ସୁହାଗ ର ଏହି ସନ୍ତକ କେବେ ବି ଫୋପାଡିବେ ନାହିଁ, ସ୍ବାମୀଙ୍କ ଉପରେ ଆସିଥାଏ ମହାସଙ୍କଟ, ବିବାହିତା ହେଇଥିଲେ ନିଶ୍ଚୟ ଦେଖନ୍ତୁ- Vastu Shastra

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ କହିବୁ ଶାସ୍ତ୍ର ଅନୁସାରେ ଥିବା ଏଭଳି କିଛି ଜିନିଷ ସମ୍ବନ୍ଧରେ ଯାହାକୁ କୌଣସି ବିବାହିତା ମହିଳା ଭୁଲ ରେ ମଧ୍ୟ ପକାଇବା ଉଚିତ ନୁହେଁ । ଏପରି କରିବା ଦ୍ବାରା ପତି ଙ୍କ ମୃତ୍ୟୁ ଶୀଘ୍ର ହୋଇଯାଇଥାଏ ଏବଂ ଏହା ପତି ଙ୍କ ବର୍ବାଦୀ ର କାରଣ ମଧ୍ୟ ହୋଇଥାଏ । ଯେଉଁ ମହିଳା ମାନେ ଏହି କାର୍ଯ୍ୟ କରିଥାନ୍ତି ସେମାନଙ୍କ ଘର ପରିବାର ରେ ବିଭିନ୍ନ ପ୍ରକାର ସମସ୍ୟା ସୃଷ୍ଟି ହୋଇଥାଏ ଏବଂ ଦାରିଦ୍ର୍ୟତା ର ଆଗମନ ହୋଇଥାଏ । ତେବେ ଆସନ୍ତୁ ଜାଣିବା ସେହି ଜିନିଷ ଗୁଡ଼ିକ ସମ୍ବନ୍ଧରେ ବିସ୍ତାର ରୂପରେ ।

୧. ବନ୍ଧୁଗଣ ପ୍ରଥମତଃ, କୌଣସି ବି ବିବାହିତା ମହିଳା ଙ୍କୁ ନିଜ ବିବାହ ରେ ପିନ୍ଧିଥିବା ଶାଢ଼ୀ ଅନ୍ୟକୁ ଦେବା ଉଚିତ ନୁହେଁ ଅଥବା ପକାଇବା ଉଚିତ ନୁହେଁ । ଏହା ଅତ୍ୟନ୍ତ ପବିତ୍ର ହୋଇଥାଏ ଏବଂ ଏଥିରେ ସମସ୍ତ ଦେବୀ ଦେବତା ଙ୍କ ଆଶୀର୍ବାଦ ରହିଥାଏ ।

ଏହି ବିବାହ ର ଶାଢ଼ୀ ବିବାହ ପରେ ପ୍ରଥମ ସାବିତ୍ରୀ ବ୍ରତ ରେ ମଧ୍ୟ ମହିଳା ମାନେ ପିନ୍ଧିଥାନ୍ତି । ତେଣୁ କୌଣସି ବିବାହିତା ମହିଳା ନିଜର ବିବାହର ଶାଢ଼ୀ କୁ ଅନ୍ୟକୁ ଦିଅନ୍ତୁ ନାହିଁ ଅଥବା ବାହାରେ ପକାନ୍ତୁ ନାହିଁ । ନଚେତ ଏପରି କରିବା ଦ୍ୱାରା ଦେବୀ ଦେବତା ମାନେ କ୍ରୋଧିତ ହୋଇଥାନ୍ତି ।

୨. ବନ୍ଧୁଗଣ ଦ୍ବିତୀୟତଃ, ବିବାହ ସମୟରେ ପତି ନିଜ ପତ୍ନୀ କୁ ମଙ୍ଗଳସୁତ୍ର ପିନ୍ଧାଇ ଥାଏ । ମଙ୍ଗଳସୁତ୍ର ପବିତ୍ରତା ର ଚିନ୍ହ ଅଟେ । ମଙ୍ଗଳସୁତ୍ର ରେ ସମସ୍ତ ଦେବୀ ଦେବତା ଙ୍କ ଆଶୀର୍ବାଦ ରହିଥାଏ ଏବଂ ଏଥିରେ ମହାଦେବ ଓ ମାତା ପାର୍ବତୀ ଙ୍କ ବାସ ମଧ୍ୟ ରହିଥାଏ । ତେଣୁ କୌଣସି ବିବାହିତା ମହିଳା କୁ କେବେବି ନିଜର ମଙ୍ଗଳସୁତ୍ର କୁ ଅନ୍ୟକୁ ଦେବା ଉଚିତ ନୁହେଁ ଅଥବା ଅନ୍ୟ ର ମଙ୍ଗଳସୁତ୍ର ପରିଧାନ କରିବା ଉଚିତ ନୁହେଁ । ନଚେତ ଏହା ପତି ର ବର୍ବାଦୀ ର କାରଣ ସାଜିଥାଏ ।

୩. ବନ୍ଧୁଗଣ ତୃତୀୟତଃ, କୌଣସି ବିବାହିତା ମହିଳା କୁ ନିଜ ବିବାହର ଚୁଡି ଅନ୍ୟକୁ ଦେବା ଉଚିତ ନୁହେଁ ଅଥବା ବାହାରେ ପକାଇବା ଆଦୌ ଉଚିତ ନୁହେଁ । ଏହାଦ୍ବାରା ଦେବୀ ଦେବତା ଙ୍କ ଅପମାନ ହୋଇଥାଏ ଓ ଏହା ପାପ ସମାନ ଅଟେ । ଯାହା ଫଳରେ ଏହାର କୁପ୍ରଭାଵ ପତି ଙ୍କ ଉପରେ ପଡ଼ିଥାଏ । ତେଣୁ ପ୍ରତ୍ୟେକ ବିବାହିତା ମହିଳା ଙ୍କୁ ନିଜ ବିବାହର ଚୁଡ଼ି ସମ୍ଭାଳି ରଖିବା ଉଚିତ ।

୪. ବନ୍ଧୁଗଣ ଚତୁର୍ଥତଃ, କୌଣସି ବିବାହିତା ମହିଳା ଙ୍କୁ କେବେବି ନିଜର ମଥା ଅଧିକ ସମୟ ପର୍ଯ୍ୟନ୍ତ ଖାଲି ରଖିବା ଉଚିତ ନୁହେଁ । ବିବାହିତା ମହିଳା ମାନଙ୍କ ପାଇଁ ସିନ୍ଦୂର ର ସ୍ଥାନ ସବୁଠାରୁ ମହତ୍ତ୍ୱପୂର୍ଣ୍ଣ ଅଟେ । ସିନ୍ଦୂର ମଥାରେ ଲଗାଇବା ଦ୍ୱାରା ପତି ଙ୍କ ଆୟୁ ବଢ଼ିଥାଏ ଏବଂ ପତି ପତ୍ନୀ ଙ୍କ ମଧ୍ୟରେ ଭଲ ପାଇବା ବଢ଼ିଥାଏ । ଯେଉଁ ମହିଳା ନିଜ ମଥା ଖାଲି ରଖିଥାଏ ସେ ନିଜ ପତି ର ମୃତ୍ୟୁ ର ଶୋକ ପାଳନ କରିଥାଏ । ତେଣୁ ଭୁଲ ରେ ମଧ୍ୟ କୌଣସି ବିବାହିତା ମହିଳା ନିଜ ମଥା କୁ ଶୂନ୍ୟ ରଖିବା ଉଚିତ ନୁହେଁ ।

ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *