ଘୋଷଣା କରିଛନ୍ତି । ଲକଡାଉନ କାରଣରୁ ଲୋକଙ୍କ ଆର୍ଥିକ ସ୍ଥିତି ଓ ଶିକ୍ଷା କ୍ଷେତ୍ରରେ ବିଶେଷ ପ୍ରଭାବ ପଡୁଛି । ଗତ ବର୍ଷ ପରି ଏହି ବର୍ଷ ମଧ୍ୟ ଛାତ୍ର ଛାତ୍ରୀ ମାନଙ୍କୁ ଅନଲାଇନ କ୍ଳାସ କରିବା ପାଇଁ ସରକାର ନିର୍ଦ୍ଦେଶ ଦେଇଛନ୍ତି ।

ବର୍ତ୍ତମାନର ସମୟରେ UGC ଏକ ବଡ ଘୋଷଣା କରିଛି । ବନ୍ଧୁଗଣ ଛାତ୍ର ଛାତ୍ରୀ ମାନଙ୍କ ପରୀକ୍ଷା ଓ ନାମ ଲେଖାକୁ ନେଇ UGC ଏହି ବଡ ଘୋଷଣାଟି କରିଛି ଯାହା ବିଷୟରେ ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।

ବନ୍ଧୁଗଣ ଦେଶରେ କରୋନା ସ୍ଥିତିକୁ ଦେଖି ନାମ ଲେଖା ଓ ପରୀକ୍ଷାକୁ ନେଇ ଜାରି ହୋଇଛି UGCର ଗାଇଡଲାଇନ । ୨୦୨୧-୨୦୨୨ ର ଶିକ୍ଷା ବର୍ଷ ପାଇଁ ପ୍ରଥମ ବର୍ଷର ନାମ ଲେଖା ସେପ୍ଟେମ୍ବର ୩୦ ସୁଧା ସାରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଅକ୍ଟୋବର ପହିଲାରୁ ପାଠ ପଢାଇବା ପାଇଁ ଗାଇଡଲାଇନ ରହିଛି । ଏ ସମ୍ପର୍କରେ ସମସ୍ତ ବିଶ୍ଵ ବିଦ୍ୟାଳୟ ଓ କଲେଜକୁ ନିର୍ଦ୍ଦେଶ ଦିଆଯାଇଛି ।

ବନ୍ଧୁଗଣ କରୋନା ପାଇଁ ଶିକ୍ଷା କ୍ଷେତ୍ରରେ ବହୁତ ପ୍ରଭାବ ପଡୁଥିବାରୁ UGC ଏହି ବଡ ଘୋଷଣା କରିଛି । ତେଣୁ ଆଗାମୀ ସେପ୍ଟେମ୍ବର ୩୦ ସୁଧା ସମସ୍ତ ଛାତ୍ର ଛାତ୍ରୀ ନାମ ଲେଖାଇ ପାରିବେ ଓ ଅକ୍ଟୋବର ପହିଲାରୁ ପାଠ ପଢି ପାରିବେ । ଆଗକୁ ତୃତୀୟ ଲହର ଆସିବାର ଆଶଙ୍କା ରହିଛି ତେଣୁ ନାମ ଲେଖା ଶୀଘ୍ର ସାରିବାକୁ ନିର୍ଦ୍ଦେଶ ଦିଆଯାଇଛି । ତା ହେଲେ ବନ୍ଧୁଗଣ ଆପଣ ମାନେ ଏହାର ସୂଚନା ଅନ୍ୟ ମାନଙ୍କୁ ଦିଅନ୍ତୁ ଓ ଯଦି ଆପଣ ମାନଙ୍କୁ ଆମ ପୋଷ୍ଟ ଭଲ ଲାଗିଥିବ ତା ହେଲେ କମେଣ୍ଟ କରିବାକୁ ଭୁଲିବେ ନାହିଁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *