ଚୈତ୍ର ନବରାତ୍ରିରେ ଭୁଲରେ ବି ମା’ଙ୍କୁ ଚଢାନ୍ତୁ ନାହିଁ ଏହି 3 ଟି ଜିନିଷ, ନହେଲେ ଗରିବୀ ଓ ଦରିଦ୍ରତା ପିଛା ଛାଡିବନି- Vastu Tips

ନମସ୍କାର ବନ୍ଧୁଗଣ ନବରାତ୍ରି ର ନଅ ଦିନ ମାତା ଆଦି ଶକ୍ତି ଙ୍କୁ ପୂଜା ଅର୍ଚ୍ଚନା କରାଯାଏ । ନବରାତ୍ରି ର ନଅ ଦିନ ମାତା ଙ୍କର ନଅ ଟି ଅଲଗା ଅଲଗା ରୂପରେ ଦର୍ଶନ ଦେଇଥାନ୍ତି । ଏହି ସମୟରେ ଲୋକମାନେ ବ୍ରତ କରନ୍ତି ଏବଂ ଶୁଦ୍ଧ ହୃଦୟ ରେ ମାତାଙ୍କର ଆରାଧନା କରି ଥାଆନ୍ତି । ଦେବୀ ଭଗବତ ପୁରାଣ ଅନୁସାରେ ନବରାତ୍ରି ର ପାବନ ସମୟରେ ମାତା ରାଣୀ ନିଜ ଭକ୍ତଙ୍କ ଘରେ ବିରାଜମାନ ହୋଇଥାନ୍ତି । ଏହି ସମୟରେ ମାତାଙ୍କ ପୂଜା ଅର୍ଚ୍ଚନା କରି ମାତାଙ୍କୁ ପ୍ରସନ୍ନ କରିବା ପାଇଁ ଚେଷ୍ଟା କରିଥାନ୍ତି ।

ଏହି ନବରାତ୍ରି ରେ ମାତା ରାଣୀ ଙ୍କ ସମ୍ମୁଖରେ କଳସ ସ୍ଥାପନ କରିଥାଉ ଏବଂ ଅଖଣ୍ଡ ଦୀପ ମଧ୍ୟ ପ୍ରଜ୍ୱଳନ କରିଥାଉ ଏବଂ ଦୁର୍ଗା ଶକ୍ତି ପାଠ କରିଥାଉ । ବିଭିନ୍ନ ଲୋକମାନେ ମାତା ଙ୍କୁ ପ୍ରସନ୍ନ କରିବା ପାଇଁ ଅଲଗା ଅଲଗା ଉପାୟ କରନ୍ତି ଏବଂ ଅଲଗା ଅଲଗା ଵସ୍ତୁ ମଧ୍ୟ ଚଢାଇ ଥାଆନ୍ତି । କିନ୍ତୁ କିଛି ଵସ୍ତୁ ଏହି ଭଳି ଅଛି ଯାହାକୁ ନବରାତ୍ରି ସମୟରେ ଭୁଲରେ ବି ମାତାଙ୍କ ପାଖରେ ଚଢ଼ାନ୍ତୁ ନାହିଁ । ତେବେ ଆସନ୍ତୁ ଜାଣିନେବା ସେହି ଜିନିଷ ଗୁଡ଼ିକ କଣ କଣ ।

୧- ପ୍ରଥମ ଜିନିଷ ହେଉଛି ନଡିଆ । ହିନ୍ଦୁ ଧର୍ମ ରେ ନଡ଼ିଆ କୁ ସମୃଦ୍ଧି ଏବଂ ପବିତ୍ର କୁହାଯାଏ । ସବୁ ଶୁଭ କାର୍ଯ୍ୟ ରେ ନଡିଆ ଚଢା ଯାଏ । ନଡିଆ କୁ ଶ୍ରୀଫଳ ମଧ୍ୟ କୁହାଯାଏ । ଏହା ଛଡା ମାତା ରାଣୀ ଙ୍କ ଅନେକ ମନ୍ଦିର ରେ ମଧ୍ୟ ନଡ଼ିଆ କୁ ବଳି ଭାବେ ଦିଆଯାଇଥାଏ ଏବଂ କଳସ ସ୍ଥାପନା ସମୟରେ ଆମେ ନଡ଼ିଆ କୁ ବ୍ୟବହାର କରିଥାଉ ।

