TV ସିରିଏଲ CID ରୁ ଫେମସ ହୋଇଥିବା Actor ଙ୍କର ଏମାନେ ହେଉଛନ୍ତି ରିଅଲ ଲାଇଫ ପାର୍ଟନର, ଏସସିପି ପ୍ରଦ୍ଯୁମନ ଙ୍କ ପତ୍ନୀ ତ ସବୁଠୁ ଅଧିକ ସୁନ୍ଦର

ବନ୍ଧୁଗଣ ଟିଭି ଇଣ୍ଡଷ୍ଟ୍ରିର ସବୁଠୁ ଲୋକପ୍ରିୟ ସିରିଏଲ CID କ୍ରାଇମ ଡ୍ରାମା ସିରିଏଲ ମଧ୍ୟରେ ଗୋଟିଏ ଅଟେ ଯିଏ ହାରାହାରି 2 ଦଶକ ଧରି ଦର୍ଶକ ମାନଙ୍କୁ ମନୋରଞ୍ଜନ କରି ଆସୁଛି । ଏହା ଟିଭି ଇଣ୍ଡଷ୍ଟ୍ରି ର ସବୁଠୁ ଅଧିକ ଦେଖା ଯାଉଥିବା ସିରିଏଲ ମଧ୍ୟରୁ ଗୋଟିଏ ଅଟେ । ଯିଏ ଦର୍ଶକ ମାନଙ୍କର ଫୁଲ ମନୋରଞ୍ଜନ କରିବାରେ କୌଣସି ଅଭାବ ରଖି ନାହିଁ । ଏହା ସହିତ ଏହି ସିରିଏଲ ରେ ସବୁ କଳାକାର ନିଜ ଚରିତ୍ରକୁ ବହୁତ ଭଲ ଭାବେ ତୁଲାଇ ଥାଆନ୍ତି ଯେଉଁ କାରଣରୁ ସେମାନେ ଦର୍ଶକ ମାନଙ୍କର ହୃଦୟରେ ଏକ ବଡ ପ୍ରଭାବ ପକାଇଥିଲେ ।

ଏହି କାରଣରୁ ଏହି ଟିଭି ସିରିଏଲ ସବୁବେଳେ ଟିଆରପି ମାମଲାରେ ସବୁଠୁ ଉପରେ ରହିଛି । କିନ୍ତୁ ଆଜି ଆମେ ଆପଣଙ୍କୁ ଏହି ସିରିଏଲ ରେ କାମ କରି ଫେମସ ହୋଇଥିବା କଳାକାର ମାନଙ୍କ ରିଅଲ ଲାଇଫ ପାର୍ଟନର ଙ୍କ ସହିତ ସାକ୍ଷାତ କରାଇବୁ ଯେଉଁମାନେ ଆଜି ନିଜ ଫିଲ୍ଡ ରେ ବହୁତ ସକ୍ସେସଫୁଲ ଅଟନ୍ତି ।

ବୈଷ୍ଣବୀ ଧନରାଜ

ଅଭିନେତ୍ରୀ ବୈଷ୍ଣବୀ ଧନରାଜ ସିରିଏଲ ସିଆଇଡ଼ି ରେ ଇନ୍ସପେକ୍ଟର ତାଶା ର ଚରିତ୍ର ପାଇଁ ଜଣା ଯାଆନ୍ତି । ଯିଏ ତାଙ୍କର ଚରିତ୍ରକୁ ବହୁତ ଭଲ ଭାବରେ ନିଭାଇଥିଲେ । ଯଦି ଆମେ ତାଙ୍କ ରିଅଲ ଲାଇଫ ସ୍ବାମୀଙ୍କ ବିଷୟରେ କହିବା ତେବେ ତାଙ୍କ ସ୍ବାମୀଙ୍କ ନାମ ନିତିନ ସେହରାବତ ଅଟେ । ଯାହାଙ୍କ ସହିତ ସେ 2012 ରେ ନିଜର ଘର ବସାଇଥିଲେ କିନ୍ତୁ ଏମାନଙ୍କ ବିବାହ ଅଧିକ ଦିନ ପର୍ଯ୍ୟନ୍ତ ଚାଲି ପାରିଲା ନାହିଁ ଓ ବାହାଘର ର 4 ବର୍ଷ ପରେ ଦୁହେଁ ଅଲଗା ହୋଇ ଯାଇଥିଲେ । ଆପଣଙ୍କୁ କହି ଦେଉଛୁ କି ନିତିନ ମଧ୍ୟ ଏକ ଟିଭି ଆକ୍ଟର ଅଟନ୍ତି ଯିଏ ବଡେ ଅଛେ ଲଗତେ ହେଁ ଓ ଅଧୁରି କାହାନୀ ଭଳି ସିରିଏଲ ରେ କାମ କରିଛନ୍ତି ।

ଦିନେଶ ଫର୍ନାଡିସ

ଏହି ସିରିଏଲ ରେ ଦିନେଶ ଫର୍ନାଡିସ ଇନ୍ସପେକ୍ଟର ର ଜବରଦସ୍ତ ଚରିତ୍ର କରିଥିଲେ । ତାଙ୍କ କ୍ୟାରେକ୍ଟର ରେ ଆମକୁ କମେଡି ଓ ଧାକଡ ଦୁଇଟି ହିଁ ଦେଖିବାକୁ ମିଳିଥିଲା । ଯାହା ପାଇଁ ସେ ଦର୍ଶକଙ୍କ ଠାରୁ ବହୁତ ପ୍ରଶଂସା ପାଇଥିଲେ । ଯଦି ଆମେ ତାଙ୍କ ପତ୍ନୀ ଙ୍କ ବିଷୟରେ କହିବା ତେବେ ତାଙ୍କ ପତ୍ନୀ ଙ୍କ ନାମ ଅନିତା ଫର୍ନାଡିସ ଅଟେ । ଅନିତା ଜଣେ ହାଉସ ୱାଇଫ ଅଟନ୍ତି ଯିଏ ସବୁବେଳେ ଲାଇମ ଲାଇଟ ରୁ ଦୂରେଇ ରୁହନ୍ତି ।

