ପ୍ରଥମ ଥର ଦେଖନ୍ତୁ ସାଇଙ୍କ ଫ୍ୟାମିଲି ଆଲବମ, ଯାହା ଆଗରୁ ଆପଣ କେବେ ବି ଦେଖି ନଥିବେ

ନାମସ୍କାର ବନ୍ଧୁଗଣ । ଆପଣ ମାଙ୍କୁ ଆମର ଏହି ଲେଖାକୁ ସ୍ଵାଗତ । ଆପଣ ମାନେ ତ ପ୍ରତ୍ୟେକ ଦିନ କୁଆଁରୀ ବୋହୁ ସିରିଏଲ ତ ନିଶ୍ଚିତ ଭାବରେ ଦେଖୁଥିବେ । ଏହି ସିରିଏଲ ଟି ତରଙ୍ଗ ଚ୍ଯାନେଲ ରେ ସବୁଦିନ ପ୍ରସାରିତ ହୋଇଥାଏ ଯାହା ଓଡିଶାର ଲୋକ ମାନଙ୍କୁ ଖୁବ ପସନ୍ଦ ଆସୁଛି । ଏହି ସିରିଏଲ ଟି ଦର୍ଶକ ମାନଙ୍କର ଖୁବ ମନୋରଞ୍ଜନ କରୁଛି ଯାହା ଦ୍ଵାରା ଏହି ସିରିଏଲ ଟି ଘରେ ଘରେ ଲୋକପ୍ରିୟ ହୋଇ ପାରିଛି । ଏହି ସିରିଏଲ ରେ ମୁଖ୍ୟ ଚରିତ୍ର ଅଟେ ସାଇ ଓ ଶ୍ରଦ୍ଧା ।

କୁଆଁରୀ ବୋହୁ ସିରିଏଲ ରେ ଅଭିନୟ କରୁଥିବା ସାଇ ଙ୍କୁ ବି ବେଶ ଭଲ ଭାବରେ ଆପଣ ମାନେ ଜାଣିଥିବେ । ସାଇ ଙ୍କର ପ୍ରକୃତ ନାମ ହେଉଛି ମିଲନ ମହାରଣା । ଆଜି ଆମେ ସାଇଙ୍କ ଜୀବନୀ ଓ ପରିବାର ବିଷୟରେ ଏମିତି କିଛି କଥା ଜାଣିବା ଯାହା ଆଗରୁ ଆପଣ ମାନେ କେବେ ବି ହେଲେ ଜାଣି ନଥିବେ ।

ସାଇଙ୍କ ବିଷୟରେ ଅଧିକ ଜାଣିବା ପାଇଁ ଏହାକୁ ଶେଷ ପର୍ଯ୍ୟନ୍ତ ନିଶ୍ଚୟ ପଢନ୍ତୁ । ତା ହେଲେ ଫ୍ରେଣ୍ଡ୍ସ ଆପଣ ମାନେ କୁଆଁରୀ ବୋହୁ ସିରିଏଲ ର ସାଇ ଙ୍କୁ ବେଶ ଭଲ ଭାବରେ ଜାଣିଥିବେ । କୁଆଁରୀ ବୋହୁ ସିରିଏଲ ରେ ସାଇ ଙ୍କ ଜବରଦସ୍ତ ଆକଟିଂ ବି ନିଶ୍ଚିତ ଭାବରେ ଦେଖିଥିବେ ।

ତାଙ୍କର ଜବରଦସ୍ତ ଆକଟିଂ ପାଇଁ ସେ ଖୁବ କମ ଦିନ ମଧ୍ୟରେ ଲୋକପ୍ରିୟ ହୋଇ ପାରିଛନ୍ତି ବା ଲୋକମାନଙ୍କ ମନରେ ଏକ ଅଲଗା ପ୍ରକାରର ସ୍ଥାନ ବନାଇ ପାରିଛନ୍ତି । କୁଆଁରୀ ବୋହୁ ସିରିଏଲ ରେ ସାଇ ଓ ଶ୍ରଦ୍ଧାଙ୍କର ଜବରଦସ୍ତ ଆକଟିଂ ପାଇଁ କୁଆଁରୀ ବୋହୁ ସିରିଏଲ ଟି ନମ୍ବର ୱାନ ସିରିଏଲ ହୋଇ ପାରିଛି ।

ସାଇ ଙ୍କ ଘର ହେଉଛି ବରପାଲି । ସେ ବର୍ତ୍ତମାନ ତାଙ୍କ ପରିବାର ଲୋକଙ୍କ ସହ ଭୁବନେଶ୍ବରରେ ରହୁଛନ୍ତି । ତାଙ୍କ ପରିବାରରେ ତାଙ୍କର ମା ଓ ଗୋଟିଏ ଭାଇ ଅଛନ୍ତି । ସେ ଯେତେବେଳେ ଗ୍ରାଜୁଏସନ କରୁଥିଲେ ସେହି ସମୟରେ ତାଙ୍କ ବାପାଙ୍କର ଦେହାନ୍ତ ହୋଇ ଯାଇଥିଲା ଓ ସେ ନିଜ ଦାଦାଙ୍କ ସହାୟତାରେ ଅଲିଉଡ ରେ ପାଦ ଦେଇଥିଲେ । ସାଇ ତାଙ୍କ ଅଭିନୟର ଜାଦୁରେ ଦର୍ଶକ ମାନଙ୍କୁ ବାନ୍ଧି ରଖିଛନ୍ତି । ତାଙ୍କ ଅଭିନୟ ଗୁଡିକ ମଧ୍ୟ ଦର୍ଶକ ମାନଙ୍କୁ ଖୁବ ପସନ୍ଦ ଆସୁ ଅଛି ।

ତେବେ ଫ୍ରେଣ୍ଡ୍ସ ଆପଣ ମାନଙ୍କୁ ସାଇ କେମିତି ଲାଗନ୍ତି ବା କୁଆଁରୀ ବୋହୁ ସିରିଏଲ ରେ ସାଇଙ୍କ ଆକଟିଂ ଆପଣଙ୍କୁ କେମିତି ଲାଗେ ଆମକୁ ନିଶ୍ଚିତ ଭାବରେ କମେନ୍ଟ କରନ୍ତୁ ଓ ଆଗକୁ ଏମିତି ଅଲିଉଡ ଦୁନିଆ ବିଷୟରେ ଅଧିକ କିଛି ଜାଣିବା ପାଇଁ ଆମ ପେଜକୁ ଲାଇକ କରି ଦିଅନ୍ତୁ । ଧନ୍ୟବାଦ ।

Leave a Reply

Your email address will not be published. Required fields are marked *