ଛୋଟ ପରଦାର ଏହି Actress ଙ୍କୁ ଲୋକ କୁହନ୍ତି Sridevi ଙ୍କ ଡୁପ୍ଳିକେଟ, ଲାଗନ୍ତି ବିଲକୁଲ ଏକାପରି , ବିଶ୍ଵାସ ହେଉ ନଥିଲେ ନିଜେ ଦେଖି ନିଅନ୍ତୁ

ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅଭିନୟ କରିଥିବା ସମସ୍ତ ଅଭିନେତ୍ରୀ ମାନଙ୍କୁ ନିଶ୍ଚୟ ଦେଖିଥିବେ । ବଲିଉଡରେ ଏପରି କିଛି ଅଭିନେତ୍ରୀ ଅଛନ୍ତି ଯେଉଁ ମାନେ ତାଙ୍କ ସମୟରେ କେତେକ ସୁପର ହିଟ ଫିଲ୍ମ କରି ବଲିଉଡ ଇଣ୍ଡଷ୍ଟ୍ରିରେ ପ୍ରସିଦ୍ଧି ହାସଲ କରିଥିଲେ । ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ଯେଉଁ ବଲିଉଡ ଅଭିନେତ୍ରୀଙ୍କ ବିଷୟରେ କହିବାକୁ ଯାଉଛୁ ସେ ବର୍ତ୍ତମାନ ଆମ ମାନଙ୍କ ସହ ନାହାନ୍ତି ।

ବନ୍ଧୁଗଣ ସେହି ବଲିଉଡ ଅଭିନେତ୍ରୀ ଜଣକ ଆଉ କେହି ନୁହନ୍ତି ସେ ହେଉଛନ୍ତି ବଲିଉଡର ଦିଗଜ ଅଭିନେତ୍ରୀ ଶ୍ରୀଦେବୀ । ବନ୍ଧୁଗଣ ଶ୍ରୀଦେବୀ ବଲିଉଡ ଇଣ୍ଡଷ୍ଟ୍ରିକୁ ଗୋଟେ ପରେ ଗୋଟେ ସୁପର ହିଟ ଫିଲ୍ମ ଦେଇଛନ୍ତି ।

ଶ୍ରୀଦେବୀଙ୍କ ଦେହାନ୍ତ ପରେ ସାରା ଭରତରେ ଶୋକର ଛାୟା ହୋଇଯାଇଥିଲା । ସମସ୍ତ ଲୋକ ଶ୍ରୀଦେବୀଙ୍କ ଦେହାନ୍ତ ଖବର ଶୁଣିବା ପରେ ବହୁତ ଦୁଃଖ ପ୍ରକାଶ କରିଥିଲେ । ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ଟିଭି ଇଣ୍ଡଷ୍ଟ୍ରିର ଏପରି ଏକ ଅଭିନେତ୍ରୀଙ୍କ ବିଷୟରେ କହିବାକୁ ଯାଉଛୁ ଯାହାଙ୍କୁ ସମସ୍ତେ ଦୃଦେବୀ କହୁଛନ୍ତି । କାରଣ ତାଙ୍କର ମୁହଁ ଶ୍ରୀଦେବୀଙ୍କ ସହ ବହୁତ ଅଧିକ ମିଶି ଯାଉଛି । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଅଭିନେତ୍ରୀଙ୍କ ବିଷୟରେ ।

ବନ୍ଧୁଗଣ ଆପଣ ମାନେ ତ ଏହି କଥା ନିଶ୍ଚୟ ଜାଣିଥିବେ ଯେ, ଗୋଟେ ମଣିଷର ୭ଟି ହମସକଲ ଥାନ୍ତି । ତେଣୁ ବନ୍ଧୁଗଣ ଏହା ସମ୍ଭବ ନୁହେଁ ଯେ, ଶ୍ରୀଦେବୀଙ୍କ ପରି ଦେଖା ଯାଉଥିବା ଅନ୍ୟ କୌଣସି ମହିଳା ନଥିବେ । ତେଣୁ ଆଜିଆମେ ଆପଣ ମାନଙ୍କୁ ଯେଉଁ ଅଭିନେତ୍ରୀଙ୍କ ବିଷୟରେ କହିବାକୁ ଯାଉଛୁ ସେ ସଂପୂର୍ଣ୍ଣ ଶ୍ରୀଦେବୀଙ୍କ ପରି ନଜର ଆସନ୍ତି । ବନ୍ଧୁଗଣ ଶ୍ରୀଦେବୀଙ୍କ ଜାଗା ତ ଏହି ଦୁନିଆରେ କେହିବି ନେଇ ପାରିବେ ନାହିଁ ହେଲେ ଅଭିନେତ୍ରୀ ଜଣକଙ୍କୁ ଦେଖିଲେ ଏହା ଲାଗୁଛି ଯେ, ଶ୍ରୀଦେବୀ ବର୍ତ୍ତମାନ ମଧ୍ୟ ଆମ ସହିତ ଏହି ଦୁନିଆରେ ଅଛନ୍ତି ।

ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ଯେଉଁ ଅଭିନେତ୍ରୀଙ୍କ ବିଷୟରେ କହିବାକୁ ଯାଉଛୁ ସେ ଆଉ କେହି ନୁହେଁ ସେ ଟିଭି ଇଣ୍ଡଷ୍ଟ୍ରିର ଫେମସ ଅଭିନେତ୍ରୀ ଦୀପିକା ସିଂହ ଅଟନ୍ତି । ବନ୍ଧୁଗଣ ଦୀପିକା ସଂପୂର୍ଣ୍ଣ ଶ୍ରୀଦେବୀଙ୍କ ପରି ନଜର ଆସନ୍ତି । ଶ୍ରୀଦେବୀଙ୍କ ମୁହଁ ସହ ତାଙ୍କ ମୁହଁ ବହୁତ ଅଧିକ ମିଶୁଛି । ବନ୍ଧୁଗଣ ଦୀପିକା ବର୍ତ୍ତମାନ ଷ୍ଟାର ପ୍ଲସର ଲୋକପ୍ରିୟ ସିରିଏଲ ‘ଦିଆ ଅର ବାତି ହମ’ରେ ମୁଖ୍ୟ ଭୂମିକାରେ ନଜର ଆସୁଛନ୍ତି । ସେ ଘରେ ଘରେ ଏହି ସିରିଏଲ ପାଇଁ ପରିଚିତ ଅଛନ୍ତି । ତାଙ୍କର ଅଭିନୟ ଓ ସୁନ୍ଦରତାକୁ ଲୋକମାନେ ବହୁତ ଅଧିକ ପସନ୍ଦ କରୁଛନ୍ତି ।

ବନ୍ଧୁଗଣ ଦୀପିକା ସମସ୍ତ ଡ୍ରେସରେ ବହୁତ ଅଧିକ ସୁନ୍ଦର ନଜର ଆସନ୍ତି । ହେଲେ ବନ୍ଧୁଗଣ ଯେତେବେଳେ ଦୀପିକା ଶାଢୀ ପିନ୍ଧନ୍ତି ସେତେବେଳେ ସେ ବଲିଉଡ ଅଭିନେତ୍ରୀ ଶ୍ରୀଦେବୀଙ୍କ ପରି ନଜର ଆସନ୍ତି । ଦୀପିକା ମଧ୍ୟ ନିଜ କାମକୁ ନେଇ ଶ୍ରୀଦେବୀଙ୍କ ପରି ବହୁତ ସିରିଏସ ରୁହନ୍ତି । ଦୀପିକାଙ୍କ ଫଟୋ ସୋସିଆଲ ମିଡିଆରେ ବହୁତ ମାତ୍ରାରେ ଭାଇରାଲ ହେଉଛି ଓ ଲୋକ ମାନେ ତାଙ୍କ ମୁହଁକୁ ଶ୍ରୀଦେବୀଙ୍କ ମୁହଁ ସହ ଯୋଡୁଛନ୍ତି ।

ତା ହେଲେ ବନ୍ଧୁଗଣ ଦୀପିକା ଶ୍ରୀଦେବୀଙ୍କ ପରି ନଜର ଆସୁଛନ୍ତି ନା ନାହିଁ ଆପଣ ମନକୁ କମେଣ୍ଟ କରି ନିଶ୍ଚୟ ଜଣାନ୍ତୁ, ଆପଣ ମାନଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଲାଇକ ଓ ସାଙ୍ଗମାନଙ୍କ ସହ ଶେୟାର କରିବେ ଓ ବଲିଉଡ ବିଷୟରେ ଅଧିକ ଜାଣିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେନି । ଧନ୍ୟବାଦ ।

Leave a Reply

Your email address will not be published. Required fields are marked *