ଛୋଟ ଡ୍ରେସ ପିନ୍ଧିବାକୁ ଘୃଣା କରନ୍ତି TV ର ଏହି ୫ ଜଣ ଅଭିନେତ୍ରୀ, ଦିଅନ୍ତି ନାହିଁ କୌଣସି କିସିଙ୍ଗ ସୀନ, ନମ୍ବର ୧ ତ ଶାଢୀରେ ବି ଲାଗନ୍ତି ହଟ

ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ହିନ୍ଦୀ ଟିଭି ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ ଅଭିନେତ୍ରୀ ମାନଙ୍କୁ ନିଶ୍ଚୟ ଦେଖିଥିବେ । ଏହି ଅଭିନେତ୍ରୀ ମାନେ ନିଜ ପର୍ଶନାଲ ଲାଇଫ ଓ ନିଜ ସୁନ୍ଦରତା ପାଇଁ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରୁହନ୍ତି । ବନ୍ଧୁଗଣ ସାଧାରଣତଃ ଅଧିକାଂଶ ଅଭିନେତ୍ରୀ ସୋସିଆଲ ମିଡିଆରେ ଅଧିକ ଚର୍ଚାରେ ରହିବା ପାଇଁ ଛୋଟ ଡ୍ରେସରେ ନିଜର ହଟ୍ ଓ ବୋଲ୍ଡ ଲୁକ୍ ର ଫଟୋ ସେୟାର କରିଥାନ୍ତି । ହେଲେ ବନ୍ଧୁଗଣ ଟିଭି ଇଣ୍ଡଷ୍ଟ୍ରିର ଏପରି କିଛି ଅଭିନେତ୍ରୀ ଅଛନ୍ତି ଯେଉଁ ମାନେ ଛୋଟ ଡ୍ରେସ ପିନ୍ଧିବାକୁ ଘୃଣା କରନ୍ତି ଓ ସେମାନେ ଆଜି ପର୍ଯ୍ୟନ୍ତ ଛୋଟ ଡ୍ରେସ ପିନ୍ଧିବାର କୌଣସି ଫଟୋ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ସେୟାର କରିନାହାନ୍ତି ।

ଏହି ଅଭିନେତ୍ରୀ ମାନେ ଟିଭି ଇଣ୍ଡଷ୍ଟ୍ରିରେ ପ୍ରସିଦ୍ଧି ହାସଲ କରିଛନ୍ତି ଓ ଏମାନେ ସୋସିଆଲ ମିଡିଆରେ ମଧ୍ୟ ବହୁତ ଚର୍ଚାରେ ରୁହନ୍ତି । ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ଏହି ଟିଭି ଅଭିନେତ୍ରୀ ମାନଙ୍କ ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଟିଭି ଅଭିନେତ୍ରୀ ମାନଙ୍କ ବିଷୟରେ ।

ଦିବ୍ୟଙ୍କା ତ୍ରିପାଠୀ- ବନ୍ଧୁଗଣ ଆମ ଲିଷ୍ଟର ପ୍ରଥମ ସ୍ଥାନରେ ଅଛନ୍ତି ଦିବ୍ୟଙ୍କା ତ୍ରିପାଠୀ । ଆପଣ ମାନେ ସମସ୍ତେ ଦିବ୍ୟାଙ୍କାଙ୍କୁ ଲୋକପ୍ରିୟ ଧାରାବାହିକ ‘ୟେ ହେ ମହବତେ’ରେ ନିଶ୍ଚୟ ଦେଖିଥିବେ । ଏହି ଧାରାବାହିକରେ ସେ ମୁଖ୍ୟ ଅଭିନେତ୍ରୀର ଭୂମିକାରେ ନଜର ଆସୁଛନ୍ତି । ହେଲେ ବନ୍ଧୁଗଣ ଦିବ୍ୟଙ୍କା ଆଜି ପର୍ଯ୍ୟନ୍ତ କୌଣସି ଛୋଟ ଡ୍ରେସରେ ନଜର ଆସିନାହାନ୍ତି । ଦିବ୍ୟଙ୍କା ଛୋଟ ଡ୍ରେସ ପିନ୍ଧିବାକୁ ପସନ୍ଦ କରନ୍ତି ନାହିଁ ।

ପରିଧି ଶର୍ମା- ବନ୍ଧୁଗଣ ଆମ ଲିଷ୍ଟର ଦୁତୀୟ ସ୍ଥାନରେ ଅଛନ୍ତି ଟିଭିର ଫେମସ ଅଭିନେତ୍ରୀ ପରିଧି ଶର୍ମା । ବନ୍ଧୁଗଣ ଆପଣ ମାନେ ସମସ୍ତେ ‘ଯୋଦ୍ଧା ଆକବର’ ଧାରାବାହିକରେ ଯୋଦ୍ଧାର ଭୂମିକାରେ ନିଶ୍ଚୟ ଦେଖିଥିବେ । ୨୦୧୬ ମସିହାରେ ପରିଧି ମା ହେବା ପରେ ନିଜ ଅଭିନୟ କାରିୟରକୁ ତ୍ୟାଗ କରିଥିଲେ । ବନ୍ଧୁଗଣ ପରିଧି ଚିତ ଡ୍ରେସ ପିନ୍ଧିବାକୁ ପସନ୍ଦ କରନ୍ତି ନାହିଁ । ସୋସିଆଲ ମିଡିଆରେ ସେ ଛୋଟ ଡ୍ରେସରେ କୌଣସି ଫଟୋ ସେୟାର କରିନାହାନ୍ତି ।

କୃତିକା ସେଙ୍ଗର- ବନ୍ଧୁଗଣ ଆମ ଲିଷ୍ଟର ତୃତୀୟ ସ୍ଥାନରେ ଆଛନ୍ତି କୃତିକା ସେଙ୍ଗର । ଆପଣ ମାନେ ସମସ୍ତେ କୃତିକାଙ୍କୁ ଅନେକ ଲୋକପ୍ରିୟ ଧାରାବାହିକରେ ନିଶ୍ଚୟ ଦେଖିଥିବେ । ବନ୍ଧୁଗଣ କୃତିକା ମଧ୍ୟ ସବୁବେଳେ ଛୋଟ ଡ୍ରେସ ପିନ୍ଧିବା ପାଇଁ ମନା କରନ୍ତି । ଏହା ସହିତ ତାଙ୍କୁ କୌଣସି ଇଣ୍ଟେମେଣ୍ଟ ସିନ୍ସ କରିବାକୁ ଭଲ ଲାଗେ ନାହିଁ ।

ଅଲିସା ପବାର- ବନ୍ଧୁଗଣ ଆମ ଲିଷ୍ଟର ଚତୁର୍ଥ ସ୍ଥାନରେ ଅଛନ୍ତି ଟିଭିର ଫେମେଅସ ଅଭିନେତ୍ରୀ ଅଲିସା ପବାର । ଆପଣ ମାନେ ସମସ୍ତେ ଅଲିସାଙ୍କୁ ‘ଜମାଇ ରାଜା’ ଧାରାବାହିକରେ ନିଶ୍ଚୟ ଦେଖିଥିବେ । ଆଲିସ କେବେବି ସଫଳ ହେବା ପାଇଁ ବୋଲ୍ଡ ଓ ହଟ୍ ଫଟୋର ସାହାରା ନେଇନାହାନ୍ତି । ସେ ସବୁବେଳେ ସଂସ୍କାରୀ ଲୁକ୍ ରେ ନଜର ଆସନ୍ତି ।

ଦୀପିକା କକ୍କଡ- ବନ୍ଧୁଗଣ ଆମ ଲିଷ୍ଟର ଶେଷ ସ୍ଥାନରେ ଅଛନ୍ତି ଟିଭିର ଲୋକପ୍ରିୟ ଅଭିନେତ୍ରୀ ଦୀପିକା କକ୍କଡ । ଦୀପିକାଙ୍କୁ ଆପଣ ମାନେ ଅନେକ ଲୋକପ୍ରିୟ ଧାରାବାହିକରେ ନିଶ୍ଚୟ ଦେଖିଥିବେ । ଆଜି ପର୍ଯ୍ୟନ୍ତ ଦୀପିକା କୌଣସି ବୋଲ୍ଡ ଓ ଇଣ୍ଟିମେଣ୍ଟ ସିନ୍ସ ଦେଇନାହାନ୍ତି । ସେ ସବୁବେଳେ ଏକ ସଂସ୍କାରୀ ଲୁକ୍ ରେ ନଜର ଆସନ୍ତି ।

ଆପଣ ମାନଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଲାଇକ ଓ ସାଙ୍ଗମାନଙ୍କ ସହ ଶେୟାର କରିବେ ଓ ଟିଭି ଦୁନିଆ ବିଷୟରେ ଅଧିକ ଜାଣିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେନି । ଧନ୍ୟବାଦ

Leave a Reply

Your email address will not be published. Required fields are marked *