ମାତା ରାଣୀ ଙ୍କ ଆରାଧନା ସମୟରେ ସର୍ଵଦା ପାଣି ଥିବା ନଡ଼ିଆ କୁ ବ୍ୟବହାର କରିବା ଉଚିତ ଏବଂ ନଡ଼ିଆ ସଢ଼ା, ଫଟା ହେବା ଉଚିତ ନୁହେଁ । ଏହା ଛଡା ନଡ଼ିଆ କୁ କଳସ ର୍ସ କେବେବି ଛିଡା କରିକି ରଖାଯାଏ ନାହିଁ । ନଡ଼ିଆ କୁ ଭୋଗ ରେ କିମ୍ବା ମାତା ରାଣୀଙ୍କ ପାଖରେ ସର୍ଵଦା ଗୋଲ ଏବଂ ସୁନ୍ଦର ନଡ଼ିଆ ହେବା ଆବଶ୍ୟକ ଅଟେ ।

୨- ଦ୍ୱିତୀୟ ଟି ଲବଙ୍ଗ । ଏହାର ବ୍ୟବହାର ମଧ୍ୟ ମାତା ରାଣୀ ଙ୍କ ପୂଜାର୍ଚ୍ଚନା ରେ ବ୍ୟବହାର କରାଯାଇଥାଏ ଏବଂ ଏହା ଧ୍ୟାନ ଦେବା ଉଚିତ କି ସର୍ଵଦା ଫୁଲ ଵାଲା ଳବଙ୍ଗ ଚଢ଼େଇବା ଉଚିତ । ଏହାକୁ ଶୁଭ ବୋଲି ମଧ୍ୟ କୁହାଯାଏ ।

୩- ତୃତୀୟ ଟି ହେଉଛି ତୁଳସୀ । ମାତା ରାନୀ ଙ୍କ ପୂଜା ଅର୍ଚ୍ଚନା ରେ ତୁଳସୀ ପତ୍ରକୁ ବର୍ଜିତ କରାଯାଏ । ଏହା ଛଡ଼ା ଅଁଳା ମଧ୍ୟ ମାତା ରାଣୀଙ୍କ ପାଖରେ ଚଢା ଯାଏ ନାହିଁ । ଏହା ଛଡା ମାତାରାଣୀ ଙ୍କ ପୁଜା ଅର୍ଚ୍ଚନା ରେ ସର୍ଵଦା ନାଲି ରଙ୍ଗର ଫୁଲ ଚଢ଼େଇବା ଉଚିତ । ମାତା ରାଣୀ ଙ୍କୁ ଖାସ କରିକି ପଦ୍ମ ଫୁଲ ।

୪- ଶାସ୍ତ୍ର ଅନୁସାରେ ଘରେ ମାତା ରାଣୀଙ୍କର ଦୁଇଟି କିମ୍ୱା ଅଧିକ ମୂର୍ତ୍ତି ଏବଂ ଫୋଟୋ ନ ରଖିବା ଉଚିତ । ଏହା ଛଡା ମାତା ରାଣୀଙ୍କ ପୂଜା ଅର୍ଚ୍ଚନା ରେ କୌଣସି ଭଙ୍ଗା କିମ୍ବା ଚିଣ୍ଡା ରଖିବା ଉଚିତ ନୁହେଁ । ନବରାତ୍ରି ର ନଅ ଦିନ ଶ୍ରଦ୍ଧା ଏବଂ ଭକ୍ତି ର ସହିତ ମାତାଙ୍କୁ ସ୍ମରଣ କରିବା ଉଚିତ ।

ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *