କେବଳ ଥରେ ମାତ୍ର ଏହାକୁ ଖୁଆନ୍ତୁ ଛୋଟ ପିଲାଙ୍କ କଫ ଘିଅ ଭଳି ତରଳି ଯିବ- Baba Ramdev Health Tips

ବନ୍ଧୁଗଣ ନମସ୍କାର,ବନ୍ଧୁଗଣ ଆଜି ଆମେ ଆପଣଙ୍କୁ ଏକ ଘରୋଇ ଉପଚାର ବିଷୟରେ କହିବାକୁ ଯାଉଛୁ। ତେବେ ଆସନ୍ତୁ ବନ୍ଧୁଗଣ ଜାଣିବା ସେହି ଘରୋଇ ଉପଚାର ବିଷୟରେ। ବନ୍ଧୁଗଣ ଆପଣ ମାନେ ତ ଜାଣିଥିବେ ପ୍ରାୟତଃ ସମୟ ଅଧିକାଂଶ ବ୍ୟକ୍ତି ଏବଂ ଛୋଟ ଛୁଆ ଙ୍କ ଦେହରେ କଫ ଜମି ଯାଇଥାଏ । ଯଦି ବହୁତ ସମୟ ଖରା ରେ ଆମେ ରହିଥାଉ ଏବଂ ଝାଳ ବାହାରିବା ସମୟରେ ଆମେ ସାଙ୍ଗେ ସାଙ୍ଗେ ପାଣି ପିଇଥାଉ ,ତେବେ ଆମକୁ ଥଣ୍ଡା ହୋଇଥାଏ ଏବଂ ଥଣ୍ଡା ହେବା ଦ୍ୱାରା ଛାତି ରେ କଫ ଜମି ଯାଇଥାଏ।

ଛାତିରେ କଫ ଜମିଲା ପରେ ଶୁଖିଲା ପତ୍ରରେ ଚାଲିବା ଦ୍ୱାରା ଯେଉଁଭଳି ଆବାଜ ହୋଇଥାଏ ଠିକ ସେହିଭଳି ଆମକୁ ଲାଗିଥାଏ । ଅଧିକାଂଶ ଏହି ସମସ୍ୟା ଛୋଟ ଛୁଆ ଙ୍କ ଦେହରେ ଦେଖିବାକୁ ମିଳିଥାଏ। କିନ୍ତୁ ବନ୍ଧୁଗଣ ଏଥିରେ ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ। ଆଜି ଆମେ ଆପଣ ମାନଙ୍କୁ ଏକ ଏଭଳି ଚମତ୍କାର ଘରୋଇ ଉପଚାର ବିଷୟରେ କହିବୁ, ଯାହାର ପ୍ରୟୋଗ ଦ୍ଵାରା ଆପଣଙ୍କ ଏହି ସମସ୍ୟା ର ସମାଧାନ ତୁରନ୍ତ ହୋଇଯିବ। ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ସେହି ଘରୋଇ ଉପଚାର ବିଷୟରେ ।

ବନ୍ଧୁଗଣ ପ୍ରଥମେ ଏବଂ ସବୁଠାରୁ ଜରୁରୀ ଜିନିଷ ଯାହା ଆବଶ୍ୟକ ତାହା ହେଉଛି ମହୁ । ମହୁ ଫୁଲର ପରାଗ ହୋଇଥାଏ । ଯାହାକୁ ମହୁମାଛି ନିଜ ଫେଣା ରେ ସଂଗ୍ରହ କରିଥାନ୍ତି ଏବଂ ତାକୁ ତରଳ କରିଥାନ୍ତି ଏବଂ ମହୁ ତିଆରି କରିଥାନ୍ତି। ମହୁ ନିଆଁ ରେ ଜଳି ନଥାଏ ଏବଂ ପାଣି ରେ ମିଶି ନଥାଏ । ମହୁ ହେଉଛି ଏକ ଏଭଳି ଜିନିଷ ଯାହା ଯେ କୌଣସି ବି ବ୍ଲଡ଼ଗ୍ରୁପ ରେ ମିଶିଯାଇଥାଏ । ମହୁ ପାଚନ କ୍ରିୟା ରେ ମଧ୍ୟ ସାହାଯ୍ୟ କରିଥାଏ ଏବଂ ମହୁ ଖାଇବା ଦ୍ଵାରା ଆପଣଙ୍କ ଭିତରେ ଥିବା ସମସ୍ତ କିଟାଣୁ କୁ ନଷ୍ଟ କରି ଦେଇଥାଏ ।