ଅଂଶୁ ସାୟେଦ

ଏହି ସିରିଏଲ ରେ ଅଭିନେତ୍ରୀ ଅଂଶୁ ସାୟେଦ ଇନ୍ସପେକ୍ଟର ପୂର୍ବୀ ଚରିତ୍ର କରିଥିଲେ । ଯିଏ କ୍ରିମିନାଲ ଙ୍କୁ ଧରିବାରେ ସିଆଇଡ଼ି ଟୀମ ସହିତ ଥାଆନ୍ତି । ତାଙ୍କ ଅଭିନୟକୁ ଦର୍ଶକ ଖୁବ ପସନ୍ଦ କରିଥିଲେ ଯାହା ପାଇଁ ସେ ବହୁତ ଫେମସ ହୋଇ ଯାଇଥିଲେ । ଯଦି ଆମେ ତାଙ୍କ ସ୍ବାମୀଙ୍କ ବିଷୟରେ କହିବା ତ ସେ ଏ ପର୍ଯ୍ୟନ୍ତ ବିବାହ କରି ନାହାଁନ୍ତି ଓ ନା ସେ କାହାକୁ ଏବେ ଡେଟ କରୁଛନ୍ତି । ସେ ବର୍ତ୍ତମାନ ନିଜର ଅଭିନୟ କ୍ଯାରିୟର ଉପରେ ଧ୍ୟାନ ଦେଉଛନ୍ତି ।

ଦୟାନନ୍ଦ ସେଟ୍ଟୀ

ଅଭିନେତା ଦୟାନନ୍ଦ ସେଟ୍ଟୀ ସିଆଇଡ଼ି ସିରିଏଲ ରେ ସିନିୟର ଇନ୍ସପେକ୍ଟର ଦୟା ର ମୁଖ୍ୟ ଭୂମିକାରେ ନଜର ଆସିଥିଲେ । ଯିଏ ଦର୍ଶକ ମାନଙ୍କର ମନରେ ଏକ ଅଲଗା ସ୍ଥାନ ବନାଇ ପାରିଥିଲେ । ଯଦି ଆମେ ତାଙ୍କ ପତ୍ନୀ ଙ୍କ ବିଷୟରେ କହିବା ତ ତାଙ୍କ ପତ୍ନୀ ଙ୍କ ନାମ ସ୍ମିତା ସେଟ୍ଟୀ ଅଟେ ଯାହାଙ୍କ ସହିତ ବହୁତ ବର୍ଷ ପୂର୍ବେ ସେ ବିବାହ କରିଥିଲେ ଓ ଏମାନଙ୍କର ଏକ ଝିଅ ମଧ୍ୟ ଅଛି । ସ୍ମିତା ସେଟ୍ଟୀ ଜଣେ ହାଉସ ୱାଇଫ ଅଟନ୍ତି ଯିଏ ସବୁବେଳେ ଲାଇମ ଲାଇଟ ରୁ ଦୂରେଇ ରୁହନ୍ତି ।

ଶିବାଜି ସାଟମ

ଏହି ସିରିଏଲ ରେ ମୁଖ୍ୟ ଚରିତ୍ର ଏସସିପି ର ଭୂମିକା କରିଥିଲେ ଅଭିନେତା ଶିବାଜି ସାଟମ । ଯିଏ ସିରିଏଲ ଆରମ୍ଭରୁ ହିଁ ନିଜର ଦମଦାର ଅଭିନୟ ଦେଖାଇ ଦର୍ଶକ ଙ୍କ ଠାରୁ ଖୁବ ପ୍ରଶଂସା ପାଇଥିଲେ । ଯଦି ଆମେ ତାଙ୍କ ପତ୍ନୀ ଙ୍କ ବିଷୟରେ କଥା ହେବା ତ ତାଙ୍କ ପତ୍ନୀ ଙ୍କ ନାମ ଅରୁଣା ସାଟମ ଅଟେ । ତାଙ୍କର ଗୋଟିଏ ପୁଅ ମଧ୍ୟ ଅଛି ଯାହାଙ୍କ ନାମ ଅଭିଜିତ ସାଟମ ଅଟେ । ଆପଣଙ୍କୁ କହି ଦେଉଛୁ କି ଅରୁଣା ସାଟମ ଜଣେ ମରାଠୀ ଫିଲ୍ମ ର ଫେମସ ଆକ୍ଟ୍ରେସ ଅଟନ୍ତି ଯିଏ ଅନେକ ମରାଠୀ ଫିଲ୍ମ ରେ କାମ କରିଛନ୍ତି ।

ତେବେ ଫ୍ରେଣ୍ଡ୍ସ ଅପାଣଙ୍କୁ ସିଆଇଡ଼ି ରେ କାହାର ଆକଟିଂ ସବୁଠୁ ଅଧିକ ଭଲ ଲାଗେ ଆମକୁ କମେନ୍ଟ କରନ୍ତୁ ଓ ଆଗକୁ ଆମ ସହିତ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ ।

Leave a Reply

Your email address will not be published. Required fields are marked *