୧. ଯଦି ଆପଣଙ୍କ ଛୁଆ ର ନିଶ୍ୱାସ ନେବାରେ କୌଣସି ଅସୁବିଧା ହେଉଛି ଅଥବା ଯେ କୌଣସି ଶ୍ୱାସ ସମସ୍ୟା ମଧ୍ୟ ଦେଖାଯାଉଛି ତେବେ ଆପଣ ଏକ ଚାମଚ ତଥା ୫ ଗ୍ରାମ ମହୁ ନିଅନ୍ତୁ ଏବଂ ସେଥିରେ ୫ ରୁ ୬ ବୁନ୍ଦା ଅଦା ରସ ନିଅନ୍ତୁ । ଏହାକୁ ଭଲ ଭାବରେ ମିଶାଇ ଦିଅନ୍ତୁ । ଏହାକୁ ୨୦ ମିନିଟ ପରେ ଖାଇବାକୁ ଦିଅନ୍ତୁ ।

୨. ଦ୍ଵିତୀୟ ରେ ଆପଣ ଅନ୍ୟ ଏକ ପାତ୍ର ରେ ଅଳ୍ପ କିଛି ମହୁ ନିଅନ୍ତୁ ଏବଂ ସେଥିରେ ଗରମ ପାଣି ପକାଇ ଭଲ ଭାବରେ ମିଶାଇ ଦିଅନ୍ତୁ ଏବଂ ଏହି ମିଶ୍ରଣ କୁ ଛୋଟ ଛୁଆ ର ଛାତିରେ ମାଲିସ କରନ୍ତୁ। ଏହାର ପ୍ରୟୋଗ ଦ୍ଵାରା ଛାତି ଭିତରେ ଥିବା କଫ ମହୁରେ ଥିବା ଗରମ ଅଂଶ ଦ୍ୱାରା ତରଳି ଯିବ ।

ଆପଣ ଯେଉଁ ଅଦା ଏବଂ ମହୁର ମିଶ୍ରଣ କୁ ଖାଇବେ ତାହା ଦ୍ୱାରା ଆପଣଙ୍କ ଛୁଆ ର ଶରୀର ଭିତରେ ଥିବା କଫ କୁ ଏଭଳି ଭାବରେ ସଫା କରିଦେବ ଯେଉଁଭଳି ଲୁହା ରେ ଗରମ ପାଣିରେ ଏସିଡ ପକାଇ ସଫା କରାଯାଇଥାଏ । ଯେ ପର୍ଯ୍ୟନ୍ତ ଆପଣଙ୍କ ଛୁଆକୁ ୬ ମାସ ହୋଇନାହିଁ ଆପଣ ଏହି ମିଶ୍ରଣ କୁ ଖାଇବାକୁ ଦିଅନ୍ତୁ । ଏହା ଦ୍ଵାରା ଆପଣଙ୍କ ଛୁଆ କୁ ଜ୍ୱର,ଥଣ୍ଡା, କାଶ ତଥା ଇଂଫେକ୍ସନ ମଧ୍ୟ ହେବନାହିଁ । ଏହା ଆୟୁର୍ବେଦ ର ଏକ ରାମବାଣ ଉପଚାର ଅଟେ ।

ଆପଣଙ୍କୁ ଆମର ଏହି ଟିପ୍ସ ଗୁଡିକ ଭଲ ଲାଗିଥିଲେ ଏହାକୁ ଲାଇକ ଓ ଶେୟାର କରିବେ ଓ ଏମିତି କିଛି ନୂଆ ନୂଆ ଟିପ୍ସ ପଢିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *